ମାସ୍କ ବଣ୍ଟନ କଲା ରାଇକିଆ ବଣିକ ସଂଘ
ରାଇକିଆ,୭ା୪(ଡି ଏନ ଏ)- କରୋନା ମୁକାବିଲା ପାଇଁ ବିଭିନ୍ନ ସଙ୍ଗଠନ ଆଗକୁ ଆସୁଛନ୍ତି। କିଏ ସଚେତନତା କରୁଛି ତ ଆଉକିଏ ଆର୍ଥିକ ସହଯୋଗ କରୁଛନ୍ତି। ମଙ୍ଗଳବାର ରାଇକିଆ ବଣିକ ସଂଘ ତରଫରୁ ବିଭିନ୍ନ ଅଞ୍ଚଳରେ ମାସ୍କ ବଣ୍ଟନ କରାଯାଇଛି। ଘରୁ କୌଣସି…
କରୋନା ମୁକାବିଲା: ଜି.ଉଦୟଗିରି ବିଧାୟକ ଦେଲେ ୪୦ ଲକ୍ଷ
ଦାରିଙ୍ଗବାଡ଼ି,୭।୪(ଡି.ଏନ.ଏ)- କରୋନା ମୁକାବିଲା ପାଇଁ କନ୍ଧମାଳ ଜିଲାପ୍ରଶାସନକୁ ପ୍ରଚୁର ପାଣ୍ଠିର ଆବଶ୍ୟକତା ରହିଛି। ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ତାଙ୍କ ଅତିରିକ୍ତ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ନିଜ ନିର୍ବାଚନ ମଣ୍ଡଳୀ ଟିକାବାଲି, ଜି.ଉଦୟଗିରି, ରାଇକିଆ ଏବଂ ଦାରିଙ୍ଗବାଡ଼ି ସକାଶେ ଏନେଇ…
ସଙ୍ଗରୋଧ ଗୃହରେ ଭୁବନେଶ୍ୱର ଫେରନ୍ତା
ଦାରିଙ୍ଗବାଡ଼ି,୭।୪(ଡି.ଏନ.ଏ)- ଭୁବନେଶ୍ୱର ଅଞ୍ଚଳରେ ରହୁଥିବା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ୩ ପରିବାରର ପ୍ରାୟ ୧୪ ଜଣ ଗଁାରେ ପହଞ୍ଚତ୍ଛନ୍ତି। ଦାରିଙ୍ଗବାଡ଼ିର ଡବେରୀ ଗ୍ରାମଠାରେ ପହଞ୍ଚତ୍ବା ପରେ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ସୀମା ସିଲ୍ କରାଯାଇ ପୋଲିସ ଜଗି ରହିଥିଲା। ଏତେ ଲୋକଙ୍କୁ…
ଅସହାୟ ପରିବାରକୁ ରୋଷେଇ ସାମଗ୍ରୀ ବଣ୍ଟନ
ଜି.ଉଦୟଗିରି,୬ା୪(ଡି.ଏନ.ଏ.)-ଜି.ଉଦୟଗିରି ସହରରେ ଏନ୍ଏସି ତରଫରୁ ୧୩ ୱାର୍ଡରେ କରୋନା ନେଇ ସଚେତନ କରାଯିବା ସହିତ ସହରର କେତେକ ସ୍ଥାନରେ ଥିବା ନିରାଶ୍ରୟ ପରିବାରକୁ ଘରେ ରୋଷେଇ କରି ଖାଇବା ନିମନ୍ତେ ଚାଉଳ, ଡାଲି, ତେଲ, ଆଳୁ, ପିଆଜ ଆଦି ରୋଷେଇ ଜିନିଷ…
ଲକ୍ଡାଉନରୁ ଶଟ୍ଡାଉନ ସ୍ଥିତି ଆଣନ୍ତୁ ନାହିଁ
ଫୁଲବାଣୀ ଅଫିସ, ୬ା୪- ସମଗ୍ର ଓଡ଼ିଶାରେ କରୋନା ଭୂତାଣୁ ସଂକ୍ରମଣ ଏବେ ବଢ଼ି ଚାଲିଛି। କନ୍ଧମାଳ ଜିଲାବାସୀଙ୍କୁ ଏଥିରୁ ସୁରକ୍ଷା ଦେବାକୁ ଜିଲା ପ୍ରଶାସନ, ପୋଲିସ୍ ପ୍ରଶାସନ, ଜିଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ…
ଅଙ୍ଗନୱାଡ଼ି ଶିଶୁଙ୍କୁ ଦିଆଯାଇନି ଖାଦ୍ୟ, ଲାଦାମାଲାରେ ଅଶାନ୍ତି
ଦାରିଙ୍ଗବାଡ଼ି,୬।୪(ଡି.ଏନ୍.ଏ.)- ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଲାଦାମାଲା ଅଙ୍ଗନାୱାଡ଼ି କେନ୍ଦ୍ରର ଶିଶୁଙ୍କୁ ରନ୍ଧାଖାଦ୍ୟ ସାମଗ୍ରୀ ପହଞ୍ଚାଯାଇ ନ ଥିବା ଅଭିଯୋଗ ହୋଇଛି। ଏନେଇ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ମାର୍ଚ୍ଚରେ କରୋନା ପାଇଁ ଜିଲାରେ ୧୪୪ ଧାରା ଜାରି ହୋଇଛି। ସେହିସମୟରୁ…
ପିଡିଏସ୍ ସାମଗ୍ରୀ ବଣ୍ଟନବେଳେ ଗହଳି
ଦାରିଙ୍ଗବାଡ଼ି,୬।୪(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇ ବ୍ଲକ ପ୍ରଶାସନ ପକ୍ଷରୁ ବଣ୍ଟନ ସ୍ଥାନରେ ଗୋଲେଇ କରାଯିବା ସହ ଉକ୍ତ ଗୋଲେଇ ମଧ୍ୟରେ ରହି ଏହି ସମାଗ୍ରୀ ନେବାକୁ ପରାମର୍ଶ ଦିଆଯାଇଥିଲା। ହେଲେ ଏବେ ପ୍ରବଳ ଭିଡ଼ ଜମୁଛି।…
ସିମନବାଡ଼ିରେ କରାଗଲା ବିଶୋଧନ, ବ୍ୟବହାର ହେଉଛି କମ୍ ପରିମାଣର ବ୍ଲିଚିଂ
ଦାରିଙ୍ଗବାଡ଼ି,୬।୪(ଡି.ଏନ୍.ଏ.)- ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତରେ ରହିଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସମେତ ପଞ୍ଚାୟତ କାର୍ଯ୍ୟାଳୟ, ବ୍ୟାଙ୍କ ଏବଂ ଗାଁ ଦାଣ୍ଡ ବିଶୋଧନ କରାଯାଇଛି। ତେବେ ଉପଯୁକ୍ତ ପରିମାଣର ବ୍ଲିଚିଂ ପାଉଡରର ବ୍ୟବହାର ହେଉନଥିବା ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଅଗ୍ନିଶମ ବିଭାଗକୁ ପରାମର୍ଶ…
ସାନିଟାଇଜ୍ ହେଲା ରାଇକିଆ ସହର
ରାଇକିଆ,୩ା୪(ଡି.ଏନ୍.ଏ.)- ରାଇକିଆ ସହରର ବିଭିନ୍ନ ରାସ୍ତାକୁ ଗୁରୁବାର ସନ୍ଧ୍ୟାରେ ବିଶୋଧନ କରାଯାଇଛି। ରାଇକିଆର ରାସ୍ତାଘାଟେରେ ରାସାୟନିକ ମିଶା ପାଣି ସିଞ୍ଚନ କରାଯାଇଥିଲା। ପ୍ରଥମ ପଦକ୍ଷେପ ସ୍ବରୂପ ରାଇକିଆ ମୁଖ୍ୟ ରାସ୍ତାରେ ଅଗ୍ନିଶମ ବିଭାଗ ତରଫରୁ ବିଶୋଧନ କରାଯାଇଛି। ରାଇକିଆ ମେଡିକାଲ, ଥାନା…
ବିଶୋଧନ କରାଗଲା ଦାରିଙ୍ଗବାଡ଼ି ବଜାର
ଦାରିଙ୍ଗବାଡ଼ି,୩।୪(ଡି.ଏନ.ଏ)- ଦାରିଙ୍ଗବାଡ଼ି ବଜାର ଶିବମନ୍ଦିର ଛକ ଠାରୁ ତିନିଛକ, ଲକ୍ଷ୍ମୀବଜାର, ଚାରିଛକ, ବ୍ଲକରୋଡ଼, ମେଡିକାଲ, ବସ୍ଷ୍ଟାଣ୍ଡ ଅଞ୍ଚଳରେ ଶୁକ୍ରବାର ପୂର୍ବାହ୍ନଠାରୁ ବିଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗ ମାଧ୍ୟମରେ ଏହା କରାଯାଉଛି। ପରବର୍ତ୍ତୀ ସମୟରେ ଉକ୍ତ ବ୍ଲକର ବିଭିନ୍ନ…
ଲକ୍ଡାଉନ୍ ମାନୁନାହାନ୍ତି ଲୋକେ, ସାଧାରଣରେ ଅସନ୍ତୋଷ
ଦାରିଙ୍ଗବାଡ଼ି,୩ା୪(ଡି.ଏନ୍.ଏ.): କରୋନା ସଂକ୍ରମଣ ପ୍ରତିହତ ପାଇଁ ସରକାର ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏଥିପାଇଁ ବାହାର ରାଜ୍ୟରୁ ଫେରିଥିବା ବ୍ୟକ୍ତିବିଶେଷଙ୍କୁ ନିଜ ଘରେ ସଙ୍ଗରୋଧ ହୋଇ ରହିବାକୁ ପରାମର୍ଶ ଦିଆଯିବା ସହ ବିଭିନ୍ନ ଦୋକାନ, ବ୍ୟାଙ୍କ ପ୍ରତିଷ୍ଠାନ, ସରକାରୀ, ବେସରକାରୀ କାର୍ଯ୍ୟାଳୟରେ ସାମାଜିକ…
ସାମାଜିକକର୍ମୀ ବାଣ୍ଟିଲେ ରାଶନ ସାମଗ୍ରୀ
ଜି.ଉଦୟଗିରି,୩|୪(ଡି.ଏନ.ଏ.)-କରୋନା ସଂକ୍ରମଣ ରୋକିବା ପାଇଁ ସାରା ଦେଶ ବନ୍ଦ ରହିଥିବା ବେଳେ ଗରିବ, ଦିନ ମଜୁରିଆ ଦିନକୁ ଦିନ ଖାଦ୍ୟ ପାଇବା କଷ୍ଟକର ହୋଇଛି। ଏହିଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଅସହାୟମାନଙ୍କୁ ରାଶନ ସାମଗ୍ରୀ ଯୋଗାଣ କରିଛନ୍ତି କେତେକ ସ୍ବେଚ୍ଛାସେବୀ। ଜି.ଉଦୟଗିରି ଏନ୍ଏସି…
Archives


