ରାସ୍ତା ପାର୍ ହେଉଥିବାବେଳେ ବୃଦ୍ଧାଙ୍କୁ ଧକ୍କା ଦେଲା ବାଇକ, ଚାଳକଙ୍କୁ ଗ୍ରାମବାସୀ ଅଟକ ରଖି…
ଦାରିଙ୍ଗବାଡି, ୧୧।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ବାଇକ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଉକ୍ତ ଥାନା ଗ୍ରୀନବାଡି ପଞ୍ଚାୟତ ଦାସିକେତା ଗ୍ରାମର ସୁରଙ୍ଗୀ ପ୍ରଧାନ ବୋଲି ଜଣାପଡିଛି ।...
ଆଉ ଏକ ଲକ୍ଷ୍ମୀବସ୍ ଚଳାଚଳ ପାଇଁ ଦାବି ଜଣାଇଲେ ଦନେକବାଡ଼ି ପଞ୍ଚାୟତବାସୀ, ବିଡିଓ କହିଲେ…
ଦାରିଙ୍ଗବାଡ଼ି,୧୧ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦନେକବାଡ଼ି ପଞ୍ଚାୟତ ଅଞ୍ଚଳକୁ ଆଉ ଗୋଟିଏ ଲକ୍ଷ୍ମୀବସ୍ ଚଳାଚଳ କରିବାକୁ ଉକ୍ତ ଅଞ୍ଚଳର ଲୋକପ୍ରତିନିଧି, ଏସ୍ଏଚ୍ଜି ଗ୍ରୁପର ମହିଳାମାନେ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ନିକଟରେ ଦାବି କରିଛନ୍ତି। ଦାରିଙ୍ଗବାଡ଼ିଠାରୁ ଦନେକବାଡ଼ି ଦେଇ...
ଦାରିଙ୍ଗବାଡିରେ ନିୟନ୍ତ୍ରଣ ନାହିଁ ଟ୍ରାଫିକ୍: ଯାତାୟାତରେ ସମସ୍ୟା
ଦାରିଙ୍ଗବାଡି, ୧୧।୯ (ଅରୁଣ ସାହୁ):କନ୍ଧମାଳ ଜିଲ। ଦାରିଙ୍ଗବାଡିରେ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣରେ ନାହିଁ। ପୋଲିସ ପକ୍ଷରୁ ଚାରିଛକରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଗୃହରଖିମାନଙ୍କୁ ଡ୍ୟୁଟି ଦିଆଯାଇଛି। କିନ୍ତୁ ଗାଡିମୋଟର ସଂଖ୍ୟା ବୃଦ୍ଧି ଯୋଗୁ ସେମାନଙ୍କ ହାତରେ ମଧ୍ୟ ନିୟନ୍ତ୍ରଣ ହେବା...
ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ ଘଟଣା: ଭିଡିଓରେ କହିଲେ ସାଂଘାତିକ କଥା!
ଦାରିଙ୍ଗବାଡି, ୧୧।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କିରିକୁଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ତ୍ରିଲୋଚନ ପ୍ରଧାନ ଓରଫ ଟିଟୁଙ୍କୁ ଗତ ରବିବାର ବିଳମ୍ବିତ ରାତିରେ ତାଙ୍କ ସମ୍ପର୍କୀୟଙ୍କ ଘରେ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଘଟଣାରେ ପୋଲିସର...
ପୂର୍ବତନ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ପୋଲିସ କାର୍ଯ୍ୟାନୁଷ୍ଠାନ ବିଳମ୍ବକୁ ନେଇ ବଢୁଛି ଅସନ୍ତୋଷ
ଦାରିଙ୍ଗବାଡି, ୧୦।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କିରିକୁଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ତ୍ରିଲୋଚନ ପ୍ରଧାନ ଓରଫ ଟିଟୁଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ବିଳମ୍ବକୁ ନେଇ ବଢୁଛି ଜନ ଅସନ୍ତୋଷ ବଢୁଛି। ୪ ଦିନ ବିତିଯାଇଥିଲେ...
ଗାଜଲବାଡି ଘାଟିରେ ହାତୀ ଆତଙ୍କ: ଲୋକେ ଭୟଭୀତ
ଦାରିଙ୍ଗବାଡି, ୧୦।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ୫୯ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିରେ ମଙ୍ଗଳବାର ସନ୍ଧ୍ୟା ସମୟରୁ ହାତୀ ଆତଙ୍କ ଦେଖାଯାଇଛି। ତେବେ ଉକ୍ତ ଅଞ୍ଚଳରେ ହାତୀ ବୁଲିବା କିଛି ନୂଆ ଘଟଣା ହୋଇ ନ...
ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ୨୦ ବର୍ଷୀୟା ଯୁବତୀ, ବସ୍କୁ ଅପେକ୍ଷା କରିଥିବା ବେଳେ ମାଡ଼ି ବସିଲା ବ୍ରାହ୍ମଣୀଗାଁ ପୋଲିସ
ଦାରିଙ୍ଗବାଡି, ୯।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ଯୁବତୀ ଗଞ୍ଜେଇ ଚୋରାଚାଲାଣ କରିବା ବେଳେ ବ୍ରାହ୍ମଣୀଗାଁ ପୋଲିସ ହାତରେ ଧରାପଡ଼ିଛନ୍ତି। ଯୁବତୀଙ୍କଠାରୁ ୨ ଟି ବ୍ୟାଗରେ ଥିବା ୮ କେଜି ଗଞ୍ଜେଇକୁ ପୋଲିସ...
କାର୍ ଭିତରେ ନାବାଳିକାଙ୍କୁ ବଳାତ୍କାର ମାମଲା: ସେହିଦିନର ଘଟଣା ସମ୍ପର୍କରେ ଖୁଲାସା କଲେ ଏସଡିପିଓ
ଦାରିଙ୍ଗବାଡି, ୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ ଜଣେ ନାବାଳିକା ଗଣେଶ ମୂର୍ତ୍ତି ବିସର୍ଜନ ମେଢ଼ ଦେଖିବାକୁ ଯାଇ ବଳାତ୍କାରର ଶିକାର ହୋଇଥିଲେ । ଉକ୍ତ ମାମଲାରେ ଅଭିଯୁକ୍ତଙ୍କୁ ପୋଲିସ ଦାରିଙ୍ଗବାଡିରୁ ଗିରଫ...
ଗଣେଶ ଭଶାଣିରେ କାର ଭିତରେ ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
ଦାରିଙ୍ଗବାଡି,୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ ଜଣେ ନାବାଳିକା ଗଣେଶ ମୂର୍ତ୍ତି ବିସର୍ଜନ ମେଢ଼ ଦେଖିବାକୁ ଯାଇ ବଳାତ୍କାରର ଶୀକାର ହୋଇଥିଲେ ଉକ୍ତ ମାମଲାରେ ଅଭିଯୁକ୍ତକୁ ପୋଲିସ ଦାରିଙ୍ଗବାଡିରୁ ଗିରଫ କରିଛି। ଗିରଫ...
ଅଞ୍ଚଳର ବିକାଶ ପାଇଁ ୩ ବ୍ଲକକୁ NAC ଘୋଷଣା ଦାବି
ଦାରିଙ୍ଗବାଡି, ୯।୯ (ଅରୁଣ ସାହୁ):କନ୍ଧମାଳ ଜିଲାର ପ୍ରମୁଖ ସହର ତଥା ବ୍ଲକ ହେଡକ୍ୱାଟର ଦାରିଙ୍ଗବାଡି ସମେତ ରାଇକିଆ ଓ ଟିକାବାଲିକୁ ରାଜ୍ୟ ସରକାର ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିବାକୁ ଜି. ଉଦୟଗିରି ବ୍ଲକ ଗଟାମାହା ଗ୍ରାମର ଯୁବକ ରାଜେଶ...
ଘରେ ଏକା ଥିଲେ ମହିଳା: ପଶିଲା ନାଗ, ପରେ…
କନ୍ଧମାଳ,୮।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ପଦା ସାହିରେ ଜଣେ ମହିଳାଙ୍କ ଘରୁ ବିରାଟକାୟ ନାଗ ଉଦ୍ଧାର ହୋଇଛି।ତାକୁ ସିମନବାଡି ପଞ୍ଚାୟତ ସଲାବାଡ଼ି ଗ୍ରାମର ପ୍ରକାଶ ଚନ୍ଦ୍ର ପ୍ରଧାନ ଉଦ୍ଧାର କରିଛନ୍ତି । ପ୍ରକାଶ ଯେ...
କାରରେ ନାବାଳିକାଙ୍କୁ ବଳାତ୍କାର ଘଟଣା: ୪୮ଘଣ୍ଟା ବିତିଲା, ପୋଲିସ ହାତ ଖାଲି
ଦାରିଙ୍ଗବାଡି, ୮।୯ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗତ ୫ରେ ଗଣେଶ ଭସାଣି ଦେଖିବାକୁ ଯାଇଥିବା ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିଲା। ଏହି ଘଟଣାକୁ ଇତି ମଧ୍ୟରେ ୭୨ ଘଣ୍ଟା ବିତିଯାଇଛି। ପରିବାର ଲୋକଙ୍କ ଏତଲା ଦେବା...
Archives


