ଜି. ଉଦୟଗିରିରେ ବଢି ଚାଲିଛି କଣ୍ଟେନ୍ମେଣ୍ଟ ଜୋନ ଅଞ୍ଚଳ: ଚିନ୍ତାରେ ସହରବାସୀ
ଜି.ଉଦୟଗିରି, ୩୧।୭(ଡି.ଏନ୍.ଏ.): କନ୍ଧମାଳ ଜିଲା ଜି.ଉଦୟଗିରିରେ କଣ୍ଟେନମେଣ୍ଟ ଜୋନ ଦିନକୁ ଦିନ ବଢି ଚାଲିଛି। ଅନେକ ସାହିରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ପ୍ରଥମେ କିଛି ବ୍ୟାଙ୍କ କର୍ମଚାରୀ ଚିହ୍ନଟ ହେବା ପରେ ଷ୍ଟେଟ ବ୍ୟାଙ୍କ ସିଲ କରାଯାଇଥିଲା। ଏହାପରେ ମହାଗୁଡା…
ସାପ କାମୁଡିବା ପରେ ଜଣାପଡିଲା କରୋନା ପଜିଟିଭ
ଶଙ୍କରାଖୋଲ,୩୦ା୭(ଡି.ଏନ୍.ଏ.)- କନ୍ଧମାଳ ଜିଲା ଚକାପାଦ ବ୍ଲକ ଚକାପାଦ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ମଙ୍ଗଳବାର ରାତିରେ ଘରେ ଶୋଇଥିବାବେଳେ ସାପ କାମୁଡି ଦେଇଥିଲା। ପରିବାର ଲୋକେ ତାଙ୍କୁ ବ୍ରାହ୍ମଣପାଦ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ବୁଧବାର ଜିଲା ମୁଖ୍ୟ ଚିକିତ୍ସାଳୟ…
ବରାଳିନୀ ସାହି କଣ୍ଟେନମେଣ୍ଟ ଜୋନ
ଜି.ଉଦୟଗିରି, ୩୦।୭(ଡି.ଏନ୍.ଏ.): କନ୍ଧମାଳ ଜିଲା ଜି. ଉଦୟଗିରି ସହର ବିଭିନ୍ନ ସାହିରେ କରୋନା କାୟା ବିସ୍ତାର କରିଚାଲିଛି। ମହାଗୁଡା ସାହି, କଚେରୀ ସାହି, ଓ ବସ୍ଷ୍ଟାଣ୍ଡ ସାହି ପରେ ବରାଳିନୀ ସାହି ଏବେ କରୋନା କବଳରେ। ବୁଧବାର ବରାଳିନୀ ସାହିରେ କରୋନା…
ପାହାଡ଼ ଖୋଳି ଜମିକୁ ପାଣି ଆଣିଲେ ଗ୍ରାମବାସୀ
ଫୁଲବାଣୀ ଅଫିସ, ୨୯ା୭: ପାଣି ଅଭାବରୁ ଯେଉଁ ଜମି ପଡ଼ିଆ ପଡ଼ୁଥିଲା ତାହା ଏବେ ଫସଲରେ ଭରିଯିବ ବୋଲି ଆଶା ସଞ୍ଚାର ହୋଇଛି। ଜଣେ ଯୁବ ସରପଞ୍ଚ ଜମିକୁ ଯେପରି ହେଲେ ପାଣି ନେବେ ବୋଲି ପ୍ରୟାସ ଆରମ୍ଭ କରି ସେଥିରେ…
କନ୍ଧମାଳ ୧୦ ଦିନ ଲକ୍ଡାଉନ୍: ଜାଣନ୍ତୁ..
ଫୁଲବାଣୀ ଅଫିସ,୨୮।୭: କନ୍ଧମାଳ ଜିଲାକୁ ୧୦ ଦିନ ଲକ୍ଡାଉନ୍ ଘୋଷଣା କରାଯାଇଛି। ୨୯ ତାରିଖ ସକାଳ ୫ଟାରୁ ୭ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଲକ୍ଡାଉନ୍ କରାଯିବାକୁ ଜିଲାପାଳ ମଙ୍ଗଳବାର ଘୋଷଣା କରିଛନ୍ତି।ଏହି ଦିନଗୁଡ଼ିକରେ ସକାଳ ୭ରୁ ଦିନ ୧ଟା ଯାଏ ରାସନ୍,…
ବୁଧବାରରୁ କନ୍ଧମାଳ ଲକ୍ଡାଉନ
ଦାରିଙ୍ଗବାଡ଼ି,୨୮।୭(ଡି.ଏନ୍.ଏ): କନ୍ଧମାଳ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଯୋଗୁ ଜିଲା ପ୍ରଶାସନ ବୁଧବାର ସନ୍ଧ୍ୟା ୫ଟାରୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଜିଲାକୁ ଲକ୍ଡାଉନ ଘୋଷଣା କରିଛନ୍ତିି। ଏହି ସମୟରେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯେପରି ରାସନ,…
ବ୍ଲକ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଙ୍କୁ କରୋନା
ଦାରିଙ୍ଗବାଡ଼ି,୨୮।୭(ଡି.ଏନ୍.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ପୁଣି ଜଣେ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ ଜିଲାପାଳ ଡ.ବୃନ୍ଦା ଡି. ଟୁଇଟ କରି ଜଣାଇଛନ୍ତି । ମଙ୍ଗଳବାର ଜିଲାରୁ ୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ…
ଗାଡ଼ି ପାଇଁ ମା’ଙ୍କୁ ଛୁରୀ ଭୁଶି ହତ୍ୟା କଲା ପୁଅ
ଶଙ୍କରାଖୋଲ(ଡି.ଏନ୍.ଏ.)/ଫୁଲବାଣୀ ଅଫିସ୍,୨୭ା୭-ଲୁନା ଗାଡ଼ି ପାଇଁ ପୁଅ ଛୁରୀ ଭୁଶି ମା’ଙ୍କୁ ହତ୍ୟା କରିଛି। କନ୍ଧମାଳ ଜିଲା ସଦର ଥାନା ଅନ୍ତର୍ଗତ ମାଝିପଦର ଗ୍ରାମରେ ରବିବାର ରାତିରେ ଏପରି ଅଭାବନୀୟ ଘଟଣା ଘଟିଛି। ଛୁରାମାଡ଼ରେ ଭଉଣୀ, ଭଣଜା ଓ ପୁତୁରା ମଧ୍ୟ ଆହତ…
ବାପାଙ୍କ ସହ ଦୁଇବର୍ଷର ଶିଶୁକନ୍ୟାଙ୍କୁ କରୋନା: ନିଷିଦ୍ଧାଞ୍ଚଳ ହେବ ଏକାଧିକ ସ୍ଥାନ
ଦାରିଙ୍ଗବାଡ଼ି,୨୭।୭(ଡି.ଏନ୍.ଏ): କନ୍ଧମାଳ ଜିଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ସୋମବାର ଜିଲାରେ ନୂଆ ୭୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା କନ୍ଧମାଳ ଜିଲାପାଳ ଡ.ବୃନ୍ଦା ଡି ଟୁଇଟ କରି ଜଣାଇଛନ୍ତିା ସେମାନଙ୍କ ମଧ୍ୟରେ କେବଳ ଦାରିଙ୍ଗବାଡ଼ିରୁ ୧୧…
ପୂର୍ବତନ ସରପଞ୍ଚଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସମ୍ପର୍କୀୟ ଭାଇ
ବାଲିଗୁଡ଼ା,୨୭।୭(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗ ଗ୍ରାମରେ ରବିବାର ରାତିରେ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ପୂର୍ବତନ ସରପଞ୍ଚ ବ୍ରଜରାଜ ବିଶୋୟୀ(୭୦)ଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଛି। ସୂଚନାଯୋଗ୍ୟ, ରବିବାର ସକାଳେ ବ୍ରଜରାଜ…
ନିଜ ହାତରେ ଆବର୍ଜନା ସଫା କଲେ ରାଇକିଆ ବିଡିଓ
ରାଇକିଆ,୨୬।୭(ଡି.ଏନ୍.ଏ.)- ମହାମାରୀ କରୋନା ପାଇଁ ସବୁଠି ଲକ୍ ଡାଉନ୍, ଶଟ୍ଡାଉନ ଚାଲିଛି। ଏଭଳି ସମୟରେ କନ୍ଧମାଳ ଜିଲା ରାଇକିଆ ବିଡିଓ ପ୍ରବୀଣ କୁମାର ବାଣୁଆ ନିଜ ଅଞ୍ଚଳକୁ ପରିଷ୍କାର ପରିଚ୍ଛନ୍ନ କରିବା ପାଇଁ ଆଗେଇ ଆସିଛନ୍ତି। ରବିବାର ସକାଳୁ ହାତରେ କୋଦାଳ…
କରୋନା ପଜିଟିଭ୍ ଚିହ୍ନଟ ପରେ ଜି. ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସିଲ୍: ସ୍କୁଲରେ ଫିବର କ୍ଲିନିକ
ଜି. ଉଦୟଗିରି,୨୬।୭(ଡି.ଏନ୍.ଏ.): କନ୍ଧମାଳ ଜିଲା ଜି. ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୨ ଜଣ ନର୍ସ ଓ ଜଣେ ଆଟେଣ୍ଡାଣ୍ଟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପରେ ସ୍ବାସ୍ଥ୍ୟକେନ୍ଦ୍ରକୁ ସିଲ୍ କରି ଦିଆଯାଇଛି । ତେବେ କେବଳ ଥଣ୍ଡା, କାଶ, ଜ୍ୱର ରୋଗୀଙ୍କୁ…
Archives


