କନ୍ଧମାଳ

ସ୍ତ୍ରୀଙ୍କ ତଣ୍ଟି ଚିପି ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲେ ସ୍ବାମୀ

ଦାରିଙ୍ଗବାଡ଼ି,୨୫ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଏକ ଘଞ୍ଚ ଜଙ୍ଗଲରେ ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହକୁ ପୋଲିସ ଜବତ କରିଛି। ଏହା ଏକ ହତ୍ୟା ଘଟଣା ବୋଲି ଦାରିଙ୍ଗବାଡ଼ି ଆଇଆଇଆସି ଆନନ୍ଦ ଚନ୍ଦ୍ର ପାତ୍ର କହିଛନ୍ତି। ହତ୍ୟାର ଶିକାର…

ପୁଣି ଥରେଇଲା ଦାରିଙ୍ଗବାଡି

ଦାରିଙ୍ଗବାଡି,୨୨।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ସୋମବାର ବହୁ ସମୟ ଧରି ବର୍ଷା ହୋଇଛି। ଫଳରେ କୋହଲା ପାଗ ସାଙ୍ଗକୁ ଘନ କୁହୁଡି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏପରିକି ଅଞ୍ଚଳରେ ଦିନ ତମାମ ଶୀତ ଅନୁଭୂତ ହୋଇଛି। କୁହୁଡି…

ଟ୍ରକ୍‌କୁ ଧକ୍କା ଦେଇ ପୁଣି ପିକ୍‌ଅପ୍‌ରେ ପିଟିହେଲେ ବାଇକ୍‌ ଚାଳକ, ଚାଲିଗଲା ଜୀବନ

ବାଲିଗୁଡ଼ା,୨୦ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗଦ୍ରଙ୍ଗିଆ ନିକଟ ୫୯ ନଂ ଜାତୀୟ ରାଜପଥରେ ଶନିବାର ଟ୍ରକ୍‌ ସହ ଏକ ମୋଟରସାଇକେଲ ପିଟି ହେବାରୁ ମୋଟରସାଇକେଲ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକ ଜଣକ ତୁମୁଡ଼ିବନ୍ଧ ଥାନା…

ଦୁଇ ଶିଶୁଙ୍କୁ କୂଅକୁ ଠେଲି ହତ୍ୟା ଘଟଣା: ମାଆଙ୍କୁ ୮ବର୍ଷ ଓ ବାପାଙ୍କୁ ୫ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ କୋର୍ଟ

ବାଲିଗୁଡା,୧୬।୧:(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା ଅଞ୍ଚଳରେ ୨୦୨୧ ଜୁଲାଇ ୧୭ ତାରିଖ ଦିନ ଏକ ଲୋମହର୍ଷଣକାରୀ ଘଟଣା ଘଟିଥିଲା। ଏହି ମାମଲାର ରାୟ ମଙ୍ଗଳବାର ଆସିଛି। ବାଲିଗୁଡାର ଅତିରିକ୍ତ ଜିଲା ଜଜ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର, ଏବେ ସେ ୫ ମାସର ଗର୍ଭବତୀ

ଦାରିଙ୍ଗବାଡ଼ି,୧୨ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ଦଶମଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ହୋଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ଏବେ ୫ ମାସର ଗର୍ଭବତୀ ବୋଲି ଅଭିଯୋଗରେ ଦର୍ଶାଯାଇଛି। ଏନେଇ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଏକ…

ସଜେଇ ହେଲାଣି ଦାରିଙ୍ଗବାଡି: ଆଜିଠୁ ୬ ଦିନ ଧରି ଚାଲିବ ଜନଜାତି, ଶୀତ ମହୋତ୍ସବ

ଦାରିଙ୍ଗବାଡି,୮।୧(ଅରୁଣ ସାହୁ ): ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ମଙ୍ଗଳବାରଠାରୁ ଆରମ୍ଭ ହେଉଛି ଜନଜାତି ଓ ଶୀତ ମହୋତ୍ସବ। ଆସନ୍ତା ରବିବାର ଏହାର ଉଦ୍‌ଯାପନୀ ହେବ। ଏନେଇ ଦାରିଙ୍ଗବାଡି ଉତ୍ସବ ମୁଖର ହୋଇପଡିଛି। ଏଥିପାଇଁ ଘରେ ଘରେ ବନ୍ଧୁବାନ୍ଧବ ପହଞ୍ଚି ସାରିଛନ୍ତି।…

ଦାରିଙ୍ଗବାଡିରେ ଖାଦ୍ୟ ସୁରକ୍ଷା ନେଇ ବଢୁଛି ଚିନ୍ତା: ହୋଟେଲରେ ଦେଉଛନ୍ତି ବାସି ଖାଦ୍ୟ

ଦାରିଙ୍ଗବାଡି,୮।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ସମେତ ବିଭିନ୍ନ ବ୍ଲକ ଅଞ୍ଚଳରେ ଛତୁ ଫୁଟିଲା ଭଳି ହୋଟେଲ, ରେଷ୍ଟୁରାଣ୍ଟ, ଫାଷ୍ଟଫୁଡ, ମିଠା ଦୋକାନ ଆଦି ଖୋଲୁଛି। ଫଳରେ ଲୋକଙ୍କ ଖାଦ୍ୟ ସୁରକ୍ଷା ନେଇ ଚିନ୍ତା ବଢିବାରେ ଲାଗିଛି। କେଉଁଠି ନିମ୍ନମାନର ଖାଦ୍ୟ…

ଜି.ଉଦୟଗିରି ସବୁଠୁ ଥଣ୍ଡା ସହର

ଜି.ଉଦୟଗିରି,୮ା୧(ଶିଶିର ପଟ୍ଟନାୟକ): ଜି.ଉଦୟଗିରି ଅଞ୍ଚଳରେ ଚାରି ଦିନ ହେବ ପ୍ରବଳ ଶୀତ ଅନୁଭୂତ ହେଉଛି। ସୋମବାର ତାପମାତ୍ରା ସର୍ବନିମ୍ନ ୭.୫ ଡିଗ୍ରୀ ସେଲ୍‌ସିୟସ ରହିଥିବା ବେଳେ ଶନିବାର ୬.୨ଡିଗ୍ରୀ ସେଲ୍‌ସିୟସ ରହିଥିଲା। ପ୍ରବଳ ଶୀତ ଯୋଗୁ ପୂର୍ବାହ୍ନ ୧୦ଟା ସୁଦ୍ଧା ଘରୁ…

ଏଟିଏମ୍‌ ଲୁଟ୍‌ ଉଦ୍ୟମ, ଏନ୍‌ଏଚ୍‌ଏମ୍‌ କର୍ମଚାରୀଙ୍କୁ ଗିରଫ କଲା ପୋଲିସ

ଫୁଲବାଣୀ,୭ା୧(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫୁଲବାଣୀ ସଞ୍ଜୟ ସ୍ମୃତି ମହିଳା ବିଦ୍ୟାଳୟ ସମ୍ମୁଖରେ ଥିବା ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ହୋଇଛି  । ଟଙ୍କା ଲୁଟିବା ଲାଗି ଏଟିଏମ୍‌ କାଉଣ୍ଟର ଭଙ୍ଗାରୁଜା କରାଯାଇଛି । ଏହି ଘଟଣାରେ ଜିଲା ଜାତୀୟ…

କନ୍ଧମାଳ ଜିଲ୍ଲାର ଫୁଲବାଣୀକୁ ରେଳ ମାନଚିତ୍ରରେ ସଂଯୋଗ କରାଯିବ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଦଶପଲ୍ଲା ,୬ା୧: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୟାଗଡ଼ ଜିଲ୍ଲା ଗସ୍ତରେ ଆସି ଦଶପଲ୍ଲା ରେଳଷ୍ଟେସନ୍‌‌ ଠାରେ ୪ଟି ଟ୍ରେନ୍ର ସମ୍ପ୍ରସାରଣର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱର-ନୟାଗଡ଼ ଟାଉନ ଏକ୍ସପ୍ରେସ୍, ଭୁବନେଶ୍ୱର – ନୂଆଗାଁ ରୋଡ଼ ପାସେଞର ସ୍ପେଶାଲ,ପୁରୀ-ନୂଆଗାଁ ରୋଡ଼ ପାସେଞ୍ଜର…

ଘାଟିରୁ ଖସିଲା ମୋଟରସାଇକେଲ, ଖେଳ ଶିକ୍ଷକଙ୍କ ଜୀବନ ଗଲା

ବାଲିଗୁଡ଼ା,୬ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସୁଡ୍ରା ନିକଟସ୍ଥ ପତଡ଼ ଘାଟିରେ ଏକ ମୋଟରସାଇକେଲ ଖସିପଡ଼ିବାରୁ ଜଣକଙ୍କର ଜୀବନ ଯାଇଛି। ମୃତକ ଲୁବେନଗଡ଼ ସରକାରୀ ବିଦ୍ୟାଳୟର ଖେଳ ଶିକ୍ଷକ ବିଭୂତି ପ୍ରଧାନ ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, ଶିକ୍ଷକ ଜଣକ…

ପୁଣି ଲେଉଟିଲା ଶୀତ, ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ

ଜି.ଉଦୟଗିରି,୫ା୧(ଶିଶିର ପଟ୍ଟନାୟକ): କିଛିଦିନ ବ୍ୟବଧାନ ପରେ ପୁଣି ଜି.ଉଦୟଗିରିକୁ ଲେଉଟିଛି ଶୀତ। ଶୁକ୍ରବାର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍‌ ରହିଛି ବୋଲି ଜି.ଉଦୟଗିରି କୃଷି ଗବେଷଣା କେନ୍ଦ୍ରରେ ଥିବା ପାଣିପାଗ ବିଭାଗ ଅଧିକାରଙ୍କ ଠାରୁ ଜାଣିବାକୁ ମିଳିଛି। ଗୁରୁବାର ୯.୪…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri