କନ୍ଧମାଳ

ଦାରିଙ୍ଗବାଡ଼ିରେ ପହିଲି ଶୀତ

ଦାରିଙ୍ଗବାଡି, ୧୬।୧୦ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ସୋମବାର ପହିଲି ଶୀତର ଅନୁଭୂତ ହୋଇଛି । ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବା ସହ ଭୋର ସମୟରେ ଘନ କୁହୁଡ଼ି ଆଚ୍ଛାଦିତ ହୋଇ ରହୁଛି।…

ବିଲ ନାଳ ଡେଇଁ ବିଦ୍ୟାଳୟ ଯାଉଛନ୍ତି ପିଲା

ଫୁଲବାଣୀ, ୧୬ା୧୦(ରାକେଶ କୁମାର ରାଉତ): ସବୁ ବେଳେ ବିକାଶ କଥା କୁହାଯାଉଛି। ହେଲେ ବିକାଶ କିଭଳି ଅପହଞ୍ଚ ତାହାର ନମୁନା କନ୍ଧମାଳ ଜିଲା ଖଜୁରିପଡା ବ୍ଲକରେ ଦେଖିବାକୁ ମିଳିଛି। ଏହି ବ୍ଲକର ଆଡାସିପଡା ପଞ୍ଚାୟତ ଗବାସରୁ ଗ୍ରାମର କାମ୍ବାନେଡା ସାହିର ଛାତ୍ରୀଛାତ୍ରମାନେ…

ନବରାତ୍ର ପୂଜା ଆରମ୍ଭ

ବାଲିଗୁଡ଼ା,୧୫।୧୦(ସଞ୍ଜୟ ପାଣିଗ୍ରାହୀ): (୦୩) କନ୍ଧମାଳ ଜିଲା ବାଲିଗୁଡ଼ା ମା’ ପାଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି। ରବିବାର ସୂର୍ଯ୍ୟପୂଜା ସାଙ୍ଗକୁ ମା’ ଶୈଳପୁତ୍ରୀଙ୍କ ପୂଜା ହୋଇଥିଲା। ପରେ ମୃଣ୍ମୟୀ ଦେବୀଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଥିଲା। ମା’ଙ୍କ ଦର୍ଶନ ପାଇଁ…

 ଧରାପଡ଼ିଲା ଗଞ୍ଜେଇ ଭର୍ତ୍ତି ଟ୍ରକ: ଡ୍ରାଇଭର ଫେରାର

ବାଲିଗୁଡ଼ା,୧୫।୧୦(ସଞ୍ଜୟ ପାଣିଗ୍ରାହୀ): (୦୩) କନ୍ଧମାଳ ଜିଲା ବାଲିଗୁଡ଼ା ପୋଲିସ ଗଞ୍ଜେଇ ଭର୍ତ୍ତି ଏକ ଟ୍ରକ ଜବତ କରିଛି। ମିଳିଥିବା ସୂଚନା ମୁତାବକ, ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ବାଲିଗୁଡ଼ା ଥାନା ଅନ୍ତର୍ଗତ ମୋହନିରି ଘାଟିରେ ଏକ ଟ୍ରକ ଦ୍ରୁତ ଗତିରେ ଯାଉଥିଲା।…

ସିମନବାଡ଼ି ଅଞ୍ଚଳରେ ହାତୀ ବୁଲୁଥିବା ଗୁଜବ: ଜଙ୍ଗଲ ଓ ପରିବେଶ ବିଭାଗର ଯାଞ୍ଚ

ଦାରିଙ୍ଗବାଡ଼ି,୧୪ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳର ସିମନବାଡ଼ି ସେକ୍ସନର ୫୯ ନଂ ଜାତୀୟ ରାଜପଥର ଟୋଲ୍‌ ଗେଟ୍‌ ନିକଟରେ ହାତୀ ବୁଲୁଥିବା ନେଇ କେହି ଏକ ଜଙ୍ଗଲ ହାତୀର ଫଟୋ ଭାଇରାଲ କରିଛି। ଫଳରେ ଜଙ୍ଗଲ ଓ ପରିବେଶ ବିଭାଗ…

ଗଜାଲବାଡି ଘାଟିରେ ଅଟକିଲା ଭାରୀଯାନ

ଦାରିଙ୍ଗବାଡି,୧୩।୧୦(ଅରୁଣ ସାହୁ ): ଗୋପାଳପୁରରୁ ରାୟପୁରକୁ ସଂଯୋଗ କରୁଥିବା ୫୯ ନମ୍ବର ଜାତୀୟ ରାଜପଥର ଗଜାଲବାଡି ଘାଟିରେ ବିଭିନ୍ନ ସମୟରେ ଭାରୀଯାନଗୁଡିକ ଦୁର୍ଘଟଣା ଗ୍ରସ୍ତ ହେଉଛି। ଏଭଳିସ୍ଥିତିରେ ଭାରୀଯାନଗୁଡିକ ରାସ୍ତାରେ ଅଟକି ରହିବାରୁ ଜନସାଧାରଣଙ୍କ ଯାତାୟତରେ ବାଧା ସୃଷ୍ଟି ହେଉଛି। ଶୁକ୍ରବାର…

କଳିଙ୍ଗା ଘାଟିରେ ଟ୍ରକ ଦୁର୍ଘଟଣା, ଡ୍ରାଇଭର ଗୁରୁତର

ଜି.ଉଦୟଗିରି,୧୨।୧୦(ଶିଶିର ପଟ୍ଟନାୟକ) ଏକ ଥଣ୍ଡା ପାନୀୟ ବୋଝେଇ ଟ୍ରକ କଳିଙ୍ଗା ଘାଟିରେ ବ୍ରେକ ଫେଲ ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଯାହା ଫଳରେ ଡ୍ରାଇଭର ସୋନୁ ବିଶ୍ୱକର୍ମା (୨୮ ବର୍ଷ) ଟ୍ରକରେ ଚାପି ହୋଇ ରହିଯାଇଥିଲେ । ପୋଲିସ ଓ…

ଯାନବାହନ ଯାଞ୍ଚ ବେଳେ ବିଦେଶୀ ମଦ ଜବତ, ୩ ଗିରଫ

ବାଲିଗୁଡ଼ା,୧୧ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଥାନା ପକ୍ଷରୁ ଯାନବାହନ ଯାଞ୍ଚ ବେଳେ ଏକ ଗାଡ଼ିରୁ ପାଖାପାଖି ୨୨ ଲିଟର ବିଦେଶୀ ମଦ ପୋଲିସ ଜବତ କରି ତିନି ଜଣଙ୍କୁ ଗିରଫ କରାଯାଇଛି।…

ବିଡିଓଙ୍କ ଦାୟିତ୍ୱ ଗ୍ରହଣ

ରାଇକିଆ,୧୧ା୧୦(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ନୂତନ ବିଡିଓ ଭାବେ ସୀମାଞ୍ଚଳ ମଣ୍ଡଳ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ସୋରଡ଼ା ବିଡିଓ ଭାବେ କାର୍ଯ୍ୟରତ ଥିଲେ। ବୁଧବାର ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ବିଡିଓଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ସାଧାରଣ…

ଗାଡ଼ି ଯାଞ୍ଚ: ୧ ଲକ୍ଷ ୨୫ ହଜାର ଟଙ୍କା ଜରିମାନା ଆଦାୟ

ଦାରିଙ୍ଗବାଡି,୧୦।୧୦(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ସ୍ଥାନୀୟ ପୋଲିସ ଏବଂ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ମିଳିତ ଗାଡ଼ି ଯାଞ୍ଚ କରାଯାଇଛି। ଦାରିଙ୍ଗବାଡ଼ି ଆଇଆଇଆସି ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ସହାୟତାରେ ଆଞ୍ଚଳିକ ପରିବହନ ବିଭାଗର ଅଧିକାରୀ ଶିଶିର…

ଖଟିଆରେ ବୁହା ହେଉଛନ୍ତି ରୋଗୀ

ଖଜୁରିପଡ଼ା,୮ା୧୦(ବିଦୁର ବେହେରା)କନ୍ଧମାଳ ଜିଲା ରାସ୍ତା ସମସ୍ୟାକୁ ନେଇ ଅହରହ ଦହଗଞ୍ଜ ହେଉଛି। ରାସ୍ତା ସମସ୍ୟା ପାଇଁ ଗାଡ଼ି ମଟର ଗାଁ ପର୍ଯ୍ୟନ୍ତ ନ ଯାଇ ପାରୁଥିବାରୁ ରୋଗୀ ମାନଙ୍କୁ ଖଟିଆରେ ବୁହା ହେଉଛି। ଏହା ଦେଖିବାକୁ ମିଳିଛି ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ…

ମିଳେଇଯାଉଛି ଇଟା, ପିଲରରେ ଦିଶୁଛି ଛଡ଼

ଫୁଲବାଣୀ,୮ା୧୦(ରାକେଶ କୁମାର ରାଉତ)କନ୍ଧମାଳ ଜିଲା ଫୁଲବାଣୀ ଷ୍ଟାଡିୟମ ସମ୍ମୁଖରେ ରହିଛି ରାଜ୍ୟ ପଣ୍ୟାଗାର ନିଗମ (ଓଏସ୍‌ଡବ୍ଲୁୃସି)ର କାର୍ଯ୍ୟାଳୟ। କିଛିଦିନ ହେବ ଏହାର ପାଚେରି ନିର୍ମାଣ କାର୍ଯ୍ୟ ଚାଲିଛି। ହେଲେ କାମ ଏତେ ନିମ୍ନମାନର ହେଉଛି ଯେ ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri