କନ୍ଧମାଳ

ଖମନଖୋଲରେ ହାତୀପଲ, ଅଞ୍ଚଳବାସୀ ଭୟଭୀତ

ବାଲିଗୁଡ଼ା,୧୭ା୧୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବନାଞ୍ଚଳର ଖମଣଖୋଲ ଅଞ୍ଚଳରେ ଗୁରୁବାରଠାରୁ ଆଠଟିକିଆ ହାତୀପଲ ପଶି ଆସିଛନ୍ତି। ପଡ଼ୋଶୀ ବୌଦ୍ଧ ଜିଲା କଣ୍ଟାମାଳ ଅଞ୍ଚଳରୁ ଏହି ହାତୀପଲ କନ୍ଧମାଳ ସିମାନ୍ତ ଖମଣଖୋଲ ଅଞ୍ଚଳକୁ ପଶି ଆସିଥିବା ଜଣାପଡ଼ିଛି। ସେପଟେ...

ଶୀତ ବଢୁଛି, ପର୍ଯ୍ୟଟକଙ୍କ ସୁଅ ଛୁଟୁଛି

ଦାରିଙ୍ଗବାଡି,୧୭ା୧୧(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଧୀରେ ଧୀରେ ଶୀତର ପ୍ରକୋପ ବୃଦ୍ଧି ପାଉଛି। ତାପମାତ୍ରା ହ୍ରାସ ପାଇବା ସହ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଲଘୁଚାପ ବର୍ଷା ସମ୍ପୂର୍ଣ୍ଣ ଛାଡିଯାଇଛି। ଏବେ ଦିନରେ ଖରା ହେବା ସହ...

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍‌

ଫୁଲବାଣୀ,୧୫ା୧୧(ରାକେଶ କୁମାର ରାଉତ): ଫୁଲବାଣୀ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ବୁଧବାର ଏକ ନାବାଳିକା ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଦୋଷୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତାଙ୍କୁ...

୫ଟି, ନବୀନ ଓଡିଶାର ଅଧ୍ୟକ୍ଷଙ୍କୁ ସାକ୍ଷାତ କଲେ ଜିଲାର ୩ ବିଧାୟକ

ଦାରିଙ୍ଗବାଡି,୧୪।୧୧(ଅରୁଣ ସାହୁ ): ୫ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି. କେ ପାଣ୍ଡିଆନଙ୍କୁ ସାକ୍ଷାତ କଲେ ଜିଲାର ୩ ବିଧାୟକ। କନ୍ଧମାଳ ଜିଲାର ୩ ବିଧାୟକ ତଥା ଜି. ଉଦୟଗିରି ବିଧାୟକ ଓ ବିଜେଡିର ନବନିଯୁକ୍ତ ଜିଲା ସଭାପତି...

କେନାଲ ଭିତରକୁ ଖସିପଡ଼ିଲା ଅଟୋ, ଯୁବକଙ୍କ ଜୀବନ ଗଲା

ଫିରିଙ୍ଗିଆ,୧୩ା୧୧(ବିକ୍ରମ ଦିଗାଲ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ତେଲିମୁଣ୍ଡ ଶଙ୍ଖ ପାଖରେ ଏକ ଅଟୋ ଭାରସାମ୍ୟ ହରାଇ କେନାଲ ମଧ୍ୟକୁ ଖସିପଡ଼ିଛି। ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ରତଙ୍ଗ ପଞ୍ଚାୟତ...

ଗଞ୍ଜାମ କନ୍ଧମାଳ ସୀମାରେ ଲାଗିଲା ମାଓ ପୋଷ୍ଟର

ଭଞ୍ଜନଗର,୧୨।୧୧(ବାବୁଲା ପ୍ରଧାନ): ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଲାଗିଛି ମାଓ ପୋଷ୍ଟର। ଭଞ୍ଜନଗର ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦରେ ମାଓ ପୋଷ୍ଟର୍‌ ଶନିବାର ରାତିରେ ମରାଯାଇଛି। ରବିବାର ସକାଳେ ଏହି ଘଟଣା ଜଣାପଡିବା ପରେ ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ପୋଷ୍ଟର୍‌ଟି...

ଦାରିଙ୍ଗବାଡ଼ିରେ ମାଣ୍ଡିଆ ଚାଷ ପ୍ରତି ବଢୁଛି ଆଗ୍ରହ

ଦାରିଙ୍ଗବାଡ଼ି,୧୨ା୧୧ (ଅରୁଣ ସାହୁ)ଦାରିଙ୍ଗବାଡ଼ି ଅଞ୍ଚଳରେ ମାଣ୍ଡିଆ ଚାଷ ପ୍ରତି ଆଗ୍ରହ ବୃଦ୍ଧି ପାଇଛି। ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଲୋକ ଅତୀତରେ ପାରମ୍ପରିକ ଖାଦ୍ୟ ବିଶେଷକରି ମାଣ୍ଡିଆ, କୁଏରୀ, କାଙ୍ଗୁ, ଯଅକୁ ଅଧିକା ପରିମାଣରେ ଚାଷ କରିବା ସହ ଖାଦ୍ୟ ଭାବେ...

ମୋବାଇଲ ମାଗି ଫୋନ ପେ’ରେ ନେଇଗଲେ ୧୨ ଶହ ଟଙ୍କା

ଦାରିଙ୍ଗବାଡି, ୭।୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡିରେ ଜଣେ ଯୁବକ ଏଟିଏମ କାର୍ଡ କାର୍ଯ୍ୟକ୍ଷମ କରିବାକୁ ଯାଇଥିବା ବେଳେ ଠକାମୀର ଶିକାର ହୋଇଛନ୍ତି। ଠକାମୀର ଶିକାର ହୋଇଥିବା ମହେଶ୍ୱର ଦଳବେହେରାଙ୍କ ଘର ସିମନବାଡି ପଞ୍ଚାୟତ ଦଡିବାଡି ସାହିରେ।...

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ସରପଞ୍ଚଙ୍କ ବର୍ଜନ

ଦାରିଙ୍ଗବାଡି,୬।୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ସୋମବାର ଆୟୋଜିତ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ବର୍ଜନ କରିଛନ୍ତି। ଏହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ୨୫ ପଞ୍ଚାୟତ ପାଇଁ ରାଜ୍ୟ...

ଦାରିଙ୍ଗବାଡ଼ିରେ ପର୍ଯ୍ୟଟନର ବିକାଶ ପାଇଁ ୧୭ କୋଟି ୧୦ ଲକ୍ଷ ଟଙ୍କା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଦାରିଙ୍ଗବାଡ଼ି,୬ା୧୧(ଅରୁଣ ସାହୁ): କନ୍ଧମାଳ ଜିଲାର ସମସ୍ତ ୧୨ଟି ବ୍ଲକରେ ସୋମବାର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଦାରିଙ୍ଗବାଡ଼ି ବ୍ଲକର ମିନି ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ବିଡିଓ ଗଦାଧର ପାତ୍ର ପରିଚାଳନା କରିଥିବା ବେଳେ ବ୍ଲକ ଅଧ୍ୟକ୍ଷ...

ଦାରିଙ୍ଗବାଡିରେ ବିଦ୍ୟୁତ ବିଭ୍ରାଟ: ଡିବିରୀ, ଲଣ୍ଠନ ଭରସା

ଦାରିଙ୍ଗବାଡି, ୫।୧୧ (ଅରୁଣ ସାହୁ): ଓଡିଶାର କଶ୍ମୀର ତଥା ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡିରେ ଦୈନିକ ବିଦ୍ୟୁତ ବିଭ୍ରାଟ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଛି। ସୂଚନା ଥାଉ କି, ଶନିବାର ସାରା ଜିଲାରେ ବିଦ୍ୟୁତ ମରାମତି ପାଇଁ ସକାଳ ୮ ଟାରୁ...

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର: ଏବେ ୩ ମାସର ଗର୍ଭବତୀ

ଫୁଲବାଣୀ, ୪ା୧୧(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଗଡ ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ (ମାନସିକ ବିକାରଗ୍ରସ୍ତ) ଯୁବତୀଙ୍କୁ ଅଞ୍ଚଳର ଜଣେ ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ଏବେ ୩ ମାସର ଗର୍ଭବତୀ । ଏ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri