ଶଙ୍କରାଖୋଲ/ଟିକାବାଲି,୧୩ା୧୧(ଡି.ଏନ.ଏ.)-କନ୍ଧମାଳ ଜିଲା ଚକାପାଦ ଥାନା ପସରା ପଞ୍ଚାୟତର ଗୋଛାବାରୀ ଗ୍ରାମରେ ଜମି ଭାଗବଣ୍ଟାକୁ ନେଇ ସାନଭାଇ ବିକ୍ରମ କହଁରକୁ ହାଣିଥିବା ଅଭିଯୋଗରେ ମଙ୍ଗଳବାର ଚକାପାଦ ପୋଲିସ ବଡଭାଇଙ୍କୁ…
ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୧୧ା୧୧- ୨ରୁ ଅଧିକ ସନ୍ତାନ ଥାଇ ନିର୍ବାଚନ ଲଢ଼ିବା କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ନୂଆପଦର ସରପଞ୍ଚ ଲାଲୁ କହଁରଙ୍କୁ ମହଙ୍ଗା ପଡିଛି ।…
ଜି ଉଦୟଗିରି, ୧୧।୧୧(ଡି.ଏନ୍.ଏ.): କାର୍ତ୍ତିକ ମାସ ଶେଷ ସୋମବାର ନିମନ୍ତେ କନ୍ଧମାଳ ଜିଲା ଜି ଉଦୟଗିରି ଧବଳେଶ୍ବର ମନ୍ଦିରରେ ଭୋରରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି । ଲମ୍ବା…
ଫୁଲବାଣୀ ଅଫିସ/ଫିରିଙ୍ଗିଆ,୧୧ା୧୧-କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକର ୩ ପଞ୍ଚାୟତରୁ ମାତ୍ର ପକାରୀରେ ହିଁ ଆସନ୍ତା ୨୭ରେ ଉପ ନିର୍ବାଚନ ହେବ। କ୍ରାଣ୍ଡିବାଲି ଏବଂ ସୁମରବନ୍ଧରେ ଭୋଟ ଗ୍ରହଣ…
ଦାରିଙ୍ଗବାଡ଼ି,୯।୧୧(ଡି.ଏନ.ଏ)- ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଏକ ରିସୋର୍ଟକୁ ପ୍ରଥମେ ଲିଜ୍ ସୂତ୍ରରେ ପ୍ରଦାନ ଏବଂ ପରେ ଲିଜ୍ଧାରୀଙ୍କ ସହ ଗଣ୍ଡଗୋଳ ଓ ହତ୍ୟା ଧମକ ଦେବା ଅଭିଯୋଗରେ…
ଦାରିଙ୍ଗବାଡି,୮ା୧୧(ଡି.ଏନ୍.ଏ.)- ଦାରିଙ୍ଗବାଡି ଥାନା ଅଞ୍ଚଳରୁ ଜଣେ ସୁନା ବ୍ୟବସାୟୀଙ୍କ ବାଇକ ଡିକିରୁ ସୁନା ଏବଂ ରୁପା ଗହଣା ଥିବା ବ୍ୟାଗ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି।…
ଦାରିଙ୍ଗବାଡ଼ି,୮।୧୧(ଡି.ଏନ.ଏ)-ଦାରିଙ୍ଗବାଡ଼ି ଥାନା ପଞ୍ଚୁପଲ୍ଲି ଗ୍ରାମରେ ଜମିବାଡ଼ିକୁ ନେଇ ଶୁକ୍ରବାର ଗଣ୍ଡଗୋଳ ହୋଇଥିଲା। ଏଥିରେ ଜଣେ ଗର୍ଭବତୀ ରୋଜି ବଳିଆର ସିଂ ଆହତ ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା।…
ଫୁଲବାଣୀ ଅଫିସ, ୮ା୧୧-ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ଗୁୁରୁବାର ଦିନିକିଆ କନ୍ଧମାଳ ଜିଲା ଗସ୍ତରେ ଆସି ବିଭାଗ ପକ୍ଷରୁ ଚାଲିଥିବା ବିଭିନ୍ନ…
ଫୁଲବାଣୀ ଅଫିସ,୬ା୧୧: ଏକ ବଳାତ୍କାର ମାମଲାର ବିଚାର କରି ଫୁଲବାଣୀ ସହକାରୀ ଦୌରାଜଜ୍ ସୌଭାଗ୍ୟ ରଞ୍ଜନ ସ୍ବାଇଁ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ…
ରାଇକିଆ,୫ା୧୧(ଡି.ଏନ୍.ଏ.)-ବିଦ୍ୟାଳୟରେ ମାଡ଼ ମରାଯିବା ସହ ଗାଳିଗୁଲଜ କରାଯାଇଥିବା ପ୍ରତିବାଦରେ ସୋମବାର କନ୍ଧମାଳ ଜିଲା ରାଇକିଆ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ଧାରଣାରେ ବସିଥିଲେ ା ସକାଳ…