୨ ବାଇକ୍ ମୁହାଁମୁହିଁ ଧକ୍କା: ଚାଲିଗଲା ଜଣଙ୍କ ଜୀବନ ୨ ଗୁରୁତର
ଥୁଆମୂଳ ରାମପୁର,୩ା୬ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ ଥାନା ଅଞ୍ଚଳରେ ୨ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ପୂର୍ବାହ୍ନରେ ବାଲିସରା…
ବର୍ଷାରେ ବେହାଲ ସିର୍ଲିଗୁଡ଼ା-ତେଣ୍ଡାପାଳି ରାସ୍ତା
କୋକସରା,୨ା୬ (ଦୁଷ୍ମନ୍ତ କୁମାର ପାଟ୍ଟଜୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ପଞ୍ଚାୟତର ସିର୍ଲିଗୁଡ଼ାଠାରୁ ତେଣ୍ଡାପାଳି ରାସ୍ତା ଶୋଚନୀୟ ହୋଇପଡିଛି। ଖାଲଖମାପୂର୍ଣ୍ଣ ରାସ୍ତାରେ ବର୍ଷାପାଣି ଜମି ରହିଥିବାରୁ ଯାତାୟାତରେ ବାଧା ସୃଷ୍ଟି ହେଉଛି। ସ୍ଥାନୀୟ ଲୋକେ ରାସ୍ତା ମରାମତି କିମ୍ବା ପୁନଃ…
ଧାନ ଚୋରାଚାଲାଣ: ୨ ଧାନ ଗାଡ଼ି ଜବତ
ରିଷିଡ଼ା,୨ା୬(ସୁଶାନ୍ତ ମଲ୍ଲିକ): ବଲାଙ୍ଗୀର ପଟୁ କଳାହାଣ୍ଡି ଜିଲାର କର୍ଲାମୁଣ୍ଡା ବ୍ଲକ ଅଞ୍ଚଳକୁ ଆସୁଥିବା ଦୁଇଟି ଧାନ ବୋଝେଇ ଗାଡ଼ିକୁ ଜିଲା ସ୍କାଡ୍ ଟିମ୍ ଜବତ କରିଥିବା ଜଣାଯାଇଛି। କୌଣସି ସୂତ୍ରରୁ ଖବର ପାଇ କଳାହାଣ୍ଡି ଏସିଏସ୍ଓ ବିଘ୍ନରାଜ ମହାପାତ୍ର, କର୍ଲାମୁଣ୍ଡା ଯୋଗାଣ…
ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ବନ୍ଧା ହେଲେ ସ୍ବାମୀ-ଶ୍ୱଶୁର
ଥୁଆମୂଳ ରାମପୁର,୨।୫(ଦୁର୍ଗା କୀର୍ତ୍ତି):ଗତ ମେ ମାସ ୨୯ରେ ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା ଗ୍ରାମଠାରେ ଜଣେ ବିବାହିତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ପରଦା ହଟିଛି l ଏନେଇ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କୋର୍ଟ ଚାଲାଣ କରିଛି। ସୂଚନା…
ରାସ୍ତାରେ ପଡିଥିଲା ଦରପୋଡ଼ା ମୃତଦେହ, ଏବେ ଜଣାପଡ଼ିଲା ତାହା ଏଏସଆଇ ଗୋଲାପୀଙ୍କର
ଭବାନୀପାଟଣା,୧।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼-ଭବାନୀପାଟଣା ଯାଉଥିବା ୨୬ ନମ୍ବର ଜାତୀୟ ରାଜପଥର ବନମାଳିିପୁର ଛକ ନିକଟରେ ରବିବାର ସକାଳୁ ବାଇକ ସହ ଜଣେ ପୋଲିସ ଏଏସଆଇଙ୍କ ଜଳନ୍ତା ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ମୃତ ପୋଲିସ ଏଏସଆଇଙ୍କ ନାମ…
ଭବାନୀପାଟଣାରେ ଚାଞ୍ଚଲ୍ୟ: ରାସ୍ତାରେ ପଡିଛି ବାଇକ ସହ ଯୁବକଙ୍କ ଜଳନ୍ତା ମୃତଦେହ
ଭବାନୀପାଟଣା,୧।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼-ଭବାନୀପାଟଣା ଯାଉଥିବା ୨୬ ନମ୍ବର ଜାତୀୟ ରାଜପଥର ବନମାଳିପୁର ଛକ ନିକଟରେ ରବିବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି। ବାଇକ ସହ ଜଣେ ଯୁବକଙ୍କ ଜଳନ୍ତା ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ମୃତ…
କଳାହାଣ୍ଡିରେ ଲଜ୍ଜା: ନାବାଳିକା ୬ ମାସର ଗର୍ଭବତୀ
କଲମପୁର,୩୧ା୫(ଗଣେଶରାମ ବାଗ): କଳାହାଣ୍ଡିରେ ଲଜ୍ଜା। କଲମପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଶନିବାର ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ କୁବେର ବାଗ (୩୯)। ଅଭିଯୋଗ ଅନୁସାରେ ବଡ଼କୁଟରୁ ଫାଣ୍ଡି ଅଞ୍ଚଳର ଜଣେ ୧୪…
ଏଣିକି ସରକାରୀ ଯୋଜନାର ଲାଭ ଉଠାଇପାରିବେ ଚାଷୀ
କର୍ଲାମୁଣ୍ଡା,୩୧।୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରଠାରେ କୃଷି ବିଭାଗ ପକ୍ଷରୁ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ଆତ୍ମା ଅଧ୍ୟକ୍ଷ ଗୌର କିଶୋର ରଣା, କର୍ଲାମୁଣ୍ଡା ସରପଞ୍ଚ ସ୍ବର୍ଣ୍ଣ…
ଦାଉ ସାଧୁଛି ଅଦିନିଆ ବର୍ଷା: ବିଲରେ ଗଜା ହେଉଛି ପାଚିଲା ଧାନ, ଭଡ଼ା ତାରପୋଲିନ ଭରସାରେ ଚାଷୀ
ରିଷିଡା,୩୦।୫ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳରେ ଗତ ୨୫ ତାରିଖ ଠାରୁ ରବି (ଡାଲୁଅ) ଧାନ ପାଇଁ ମଣ୍ତି ଖୋଲିଛି। ଏହାର କିଛି ଦିନ ପରେ ଜିଲାରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ଏଥିଯୋଗୁ ଲୋକେ…
ଛିଣ୍ଡିଲା ରେଳ ଧାରଣା: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ
କେସିଙ୍ଗା,୩୦।୫(ତୁମେଶ୍ବର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନର ଏକ ନମ୍ବର ପ୍ଲାଟଫର୍ମରେ ରେଳ ଧାରଣା ଛିଣ୍ଡି ଯାଇଛି। ଦୁର୍ଭାଗ୍ୟବଶତଃ କୌଣସି ଦ୍ରୁତଗାମୀ ମାଲବାହୀ ଟ୍ରେନର କିଛି ବି କ୍ଷୟକ୍ଷତି ହୋଇ ନ ଥିବାର ଜଣାପଡ଼ିଛି। ଷ୍ଟେଶନର ଏକ…
୨ ଦିନ ହେବ ନିଖୋଜ ଥିଲେ ମହିଳା: ମିଳିଲା ମୃତଦେହ, ବଢୁଛି ସନ୍ଦେହ
ଥୁଆମୂଳ ରାମପୁର,୩୦ା୫ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା ଗ୍ରାମର ଜଣେ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, କାଶୀପୁର ଥାନା ଅଡାଜୋର ପଞ୍ଚାୟତ ଅଧୀନ ଜୋଡ଼ାଆମ୍ବ ଗ୍ରାମର କାଳିଦାସ ନାଏକଙ୍କ…
ଲଘୁଚାପ ବର୍ଷାରେ ଗଜା ହେଲା ପାଚିଲା ଧାନ
କୋକସରା,୨୯।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦୁଇ ଦିନ ଧରି ଲାଗି ରହିଥିବା ଲଘୁଚାପ ଲଗାଣ ବର୍ଷାରେ ଚାଷୀଙ୍କ ବହୁ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ଚାଷ ଜମିରେ ପାଣି ଜମିବାରୁ ପାଚିଲା ଧାନ ଭିଜି ଗଜା ହୋଇଯାଇଛି। ଫଳରେ ଚାଷୀ ମୁଣ୍ଡରେ ପୁଣି…
Archives


