ଇଣ୍ଡିଆ ସ୍କୁଲ ର଼୍ୟାଙ୍କିଂ ଆଓ୍ବାର୍ଡ, ଶିକ୍ଷା କ୍ଷେତ୍ରରେ ନୂତନ ଅଧ୍ୟାୟ ସୃଷ୍ଟି କଲା ‘ବିକାଶ ଆବାସିକ ବିଦ୍ୟାଳୟ’
ଭବାନୀପାଟଣା,୧୭।୧୦(ଉତ୍ତମ କୁମାର ଦାଶ)- ଦିଲ୍ଲୀର ଏକ ତାରକା ହୋଟେଲରେ ଗତ ୧୩ ତାରିଖରେ ଇଣ୍ଡିଆ ସ୍କୁଲ ର଼୍ୟାଙ୍କିଂଙ୍ଗ ଆୱାର୍ଡ଼ ୨୦୨୫-୨୬ ଅନୁଷ୍ଠିତ ହୋଇଥିଲା। ଏଜୁକେଶନ ୱାର୍ଲଡ୍ ପକ୍ଷରୁ ଏହି ସର୍ବେକ୍ଷଣରେ କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ବିକାଶ ଆବାସିକ ବିଦ୍ୟାଳୟ ସର୍ବଭାରତୀୟ…
ଅବସର ପ୍ରାପ୍ତ ଫାର୍ମାସିଷ୍ଟ ହମିଦ୍ ବେହେରାଙ୍କ ପରଲୋକ
ରିଷିଡ଼ା,୧୭।୧୦(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକ ଗଜବାହାଲ ପଞ୍ଚାୟତର ବଡ଼ ତୁଙ୍ଗରୀଗୁଡାର ଅବସର ପ୍ରାପ୍ତ ଫାର୍ମାସିଷ୍ଟ ହମିଦ୍ ବେହେରାଙ୍କ ପରଲୋକ ହୋଇଯାଇଛି । ଭୁବନେଶରସ୍ଥିତ ଏକ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କର ମତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ୭୫…
ରାଜ୍ୟ ଉପସଭାପତି ଘୋଷଣା କଲା ଭାଜପା, ଭବେନ୍ଦ୍ର ପଣ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ
ଭବାନୀପାଟଣା,୧୬।୧୦(ଉତ୍ତମ କୁମାର ଦାଶ): ଭାଜପା ରାଜ୍ୟ ସଭାପତି ମନ ମୋହନ ସାମଲଙ୍କ ଅନୁମୋଦନ କ୍ରମେ ଗୁରୁବାର ରାଜ୍ୟର ବିଭିନ୍ନ ଜିଲାର ୧୦ ଜଣ ବରିଷ୍ଠ ନେତାଙ୍କୁ ରାଜ୍ୟ ଉପସଭାପତି ଭାବେ ନାମ ଘୋଷଣା କରାଯାଇଛି। ଏହି ତାଲିକାରେ କଳାହାଣ୍ଡି ଜିଲାରୁ ପୂର୍ବତନ…
ଘର ବାହାରେ ତାଲା ଦେଇ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷାଙ୍କ ଘରୁ ଲୁଟିନେଲେ ସୁନା ଗହଣା, ସକାଳୁ ଉଠି ଦେଖିଲେ…
କେସିଙ୍ଗା, ୧୬।୧୦: (ତୁମେଶ୍ବର ସାହୁ ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୱାର୍ଡ ନଂ ୧୦ରେ ବସବାସ କରୁଥିବା ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁଙ୍କ ଘରୁ ବୁଧବାର ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ଘର ବାହାରେ ତାଲା…
ପ୍ରତି ଘରେ ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ
କେସିଙ୍ଗା,୧୬ା୧୦(ତୁମେଶ୍ୱର ସାହୁ): ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସିରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତି ଘରେ ବିଶୁଦ୍ଧ ପାନୀୟଜଳ ସୁଜଳର ଏକ ସଚେତନ କାର୍ଯ୍ୟକ୍ରମ ବିଭାଗୀୟ ଯନ୍ତ୍ରୀ ଜାନକୀ ନାଏକଙ୍କ…
ସାମାନ୍ୟ ବଚସାରୁ ଟାଙ୍ଗିଆରେ ହାଣିଦେଲେ, ଚାଲିଗଲା ଦିଲ୍ଲୀପଙ୍କ ଜୀବନ…
ଲାଞ୍ଜିଗଡ଼,୧୫ା୧୦(ରମେଶ ଚନ୍ଦ୍ର ନାୟକ) : କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମର ଜଣେ ଯୁବକଙ୍କୁ ସାମାନ୍ୟ ବଚସାକୁ ନେଇ ମଙ୍ଗଳବାର ରାତିରେ ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଥିବା ଯୁବକ ହେଲେ ଦିଲ୍ଲୀପ ଲୋହରା (୨୮)। ସୂଚନାନୁସାରେ ବଳଭଦ୍ରପୁର…
ବାଡ଼ିରୁ ଅମୃତଭଣ୍ଡା ତୋଳିବାକୁ ଯାଇଥିଲେ, ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା…
ଥୁଆମୂଳ ରାମପୁର, ୧୫।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ସ୍ଥିତ ମାଲିଗାଁ ଗ୍ରାମପଞ୍ଚାୟତରେ ଏକ ଦୁଃଖଦ ଘଟଣା ଘଟିଛି। ନିଜ ବାଡ଼ିରେ ଫଳିଥିବା ଅମୃତ ଭଣ୍ତା ତୋଳିବା ପାଇଁ ଯାଇ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ…
ମାଓବାଦୀ ନାଁରେ ବାପାକୁ ୩୫ ଲକ୍ଷ ଟଙ୍କା ମାଗୁଥିଲେ ପୁଅ, ଘଟଣାର ପର୍ଦ୍ଦାଫାଶ କଲା ପୋଲିସ
ଭବାନୀପାଟଣା,୧୫।୧୦(ଉତ୍ତମ କୁମାର ଦାଶ): ଅଜବ ଦୁନିଆ। ଟଙ୍କା ପାଇଁ ପୁଅ ବି ମାଓବାଦୀ ସାଜିପାରେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନର୍ଲା ଥନା ଅନ୍ତର୍ଗତ ରୁପ୍ରାରୋଡରେ। ନର୍ଲା ଥାନା ଆଇଆଇସି ତଥା ଘଟଣାର ତଦନ୍ତକାରୀ ଅଫିସର ବିଜୟ ମାଝୀଙ୍କ ସୂଚନାନୁଯାୟୀ…
ଥୁଆମୂଳ ରାମପୁର ବିଜେଡି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ, ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୧୫ ଦଫା ଦାବିପତ୍ର…
ଥୁଆମୂଳ ରାମପୁର,୧୪।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଳକ ବିଜେଡି ପକ୍ଷରୁ ୧୫ ଦଫା ଦାବି ନେଇ ବିଧାୟକ ତଥା ବିଜେଡି ଜିଲା ସଭାପତି ପ୍ରଦୀପ କୁମାର ଦିଶାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମଙ୍ଗଳବାର ଦିନ ମାଁ ମାଣିକେଶ୍ବରୀ ମନ୍ଦିରରେ ମାଁଙ୍କ…
ଯେଉଁ ନଦୀ ଦେଉଥିଲା ରୋଜଗାର, ସେହି ନେଇଗଲା ଜୀବନ; ବାଲି କାଢ଼ିବା ବେଳେ…
ଥୁଆମୂଳ ରାମପୁର,୧୪।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଖମାରପଦର ନିକଟ ଇନ୍ଦ୍ରାବତୀ ନଦୀରେ ମଙ୍ଗଳବାର ବାଲି କାଢୁଥିବା ସମୟରେ ଜଣେ ବୟସ୍କା ମହିଳା ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ। ଏବେ ତାଙ୍କର ମୃତଦେହ ଉଦ୍ଧାର…
ପୂର୍ବତନ ବିବାଦୀୟ ବିଡିଓଙ୍କ ପୁନଃ ନିଯୁକ୍ତି ପ୍ରତିବାଦରେ ଧାରଣା
କର୍ଲାମୁଣ୍ଡା,୧୪ା୧୦(ପ୍ରତାପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ପୂର୍ବତନ ବିବାଦୀୟ ବିଡିଓଙ୍କୁ ପୁନଃ ନିଯୁକ୍ତି ପ୍ରତିବାଦରେ ଗଣଧାରଣା ମଙ୍ଗଳବାର ଦ୍ୱିତୀୟ ଦିନରେ ପହଞ୍ଚିଥିଲା। ତେବେ ଭବାନୀପାଟଣା ଉପଜିଲାପାଳଙ୍କ ହସ୍ତକ୍ଷେପ ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାପଡ଼ିଛି। ମଙ୍ଗଳବାର ଅପରାହ୍ନରେ ଉପଜିଲାପାଳ…
ତାରାପଦର-ନୁନରେଶ ରାସ୍ତା ବେହାଲ: ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ ଦାବି
ଥୁଆମୂଳ ରାମପୁର,୧୪ା୧୦ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ତାରାପଦର-ନୁନରେଶ ରାସ୍ତା ଶୋଚନୀୟ ହୋଇପଡିଛି। ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଆଖପାଖ ଅଞ୍ଚଳବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାୟଗଡ଼ା ଜିଲା ସୀମାନ୍ତ…
Archives


