ଧର୍ମଗଡ଼ରେ ନୂଆ-ଓ’ ସ୍କଲାରଶିପ୍ ପ୍ରଦାନ କଲେ ୫-ଟି ଅଧ୍ୟକ୍ଷ
ଭବାନୀପାଟଣା,୩ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟ ସମ୍ମୁଖ ପଡ଼ିଆରେ ରବିବାର ନୂଆ-ଓ ସ୍କଲାରଶିପ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ନୂଆ-ଓ ସ୍କଲାରଶିପ୍ ପ୍ରଦାନ କରିଛନ୍ତି। ଏହି ସ୍କଲାରଶିପ୍ ଜରିଆରେ…
ଅଦିନିଆ ବର୍ଷା ସାଙ୍ଗକୁ ଝଡ଼ତୋଫାନ: ଉଜୁଡ଼ିଲା ପରିବା ଚାଷ
ଭବାନୀପାଟଣା,୨୯।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ବୁଧବାର ଅଦିନିଆ ବର୍ଷା ସହ ଝଡ଼ ତୋଫାନ ହୋଇଛି। ଏହାର ପ୍ରଭାବରେ ପନିପରିବା ଚାଷ ନଷ୍ଟ ହୋଇ ଉଜୁଡି ଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀମାନେ ବହୁ ପରିଶ୍ରମ କରି ଚାଷ…
ଖଟିଆରେ ବୁହାହୋଇ ହସ୍ପିଟାଲ ଆସୁଥିଲେ ଗର୍ଭବତୀ: ବାଟରେ ହେଲା ପ୍ରସବ
ଜୁନାଗଡ଼,୧୮।୨(ଅଂଶୁମାନ ଯୋଷୀ): କଳାହାଣ୍ଡିରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ତାହାପୁଣି ଜିଲାର ଜୁନାଗଡ଼ ବ୍ଲକରେ। ବ୍ଲକର ଦାସିଗଁା ପଞ୍ଚାୟତ କିଞ୍ଜିକନା ଗ୍ରାମକୁ ଯିବା ପାଇଁ ଭଳ ରାସ୍ତାଟିଏ ନାହଁି। ଏଭଳି ସ୍ଥିତିରେ ରବିବାର ଗ୍ରାମର ରାଇମତି ମାଝୀ(୨୭)ଙ୍କ ପ୍ରସବ ବେଦନା…
ପୋଖରୀରେ ବୁଡ଼ି ଦୁଇ ସାଙ୍ଗଙ୍କ ଜୀବନ ଗଲା
ଭବାନୀପାଟଣା,୧୭ା୨: କଳାହାଣ୍ଡି ଜିଲା ଭବାନୀପାଟଣାରେ ପୋଖରୀରେ ବୁଡ଼ି ଶନିବାର ୨ ନାବାଳକ ସାଙ୍ଗଙ୍କ ଜୀବନ ଯାଇଛି। ଥୁ.ରାମପୁର ବ୍ଲକ ଦୁରେସପଦର ଗାଁରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହି ଦୁଇ ସାଙ୍ଗ ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଯାଇଥିବା ଜଣାପଡ଼ିଛି। ଏହି…
କାନ୍ଥକୁ ଧରି ଛିଡ଼ା ହେଉହେଉ ପଡ଼ିଗଲେ ୧୦ ମାସର ଶିଶୁପୁତ୍ର, ଚାଲିଗଲା ଜୀନନ
କୋକସରା,୧୬।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କନ୍ଦାଗଡ଼, ସୁକଳିଭଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। କାନ୍ଥକୁ ଧରି ଛିଡ଼ା ହେଉହେଉ ଗଳିପଡ଼ି ୧୦ ମାସର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଗ୍ରାମର ଗବର ନାଏକ…
କଳାହାଣ୍ଡି ଭାଜପା: ବିଧାୟକ ନୁହେଁ, ଏମ୍ପି ହେବାକୁ ମନ
ଭବାନୀପାଟଣା,୧୬ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଲାଣି। ଚା’ ଦୋକାନଠୁ ହାଟବଜାର ସବୁଠି ଚର୍ଚ୍ଚା ଏଥର କିଏ ବିଧାନସଭା ଓ ଲୋକ ସଭା ପାଇଁ…
କେସିଙ୍ଗା ଏନ୍ଏସିର ନୂଆ ନିର୍ବାହୀ ଅଧିକାରୀ
କେସିଙ୍ଗା,୧୪ା୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସି ନିର୍ବାହୀ ଅଧିକାରୀ ଭାବେ ପ୍ରଣବ କୁମାର ଚାନ୍ଦ ଯୋଗଦାନ କରିଛନ୍ତି। କେସିଙ୍ଗା ଏନ୍ଏସିର ପୂର୍ବତନ ନିର୍ବାହୀ ଅଧିକାରିଣୀଙ୍କ ମନମୁଖୀ କାର୍ଯ୍ୟରେ ଲୋକେ ଅତିଷ୍ଠ ହୋଇ ଗଣଆନ୍ଦୋଳନ କରି କେସିଙ୍ଗା ବନ୍ଦ ଡାକରା ଓ…
ଧାନତଳି କିଆରିରେ ରାଷ୍ଟ୍ରପତିଙ୍କ ଚିତ୍ର
ଭବାନୀପାଟଣା,୧୧।୨(ଉତ୍ତମ କୁମାର ଦାଶ)ଧାନତଳି କିଆରିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଚିତ୍ର କରି ଚର୍ଚ୍ଚାରେ ଏବେ କଳାହାଣ୍ଡି ଜିଲା ଜୟପାଟଣା ବ୍ଲକର ଯୁବ ଚାଷୀ ପ୍ରାଣରଞ୍ଜନ ବେହେରା। ଭାରତୀୟ ରାଜନୈତିକ ପଟ୍ଟଚିତ୍ରରେ ଦିନେ ଭୋକର ଭୂଗୋଳ ପାଲଟିଥିବା କଳାହାଣ୍ଡି ଜିଲା ଆଜି ଚାଷ…
ଚିନାବାଦାମ ଚାଷ ଦେଇଛି ରୋଜଗାର
କର୍ଲାମୁଣ୍ଡା,୧୧।୨(ପ୍ରଦୀପ କୁମାର ସାହୁ)କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସରଗୁଲ ମାଲପଡା ଗ୍ରାମପଞ୍ଚାୟତ ପୁଟିଗାଁ ଶୈବ ପୀଠ ନିକଟରେ ବୋହିଯାଉଥିବା ତେଲ ନଦୀ କୂଳର ୨ ଏକର ଆଟ କିସମ ଜାଗାରେ ଚିନା ବାଦାମ ଚାଷ କରନ୍ତି ପୁଟିଗାଁ ଚାଷୀ ମୁକ୍ତି ସିଆନ…
ପୁଣିଥରେ କେସିଙ୍ଗା ନଗର ବିଜେଡି ସଭାପତି ହେଲେ ରମେଶ ପଟ୍ଟନାୟକ
କେସିଙ୍ଗା,୧୦ା୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ପ୍ରମୁଖ ସହର ଭାବରେ କେସିଙ୍ଗା ବେଶ୍ ଜଣାଶୁଣା। ନିର୍ବାଚନ ପାଖେଇ ଆସୁଥିବା ବେଳେ ନୂତନ ଏନ୍ଏସି ଟାଉନ ସଭାପତିମାନଙ୍କର ନାମ ଇତିମଧ୍ୟରେ ବିଜେଡି ପକ୍ଷରୁ ଘୋଷଣା କରାଯାଇଛି। କେସିଙ୍ଗା ନଗର ଟାଉନ…
ଚିନାବାଦାମ ଚାଷ ଦେଉଛି ରୋଜଗାର
କର୍ଲାମୁଣ୍ଡା:୧୦।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସରଗୁଲ ମାଲପଡ଼ା ପଞ୍ଚାୟତ ପୁଟୀଗାଁ ଶୈବ ପୀଠ ନିକଟରେ ବୋହିଯାଉଥିବା ତେଲ ନଦୀ କୂଳର ଥିବା ୨ ଏକର ଜାଗାରେ ଚିନା ବାଦାମ ଚାଷ କରନ୍ତି ପୁଟୀଗାଁ ଚାଷୀ ମୁକ୍ତି ସିଆନ…
କଳାହାଣ୍ଡି: ଗୁରୁତର ରୋଗୀଙ୍କୁ ବାରଣ୍ଡାରେ ଚିକିତ୍ସା
ଭବାନୀପାଟଣା,୮।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମେଡିକାଲ କଲେଜ ସ୍ଥାପନା କରିବା ସହ ୫-ଟିରେ ଡାକ୍ତରଖାନାଗୁଡିକୁ କୋଟି କୋଟି ଟଙ୍କାରେ ରୂପାନ୍ତର କରାଯାଇଛି। ସେହିପରି ଉନ୍ନତ ମାନର ଓ…
Archives


