ପୋଲ ନିର୍ମାଣ ପାଇଁ ଜାତୀୟ ରାଜପଥରେ ଚିପ୍ସ ଗଦା
କୋକସରା,୩୧ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ନଂ. ଜାତୀୟ ରାଜପଥର କାଉଡୋଳାରୁ ମହାଜନଗୁଡା ବାଞ୍ଜିବାହାଲକୁ ସଂଯୋଗ କରୁଥିବା ରାସ୍ତା ନିକଟରେ ଏକ ଠିକାସଂସ୍ଥା ପକ୍ଷରୁ ଜାତୀୟ ରାଜପଥ ଉପରେ ଚିପ୍ସ ଗଦା କରାଯାଇଛି। ଫଳରେ ଜାତୀୟ ରାଜପଥ ଦେଇ ଯାଉଥିବା ଗାଡିମୋଟର ଦୁର୍ଘଟଣାର ସମ୍ମୁଖୀନ…
ବସ୍-ବାଇକ୍ ମୁହାଁମୁହିଁ ଧକ୍କା
କୋକସରା,୩୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ଦେଇ ପିପଲଗୁଡା ଯାଉଥିବା ସୁଭଦ୍ରା ନାମକ ଏକ ଘରୋଇ ବସ୍ ସହିତ କୁଶମାଲ ଛକ ନିକଟରେ ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ବାଇକରେ ଥିବା ୨ଜଣ…
ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ
ଲାଞ୍ଜିଗଡ଼,୩୧ା୮(ରମେଶ ଚନ୍ଦ୍ର ନାୟକ): ଦାଦନ ଖଟିବାକୁ ତାମିଲନାଡୁ ଯାଇଥିବା କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଖବାହାଳି ପଞ୍ଚାୟତ ଦୋରାସାର୍ଲି ଗାଁର ସହଦେବ ହରିଜନ (୨୮)ଙ୍କ ଗୁରୁବାର ସେଠାରେ ମୃତ୍ୟୁ ଘଟିଛି। ସୂଚନାନୁସାରେ ସହଦେବ ୨୦୨୩ ଅଗଷ୍ଟରେ ତାମିଲନାଡୁ ତ୍ରିପୁର ଜିଲାକୁ କାମ…
କେସିଙ୍ଗା ଏନ୍ଏସିରେ ସ୍ବାୟତ୍ତ ଶାସନ ଦିବସ, ମୁକ୍ତିଧାମ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
କେସିଙ୍ଗା,୩୧ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦଠାରେ ସ୍ବାୟତ୍ତ ଶାସନ ଦିବସ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ନେତୃତ୍ୱରେ କଲ୍ୟାଣମଣ୍ଡପ ପ୍ରାଙ୍ଗଣଠାରେ ମହାସମାରୋହରେ ଶନିବାର ପାଳିତ ହୋଇଯାଇଛି। ସକାଳେ ପ୍ରଥମ ଅଧିବେଶନରେ ପ୍ରାତଃ ସମୟରେ ରାମଧୂନ୍, ସହରର ବିଭିନ୍ନ ଛକସ୍ଥିତ…
ଧର୍ମଗଡ଼କୁ ରେଳ ଲାଇନ ସଂଯୋଗ ଆଶା ଉଜ୍ଜୀବିତ
ଭବାନୀପାଟଣା,୩୧ା୮ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ଧର୍ମଗଡକୁ ରେଳ ଲାଇନ ସଂଯୋଗୀକରଣ ଆଶା ଉଜ୍ଜୀବିତ ହୋଇଛି। ବହୁ ପ୍ରତୀକ୍ଷିତ ଜୁନାଗଡ-ନବରଙ୍ଗପୁର ରେଳ ଲାଇନ ମଧ୍ୟରେ ଧର୍ମଗଡ ନିକଟରେ ଧର୍ମଗଡ ରୋଡ ଷ୍ଟେଶନ ନିର୍ମାଣ ହେବ ବୋଲି ଜଣାପଡିଛି। ଧର୍ମଗଡଠାରେ ଏକ ସ୍ବତନ୍ତ୍ର…
ରେଣ୍ଡୋ ମାଝିଙ୍କ ଶହୀଦ ଦିବସରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ
କୋକସରା,୩୦ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଆଦିବାସୀ ସଂଘ ପକ୍ଷରୁ ରେଣ୍ଡୋ ମାଝିଙ୍କ ୧୬୯ ତମ ଶହୀଦ ଦିବସ ପାଳନ ଓ ଜିଲାରେ ନିର୍ମାଣାଧୀନ ଆଦିବାସୀ ଭବନର ଶୁଭ ଉଦ୍ଘାଟନ କରିବା ପାଇଁ ଜିଲା ଆଦିବାସୀ ସଂଘର ଏକ ପ୍ରତିନିଧି ଦଳ…
ତନିସ୍କର ନୂତନ ଶୋ’ରୁମ୍ ଉଦ୍ଘାଟିତ
ଭବାନୀପାଟଣା,୩୦।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ବାହାଦୁର ବଗିଚାପଡ଼ା ହନୁମାନ ମନ୍ଦିର ସମ୍ମୁଖରେ ଗୁରୁବାର ଭାରତର ସର୍ବବୃହତ୍ ଅଳଙ୍କାର ରିଟେଲ ବ୍ରାଣ୍ଡ ତନିସ୍କର ନୂତନ ଶୋ’ରୁମ ଉଦ୍ଘାଟିତ ହୋଇଯାଇଛି। ତନିସ୍କର ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ସୋମପ୍ରଭ ସିଂହ, ଟାଇଟାନ କମ୍ପାନୀ…
କଳାହାଣ୍ଡିରେ ଦାନ ମାଝୀ ରିପିଟ୍: ମହାପ୍ରଣାୟ ଗାଡ଼ି ନମିଳିବାରୁ ଅଟୋ ରିକ୍ସାରେ ବୁହା ହେଲା ଶବ
ଥୁଆମୁଳ/ରାମପୁର,୨୯ା୮(ଦୁର୍ଗା କୀର୍ତ୍ତି): ବଜ୍ରପାତ କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ଥାନା ଅନ୍ତର୍ଗତ ଡୁମେରପଦର ଠାରୁ ଅଡ୍ରି ଗ୍ରାମପଞ୍ଚାୟତକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଗୁରୁବାର ଭୋର୍ ସକାଳୁ ଗୌରୀ ନାଏକ (୬୮) ନାମକ ଜଣେ ବୃଦ୍ଧା ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି। ଏନେଇ…
ପ୍ରବଳ ବର୍ଷାରେ ଭାଙ୍ଗିଲା ଘର: ବାସହରା ହେଲେ ଲୋକେ
କର୍ଲାମୁଣ୍ଡା:୨୯।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଗାଁରେ ମାଟି ଘରଗୁଡିକ ଭାଙ୍ଗିଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ବର୍ଷା ଯୋଗୁ ବ୍ଲକର କର୍ଲାମୁଣ୍ଡାର କମଳ ସାହୁ ଓ ନକୁଳ ସାହୁ, ସ.ମାଲପଡା ପଞ୍ଚାୟତ…
ସାର ଦୋକାନରେ ଏନ୍ଫୋର୍ସମେଣ୍ଟ କମିଟିର ଚଢାଉ
କର୍ଲାମୁଣ୍ଡା,୨୯।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ସାର, କୀଟନାଶକ ଔଷଧ ଚାଷୀମାନେ ଠିକ ମୂଲ୍ୟରେ ପାଇପାରିବେ, ସେ ନେଇ ବ୍ଲକ ଏନ୍ଫୋର୍ସମେଣ୍ଟ କମିଟି ପକ୍ଷରୁ ବ୍ଲକର ବିଭିନ୍ନ ଗାଁରେ ଚଢାଉ କରି ସାର ଦୋକାନଗୁଡ଼ିକର କାଗଜ ପତ୍ର, ଷ୍ଟକ…
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଛାତ୍ରୀଛାତ୍ର ଦକ୍ଷ ହେବା ନିହାତି ଆବଶ୍ୟକ
ଭବାନୀପାଟଣା,୨୯ା୮ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ବିକାଶ ମହାବିଦ୍ୟାଳୟରେ ବିବିଏ, ବିସିଏ ବିଭାଗର ଛାତ୍ରୀଛାତ୍ରଙ୍କ ପାଇଁ ଚାଲିଥିବା ଦୁଇଦିନିଆ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ମସିନ ଲର୍ନିଂ ସମ୍ବନ୍ଧୀୟ କର୍ମଶାଳା ବୁଧବାର ଉଦ୍ଯାପିତ ହୋଇଛି। ଦିଲ୍ଲୀ ଇନ୍ନୋଭିଆନ୍ସ ଟେକ୍ନୋଲୋଜିସ ଓ ଟେକ୍ନେସ,…
ଜାତୀୟ ଶିକ୍ଷକ ପୁରସ୍କାର ପାଇବେ ସନ୍ତୋଷ କର:ଛୁଟୁଛି ଶୁଭେଚ୍ଛାର ସୁଅ
ଭବାନୀପାଟଣା, ୨୯ା୮(ଉତ୍ତମ କୁମାର ଦାଶ): ଚଳିତବର୍ଷ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ଓଡ଼ିଶାର ଦୁଇ ଜଣ ଶିକ୍ଷକ ମନୋନୀତ ହୋଇଛନ୍ତି। ସେଥିମଧ୍ୟରେ କଳାହାଣ୍ଡି ଜିଲା ନର୍ଲାରୋଡ଼ ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର କର ରହିଛନ୍ତି। ଆସନ୍ତା ଗୁରୁଦିବସ ଅବସରରେ…
Archives


