କଳାହାଣ୍ଡି

ବିଲ୍‌ ଉଠିଛି, ଶ୍ରମିକ ପାଇନାହାନ୍ତି

ଲାଞ୍ଜିଗଡ଼,୩।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଳି ପଞ୍ଚାୟତ ଅନ୍ତର୍ଗତ ଘାଟିକୁଣ୍ଡରୁ ଗାଁରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ମହାଦୁର୍ନୀତି ଏବଂ ମାସ ମାସ ଧରି ଶ୍ରମିକଙ୍କୁ ପାରିଶ୍ରମିକ ରାଶି ମିଳୁ…

1 year ago

ଜାଲ୍‌ ଚେକ୍‌ ମାଧ୍ୟମରେ ୪୨ଲକ୍ଷ ଟଙ୍କା ଉଠାଇନେବାକୁ ଉଦ୍ୟମ: ଥାନାରେ ଏତଲା ଦେଲେ ଇଓ

ଭବାନୀପାଟଣା,୧।୫(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ଏନ୍‌ଏସିର ଏକ ଜାଲ୍‌ ଚେକ୍‌ ମାଧ୍ୟମରେ ଜଣେ ବ୍ୟକ୍ତି ସ୍ଥାନୀୟ ଆକ୍ସିସ ବ୍ୟାଙ୍କରୁ ୪୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଉଠାଇ ନେବାକୁ ଚେଷ୍ଟା…

1 year ago

ଡିବିରି ଆଲୁଅରେ ଦିନକାଟୁଛନ୍ତି ଗ୍ରାମବାସୀ

ଭବାନୀପାଟଣା,୧ା୫(ସ୍ବ.ପ୍ର): ଦେଶ ସ୍ବାଧୀନ ହେବାର ୭୫ ବର୍ଷ ବିତିଲାଣି। ଏହା ଭିତରେ ସରକାରଙ୍କ ମାଳ ମାଳ ଯୋଜନା ହୋଇଛି। ହେଲେ ଏବେ ବି ବିଜୁଳି ଭଳି ମୌଳିକ…

1 year ago

୭ ଚନ୍ଦନ ଗଛ କାଟିନେଲେ

ଲାଞ୍ଜିଗଡ଼,୧ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ ବିଜେପୁର ପଞ୍ଚାୟତ କେନ୍ଦୁଗୁଡ଼ା ଗଁାରେ କେତେକ ଦୁବୃର୍ତ୍ତ ମୁରଲୀଧର ସାହୁଙ୍କ ୭ଟି ଚନ୍ଦନ ଗଛ କାଟି ଚୋରି କରି ନେଇଛନ୍ତି।…

1 year ago

ମା’ଙ୍କ ମଣ୍ଡେଇ ଯାତ୍ରା

କୋକସରା,୩୦ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ମହିମା ପଞ୍ଚାୟତ ମାଲପଡ଼ା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ପେଣ୍ଡ୍ରାଣୀଙ୍କ ମଣ୍ଡେଇ ଯାତ୍ରା ଆରମ୍ଭ ହୋଇଛି। ଶନିବାର ଅଧିବାସ ସହ ରବିବାର…

1 year ago

ଆମପାଣି ଘାଟିରେ ଓଲଟିଲା ଲୁହା ପାଇପ୍‌ ବୋଝେଇ ଟ୍ରେଲର

କୋକସରା,୩୦।୪(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଆମପାଣି ଘାଟିରେ ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରେଲର ଭାରସାମ୍ୟ ହରାଇ ଓଲଟି ପଡିବାରୁ ୨ଜଣ ଡ୍ରାଇଭର ଗୁରୁତର ହୋଇଛନ୍ତି। ସେମାନେ ହେଲେ…

1 year ago

ପିଅନ ହତ୍ୟା ମାମଲା: ହତ୍ୟାକାରୀ ୩ ପୁଅ, ମା’ଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ

ଭବାନୀପାଟଣା,୨୯ା୪(ସ୍ବ.ପ୍ର.): ବହୁଚର୍ଚ୍ଚିତ କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଆଟିଗାଁ ରାଜସ୍ବ ଅଧିକାରୀଙ୍କ ପିଅନ ହତ୍ୟା ମାମଲାର ରାୟ ଶନିବାର ପ୍ରକାଶ ପାଇଛି। ଏହି ମାମଲାରେ ସମସ୍ତ…

1 year ago

ନକଲି ଆଦିବାସୀ ପ୍ରମାଣପତ୍ର ଦେଇ ଶିକ୍ଷକତା କରୁଥିଲେ, ଅବସର ନେବାର ଦିନକ ପୂର୍ବରୁ ପଡିଲେ ଧରା

କର୍ଲାମୁଣ୍ଡା, ୨୯/୪ (ଡିଏନଏ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକରେ କାର୍ଯ୍ୟରତ ଜନୈକ ନକଲି ଆଦିବାସୀ ପ୍ରଧାନ ଶିକ୍ଷକ ଅବସର ନେବା ଦିନକ ପୂର୍ବରୁ ପଛୁଆ ବର୍ଗର ବୋଲି…

1 year ago

ମୋତେ ବରବାଦ୍‌ କରିଦେଲା, ହ୍ବାଟ୍ସଆପ୍‌ ଷ୍ଟାଟସ୍‌ ଦେଇ ଆତ୍ମହତ୍ୟା କଲେ ଯୁବକ

ଭବାନୀପାଟଣା,୨୯ା୪(ସ୍ବ.ପ୍ର.): ପ୍ରେମରେ ମିଳିଲା ଧୋକା। ପ୍ରତାରଣା ସହି ନ ପାଇ ଯୁବକ ହ୍ବାଟ୍ସଆପ୍‌ ଷ୍ଟାଟସ୍‌ ଦେଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

1 year ago

ଦୁର୍ଗମରେ ଆଦିବାସୀଙ୍କ ଅଭିଶପ୍ତ ଜୀବନ

ଭବାନୀପାଟଣା,୨୯ା୪(ସ୍ବ.ପ୍ର.): ସରକାର ଆଦିବାସୀଙ୍କ ପାଇଁ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନାରେ ସାମିଲ କରିବା ସହିତ ବିକାଶ କରୁଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ କଳାହାଣ୍ଡି ଜିଲା…

1 year ago