ଝାରସୁଗୁଡ଼ାରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଲା
ଝାରସୁଗୁଡା ଅଫିସ,୨୬।୫: ଝାରସୁଗୁଡ଼ା ଜିଲାରେ ମଙ୍ଗଳବାର ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ବେଲପାହାଡ଼ ଅଞ୍ଚଳର ହୋଇଥିବା ବେଳେ ଗତ ୨୧ ତାରିଖରେ ମୁମ୍ବାଇରୁ ଫେରିଥିଲେ। ତାଙ୍କ ନିକଟରେ ଥଣ୍ଡା, କାଶ ଭଳି ଲକ୍ଷଣ ଦେଖାଯିବାରୁ ତାଙ୍କୁ ସ୍ଥାନୀୟ…
ପୋଲିସ ଭ୍ୟାନ୍ରେ ପ୍ରବାସୀ ମହିଳାଙ୍କ ପ୍ରସବ ଘଟଣା: ପଦାରେ ପଡ଼ିଲା ଜିଆର୍ପିର ଅପାରଗତା
ଝାରସୁଗୁଡା ଅଫିସ,୨୫ା୫- ଝାରସୁଗୁଡା ଜିଲା ପୋଲିସର ଏକ ପିସିଆର ଭ୍ୟାନରେ ରବିବାର ଜଣେ ପ୍ରବାସୀ ମହିଳା ଏକ ଶିଶୁକନ୍ୟା ପ୍ରସବ କରିବା ଘଟଣାରେ ଜିଆର୍ପିର ଅପାରଗତା ପଦାରେ ପଡ଼ିଛି। ଜିଆର୍ପି ପକ୍ଷରୁ କେବଳ ଏକ ଆମ୍ବୁଲାନ୍ସ ଡକାଇ ଥାନା ଅଧିକାରୀ ଚୁପ୍ହୋଇ…
ଝାରସୁଗୁଡା ବିମାନବନ୍ଦରରୁ ଉଡିଲା ବିମାନ
ଝାରସୁଗୁଡା ଅଫିସ,୨୫ା୫-ଝାରସୁଗୁଡାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ବିମାନ ଚଳାଚଳ ଆରମ୍ଭ ହୋଇଛି। ସୋମବାର ଏହି ବିମାନବନ୍ଦରରୁ ନୂଆଦିଲ୍ଲୀ ଓ ହାଇଦ୍ରାବାଦକୁ ବିମାନ ଚଳାଚଳ କରିଛି। ତେବେ କୋଲକତାକୁ ଯିବାକୁ ଥିବା ବିମାନ ବାତିଲ ହୋଇଥିବା ବିମାନବନ୍ଦର କର୍ତୃପକ୍ଷ ସୂଚନା ଦେଇଛନ୍ତି।…
ବିସ୍ଥାପିତଙ୍କ ଆନ୍ଦୋଳନ, କୋଇଲା ଉତ୍ପାଦନ ବାଧାପ୍ରାପ୍ତ
ଲଖନପୁର,୨୪।୫(ଡି.ଏନ୍.ଏ) ମହାନଦୀ କୋଲ୍ଫିଲ୍ଡ ଲିମିଟେଡ୍ (ଏମ୍ସିଏଲ୍) ଲଖନପୁର ଖୋଲାମୁହଁ କୋଇଲାଖଣି ଦ୍ୱାରା ବିସ୍ଥାପିତ ହୋଇଥିବା ଉବୁଡା ଗ୍ରାମର ୩ ପରିବାର ଚାକିରି ଓ କ୍ଷତିପୂରଣ ଦାବିରେ ଖଣି ପରିସରରେ ଶନିବାର ସକାଳ ସାଢେ ୭ଟାରୁ ଅପରାହ୍ନ ସାଢେ ୪ଟା ପର୍ଯ୍ୟନ୍ତ ଆନ୍ଦୋଳନ…
ଲକ୍ଡାଉନରେ ନିର୍ଯାତିତ ଠିକା ଶ୍ରମିକ
ଲଖନପୁର,୨୪।୫(ଡି.ଏନ୍.ଏ) ମହାମାରୀ କରୋନାକୁ ନେଇ ସାରାଦେଶରେ ୪ର୍ଥ ପର୍ଯ୍ୟାୟ ଲକ୍ଡାଉନ ଜାରି ରହିଛି। ଏହାର ପ୍ରଭାବ କଳକାରଖାନା ଉପରେ ପଡିଛି । ଏଥିରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଯେମିତି ପ୍ରଭାବିତ ନ ହେବେ ଏଥିପାଇଁ ସରକାର କେତେକ ନିର୍ଦ୍ଦେଶନାମା ଜାରି କରିଛନ୍ତି…
ଝାରସୁଗୁଡାରେ ୨ ନୂଆ କରୋନା ପଜିଟିଭ୍ ଚିହ୍ନଟ: ୫ ବର୍ଷର ଶିଶୁ ସଂସ୍ପର୍ଶରେ ଆସି ବର୍ଷକର ଶିଶୁ କନ୍ୟା ଆକ୍ରାନ୍ତ
ଝାରସୁଗୁଡା ଅଫିସ,୨୩।୫: ଝାରସୁଗୁଡା ଜିଲାରେ ଶନିବାର ୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ବର୍ଷକର ଶିୁଶୁ ହୋଇଥିବା ବେଳେ ଅନ୍ୟ ଜଣକ ୪୦ବର୍ଷୀୟ ବ୍ୟକ୍ତି। ଏନେଇ ଜିଲାପାଳ ସରୋଜ କୁମାର ସାମଲ…
ଗର୍ଭବତୀଙ୍କୁ ଗାଡ଼ିଭଡ଼ା କରି ଘରକୁ ପଠାଇଲା ପୋଲିସ
ଝାରସୁଗୁଡ଼ା ଅଫିସ,୨୨ା୫-କରୋନା ଭୂତାଣୁ ସହ ଲଢ଼େଇ ଯୋଗୁ ସମଗ୍ର ଦେଶରେ ଲକ୍ଡାଉନ୍ କରାଯାଇଛି। ଏପରିସ୍ଥିତିରେ ବାହାରେ କାର୍ଯ୍ୟ କରୁଥିବା ଲୋକେ ନିଜ ନିଜ ଘରକୁ ଫେରୁଛନ୍ତି। ତେବେ ଏକ ଦମ୍ପତି ମହାରାଷ୍ଟ୍ର ରାଜ୍ୟ ମଲାଡରୁ ୪ ଦିନ ହେବ ବିଭିନ୍ନ ଗାଡିକୁ…
ଝାରସୁଗୁଡ଼ାରେ ୫ ବର୍ଷର ଶିଶୁ କରୋନା ଆକ୍ରାନ୍ତ
ଝାରସୁଗୁଡ଼ା ଅଫିସ,୨୨।୫-ଝାରସୁଗୁଡ଼ା ଜିଲାକୁ ପୁଣି ଥରେ କରୋନା ଫେରିଛି । ପୂର୍ବରୁ ବ୍ରଜରାଜନଗର ଓ ଲଖନପୁର ଅଞ୍ଚଳରେ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏବେ ସେମାନେ ସୁସ୍ଥ ହୋଇସାରଛନ୍ତି। ଶୁକ୍ରବାର କିନ୍ତୁ ଝାରସୁଗୁଡା ସହର ମଙ୍ଗଳବଜାର ଅଞ୍ଚଳର ଜଣେ…
ଗୁଜରାଟରୁ ପ୍ରବାସୀ ଓଡ଼ିଆଙ୍କୁ ଧରି ଆସୁଥିବା ବସ୍ରେ ଜଣଙ୍କ ଜୀବନ ଗଲା
ଲଖନପୁର,୨୧ା୫(ଡି.ଏନ୍.ଏ.): ଗୁଜରାଟରୁ ପ୍ରବାସୀ ଓଡ଼ିଆଙ୍କୁ ଧରି ଏକ ବସ୍ ଆସିକା ଅଭିମୁଖେ ଆସୁଥିବାବେଳେ ଝାରସୁଗୁଡ଼ା ଜିଲା ଲଖନପୁର ୪୯ ନମ୍ବର ଜାତୀୟ ରାଜପଥରେ ବସ୍ ଭିତରେ ଜଣେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ ଘଟିଛି। ମୃତ ପ୍ରବାସୀ ଓଡ଼ିଆ ଜଣକ ଆସିକା ଅଞ୍ଚଳର…
ଝାରସୁଗୁଡ଼ା ଡହଲଡେରା ଅଞ୍ଚଳରୁ ହଟିଲା କଣ୍ଟେନମେଣ୍ଟ ଜୋନ
ଝାରସୁଗୁଡା ଅଫିସ,୧୮।୫: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ କୁଡ଼ାଲୋଇ ଅଧୀନ ଡହଲଡ଼େରା ଅଞ୍ଚଳର ଜଣେ ୪୦ ବର୍ଷିୟା ମହିଳା କରୋନା ପଜିଟିଭ ଥିବା ଗତ ୩ ତାରିଖରେ ଜଣାପଡିଥିଲା । ଏହାପରେ ଜିଲା ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳଭାବେ…
ହସ୍ପିଟାଲ ବେଡ୍ରେ ଟିକ୍ଟକ୍
ଝାରସୁଗୁଡା ଅଫିସ,୧୮।୫: ଟିକ୍ଟକ୍ ଭିଡିଓ କରିବାବେଳେ ଲୋକେ ନିଜ ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି। କୌଣସି ସ୍ଥାନ କିମ୍ବା ପରିସ୍ଥିତିକୁ ମଧ୍ୟ ଦେଖୁନାହାନ୍ତି। ଝାରସୁଗୁଡାରେ ଏଭଳି ଏକ ଟିକ୍ଟକ୍ ଭିଡିଓ ରବିବାର ଭାଇରାଲ ହୋଇଛି, ଯେଉଁଥିରେ ଜଣେ ଯୁବକ ହସ୍ପିଟାଲର ବେଡ୍ରେ…
ଉତ୍ତରାଞ୍ଚଳ ଆର୍ଡିସିଙ୍କ ଝାରସୁଗୁଡ଼ା ଗସ୍ତ: କୋଭିଡ୍ କେନ୍ଦ୍ର ପରିଦର୍ଶନ
ଲଖନପୁର,୧୬ା୫(ଡି.ଏନ୍.ଏ.) : ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ ପାଇଁ ସରକାର ଲକ୍ଡାଉନ୍ ଜାରି କରିଛନ୍ତି। ଏହାର ତଦାରଖ ପାଇଁ ସରକାର କେତେକ ବରିଷ୍ଠ ଆଇଏଏସ୍ଙ୍କୁ ନିୟୋଜିତ କରିଛନ୍ତି। ବରିଷ୍ଠ ଆଇଏଏସ୍ଙ୍କ ମଧ୍ୟରେ ଉତ୍ତରାଞ୍ଚଳ ଆର୍ଡିସି ନିରଞ୍ଜନ ସାହୁ ଝାରସୁଗୁଡା ଦାୟିତ୍ୱରେ…
Archives


