ପୁଣି ୫ ଦିନିଆ ରିମାଣ୍ଡରେ ଗଲେ ଗୋପାଳ
ଝାରସୁଗୁଡ଼ା ଅଫିସ,୮ା୨: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ପୁଣି ୫ ଦିନ ରିମାଣ୍ଡରେ ଯାଇଛନ୍ତି ଅଭିଯୁକ୍ତ ଗୋପାଳ ଦାସ। ବୁଧବାର ତୃତୀୟ ପର୍ଯ୍ୟାୟରେ ୫ ଦିନ ରିମାଣ୍ଡରେ ନେବାକୁ ଝାରସୁଗୁଡ଼ା ଜେଏମ୍ଏଫ୍ସି କୋର୍ଟ ଅନୁମତି ଦେଇଛନ୍ତି। ଏହି ସମୟରେ ଗୋପାଳଙ୍କର…
ଆଜି ସରିବ ଗୋପାଳଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି
ବ୍ରଜରାଜନଗର,୮।୨(ଡି.ଏନ.ଏ.): ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ବୁଧବାର ସରିବ। କ୍ରାଇମବ୍ରାଞ୍ଚ ଦ୍ୱିତୀୟ ପର୍ଯ୍ୟାୟରେ ୪ ଦିନିଆ ରିମାଣ୍ଡରେ ନେଇ ଘଟଣାର ତଦନ୍ତ ଚଳାଇଥିଲା। ତେବେ ଆଜି ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ…
କ୍ରାଇମ୍ ସ୍ପଟରୁ ଡେମୋ ଦେଖାଇଲେ ଗୋପାଳ
ବ୍ରଜରାଜନଗର,୭।୨(ଡି.ଏନ୍.ଏ.): ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ଘଟଣାରେ ପୋଲିସ ମଙ୍ଗଳବାର ସିନ୍ ରିକ୍ରିଏଶନ୍ କରିଛି। ଅଭିଯୁକ୍ତ ଗୋପାଳ ଦାସଙ୍କୁ କ୍ରାଇମ୍ ସ୍ପଟକୁ ନିଆଯାଇ ସେଠାରେ ଡେମୋ ଦେଖାଯାଇଛି। କିପରି ଏତେ ଲୋକଙ୍କ ମଧ୍ୟରେ ସୁରକ୍ଷା ଦାୟିତ୍ବରେ ଥିବା ଜଣେ ପୋଲିସ…
ମନ୍ତ୍ରୀ ହତ୍ୟା ଘଟଣା: ବୁଧବାର ଘଟଣାସ୍ଥଳ ତଦାରଖ କରିବେ ଜଷ୍ଟିସ ଦାସ
ବ୍ରଜରାଜନଗର,୭।୨(ଡି.ଏନ୍.ଏ.): ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ଘଟଣାରେ ମଙ୍ଗଳବାର ଜଷ୍ଟିସ ଜେ. ପି. ଦାସ ଝାରସୁଗୁଡ଼ା ଯିବେ। ଘଟଣାର ଅଧିକ ତଦନ୍ତ ଲାଗି ଜଷ୍ଟିସ ଦାସଙ୍କ ତତ୍ତ୍ବାବଧାନରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ବୁଧବାର ଜଷ୍ଟିସ ଦାସ ଘଟଣାସ୍ଥଳ ତଦାରଖ…
ଗାପାଳଙ୍କ ସହ ସ୍ତ୍ରୀଙ୍କୁ ମୁହାଁମୁହିଁ ଜେରା
ବ୍ରଜରାଜନଗର,୭।୨(ଡି.ଏନ୍.ଏ.): ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ ସହ ତାଙ୍କ ସ୍ତ୍ରୀଙ୍କୁ ମୁହାଁମୁହିଁ ଜେରା କରିଛି। ଓଏସ୍ଏପିର ୨ୟ ବାଟାଲିଅନ ପରିସରରେ ଜେରା ଚାଲିଛି। ଆଉ ଅଳ୍ପ ସମୟ ମଧ୍ୟରେ କ୍ରାଇମ ସ୍ପଟରେ…
ନବ ଦାସ ହତ୍ୟା ମାମଲା: କ୍ରାଇମ୍ବ୍ରାଞ୍ଚ ଏଡିଜିଙ୍କ ଜେରା
ବ୍ରଜରାଜନଗର,୬ା୨(ଡି.ଏନ.ଏ.): ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ନବମ ଦିନରେ ମଧ୍ୟ କ୍ରାଇମବ୍ରାଞ୍ଚକୁ କୌଣସି ସଫଳତା ମିଳି ପାରିନାହିଁ। କ୍ରାଇମ୍ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସୋମବାର ଦ୍ୱିତୀୟ ପାଳି ରିମାଣ୍ଡର ଦ୍ୱିତୀୟ ଦିନରେ ଗୋପାଳଙ୍କୁ ଜେରା କରିଥିଲେ ମଧ୍ୟ ତାଙ୍କ ମୁହଁରୁ…
ପୋଲିସ ବାରାକ୍ ଭିତରେ କ୍ରାଇମବ୍ରାଞ୍ଚ ଜେରା
ବ୍ରଜରାଜନଗର,୬।୨(ଡି.ଏନ୍.ଏ.): ରବିବାର ଦ୍ୱିତୀୟ ରିମାଣ୍ଡର ପ୍ରଥମ ଦିନ ଗୋପାଳଙ୍କୁ ପୋଲିସ ବାରକ୍ ଭିତରେ କ୍ରାଇମବ୍ରାଞ୍ଚ ଜେରା କରିଛି। କଟକ ଏସ୍ସିବିରୁ ଏକ ୪ଜଣିଆ ଡାକ୍ତର ଦଳ ଆସି ଗୋପାଳଙ୍କ ଲେବରାଲ ଭଏସ ଆନାଲିସିସ କରିଛନ୍ତି। ତାଙ୍କ ସହିତ ମନସ୍ତତ୍ତ୍ୱବିତ ଡାକ୍ତରମାନେ ମଧ୍ୟ…
ଅସ୍ଥି ବିସର୍ଜନ ପାଇଁ ଆଲ୍ଲାହାବାଦ ଗଲେ ନବଙ୍କ ପୁଅ
ବ୍ରଜରାଜନଗର, ୬।୨(ଡି.ଏନ୍.ଏ.): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ୮ଦିନ ବିତିଯାଇଛି। ହିନ୍ଦୁ ପରମ୍ପରା ଅନୁଯାୟୀ ଅସ୍ଥି ବିସର୍ଜନ ଉଦ୍ଦେଶ୍ୟରେ ରବିବାର ନବଙ୍କ ପୁତ୍ର ବିଶାଳ ଦାସ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆଲ୍ଲାହାବାଦ ଯାଇଥିବା ଜଣାପଡିଛି।
ଲକ୍ଷେ ଟଙ୍କାରେ କାର୍ କିଣିଥିଲେ ଅଭିଯୁକ୍ତ ଗୋପାଳ
ବ୍ରଜରାଜନଗର,୫।୨ (ଡି.ଏନ୍.ଏ.): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି। ହତ୍ୟାକାରୀ ପୋଲିସ୍ ଏଏସ୍ଆଇ ଗୋପାଳ କୃଷ୍ଣ ଦାସଙ୍କୁ କ୍ରାଇମବ୍ରାଞ୍ଚ ମାରାଥନ ଜେରା କରୁଛି। ଗୋପାଳ ବିମାନବନ୍ଦର ଥାନା ପାଇଖାନା ସେପ୍ଟିଟାଙ୍କିରେ…
ଝାରସୁଗୁଡ଼ାରେ ସିଏଫ୍ଏସ୍ଏଲ୍ ଟିମ୍
କଟକ ଅଫିସ୍, ୫।୨: ନୂଆଦିଲ୍ଲୀରୁ ଆସିଥିବା ସେଣ୍ଟ୍ରାଲ ଫୋରେନ୍ସିକ ସାଇନ୍ସ ଲାବୋରେଟୋରି (ସିଏଫ୍ଏସ୍ଏଲ୍)ର ବିଶେଷଜ୍ଞମାନେ ଝାରସୁଗୁଡ଼ାରେ ଅଭିଯୁକ୍ତଙ୍କ ଫୋରେନ୍ସିକ ସାଇକୋଲୋଜିକାଲ ଆସେସ୍ମେଣ୍ଟ ଓ ଏଲ୍ଭିଏ ଟେଷ୍ଟ କରିଛନ୍ତି। ଗୋପାଳଙ୍କ ମାନସିକ ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ଏକ ସ୍ବତନ୍ତ୍ର ମେଡିକାଲ ବୋର୍ଡ ଗଠନ…
ଜଷ୍ଟିସ ଜେ.ପି. ଦାସଙ୍କୁ ଭେଟିଲେ କ୍ରାଇମ୍ବ୍ରାଞ୍ଚ ଏଡିଜି
ବ୍ରଜରାଜନଗର,୫।୨ (ଡି.ଏନ୍.ଏ.): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି। ହତ୍ୟାକାରୀ ପୋଲିସ୍ ଏଏସ୍ଆଇ ଗୋପାଳ କୃଷ୍ଣ ଦାସଙ୍କୁ କ୍ରାଇମବ୍ରାଞ୍ଚ ମାରାଥନ ଜେରା କରୁଛି। ଗୋପାଳ ବିମାନବନ୍ଦର ଥାନା ପାଇଖାନା ସେପ୍ଟିଟାଙ୍କିରେ…
ଗୋପାଳଙ୍କ ରିମାଣ୍ଡ ଅବଧି ବଢ଼ିଲା
ଝାରସୁଗୁଡ଼ା ଅଫିସ,୪ା୨: ଦିବଂଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାରୀ ଏଏସ୍ଆଇ ଗୋପାଳ କୃଷ୍ଣ ଦାସଙ୍କ ରିମାଣ୍ଡ ଅବଧି ବଢ଼ିଛି। ପୂର୍ବରୁ ୪ ଦିନିଆ ରିମାଣ୍ଡରେ ଯାଇଥିଲେ ଗୋପାଳ। ଶନିବାର ଏହି ଅବଧି ସରୁଥିବା ବେଳେ କ୍ରାଇମବ୍ରାଞ୍ଚ ପୋଲିସ ତରଫରୁ ଝାରସୁଗୁଡ଼ା…

