ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼
ଝାରସୁଗୁଡ଼ା ଅଫିସ,୨୯।୧: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ରବିବାର ଗୁଳିମାଡ଼ ହୋଇଛି। ବ୍ରଜରାଜନଗର ଗାନ୍ଧୀ ଛକରେ ମ୍ୟୁନିସିପାଲିଟି ଚେୟାରମ୍ୟାନ୍ ଏବଂ ଭାଇସ୍ ଚେୟାରମ୍ୟାନଙ୍କ ଏକ କାର୍ଯ୍ୟାଳୟ ଉଦ୍ଘାଟନ କରିବାକୁ ମୁଖ୍ୟଅତିଥି ଭାବେ ସ୍ବାସ୍ଥ୍ୟମନ୍ତ୍ରୀ ଆସିଥିଲେ। ତେବେ କାର୍ଯ୍ୟାଳୟର ମାତ୍ର ୧୦୦ ମିଟର ଦୂରରେ…
ଦୁର୍ଘଟଣା: ସ୍ତ୍ରୀ ମୃତ, ସ୍ବାମୀ ଆହତ
ଝାରସୁଗୁଡ଼ା ଅଫିସ,୨୮ା୧: ବଡମାଲ ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସ୍ ଓ୍ବେର ସାପଡା ନିକଟରେ ଏକ ଅଜଣା ଗାଡି ବାଇକ୍କୁ ଧକ୍କାଦେଇ ଫେରାର୍ ହୋଇଯାଇଛି। ଏଥିରେ ବାଇକ୍ରେ ଥିବା ସ୍ତ୍ରୀ ମୃତବରଣ କରିଥିବାବେଳେ ସ୍ବାମୀ ଆହତ ହୋଇ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ମୃତା…
ଫ୍ୟାନ୍ରେ ଝୁଲି ଇଞ୍ଜିନିୟରଙ୍କ ଆତ୍ମହତ୍ୟା
ଝାରସୁଗୁଡ଼ା ଅଫିସ,୨୪ା୧: ଝାରସୁଗୁଡ଼ା ଜିଲା ବଡମାଲ ଥାନା ଅନ୍ତର୍ଗତ ବେଦାନ୍ତ ଟାଉନଶିପ୍ ଲେଡିଜ୍ ହଷ୍ଟେଲରେ ରହୁଥିବା ଜଣେ ଯୁବତୀ ସୋମବାର ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଭୁବନେଶ୍ୱର ପାହାଳର ଶ୍ରୁତି ସାଗରିକା ସାହୁ(୨୬)। ସେ ବେଦାନ୍ତ କାରଖାନାରେ ଫଟ୍ଲାଇନ୍ରେ…
ଶନିମନ୍ଦିରକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୁନା କଳସ ଦାନ ଚର୍ଚ୍ଚା
ଝାରସୁଗୁଡ଼ା ଅଫିସ୍,୨୪ା୧:ମହାରାଷ୍ଟ୍ର ଅହମ୍ମଦନଗର ଜିଲାର ଶନିସିଙ୍ଗଣାପୁରସ୍ଥିତ ଶନିମନ୍ଦିରରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଓ ତାଙ୍କ ପରିବାର ଅମାବାସ୍ୟା ତିଥିରେ ଶନି ଅଭିଷେକ କରି ପୂଜାର୍ଚ୍ଚନା କରିିଛନ୍ତି। ଏହି ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ଦାସ ଏକ ସୁନା କଳସ ଦାନ କରିଥିବା ନେଇ…
ଜେଲ ଭୋଗୁଥିବା କଏଦୀଙ୍କ ମୃତ୍ୟୁ
ଝାରସୁଗୁଡ଼ା ଅଫିସ୍,୨୨।୧: ଝାରସୁଗୁଡ଼ା ଉପକାରାଗାରରେ ଆଜୀବନ ଜେଲଦଣ୍ଡ ଭୋଗୁଥିବା କଏଦୀ ସୁଶାନ୍ତ ବୁଦୁଲା ଓରଫ ଜଙ୍ଗଲି (୪୨)ଙ୍କ ଜିଲା ମୁଖ୍ୟଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ମୃତ୍ୟୁ ହୋଇଛି। ତାଙ୍କ ଘର ଲଇକେରା ଥାନା ଅନ୍ତର୍ଗତ କେନ୍ଦୁଡିହୀ ଗ୍ରାମ ଜଙ୍ଗଲିପଡାରେ। କାରାଗାର ଭିତରେ…
ଭଉଣୀ, ଭାଇ ମିଶି କରିଥିଲେ ହତ୍ୟା: ଅଢ଼େଇ ବର୍ଷ ପରେ ପାଇଖାନା ଟାଙ୍କିରୁ ମିଳିଲା ନିଖୋଜ ସ୍ବାମୀଙ୍କ କଙ୍କାଳ
ଝାରସୁଗୁଡ଼ା ଅଫିସ,୨୨।୧: ଦୀର୍ଘ ଅଢ଼େଇ ବର୍ଷ ପରେ ଡ୍ରାଇଭର ଡମ୍ବରୁଧର ପାତ୍ର(୩୯)ଙ୍କ ନିଖୋଜ ମାମଲାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି ବନହରପାଲି ଥାନା ପୋଲିସ। ପୋଲିସ ବନ୍ଧବାହାଲ ଶାନ୍ତିନଗରସ୍ଥିତ ବାସଭବନ ପାଇଖାନା ଟାଙ୍କିରୁ ରବିବାର ଡମ୍ବରୁଧରଙ୍କ କଙ୍କାଳ ଜବତ କରିଛି। ଜବତ…
ଇଡ୍କୋ ଜମି ଅଧିଗ୍ରହଣକୁ ବିରୋଧ
ଝାରସୁଗୁଡା ଅଫିସ୍,୧୭ା୧: ଲଖନପୁର ତହସିଲ ପିପିଲିମାଲ ଆର୍ଆଇ ସର୍କଲ ଅଧୀନ ୧,୦୫୮ଏକର ସରକାରୀ ଜମିକୁ ଇଡ୍କୋ ରାଜସ୍ବ ବିଭାଗ ମାଧ୍ୟମରେ ଅଧିଗ୍ରହଣ କରିବାପାଇଁ ପ୍ରୟାସ ଆରମ୍ଭ କରିଛି। ଏଥିମଧ୍ୟରେ ଜଙ୍ଗଲ, ପତିତ, ଗୋଚର ଆଦି କିସମର ଜମି ରହିଛି। ଏହିସବୁ ଜମିକୁ…
ଦୁଲ୍ଦୁଲିର ରହିଛି ମହନୀୟତା
ଝାରସୁଗୁଡ଼ା ଅଫିସ,୧୫।୧: ଜିଲା ପ୍ରଶାସନ ଓ ଜିଲା ସଂସ୍କୃତି ପରିଷଦ ତରଫରୁ ସରହବାହାଲ ହାଇସ୍କୁଲ୍ ପଡିଆରେ ୨୧ତମ ଜିଲା ମହୋତ୍ସବ ଦୁଲ୍ଦୁଲି ଶନିବାର ଆରମ୍ଭ ହୋଇଛି। ଏହା ବୁଧବାର ପର୍ଯ୍ୟନ୍ତ ଚାଲିବ। ମହୋତ୍ସବ କମିଟି କର୍ମକର୍ତ୍ତା ଝାଡେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରି…
ଝାରସୁଗୁଡ଼ା ଡିଭିଜନର ୪ ସେକ୍ଟରରେ ପକ୍ଷୀ ଗଣନା
ଝାରସୁଗୁଡ଼ା ଅଫିସ,୧୦।୧: ପ୍ରତିବର୍ଷ ଶୀତଋତୁରେ ହୀରାକୁଦ ଜଳଭଣ୍ଡାରକୁ ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀ ଆସିଥାନ୍ତି। ବନ୍ୟପ୍ରାଣୀ ବିଭାଗ ତରଫରୁ ବିଧିବଦ୍ଧ ଭାବେ ଏହାର ଗଣନା କରାଯାଇଥାଏ। ଚଳିତବର୍ଷ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ତରଫରୁ ଏହି ଗଣନା କରାଯାଇଛି। ୧୫ସେକ୍ଟରରେ ବିଭକ୍ତ କରାଯାଇ…
ମିଲର୍ସ ନିର୍ଦ୍ଦେଶ ନ ମାନିଲେ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଝାରସୁଗୁଡ଼ା ଅଫିସ,୩ା୧: ଗତ ୧୨ତାରିଖରୁ ଝାରସୁଗୁଡା ଜିଲାରେ ଖରିଫ ଧାନକିଣା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଚାଷୀଙ୍କ ନିକଟରୁ ୪ଲକ୍ଷ ୬୯ହଜାର କୁଇଣ୍ଟାଲ ଧାନ କିଣିବା ପାଇଁ ଯୋଗାଣ ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଜିଲାରେ ସମୁଦାୟ ୬୭ ମଣ୍ଡି ଖୋଲିଥିବାବେଳେ…
ରେଳଧାରଣାରୁ ମିଳିଲା ଅଟୋ ଡ୍ରାଇଭରଙ୍କ ମୃତଦେହ
ଝାରସୁଗୁଡା ଅଫିସ/ବେଲପାହାଡ଼,୧।୧(ଡି.ଏନ.ଏ.): ବିଳାସପୁର ରେଳ ଡିଭିଜନ ଅନ୍ତର୍ଗତ ଦିଲ୍ଲୀ-ହାୱଡା ରେଳଲାଇନର ବେଲପାହାଡ଼ ନୂଆପଡା ନିକଟସ୍ଥ ମୁଖ୍ୟ ରେଳଧାରଣାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ରବିବାର ବ୍ରଜରାଜନଗର ରେଲୱେ ପୋଲିସ ଜବତ କରିଛି। ମୃତକ ଜଣକ ହେଲେ ନୂଆପଡା ନିବାସୀ ସତିନ୍ଦର ସିଂ(୬୧)। ରବିବାର…
ମେଡିକାଲ ଏଜେନ୍ସିରେ ଜିଏସ୍ଟି ଚଢ଼ାଉ
ଝାରସୁଗୁଡ଼ା ଅଫିସ,୩୧ା୧୨: ଝାରସୁଗୁଡା ସହରରେ ଥିବା ଅମିତ ମେଡିକାଲ ଏଜେନ୍ସିରୁ କିଛିଦିନ ତଳେ ଲକ୍ଷାଧିକ ଟଙ୍କାର ନକଲି ମେଡିସିନ ଜବତ ହୋଇଥିଲା। ତଦନ୍ତ ପରେ ଏହାର ଚେର ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡିଥିଲା। ଏଭଳି ସ୍ଥିତିରେ ଜିଏସ୍ଟି ଠକେଇ ଅଭିଯୋଗରେ ସହରରେ…
Archives


