ଯାଜପୁର

ବିଜେଡି ନେତା ଭାଜପା ମୁହାଁ:ଭାଜପାରେ ମିଶିଲେ ୯ ସରପଞ୍ଚ, ୪ ସମିତିସଭ୍ୟ

ଯାଜପୁର/କୋରେଇ (ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୨୪/୧୨:ଗତ ଲୋକ ସଭା ନିର୍ବାଚନରେ ଯାଜପୁର ଆସନର ଫଳାଫଳକୁ ଦେଖିଲେ ଭାଜପା ଓ ବିଜେଡି ମଧ୍ୟରେ ହାରଜିତ୍‌ ବ୍ୟବଧାନ ମାତ୍ର ୦.୧୪% ରହିଥିଲା। ତେଣୁ ଆଗାମୀ ଜିଲା ପରିଷଦ ନିର୍ବାଚନରେ ଅଧିକରୁ ଅଧିକ ଆସନ ଓ ଭୋଟ…

ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର: ଜେଲ ଗଲେ ଅଭିଯୁକ୍ତ  

ଦିଗପହଣ୍ଡି,୨୦।୧୨(ଅଶେଷ ନାଥ ମିଶ୍ର): ବିବାହର ପ୍ରତିଶ୍ରୁତି ଦେଇ ଜଣେ ଅନୁସୂଚିତ ଜାତିର ଜଣେ ଯୁବତୀଙ୍କୁ ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡ଼ା ନିକଟ ଏ.ରଘୁନାଥପୁର ଗ୍ରାମର ଶିବାନନ୍ଦ ସାହୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।ପୀଡ଼ିତା ଙ୍କ ଏତଲାକୁ ଭିତ୍ତିକରି ଦିଗପହଣ୍ଡି ଥାନା…

ଏନ୍‌ଆଇଏନ୍‌ଏଲ୍‌ର ଜନଶୁଣାଣିକୁ ସମର୍ଥନ

ଯାଜପୁର,୧୯ା୧୨(ହର୍ଷବର୍ଦ୍ଧନ ବେହେରା) :କଳିଙ୍ଗନଗର ନୀଳାଚଳ ଇସ୍ପାତ ନିଗମ ଲିଃ (ଏନ୍‌ଆଇଏନ୍‌ଏଲ୍‌)ର ଆସନ୍ତା ୨୦ ତାରିଖ ଶୁକ୍ରବାର ହେବାକୁ ଥିବା ଜନଶୁଣାଣୀକୁ ବିସ୍ଥାପିତ ପରିବାର ଉନ୍ନୟନ ପରିଷଦ ପକ୍ଷରୁ ପୂର୍ଣ୍ଣ ସମର୍ଥନ କରିବାକୁ ନିଷ୍ପତ୍ତି ହୋଇଛି। ଏହି ମର୍ମରେ ବୁଧବାର ଡୁବୁରୀସ୍ଥିତ କାର୍ଯ୍ୟାଳୟରେ…

ଜୟ ମହାକାଳ ଫାଉଣ୍ଡେସନର ନିଆରା କାର୍ଯ୍ୟକ୍ରମ

ଯାଜପୁର,୧୬/୧୨ ନିଜର ସେବା କାର୍ଯ୍ୟକୁ ନେଇ ଓଡ଼ିଶାରେ ପରିଚିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜୟ ମହାକାଳ ଫାଉଣ୍ଡେସନର ନିଆରା କାର୍ଯ୍ୟକ୍ରମ। ସଦସ୍ୟଙ୍କ ବଡ଼ ଭଉଣୀଙ୍କ ଏକାଦଶାହ କ୍ରିୟା ଅବସରରେ ଯାଜପୁର ଜିଲ୍ଲା ସ୍ଥିତ ଯାଜପୁର ରୋଡରେ ଥିବା ଅନାଥାଶ୍ରମରେ ଅନ୍ନଦାନ, ଗୋସେବା, ବୃଦ୍ଧାଶ୍ରମରେ…

ପୂର୍ବତନ ବିଧାୟକ ବବି ଦାସଙ୍କ ଭାଇ ଲଲଙ୍କୁ ମିଳିଲା ଜାମିନ: ବାହାରିଲେ ଜେଲରୁ…

ଯାଜପୁର,୧୩।୧୨: ପୂର୍ବତନ ବିଧାୟକ ବବି ଦାସଙ୍କ ଭାଇ ଲଲଙ୍କୁ ଜାମିନ ମିଳିଛି। ଜାତିଆଣ ଆକ୍ଷେପ ମାମଲାରେ ଲଲଙ୍କୁ ଜାମିନ ମିଳିଥିବା ଜଣାପଡ଼ିଛି। ଲଲଙ୍କୁ ଜାମିନ ଦେଲେ ଜିଲା ଦୌରାଜଜ। ପୂର୍ବରୁ ୪ଟି ମାମଲାରେ ଲଲଙ୍କୁ ଜାମିନ ମିଳିସାରିଛି। ଗତ ୨୦ ତାରିଖ…

ପୁଣି ଦୈନିକ ୪୯.୫ କେଏଲ୍‌ ଭୂତଳ ଜଳ ଟାଣିବ ରାମ୍‌କୋ

ଯାଜପୁର,୧୧।୧୨(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ଧର୍ମଶାଳା ବ୍ଲକ  ହରିଦାଶପୁରଠାରେ ପ୍ରତିଷ୍ଠିତ ରାମ୍‌କୋ ସିମେଣ୍ଟ କମ୍ପାନୀ ଅନୁମତିପ୍ରାପ୍ତ ଦୈନିକ ୧୦୦ କିଲୋଲିଟରଠାରୁ ଢେର ଗୁଣ ଅଧିକ ଭୂତଳ ଜଳ ବ୍ୟବହାର କରୁଛି। ଏପରି କି ଜଳ ସମ୍ପଦ ବିଭାଗ ପକ୍ଷରୁ ଜାରି ଟର୍ମ ଏଣ୍ଡ…

ଧସିଲା ଖଣି: ମାଟିତଳେ ପୋତିହେଲା ଲକ୍ଷଲକ୍ଷ ଟଙ୍କାର ଗାଡ଼ି

କାଳିଆପାଣି, ୮।୧୨(ଅସିତ ମହାନ୍ତ): କ୍ରୋମନଗର କାଳିଆପାଣି ଖଣି ଅଞ୍ଚଳରେ କାର୍ଯ୍ୟରତ ବାଲେଶ୍ୱର ଖଣିରେ ରବିବାର ସକାଳ ଶସମୟରେ ଖଣି ଧସଛି।  ଏଥିରେ  ୨ ଟି ମାଟି ଖୋଳା ମେଶିନ ଓ ୩ ଟି ଡ୍ରମ୍ଫର ମାଟି ତଳେ ପୋତି ହୋଇ ପଡିଥିବା…

ଲଘୁ ଖଣିଜ ଲୁଟକୁ ନିୟନ୍ତ୍ରଣ କରିବ ସ୍ବତନ୍ତ୍ର ସ୍କ୍ବାଡ୍‌

ବରୀ,୭ା୧୨(ମହେନ୍ଦ୍ର ସ୍ବାଇଁ): ବରୀ ଶିକ୍ଷା ମଣ୍ଡଳ ଅଧୀନ ବିଭିନ୍ନ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ପୋଷାକ ବଣ୍ଟନରେ ବିଳମ୍ବ ହେଉଛି। ଫଳରେ ଏହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଶିକ୍ଷା ମଣ୍ଡଳ ଅଧୀନରେ ମୋଟ ୧୮୨ ବିଦ୍ୟାଳୟର ଛାତ୍ରୀଛାତ୍ର…

ଜମି ସମସ୍ୟାରେ ଛନ୍ଦିହୋଇଛନ୍ତି ୨୦ ହଜାର ଲୋକ

ଯାଜପୁର,୭ା୧୨(ହର୍ଷବର୍ଦ୍ଧନ ବେହେରା: ଯାଜପୁର ଜିଲାର ଅନ୍ୟତମ ସହର ବ୍ୟାସନଗର ତହସିଲ ସମେତ ଦାନଗଦି ଓ ସୁକିନ୍ଦା ତହସିଲ ଅଞ୍ଚଳର ୩୬ଟି ରାଜସ୍ବ ଗ୍ରାମର ପ୍ରଜା ଜମି ସମସ୍ୟାରେ ଛନ୍ଦି ହୋଇଛନ୍ତି। ଜମି ଥାଇ ବି ପ୍ରଜା ଏଠାରେ ଭୂମିହୀନ ଭଳି ଜୀବନ…

ଆଗକୁ ବଢ଼ିଲା ମୂଳଖରସ୍ରୋତା ପୁନରୁଦ୍ଧାର ପ୍ରକ୍ରିୟା

ରସୁଲପୁର,୪।୧୨(ରଂଜିତ ରାଉତ): ରସୁଲପୁର ବ୍ଲକ ଅଧୀନ ଟିକରପଡ଼ାଠାରେ ମୂଳଖରସ୍ରୋତା ନଦୀ ଉପର ମୁଣ୍ଡରେ ଏକ ସ୍ଲୁଇସ୍‌ ଗେଟ୍‌ ନିର୍ମାଣ ପାଇଁ ପ୍ରକ୍ରିୟା ଆଉ ପାଦେ ଆଗକୁ ବଢିଛି। ସ୍ଲୁଇସ୍‌ ଗେଟ୍‌ ନିର୍ମାଣ ଓ ନଦୀ ପୁନରୁଦ୍ଧାର ପ୍ରକଳ୍ପକୁ ବୈଷୟିକ ମଞ୍ଜୁରୀ ମିଳିଛି।…

ବିଧାୟକଙ୍କୁ ଆକ୍ରମଣ ମାମଲାରେ ୧୪ଜଣଙ୍କୁ ଜାମିନ

ଯାଜପୁର ଟାଉନ,୪।୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ମାମଲାରେ ମଙ୍ଗଳବାର ୧୪ଜଣଙ୍କ ଜାମିନ ମଞ୍ଜୁର ହୋଇଛି। ଏହି ଘଟଣାରେ ଯାଜପୁର ପୋଲିସ ୧୪ଜଣଙ୍କୁ ଗିରଫ କରି କୋର୍ଟଚାଲଣ କରିଥିଲା। ଗତ ନଭେମ୍ବର ୨୦…

ତୈଳଭଣ୍ଡାର ବନାମ କଳାପଥର ଖାଦାନ

ଯାଜପୁର,୨।୧୨(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଡଙ୍କାରୀ ପାହାଡ଼ ପାଦଦେଶରେ ଦେଶର ୪ର୍ଥ ବୃହତ୍‌ ଚଣ୍ଡିଖୋଲ ଭୂତଳ ତୈଳ ସଂରକ୍ଷଣ ଭଣ୍ଡାର ପ୍ରତିଷ୍ଠା ପାଇଁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ମିଳିଥିଲା। ହେଲେ ଏହି ପ୍ରକଳ୍ପ ନିର୍ମାଣ ଦ୍ୱାରା ପ୍ରାୟ ୧୬ଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri