ଭାଇରାଲ ହେଉଛି ବିଧାୟକଙ୍କ ନିଆଁ ଲିଭାଇବା ଫଟୋ, ଜଳଖିଆ ଦେକାନୀଙ୍କ କଥା ଶୁଣି ଛଳଛଳ ଆଖି…
ଭୁବନେଶ୍ୱର,୭।୩: ବଡ଼ପଣ ଦେଖାଇଲେ ବଡ଼ଚଣା ବିଧାୟକ ଅମର ନାୟକ। ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଳମ୍ବିତ ରାତିରେ ସେ ଭୁବନେଶ୍ୱର ଫେରୁଥିବା ସମୟରେ ଚଣ୍ଡିଖୋଲ ନେଳିଆ ଛକରେ କାଳିଆ ଜଳଖିଆ ଦୋକାନରେ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ପାଇଥିଲେ।…
ବ୍ୟାସନଗର ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ
ଯାଜପୁର/ଯାଜପୁର ରୋଡ଼,୭ା୩(ହର୍ଷବର୍ଦ୍ଧନ ବେହେରା/ପବିତ୍ର ମହାନ୍ତି): ଯାଜପୁର ଜିଲା ବ୍ୟାସନଗର ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଗୁରୁବାର ଆଗତ ହୋଇଛି ା ଏହି ମର୍ମରେ ୨୬ରୁ ୨୦ ଜଣ କାଉନ୍ସିଲରଙ୍କ ସ୍ବାକ୍ଷର ସମ୍ବଳିତ ଏକ ଅନାସ୍ଥା ପ୍ରସ୍ତାବ ଜିଲାପାଳଙ୍କୁ ପ୍ରଦାନ…
ବାଣ ଭିଡ଼ିବାବେଳେ ବିସ୍ଫୋରଣ: ଉଡ଼ିଗଲା ଘର ଛାତ
ଯାଜପୁର,୬।୪: ଯାଜପୁର ଜିଲା ବାସୁଦେବପୁର ପଞ୍ଚାୟତ ଜାଲପୁର ଗାଁରେ ଗୁରୁବାର ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ବାଣଭିଡ଼ିବା ବେଳେ ହଠାତ୍ ବିସ୍ଫୋରଣ ଘଟି ଜଣଙ୍କ ଘର ଛାତ ଉଡିଯାଇଛି। ବିସ୍ଫୋରଣରେ ବାଣ ତିଆରି କରୁଥିବା ୪ଜଣ ଗୁରୁତର ଆହତ ହୋଇଛନ୍ତି।…
ମୋବାଇଲ ଗେମ ଖେଳି ଜୀବନ ହାରିଲେ ଯୁବକ
ବରୀ,୪।୩(ମହେନ୍ଦ୍ର ସ୍ବାଇଁ): ଆଜିର ବିଜ୍ଞାନ ଯୁଗରେ ମଣିଷ ଯେତେ ସଚେତନ ହେଲେ ବି ଗୋଟିଏ ଗୋଟିଏ ଭୁଲ ନିଷ୍ପତି ବେଳେ ବେଳେ ତାଙ୍କୁ ହିଁ ତାହାର ପରିଣାମ ଭୋଗିବାକୁ ପଡ଼ିଥାଏ। ଏହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ବରୀ ରାମଚନ୍ଦ୍ରପୁର…
୧୦ମ ଶ୍ରେଣୀ ଛାତ୍ରୀ ପ୍ରସବ କରିବା ଘଟଣା: ଅଭିଯୁକ୍ତ ଅଟକ
ବରୀ,୨୭।୨(ମହେନ୍ଦ୍ର କୁମାର ସ୍ବାଇଁ): ଯାଜପୁର ଜିଲା ବରୀ ଶିକ୍ଷା ମଣ୍ଡଳ ଅଧିନସ୍ଥ ସରକାରୀ ପଞ୍ଚାୟତ ହାଇସ୍କୁଲ ରାମପୁରର ଜନୈକ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ପ୍ରସବ କରିଛନ୍ତି। ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେବା ଘଟଣା…
ପୁଣି ମା’ ହେଲେ ଆଉ ଜଣେ ଦଶମ ଶ୍ରେଣୀ ଛାତ୍ରୀ, ଶିଶୁକନ୍ୟାଙ୍କୁ ଦେଲେ ଜନ୍ମ
ବରୀ,୨୭।୨(ମହେନ୍ଦ୍ର କୁମାର ସ୍ବାଇଁ): ଯାଜପୁର ଜିଲା ବରୀ ଶିକ୍ଷା ମଣ୍ଡଳ ଅଧିନସ୍ଥ ସରକାରୀ ପଞ୍ଚାୟତ ହାଇସ୍କୁଲ ରାମପୁରର ଜନୈକ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ପ୍ରସବ କରିଛନ୍ତି। ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେବା ଘଟଣା…
ଧର୍ମଶାଳା ରାଜନୀତି ସରଗରମ: ପ୍ରଥମଥର ଏକାଠି ବସିଲେ ବିଧାୟକ, ବ୍ଲକ୍ ଅଧ୍ୟକ୍ଷ
ଧର୍ମଶାଳା/କାଏମା,୨୬ା୨(ବଟକୃଷ୍ଣ ପରିଡ଼ା/ଶିବପ୍ରସାଦ ମହାନ୍ତି):ଧର୍ମଶାଳା ପଞ୍ଚାୟତ ସମିତିର ୯ମ ସାଧାରଣ ଅଧିବେଶନ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଥମ ଥର ଏକାଠି ବସିଛନ୍ତି ବିଧାୟକ ହିମାଂଶୁ ଶେଖର ସାହୁ ଓ ବ୍ଲକ୍ ଅଧ୍ୟକ୍ଷ ପ୍ରଭାତ।…
ଭେଣ୍ଡିଆ ଯୁବକ, ନାବାଳକ ହାତେଇଥିଲେ ବାର୍ଦ୍ଧକ୍ୟ ଭତ୍ତା, ଏବେ ଫେରାଇବାକୁ ନୋଟିସ
ଯାଜପୁର, ୨୧।୨: ବାର୍ଦ୍ଧକ୍ୟ ଭତ୍ତା ନେଇଥିଲେ, ଏବେ ଫେରାଇବାକୁ ବିଡିଓ ପଠାଇଲେ ନୋଟିସ। ଏଭଳି ବାର୍ଦ୍ଧକ୍ୟ ଭତ୍ତା କେଳେଙ୍କାରୀ ମାମଲା ଘଟଣା ଘଟିଛି ଯାଜପୁର ବିଞ୍ଝାରପୁରରେ। ଭତ୍ତା ହାତେଇ ନେଇ ଥିବା ୮୯୪ ଜଣ ଅଯୋଗ୍ୟଙ୍କୁ ବିଡିଓଙ୍କ ନୋଟିସ ପଠାଇଛନ୍ତି। ୨୯ଟି…
ଖରସ୍ରୋତାରେ ବ୍ୟାରେଜ ପାଇଁ ସ୍ଥାନ ନିରୂପଣ
ଯାଜପୁର,୨୧ା୨(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ମଧୁସୂଦନପୁର ପଞ୍ଚାୟତ ବଗମରା ଘାଟ ନିକଟରେ ଖରସୋ୍ରତା ନଦୀ ଉପରେ ଏକ ବ୍ୟାରେଜ ଓ ସେତୁ ନିର୍ମାଣ ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି। ବିଭାଗୀୟ ମୁଖ୍ୟଯନ୍ତ୍ରୀ ବିଘ୍ନରାଜ ପୁରୋହିତ, ଅଧୀକ୍ଷଣ…
ଗିରଫ ହେଲେ ବ୍ଲକ ଉପାଧ୍ୟକ୍ଷ
ଯାଜପୁର ଟାଉନ,୧୯।୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ସଦର ଥାନା ସାହାସପୁର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରେ ଚାଓମିନ ଦୋକାନୀଙ୍କ ଆକ୍ରମଣରେ ଗୁରୁତର ଜଣେ ନାବାଳକଙ୍କ ମୃତ୍ୟୁ ଘଟଣାରେ ପୋଲିସ ମଙ୍ଗଳବାର ଯାଜପୁର ବ୍ଲକ ଉପାଧ୍ୟକ୍ଷ କମଳ ମଲ୍ଲିକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।…
ପାଣିକୋଇଲିରେ ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା DSPଙ୍କ ଜୀବନ
ଯାଜପୁର,୧୬।୨: ଯାଜପୁର ଜିଲା ପାଣିକୋଇଲି ଥାନା ଚାନ୍ଦପୁର ଛକ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଭାରସାମ୍ୟ ହରାଇ କାର୍କୁ ଧକ୍କା ଦେଇଛି। ଫଳରେ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଜଣେ ବାଲେଶ୍ୱର ଜିଲାରେ…
ଶ୍ରେଣୀଗୃହରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଯୁବକଙ୍କ ଗୋଇଠା ମାଡ଼
କାଏମା,୧୩ା୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ଚୋରମୁହଁା ପ୍ରକଳ୍ପ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କୁ ସ୍ଥାନୀୟ ଗ୍ରାମର ଜଣେ ଯୁବକ ଗୋଇଠା ମାରିବା ସହ ହତ୍ୟା ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ହେଲେ ଶଙ୍କର ମହାନ୍ତି। ବୁଧବାର ସ୍କୁଲରେ ପିଲାମାନେ ପାଠ ପଢ଼ୁଥିଲେ।…
Archives


