ଗଛରେ ପିଟିହେଲା କାର୍: ଚାଲିଗଲା ୨ ଜୀବନ
ଯାଜପୁର,୧୦।୬: ଯାଜପୁର ଜିଲା କାଳିଆପାଣି ଥାନା ମହୁଲଖାଲ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର୍ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ କାର୍ରେ ଥିବା ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ…
ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା: ବିଦ୍ୟୁତ ସରବରାହ ବନ୍ଦ
ଧର୍ମଶାଳା,୯।୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜଲା ଧର୍ମଶାଳା ଅଞ୍ଚଳରେ ସୋମବାର ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି। ସକାଳୁ ପ୍ରବଳ ଖରା ଗରମ ଗୁଳୁଗୁଳିରେ ଲୋକେ ଡହଳବିକଳ ହେଉଥିବା ବେଳେ ମଧ୍ୟାହ୍ନ ପ୍ରାୟ ୨ଟା ସମୟରେ ଅଚାନକ ଘଡଘଡି ସାଙ୍ଗକୁ ବର୍ଷା…
ପୁଅକୁ ଦେଖିବାକୁ ଯାଇ ହଟହଟା: ଶ୍ୱଶୁର ଘର ଆଗରେ ଜ୍ବାଇଁ ହାତଗୋଡ଼ ବାନ୍ଧି ନିସ୍ତୁକ ପିଟିଲେ ଲୋକେ
ଧର୍ମଶାଳା,୮ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ତାଲୁଆ ବାଲିକୁଦା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଶ୍ୱଶୁର ଘର ଆଗରେ ଜ୍ବାଇଁ ହାତ ଗୋଡ଼ ବାନ୍ଧି ମାଡ଼ ମାରିବା ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ମିଳିଥିବା…
ଭାଙ୍ଗି ଅଧାରେ ଝୁଲି ରହିଛି ଯାତ୍ରୀ ପ୍ରତୀକ୍ଷାଳୟ, ଆଶଙ୍କାରେ ଲୋକେ
ଧର୍ମଶାଳା,୮ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଜାରକା ବସ୍ ରହଣି ସ୍ଥାନରେ ବସ୍ଯାତ୍ରୀମାନଙ୍କ ପାଇଁ ନିର୍ମିତ ଅସ୍ଥାୟୀ ପ୍ରତୀକ୍ଷା ଲୟ ଭାଙ୍ଗି ଅଧାରେ ବିପଦ ପୂର୍ଣ୍ଣ ଭାବେ ଝୁଲି ରହିଛି। ପ୍ରବଳ ଖରା ଗରମରୁ ରକ୍ଷା…
୧୩ରୁ ଆରମ୍ଭ ହେବ ସର୍ବଭାରତୀୟ ଦିବାରାତ୍ର କବାଡ଼ି ପ୍ରତିଯୋଗିତା: ଏଥିରେ ଭାଗ ନେବେ ୩୨ ଦଳ
ଧର୍ମଶାଳା,୮ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ଖଣ୍ଡିତରଠାରେ ୭୦ ତମ ସର୍ବଭାରତୀୟ ଦିବାରାତ୍ର କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ଚଳିତ ଥର ଏଥିରେ ରାଜ୍ୟ ଓ ରାଜ୍ୟ ବାହାରର ମୋଟ୍ ୩୨ଟି ପୁରୁଷ ଓ ମହିଳା…
ସେବା ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ମ୍ୟାନେଜରଙ୍କୁ ଆକ୍ରମଣ, ଧର୍ମଶାଳା ଥାନାର ଦ୍ୱାରସ୍ଥ ହେଲେ…
ଧର୍ମଶାଳା,୫।୬: ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ନେଉଳପୁର ଜାତୀୟ ରାଜପଥ ପାର୍ଶରେ ଥିବା ସେବା ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ମ୍ୟାନେଜରଙ୍କୁ ଆକ୍ରମଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ସେ ହେଲେ ତପନ କୁମାର ବେହୁରା ଓ ଯଶୋବନ୍ତ ବେହୁରା ।…
ଫେରିଲେ ନିଖୋଜ ସ୍ବାମୀ, ସାବିତ୍ରୀ ବ୍ରତରେ ହୋଇଥିଲେ ନିଖୋଜ
ଧର୍ମଶାଳା,୩।୬(ଶିବ ପ୍ରାସାଦ ମହାନ୍ତି): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ଶ୍ରୀବନ୍ତପୁର ପଂଚାୟତ ର ବାର୍ଡାଙ୍ଗି ଗ୍ରାମର ପାପୁନ ସାମଲ ସାବିତ୍ରୀ ବ୍ରତରେ ନିଖୋଜ ହୋଇଥିଲେ। ଯାହାକୁ ନେଇ ଶୁଭଲକ୍ଷ୍ମୀଙ୍କ ପରିବାର କୁଆଖିଆ ଥାନା ରେ ଅଭିଯୋଗ ମଧ୍ୟ କରିଥିଲେ। କିନ୍ତୁ…
ଦୁର୍ଘଟଣାରେ ଚାଲିଗଲା ଯୁବ ବ୍ୟବସାୟୀଙ୍କ ଜୀବନ
ଧର୍ମଶାଳା,୨ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ବଜାରର ପ୍ରତିଷ୍ଠିତ ବ୍ୟବସାୟୀ ଉମାକାନ୍ତ ପାତ୍ର (ପପୁ) ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ବାଇକ୍ ଯୋଗେ ଯାଜପୁର ଟାଉନ ବାସଭବନରୁ ଜାରକା ବଜାରରେ ଥିବା ନିଜ ବ୍ୟବସାୟସ୍ଥଳକୁ ଆସୁଥିବା ବେଳେ ଷୋହଳ ନମ୍ବର…
ଥାନାରେ ଖତ ଖାଉଛି ମାଳ ମାଳ ଗାଡ଼ି, ଫାଇଲପତ୍ର ନେଇ ଉଠିଲା ପ୍ରଶ୍ନ
ଧର୍ମଶାଳା, ୨।୬( ଶିବପ୍ରାସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ପରିସରରେ ଗଦା ହୋଇଛି ମାଳ ମାଳ ଗାଡ଼ି। ଗାଡ଼ିଗୁଡ଼ିକ ଉପରେ ମାଡି ଗଲାଣି ଗଛ ଲତା। ଦୀର୍ଘ ଦିନ ହେବ ପଡି ରହିଛି ଗାଡ଼ି । ଥାନା ପଛପଟେ ଗଦାହୋଇ…
ମଟନ୍ ଦୋକାନ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ, ଗୋରୁ ଚୋରି ସାଙ୍ଗକୁ ଗୋ’ମାଂସ ବିକୁଥିବା ଅଭିଯୋଗ
ଯାଜପୁର,୬।୧: ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ କାଏମା ବ୍ରିଜ ନିକଟରେ ଥିବା ମଟନ ଦୋକାନୀ ସ୍ଥାନୀୟ ଅଞ୍ଚଳରେ ହେଉଥିବା ଗୋରୁ ଚୋରି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗ ଆଣି ସ୍ଥାନୀୟ ଲୋକେ ରବିବାର ଭୋର ସମୟରେ ଉକ୍ତ ମଟନ ଦୋକାନ…
ରାସ୍ତାରେ ବିରାଟ ବିରାଟ ଗର୍ତ୍ତ, ସାମାନ୍ୟ ବର୍ଷା ହେଲେ ସ୍ଥିତି ବେହାଲ
ଧର୍ମଶାଳା,୧ା୬(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କାନପୁର ଓ ଭୁବନପୁରକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। ରାସ୍ତା ଉପରେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି ଯାହା ଫଳରେ ବର୍ଷା ସମୟରେ ଯାତାୟାତରେ ନାନା…
ସିକ୍କିମ ଦୁର୍ଘଟଣା: ନିଖୋଜ ୪ ଓଡ଼ିଆଙ୍କ ପତ୍ତା ମିଳୁନି
ଯାଜପୁର,୧।୬(ହର୍ଷବର୍ଦ୍ଧନ ବେହେରା): ଉତ୍ତର ସିିକ୍କିମର ତିସ୍ତା ନଦୀକୁ ଗୁରୁବାର ରାତିରେ ଏକ ଟୁରିଷ୍ଟ ଗାଡ଼ି ‘ମହିନ୍ଦ୍ରା ମାକ୍ସ’ ଖସିପଡ଼ିବା ଯୋଗୁ ନିଖୋଜ ଥିବା ରାଜ୍ୟ ଭାଜପା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଇତିଶ୍ରୀ ଜେନାଙ୍କ ସମେତ ତାଙ୍କ ପରିବାରର ୪ଜଣଙ୍କ ପତ୍ତା…
Archives


