ପୁଣି ବଢିଲା ଅଡୁଆ, ଆଉ ଜଣେ ବିଜେଡି ନେତା…
ଭୁବନେଶ୍ୱର,୨୯।୭: ପୁଣି ଜଣେ ବିଜେଡି ନେତାଙ୍କ ନାଁରେ ବଢିଲା ଅଡୁଆ। ପ୍ରଫୁଲ୍ଲ ଘଡେଇଙ୍କ ପୁଅ ତଥା ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ (ଡାନି)ଙ୍କ ନାଁରେ ଏଫଆଇଆର। କେବଳ ଡାନି ନୁହନ୍ତି ତାଙ୍କ ସମେତ ୭ଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା। ଯାଜପୁର…
ଆସୁଛି ବନ୍ୟା: ଖରସ୍ରୋତାରେ ବଢୁଛି ଜଳସ୍ତର
ସିଂହପୁର,୨୭।୭(ଅନଙ୍ଗ ଉଦୟ ବେଉରିଆ): ସମ୍ଭବ୍ୟ ବନ୍ୟା ସ୍ଥିତିକୁ ନେଇ ବିଞ୍ଝାରପୁର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ଖରସ୍ରୋତା ନଦୀରେ ଜଳସ୍ତର ବୃଦ୍ଧି ଆହୁରି ଚିନ୍ତା ବଢାଇଛି। ବିଞ୍ଝାରପୁର ବ୍ଲକର ୨୯ପଞ୍ଚାୟତ ମଧ୍ୟରୁ ପ୍ରାୟ ୧୫ପଞ୍ଚାୟତ ଖରସ୍ରୋତା ନଦୀ ଅବବାହିକାରେ…
ବାପଘର ଲୋକଙ୍କୁ ଖାଦ୍ୟରେ ବିଷ ଦେଇଦେଲେ ବିବାହିତା ଝିଅ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଦଶରଥପୁର,୨୬ା୭(ସୁଶାନ୍ତ କୁମାର ବେହୁରିଆ):ପାରିବାରିକ କଳହକୁ ନେଇ ଯାଜପୁର ଜିଲା ମଙ୍ଗଳପୁର ଥାନା କନିକାପଡ଼ା ଗ୍ରାମରେ ଜଣେ ବିବାହିତା ଝିଅ ତାଙ୍କ ବାପଘର ଲୋକଙ୍କ ଖାଦ୍ୟରେ ବିଷ ମିଶାଇ ଦେଇଛନ୍ତି। ବିଷମିଶା ଖାଦ୍ୟ ଖାଇ ପରିବାରର ୬ ସଦସ୍ୟ ଗୁରୁତର ହୋଇଛନ୍ତି। ସେମାନଙ୍କୁ…
ବନ ବିଭାଗରେ ହାଜର ହେଲେ ଖଳନାୟକ
ଚଣ୍ଡିଖୋଲ,୨୪।୭(ପ୍ରଦୀପ୍ତ କୁମାର ପୃଷ୍ଟି):ମଞ୍ଚରେ ଅଜଗର ସାପ ଧରି ଯାତ୍ରା ପରିବେଷଣ କରିବା ତୁଳସୀ ଗଣନାଟ୍ୟର ଖଳନାୟକ ସାଜିଥିବା ଅଭିନେତା ସାଇ ସତ୍ୟଜିତ୍ ପଣ୍ଡାଙ୍କ ପାଇଁ ମହଙ୍ଗା ପଡ଼ିଛି। ବନ ବିଭାଗ ନୋଟିସ ଅନୁସାରେ ଖଳନାୟକ ସାଇ ସତ୍ୟଜିତ୍ ବୁଧବାର ଯାଜପୁର ଜିଲା…
ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା: ମନ୍ତ୍ରୀପଦ ପାଇଁ ୫୧ ବର୍ଷ ଅପେକ୍ଷାରେ କୋରେଇବାସୀ
ଯାଜପୁର,୨୨ା୭(ହର୍ଷବର୍ଦ୍ଧନ ବେହେରା):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ରାଜ୍ୟପାଳ ହରିବାବୁ କମ୍ଭମ୍ପାଟିଙ୍କୁ ଭେଟି ଆଲୋଚନା କରିବା ପରେ ରାଜ୍ୟରେ ମନ୍ତ୍ରୀପଦ ସମ୍ପ୍ରସାରଣ ଚର୍ଚ୍ଚା ଜୋର ଧରିଛି। ଯାଜପୁର ଜିଲାର ବ୍ୟାସନଗର ପୌର ପରିଷଦକୁ ନେଇ ୧୯୭୪ରେ କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀ ଗଠନ…
ଅସୁରକ୍ଷିତ ହୋଇପଡ଼ିଛି ବୌଦ୍ଧ କୀର୍ତ୍ତିରାଜି ଲାଙ୍ଗୁଡି: ବଢୁଛି ଅସାମାଜିକ କାର୍ଯ୍ୟ
ଧର୍ମଶାଳା ,୧୮।୭(ଶିବପ୍ରାସାଦ ମହାନ୍ତି): ଯାଜପୁର ଜିଲାର ବୌଦ୍ଧ କୀର୍ତ୍ତିରାଜି ଲାଙ୍ଗୁଡି ପର୍ଯ୍ୟଟନ ସ୍ଥଳୀ ଦିନକୁ ଦିନ ଅସୁରକ୍ଷିତ ହୋଇପଡ଼ିଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହାର ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏହା ଅସମ୍ପୂର୍ଣ୍ଣ…
ଝୁଲିପଡ଼ିଲେ ଫାଇନାନ୍ସ କର୍ମଚାରୀ: କବାଟ ଭାଙ୍ଗି ପଶିଲା ପୋଲିସ
ଧର୍ମଶାଳା,୧୫।୭(ଶିବପ୍ରାସାଦ ମହାନ୍ତି): ଝୁଲନ୍ତା ଅବସ୍ଥାରେ ଫାଇନାନ୍ସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ଅନୁସାରେ, କଟକ ଜିଲା ଗୋବିନ୍ଦପୁର ଥାନା କନ୍ଦଳ ଗ୍ରାମର ମହେଶ୍ୱର ମହାରଣାଙ୍କ ୩୧ ବର୍ଷୀୟ ପୁଅ ରାକେଶ ମହାରଣା ଚଣ୍ଡିଖୋଲରେ ମୁଥୁଟ ମାଇକ୍ରୋ ଫାଇନାସ କମ୍ପାନୀରେ…
ପ୍ରେମ ବିବାହର ମାସକ ପରେ ନବବଧୂଙ୍କୁ ହତ୍ୟା: ସ୍ବାମୀ ଅଟକ, ଅଭିଯୋଗ ଆଣି ପରିବାର ଲୋକ କହିଲେ…
ଧର୍ମଶାଳା,୧୪ା୭(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ପଟୁଣିଆ ପଞ୍ଚାଯତ ଶଙ୍ଖ ଗ୍ରାମରେ ଯୌତୁକ ପାଇଁ ଜଣେ ନବବଧୂଙ୍କୁ ହତ୍ୟା ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନାନୁସାରେ, ଏହି ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମର ହରିହର ବାରିକଙ୍କ…
ସରପଞ୍ଚଙ୍କ ଗାଁ ରାସ୍ତାରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି, ବଢୁଛି ଅସନ୍ତୋଷ
ଧର୍ମଶାଳା,୧୪ା୭(ଶିବ ପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ବ୍ଲକ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତର ଶେରପୁର ଗାଁରେ ବର୍ଷା ଅସରାଏ ହେବା ପରେ ଗାଁ ମଝିରେ ଜମି ରହୁଛି ବର୍ଷାପାଣି। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ଗାଁରେ ବହୁ…
ଯାଜପୁରରେ ବଜ୍ରପାତରେ ବୃଦ୍ଧଙ୍କ ମୃତ୍ୟୁ: ବିଲରେ କାମ କରୁଥିବା ବେଳେ ଘଟିଲା ଦୁର୍ଘଟଣା
ଯାଜପୁର,୧୩ା୭: ଯାଜପୁର ଜିଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ମଧୁସୂଦନପୁର ପଞ୍ଚାୟତର ବଳଭଦ୍ରପୁର ଗାଁରେ ବଜ୍ରପାତ ଯୋଗୁଁ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଭାଗିରଥି ନାୟକ (୬୩)। ସୂଚନା ଅନୁଯାୟୀ, ଆଜି ଭାଗିରଥି ନିଜ ବିଲରେ କାମ…
ହଠାତ ଦବିଲା ବ୍ରିଜ୍: ସଂଯୋଗ କରୁଥିବା ଗାଁ ଏବେ ଭୟରେ…
ଧର୍ମଶାଳା,୧୩।୭(ଶିବ ପ୍ରସାଦ ମହାନ୍ତି): ଯାଜପୁର ବ୍ଲକ ଚଇନପୁର ପଞ୍ଚାୟତ ବେଲେଶ୍ବର ସ୍ଥିତ ବୈତରଣୀ ନଦୀରେ ନିର୍ମିତ ଜିଲାର ପ୍ରଥମ ବିଜୁ ସେତୁ ଶୁକ୍ରବାର ଦବିଯାଇଛି। ସେତୁ ମଝି ଭାଗରେ ଥିବା ତିନୋଟି ସ୍କାନ ଦବିଯିବାରୁ ଯାତାୟାତ ପ୍ରଭାବିତ ହୋଇଛି। ଶନିବାର ଅପରାହ୍ନରେ…
ଘରେ ଶେଇଥିଲେ ବାପା ମା’ ଝିଅ: ୧୫ ଭରି ସୁନା ନେଇ ଗଲା ପରେ ବି…
ଧର୍ମଶାଳା,୧୨।୭(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମାନ୍ତିରି ଗାଁର ସୁବ୍ରତ କୁମାର ପଣ୍ଡାଙ୍କ ଘରୁ ରାତି ଅଧରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଓ ଦରକାରି କାଗଜପତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି।…
Archives


