ଯାଜପୁର

ରାତିରେ ଶୋଇଥବା ବେଳେ କାମୁଡ଼ିଲା ସାପ, ପରେ…

ବରୀ,୧୪।୯(ମହେନ୍ଦ୍ର ସ୍ବାଇଁ): ବରୀ ବ୍ଲକ ମହାକାଳପଡ଼ା ଗ୍ରାମର ପ୍ରତାପ ଜେନା(୭୨)ଙ୍କର ସାପ କାମୁଡ଼ାରେ ମତ୍ୟୁ ଘଟିଛି। ସୂଚନାଯୋଗ୍ୟ ଶନିବାରି ବିଳମ୍ବିତ ରାତିରେ ଶୋଇଥବା ଅବସ୍ଥାରେ ତାଙ୍କୁ ସାପ କାମୁଡ଼ି ଦେବାରୁ ଚିକିତ୍ସା ନିମନ୍ତେ ନିକଟସ୍ଥ ଇନ୍ଦୁପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।…

ବାଇକ୍‌ରେ କାର୍ଯ୍ୟସ୍ଥଳକୁ ଯାଉଥିଲେ ପୋଲିସ କର୍ମଚାରୀ: ହଠାତ୍‌ ଛାତିରେ ହେଲା ଯନ୍ତ୍ରଣା, ପରେ…

ବରୀ,୧୪।୦୯(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ବ୍ଲକ ଅଧୀନ ବାଇଁଶିରିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଶ୍ୱନାଥ ନାୟକଙ୍କ ବଡ଼ ପୁଅ ସୂର୍ଯ୍ୟକାନ୍ତ ନାୟକ(୩୨)ଙ୍କ ର ହୃଦଘାତରେ ପରଲୋକ ଘଟିଛି। ପ୍ରକାଶ ଥାଉକି, ସୂର୍ଯ୍ୟକାନ୍ତ କୋରାପୁଟ ଜିଲାରେ ଓଡିଶା ପୋଲିସର ଇଣ୍ଡିଆନ ରିଜର୍ଭ…

ବାପା ହୋଇ ଝିଅକୁ କଲେ ଗର୍ଭବତୀ: ପେଟରେ ଏବେ ୫ ମାସର ପିଲା…

ଧର୍ମଶାଳା,୧୩।୯(ଶିବପ୍ରାସାଦ ମହାନ୍ତି): ବାପ ଝିଅ ପବିତ୍ର ସମ୍ପର୍କରେ କଳଙ୍କ। ଏଭଳି ଏକ ଲଜ୍ଜା ଜନକ ଘଟଣା ସମସ୍ତଙ୍କୁ ବିଚଳିତ କରିଛି। ଜଣେ ବାପା ପୋଷ୍ୟ ଝିଅ ସହିତ ଶାରିରୀକ ସମ୍ପର୍କ ରଖି  ତାଙ୍କୁୁ ଅନ୍ତସତ୍ତ୍ୱା କରିଦେଇଥିବା ଘଟଣା ସମଗ୍ର ଧର୍ମଶାଳା ଅଞ୍ଚଳରେ…

ଚର୍ଚ୍ଚାରେ ପୂର୍ବତନ ଆଇଆଇସି: ହେଡ୍‌କ୍ୱାଟର ବଦଳି ପରେ ଏବେ ନିଲମ୍ବନ ….

ବଡ଼ଚଣା,୧୩।୯: ପୂର୍ବତନ ବଡ଼ଚଣା ଥାନା ଅଧିକାରୀ ମଧୁସ୍ମିତା ବେହେରାଙ୍କୁ ନିଲମ୍ବନ କରାଯାଇଛି। ମଧୁସ୍ମିତା ବେହେରାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପଦର ଅପବ୍ୟବହାର କରିବା ନେଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତେବେ ସବୁଠାରୁ ବଡ଼ କଥା ହେଉଛି ନିକଟରେ ପୂର୍ବତନ ଆଇଆଇସି…

ନଦୀକୁ ଗାଧୋଇବାକୁ ଯାଇଥିଲେ ବୃଦ୍ଧା, ମିଳୁନି ପତ୍ତା

ବରୀ,୧୨(ମହେନ୍ଦ୍ର ସ୍ବାଇଁ): ବରୀ ବ୍ଲକ ମହାକାଳପଡ଼ା ପଂଚାୟତ ଅଧିନସ୍ଥ ନିଳାପଦା ଗ୍ରାମର ତିଲୋତ୍ତମା ସିଂ (୭୬)ବର୍ଷ ନାମକ ବୃଦ୍ଧା ବିରୂପା ନଦୀକୁ ଦିନ ୧୧ଟା ବେଳେ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଛନ୍ତି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବରୀ ଅଗ୍ନିଶମ…

ଧର୍ମଶାଳାରେ ବଳବନ୍ତରାୟଙ୍କୁ ଗୋଟିଏ ପରେ ଗୋଟିଏ ଝଟ୍‌କା: ଦଳ ଛାଡ଼ିଲେ ବିଧାୟକଙ୍କ ପ୍ରତିନିଧି…..

ଧର୍ମଶାଳା,୧୦।୯: ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀରେ ବିଜେଡକୁ ବଡ଼ ଝଟକା ଲାଗିଛି। ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ପ୍ରତିନିଧି ନିର୍ମଳ ପ୍ରଧାନ ବିଜେଡି ଛାଡି ହିମାଂଶୁଙ୍କ ଶିବିରରେ ସାମିଲ ହେବେ ବୋଲି ସୂଚନା ମିଳୁଛି। ନିର୍ମଳ ପ୍ରଧାନ ୨୦୦୭ରେ…

ଷଣ୍ଢ ଘଉଡ଼ାଇବାକୁ ଯାଇଥିଲେ ନବଘନ-ସନାତନ, ମାଡ଼ିଆସିଲା ହାଇୱା: ଆଉ ତା’ପରେ..

ଧର୍ମଶାଳା, ୧୦।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଚଢ଼େଇଧରା ଅଞ୍ଚଳର ଦୁଇ ବ୍ୟକ୍ତି ଷଣ୍ଢ ଘଉଡାଇବାକୁ ଯାଇ ଥିବା ବେଳେ ଆଜି ସକାଳୁ ଏକ ଅଜଣା ହାଇୱା ଗାଡ଼ି ମାଡ଼ି ଯାଇଥିବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।…

ଟାୟାର ବଦଳାଇବାକୁ ଯାଇଥିଲେ, ବିଦ୍ୟୁତ ଆଘାତରେ ଚାଲିଗଲା ହାଇଓ୍ବା ଡ୍ରାଇଭରଙ୍କ ଜୀବନ 

ଧର୍ମଶାଳା,୯।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା  ୫୩ ନମ୍ବର ଜାତୀୟ ରାଜପଥର ତାରିଣୀ ଛକ  ନିକଟରେ ଥିବା ଆପୋଲ ଟାୟାର ଅଫିସ ସମ୍ମୁଖରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିିଛି। ସେ ହେଲେ କଟକ ଜିଲା ଗୁରୁଡିଝାଟିଆଡି  ଥାନା ଅନ୍ତର୍ଗତ…

ଧର୍ମଶାଳାରୁ ସମ୍ପୂର୍ଣ୍ଣ ସଫା ହୋଇଯିବ ବିଜେଡି! ଆସନ୍ତାକାଲି ମହାମିଶ୍ରଣ ପର୍ବ, ଭାଜପାରେ ମିଶିଯିବେ ଏମାନେ…

ଧର୍ମଶାଳା,୯।୯(ଶିବ ପ୍ରସାଦ ମହାନ୍ତି): ସାଧାରଣ ନିର୍ବାଚନ ପରେ ବିଜେଡି ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଯାଜପୁର ଜିଲା ଧର୍ମଶାଳାରୁ ଲିଭିଯିବ କି ଶଙ୍ଖ ଚିହ୍ନ। ଏମିତି ଆଲୋଚନା ବଜାର ଘାଟରେ ଶୁଣିବାକୁ ମିଳୁଛି। କାରଣ ଆଉ ଧର୍ମଶାଳା ନିର୍ବାଚନ…

ଧର୍ମଶାଳାରେ ଭୁଷୁଡୁଛି ବିଜେଡି ଗଡ: ୧୦ ରେ ଭାଜପାର ମହାମିଶ୍ରଣ ପାଇଁ ସଜବାଜ

ଧର୍ମଶାଳା,୮।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବିଜେଡି ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଆଗକୁ ବିଜେଡି ଗଡ ଭୁଷୁଡି ଯିବ ବୋଲି ଆଲୋଚନା ଜୋର୍‌ ଧରିଛି। ନିର୍ବାଚନ ପରଠାରୁ ମିଶ୍ରଣ ପ୍ରକ୍ରିୟା ମାଧ୍ୟମରେ ବିଜେଡି କର୍ମୀମାନେ…

ବଡଚଣା ଥାନା ଅଧିକାରିଣୀଙ୍କ ବଦଳି ପ୍ରତିବାଦ: ଥାନା ଆଗରେ ବିକ୍ଷୋଭ

ଧର୍ମଶାଳା,୮।୯(ଶିବ ପ୍ରସାଦ ମହାନ୍ତି):ଯାଜପୁର ଜିଲା ବଡଚଣା ଥାନାଅଧିକାରିଣୀ ମଧୁସ୍ମିତା ବେହେରାଙ୍କ ବଦଳିକୁ ନେଇ ବଢୁଛି ଜନ ଅସନ୍ତୋଷ। ଏହାର ପ୍ରତିବାଦରେ ଥାନା ଆଗରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସାଧାରଣ ଜନତା ଓ ବଜରଙ୍ଗ ଦଳ କର୍ମୀ। ପ୍ରାୟ ଚାରିମାସ ହେବ…

କଣ୍ଟେନରରୁ ୪୮ ଗୋରୁ ଉଦ୍ଧାର: ୨୮ ମୃତ,ଭୋ ଭୋ ହୋଇ କାନ୍ଦିଲେ ଆଇଆଇସି

ଚଣ୍ଡିଖୋଲ,୩।୯(ପ୍ରଦୀପ୍ତ କୁମାର ପୃଷ୍ଟି): ଗୋ ମାଫିଆମାନେ ଦିନକୁ ଦିନ ଜାତୀୟ ରାଜପଥରେ ଖୁଲମଖୁଲା ଗୋଚାଲାଣ କରୁଛନ୍ତି। ସୋମବାର ରାତିରେ ଗୋମାତାଙ୍କୁ ଅତି ଦୟନିୟ ଅବସ୍ଥାରେ ଏକ କଣ୍ଟେନରରେ ନିଆଯାଉଥିବାବେଳେ ବଡ଼ଚଣା ପୋଲିସ ଗାଡ଼ିକୁ ଜବତ କରିଛି। ସେଥିରେ ୭୬ ଗୋରୁ ଥିବାବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri