ଯାଜପୁର

ନୋଟିସରେ ସୀମିତ କାର୍ଯ୍ୟାନୁଷ୍ଠାନ

ବରୀ,୧୯ା୭(ଡି.ଏନ.ଏ.):ସରକାରୀ ବଜାର ଗୃହକୁ ବେଆଇନ ଭାବେ ଦଖଲ କରିଥିବା ବ୍ୟକ୍ତିଙ୍କୁ ବରୀ ବ୍ଲକ ପ୍ରଶାସନ ନୋଟିସ କରି ୭ଦିନ ଭିତରେ ଗୃହ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି।…

4 years ago

ଯାତାୟାତ ସମସ୍ୟା ସୁଧୁରୁନି

ଝୁମ୍ପୁରୀ,୧୯ା୭(ଡି.ଏନ୍‌.ଏ.):ଦଶରଥପୁର ବ୍ଲକ୍‌ ଖଣ୍ଡରା ପଞ୍ଚାୟତସ୍ଥ ଧମଧଡ଼ା ପ୍ରାଥମିକ ବିଦ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତାଟି ଏବେ ମରଣଯନ୍ତା ସାଜିଥିବା ଦେଖିବାକୁ ମିଳିଛି। ସରକାର ଗମନାଗମନର ସୁବିଧା ପାଇଁ ବିପୁଳ…

4 years ago

ସ୍କୁଲରେ ପିଲାଙ୍କୁ  କାମ କରାଇବାର ଭିଡିଓ ଭାଇରାଲ: ପ୍ରଧାନ ଶିକ୍ଷକ ନିଲମ୍ବିତ

ଯାଜପୁର ଅଫିସ, ୧୮।୭: ସ୍କୁଲ ଛୁଆଙ୍କୁ କାମ କରାଇବାର ଭିଡିଓ ଭାଇରାଲ ହେବା ପରେ ପ୍ରଧାନ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଯାଜପୁର ଜିଲା ବାହାଦୁରନଗର…

4 years ago

ଅବଲୁପ୍ତ ଗ୍ରାମାଞ୍ଚଳ ପାଠାଗାର

ଯାଜପୁର ଅଫିସ,୧୮ା୭: ରାଜ୍ୟରେ ପାଠାଗାର ନିର୍ଦ୍ଦେଶାଳୟ ନ ଥିବାରୁ ସର୍ବସାଧାରଣ ପାଠାଗାରର ପ୍ରଚାର ପ୍ରସାରରେ ଅନ୍ତରାୟ ହୋଇଛି। ଯାଜପୁର ଜିଲା ବିଞ୍ଝାରପୁରଠାରେ ଏକ ପଠନ କେନ୍ଦ୍ର ଗଠନ…

4 years ago

ନଗଡ଼ା ଶିଶୁ ମୃତ୍ୟୁ ଘଟଣା: ତଥ୍ୟ ନ ଦେବାରୁ ୨୫ ହଜାର ଜରିମାନା

ଯାଜପୁର ଅଫିସ,୧୮ା୭: ଯାଜପୁର ଜିଲା ସୁକିନ୍ଦା ବ୍ଲକ ନଗଡ଼ାରେ ଶିଶୁ ମୃତ୍ୟୁ ଘଟଣା ପରେ ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ତଥାପି ନଗଡ଼ାରେ ବାଲ୍ୟ…

4 years ago

ଦମ୍ପତିଙ୍କ ଆତ୍ମହତ୍ୟା

ଯାଜପୁର ଅଫିସ,୧୭ା୭: ଯାଜପୁର ଜିଲା ଯାଜପୁରରୋଡ୍‌ ଥାନା ଅନ୍ତର୍ଗତ ଦଳା ଶିବମନ୍ଦିର ନିକଟସ୍ଥ ଏକ ଭଡ଼ାଘରୁ ରବିବାର ପୂର୍ବାହ୍ନରେ ଦମ୍ପତିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଜବତ କରାଯାଇଛି।…

4 years ago

ନଷ୍ଟହେବ ୫୬ ପ୍ରଜାତିର ବିପୁଳ ଗଛ

ଯାଜପୁର ଅଫିସ,୧୬ା୭: ଯାଜପୁର ଜିଲା ସୁକିନ୍ଦା ତହସିଲ ଅଧୀନ କାଳିଆପାଣି ମହାଗିରି କ୍ରୋମାଇଟ ମାଇନ୍ସର ଉତ୍ପାଦନ କ୍ଷମତା ବାର୍ଷିକ ୩ ଲକ୍ଷ ଟନରୁ ୬ ଲକ୍ଷ ଟନକୁ…

4 years ago

ଓଡ଼ିଶା ବନ୍ଦ ସଫଳ ପାଇଁ ନିବେଦନ

ଯାଜପୁର ଟାଉନ,୧୬ା୭(ଡି.ଏନ.ଏ.): ଭୁବନେଶ୍ୱର ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ୨ ସପ୍ତାହ ପୂରିବାକୁ ବସିଲାଣି। ମାତ୍ର ଏନେଇ ପୋଲିସ, ପ୍ରଶାସନ, କଲେଜ କର୍ତ୍ତୃପକ୍ଷ…

4 years ago

୩ ମହଲା ବିଶିଷ୍ଟ ବ୍ୟବସାୟିକ ପ୍ରତିଷ୍ଠାନ ସିଲ୍‌

ଯାଜପୁର ଟାଉନ,୧୬ା୭(ଡି.ଏନ.ଏ.): ଯାଜପୁର ସହରର ମୁଖ୍ୟ ରାସ୍ତା କୁସୁମା ରୋଡ୍‌ରେ ଥିବା ଏକ ୩ ମହଲା ବିଶିଷ୍ଟ ବ୍ୟବସାୟିକ ପ୍ରତିଷ୍ଠାନକୁ ଟ୍ରେଡ୍‌ ଲାଇସେନ୍ସ ଓ ବ୍ୟବସାୟିକ ଘର…

4 years ago

ଯାଜପୁର ରୋଡ୍‌ରେ ଟୁଇଟର କ୍ଲବ

ଯାଜପୁର ରୋଡ୍‌,୧୬ା୭(ଡି.ଏନ.ଏ.): ଯାଜପୁର ରୋଡ୍‌ଠାରେ ଜିଲାର କେତେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏବଂ ଯୁବ ସମାଜସେବୀଙ୍କୁ ନେଇ ଶୁକ୍ରବାର ଏକ ଟୁଇଟର କ୍ଲବ ଗଠନ କରାଯାଇଛି। ଏହି ଟୁଇଟର…

4 years ago