ଜଗତ୍‌ସିଂହପୁର

ସମସ୍ୟା ଘେରରେ କୁଞ୍ଜବିହାରୀ ମନ୍ଦିର

କୁଜଙ୍ଗ,୪ା୪(ଡି.ଏନ୍‌.ଏ.): ଏରସମା ବ୍ଲକ ଅନ୍ତର୍ଗତ ଗଡ଼କୁଜଙ୍ଗରେ ପ୍ରସିଦ୍ଧ କୁଞ୍ଜବିହାରୀ ମନ୍ଦିରକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ମିଳିଛି। ଏହାସତ୍ତ୍ୱେ ରକ୍ଷଣାବେକ୍ଷଣ ଅଭାବରୁ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି।…

4 years ago

କେନାଲରୁ ମଣିଷ ଖପୁରି ଜବତ

ଜଗତ୍‌ସିଂହପୁର ଅଫିସ,୪।୪: ଜଗତ୍‌ସିଂହପୁର ଥାନା ମାର୍କଣପୁର ଅନ୍ତର୍ଗତ ବଡ଼ବାଗ ନିକଟ ଶୁଖିଲା ମାଛଗଁା କେନାଲରୁ ଶନିବାର ଗୋଟିଏ ମଣିଷ ଖପୁରି ଜବତ କରାଯାଇଛି। ଏନେଇ ପୋଲିସ ପକ୍ଷରୁ…

4 years ago

ରାଜ୍ୟ ଖଣି ରାଜସ୍ବକୁ ଜେଏସ୍‌ଡବ୍ଲ୍ୟର ସର୍ବାଧିକ ଯୋଗଦାନ

କୁଜଙ୍ଗ,୨ା୪(ଡି.ଏନ୍‌.ଏ.): ଚଳିତ ବର୍ଷ ଓଡ଼ିଶା ସରକାରଙ୍କ ଦ୍ୱାରା ଆଦାୟ ହୋଇଥିବା ମୋଟ ଖଣି ରାଜସ୍ବରେ ଜେଏସ୍‌ଡବ୍ଲ୍ୟୁ ପୁଣି ସର୍ବାଧିକ ଯୋଗଦାନକାରୀ ହୋଇପାରିଛି। ଚଳିତ ଆର୍ଥିକ ବର୍ଷରେ ଜେଏସ୍‌ଡବ୍ଲ୍ୟୁ…

4 years ago

ପାରାଦୀପ ବନ୍ଦର: ୧୧୬.୧୩ ମିଲିଅନ ଟନ୍‌ ପଣ୍ୟ କାରବାର

ପାରାଦୀପ,୨ା୪(ସ୍ବ.ପ୍ର.): ବିଶ୍ୱ ବଜାରରେ ଲୁହାପଥର କାରବାର କ୍ଷେତ୍ରରେ ମାନ୍ଦାବସ୍ଥା, କରୋନା ମହାମାରୀ ଭଳି ନକାରାତ୍ମକ କାରବାର ସତ୍ତ୍ୱେ ୨୦୨୧-୨୨ ଆର୍ଥିକ ବର୍ଷରେ ପାରାଦୀପ ବନ୍ଦର ରେକର୍ଡ ସଂଖ୍ୟକ…

4 years ago

ପାରାଦୀପ ବନ୍ଦର ନାମ ବଦଳିଲା

ପାରାଦୀପ,୨୯ା୩(ସ୍ବ.ପ୍ର.):ଓଡ଼ିଶାର ଏକମାତ୍ର ସରକାରୀ ବୃହତ୍‌ ବନ୍ଦର ପାରାଦୀପର ନାମ ସୋମବାର ପରିବର୍ତ୍ତନ କରାଯାଇଛି। ପୂର୍ବରୁ ପାରାଦୀପ ପୋର୍ଟ ଟ୍ରଷ୍ଟ (ପିପିଟି)ଥିବା ବେଳେ ଏବେ ପାରାଦୀପ ପୋର୍ଟ ଅଥରିଟି…

4 years ago

ଉପାଧ୍ୟକ୍ଷ ପଦକୁ ନେଇ କସରତ

ଜଗତ୍‌ସିଂହପୁର ଅଫିସ, ୨୮ା୩: ଜଗତ୍‌ସିଂହପୁର ପୌରାଧ୍ୟକ୍ଷ ଓ କାଉନ୍‌ସିଲର ନିର୍ବାଚନ ପରେ ଏବେ ପୌର ଉପାଧ୍ୟକ୍ଷ ପଦକୁ ନେଇ ପ୍ରମୁଖ ରାଜନୈତିକ ଦଳଗୁଡିକ ପକ୍ଷରୁ ଅଙ୍କକଷା ଆରମ୍ଭ…

4 years ago

ବିପଦ ଆଶଙ୍କାରେ ୧୦ରୁ ଊର୍ଦ୍ଧ୍ୱ ପରିବାର

ନାଉଗାଁ,୨୮ା୩(ସ୍ବ.ପ୍ର.): ନାଉଗାଁ  ବ୍ଲକ ବାଲିଭଉଁରୀ-ଶିଖରଘାଟ ରାସ୍ତା ପାର୍ଶ୍ୱରେ ଥିବା ମଲ୍ଲିକ ସାହିରେ ହାତପାହାନ୍ତାରେ ଝୁଲୁଛି ୧୧ କେଭି ବିଦ୍ୟୁତ୍‌ ତାର। ଏଥିଯୋଗୁ ଧନଜୀବନ ନଷ୍ଟ ହେବାର ଆଶଙ୍କା…

4 years ago

୪ ବିଦ୍ୟାଳୟରେ ଲାଗିଲା ସାନିଟାରି ନାପ୍‌କିନ୍‌ ଭେଣ୍ଡିଂ ମେଶିନ୍‌

କୁଜଙ୍ଗ,୨୩।୩(ଡି.ଏନ୍‌.ଏ.): ୧୦ରୁ ୧୯ ବର୍ଷ ବାଳିକାମାନଙ୍କ ସ୍ବଚ୍ଛତା ଓ ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେବା ନିମନ୍ତେ ଜେଏସ୍‌ଡବ୍ଲ୍ୟୁ କମ୍ପାନୀ ପକ୍ଷରୁ ବିଭିନ୍ନ ବିଦ୍ୟାଳୟରେ ମଙ୍ଗଳବାର ସାନିଟାରୀ ନାପ୍‌କିନ୍‌…

4 years ago

ପାରାଦୀପ ବନ୍ଦରରେ ପୁଣି ଏକ ବୃହତ୍‌ ଜାହାଜ ଲାଗିଲା

ପାରାଦୀପ,୨୧ା୩(ସ୍ବ.ପ୍ର.): ପାରାଦୀପ ବନ୍ଦରରେ ରବିବାର ରାତିରେ ପୁଣି ଏକ ବୃହତ ଜାହାଜ ଏମ୍‌.ଭି ଲିଲା ଲିସବନ୍‌ ଲାଗିଛି। ଏଥିରେ ୧ ଲକ୍ଷ ୩୪ ହଜାର ୩୭୫ ମେଟ୍ରିକ…

4 years ago

ଅଧ୍ୟକ୍ଷ ପାଇଁ ବିଜେଡି-କଂଗ୍ରେସ କଡ୍ଡା ଟକ୍କର

ଜଗତ୍‌ସିଂହପୁର ଅଫିସ, ୨୧ା୩: ଜଗତ୍‌ସିଂହପୁର ପୌର ନିର୍ବାଚନରେ ବିଜେଡି, କଂଗ୍ରେସ ଓ ଭାଜପା ନେତୃତ୍ୱ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପୁରା ଦମ୍‌ ଲଗାଇ ଦେଇଛନ୍ତି। ଏକାଧିକ…

4 years ago