ବିନା ଲିଜ୍ରେ ପଥର ଖାଦାନ: ବଢୁଛି ପଥର ଫଟା, ହ୍ରାସ ପାଉଛି ସବୁଜିମା
ବ୍ରହ୍ମପୁର ଅଫିସ,୧୫ା୮-ଗଞ୍ଜାମ ଜିଲା କୁକୁଡାଖଣ୍ଡି ତହସିଲ ଅଞ୍ଚଳରେ ଥିବା କେରାଣ୍ଡିମାଳ ପର୍ବତକୁ ଏବେ ପଥର ମାଫିଆମାନେ ନିଜ କବଜାକୁ ନେଇ ବେଧଡକ ଓ ବେଆଇନ ଭାବେ ପଥର ବ୍ଲାଷ୍ଟିଂ କରୁଛନ୍ତି। ଉକ୍ତ ତହସିଲ ଅଧୀନ ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ବେଆଇନ…
ବସୁଛି ବୈଠକ, ହେଉନି ସମାଧାନ: ହଳଦିଆପଦର ବସ୍ଷ୍ଟାଣ୍ଡ କାର୍ଯ୍ୟକ୍ଷମ ପ୍ରସଙ୍ଗ ବିଧାୟକ, ଏମ୍ପି – ବସ୍ମାଲିକ ସଂଘ ଆଲୋଚନା
ବ୍ରହ୍ମପୁର ଅଫିସ,୧୫ା୮-ବ୍ରହ୍ମପୁର ଉପକଣ୍ଠ ହଳଦିଆପଦରରେ ନିର୍ମିତ ନୂତନ ବସ୍ ଟର୍ମିନାଲ ଉଦ୍ଘାଟନକୁ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଛି ା ତଥାପି ଟର୍ମିନାଲରୁ ବସ୍ ଚଳାଚଳ ତଥା କାର୍ଯ୍ୟକ୍ଷମ କରିବାରେ ପ୍ରଶାସନ ବିଫଳ ହୋଇଛି ା ବାରମ୍ବାର ବୈଠକ ବସୁଥିଲେ ମଧ୍ୟ…
ଦିଗପହଣ୍ଡି ରେଞ୍ଜର ନିଲମ୍ବିତ
ବ୍ରହ୍ମପୁର ଅଫିସ୍,୧୫ା୮-ଗଞ୍ଜାମ ଜିଲା ଦିଗପହଣ୍ଡିର ଭାରପ୍ରାପ୍ତ ରେଞ୍ଜର ପରମାନନ୍ଦ ପାଣିଗ୍ରାହୀ ବୁଧବାର ନିଲମ୍ବିତ ହୋଇଛନ୍ତି। ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସୁରେଶ ପନ୍ଥ ତାଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବନ ସମୟରେ ସେ ଘୁମୁସର ନର୍ଥ ଡିଭିଜନ୍ ମୁଖ୍ୟାଳୟରେ ରହିବେ। ଉପରିସ୍ଥ ଅଧିକାରୀଙ୍କ…
ଧୁମ୍ଧାମ୍ରେ ୭୩ତମ ସ୍ବାଧୀନତା ଦିବସ ପାଳିତ
ଦାରିଙ୍ଗବାଡ଼ି,୧୫।୮(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକରେ ଗୁରୁବାର ୭୩ତମ ସ୍ବାଧୀନତା ଦିବସ ଧୁମ୍ଧାମ୍ରେ ପାଳନ କରାଯାଇଛିା ବ୍ଳକର ବିଭିନ୍ନ ବିଦ୍ୟାଳୟ ଗୁଡ଼ିକରେ ସକାଳୁ ଛାତ୍ରୀଛାତ୍ରମାନେ ପହଞ୍ଚିଥିଲେ। ସକାଳ ୭ଟା ୧୫ରୁ ୮ଟା ପର୍ଯ୍ୟନ୍ତ ବିଭିନ୍ନ ବିଦ୍ୟାଳୟ ସମେତ ସରକାରୀ ଓ ବେସରକାରୀ…
ବାଇକ୍ ଲୁଟ୍ ମାମଲାରେ ୪ ଗିରଫ
ଆସିକା,୧୪ା୮(ଡି.ଏନ୍.ଏ.): ଆସିକା – ଭନଗର ମୁଖ୍ୟ ରାସ୍ତାରେ ବାଲିସିରା ଛକ ନିକଟରୁ ଗତ ରବିବାର ପୂର୍ବାହ୍ନରେ ଜଣେ ବାଇକ୍ ଆରୋହୀଙ୍କୁ ମାଡ ମାରି ଦୁର୍ବୁ ବାଇକ୍ ଛଡାଇ ନେଇଥିଲେ। ଆସିକା ପୋଲିସ ମଙ୍ଗଳବାର ଦିନ ଏହି ମାମଲାର ଅଭିଯୁକ୍ତଙ୍କୁ ଗିରଫ କରିଛି।…
ବିଦ୍ୟୁତ୍ ଆଘାତରେ ଯୁବକ ମୃତ
ଗୋପାଳପୁର,୧୪ା୮: ଗୋଳନ୍ଥରା ଥାନା ପଞ୍ଚମା ଗ୍ରାମରେ ବିଦ୍ୟୁତ୍ ଆଘାତରେ ବୁଧବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିିଛି। ମୃତକ ହେଲେ ଦାମୋଦର ନାହାକ (୨୪)। ଦାମୋଦର ଉକ୍ତ ଗ୍ରାମର ଭାସ୍କର ପ୍ରଧାନଙ୍କ ଘରକୁ ଫ୍ୟାନ ଲଗାଇବା ପାଇଁ ଯାଇଥିଲେ। ଏହି ସମୟରେ ହଠାତ୍…
ସହରର ସ୍ବଚ୍ଛତା ପ୍ରତି ଗୁରୁତ୍ୱ : ‘ମୋ ହିଞ୍ଜିଳିକାଟୁ କାର୍ଯ୍ୟକ୍ରମ’ ଆରମ୍ଭ କଲେ ଜିଲାପାଳ
ହିଞ୍ଜିଳିକାଟୁ,୧୪।୮(ଡି.ଏନ୍.ଏ.): ହିଞ୍ଜିଳିକାଟୁ ସହରକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ପାଇଁ ପୌର କର୍ତ୍ତୃପକ୍ଷଙ୍କ ପକ୍ଷରୁ ‘ମୋ ହଞ୍ଜିଳିକାଟୁ କାର୍ଯ୍ୟକ୍ରମ’ ଆରମ୍ଭ ହୋଇଛି। ବୁଧବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିବା ସହ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା…
ଧରିତ୍ରୀରେ ଖବର ପ୍ରକାଶ ପରେ ମନ୍ଦିର ରାସ୍ତା ସଫେଇ
ହିଞ୍ଜିଳିକାଟୁ,୧୪।୮(ଡି.ଏନ୍.ଏ.) : ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଲକ୍ଷ୍ମୀବଜାର ଚନ୍ଦ୍ରକଳ୍ପେଶ୍ୱର ମନ୍ଦିର ସାମ୍ନାରେ କୁଢ଼କୁଢ଼ ଆବର୍ଜନା ପଡ଼ି ରହି ଜନ ଅସନ୍ତୋଷ ସୃଷ୍ଟି କରୁଥିଲା। ବର୍ଷା ହେବାରୁ ଆବର୍ଜନା ଜମି ରହି ଦୁର୍ଗନ୍ଧ ହେଉଥିଲା। ଏନେଇ ‘ଧରିତ୍ରୀ’ରେ ରବିବାର ଖବର ପ୍ରକାଶ ପାଇବା…
ଚୋରା ମଦଭାଟିରେ ଅବକାରୀ ବିଭାଗର ଚଢ଼ାଉ: ପୋଚ, ଦେଶୀ ମଦ ଜବତ
ଦିଗପହଣ୍ଡି,୧୪। ୮(ଡି.ଏନ୍.ଏ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ ଡିମ୍ବୁଳା ପଞ୍ଚାୟତ ନିକଟ ଜଙ୍ଗଲରେ ବହୁଦିନ ଧରି ଚାଲିଥିବା ଚୋରା ମଦଭାଟି ଉପରେ ବୁଧବାର ଭୋର ସମୟରେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି। ଭାଟିରେ ମଦ ପ୍ରସ୍ତୁତ ପାଇଁ…
ଜମ୍ମୁ-କଶ୍ମୀର, ଲଦାଖର ବିଭିନ୍ନ କଲେଜକୁ ପଠାଗଲା ରାଖୀ
ହିଞ୍ଜିଳିକାଟୁ,୧୪।୮(ଡି.ଏନ୍.ଏ.): ଜମ୍ମୁ କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ବିଭିନ୍ନସ୍ତରରେ ଭିନ୍ନଭିନ୍ନ ଆଲୋଚନା କରାଯାଉଛି। ତେବେ ସେଠାକାର କଲେଜ ଛାତ୍ରୀଛାତ୍ରଙ୍କୁ ସ୍ନେହ ଶ୍ରଦ୍ଧା ଜ୍ଞାପନ ପାଇଁ ହିଞ୍ଜିଳିକାଟୁ କଲେଜ ଛାତ୍ରୀଛାତ୍ରଙ୍କ ପକ୍ଷରୁ ଅଭିନବ ପ୍ରୟାସ କରାଯାଇଛି। ଜମ୍ମୁ- କଶ୍ମୀର ଓ ଲଦାଖର…
ପରିମଳ ସଚେତନତା: ଝାଡୁ ଧରିଲେ ଜିଲାପାଳ
ଶେରଗଡ଼,୧୪।୮(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡ଼ରୁ ବୁଧବାର ସକାଳେ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଝାଡୁଧରି ପରିମଳ ସଚେତନତାର ଶୁଭାରମ୍ଭ କରିଛନ୍ତି। ସକାଳ ସାଢ଼େ ୬ଟାରେ ଶେରଗଡ଼ ଚାରିଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଛିଡ଼ାହୋଇ ସଚେତନତା ଅଭିଯାନ ଆରମ୍ଭ କରିଥିଲେ।…
ଛେଳିଗଡ଼ ଜଳ ବିଦ୍ୟୁତ୍ ପ୍ରକଳ୍ପ ପରାମର୍ଶଦାତା କମିଟି ବୈଠକ ଚିହ୍ନଟ: ବିସ୍ଥାପିତଙ୍କ ଥଇଥାନ ନେଇ ଗୁରୁତ୍ୱ
ବ୍ରହ୍ମପୁର ଅଫିସ,୧୪ା୮-ଅବିଭକ୍ତ ଗଞ୍ଜାମ -ଗଜପତି ଜିଲା ଆର.ଉଦୟଗିରି ବ୍ଲକ ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଛେଳିଗଡ଼ ନିକଟରେ ଦୀର୍ଘବର୍ଷରୁ ପ୍ରସ୍ତାବିତ ଛେଳିଗଡ଼ ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ ବିଳମ୍ବ ହେଉଥିବାରୁ ୨୦୦୫ରେ ହୋଇଥିବା ପ୍ରାକ୍ ବ୍ୟୟ ଅଟ୍ଟକଳ ୯୭ କୋଟିରୁ ଏବେ ୭୦୬…
Archives


