ବିଧାନସଭା ଗୃହ କମିଟିର ପୁରୁଷୋତ୍ତମପୁର ଗସ୍ତ: ଅଙ୍ଗନଓ୍ବାଡି କେନ୍ଦ୍ର, ଆବାସିକ ବିଦ୍ୟାଳୟ ବୁଲି ସମସ୍ୟା ପରଖିଲେ
ପୁରୁଷୋତ୍ତମପୁର, ୫।୧୧(ଡି.ଏନ୍.ଏ.): ବିଧାନସଭା ମହିଳା ଶିଶୁ ବିକାଶ ବିଭାଗ ଗୃହ କମିଟି ମଙ୍ଗଳବାର ଗଞ୍ଜାମ ଜିଲା ପୁରୁଷୋତ୍ତମ ପୁର ଗ୍ରସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରଖିଛନ୍ତି। କମିଟିର ଅଧ୍ୟକ୍ଷା ତଥା ଚିକିଟି ବିଧାୟିକା ଉଷାଦେବୀଙ୍କ ନେତୃତ୍ୱରେ ସଭ୍ୟ ଖଲ୍ଲିକୋଟ ବିଧାୟିକା…
ଜାମିନ ପରେ ଅଭିଯୁକ୍ତଙ୍କୁ ପୁଣି ନେଲା ପୋଲିସ
ଆସିକା,୫ା୧୧(ଡି.ଏନ୍.ଏ.)-ବସ୍ ମାଲିକ ପ୍ରତାପ ପୋଲାଇ ହତ୍ୟାକାଣ୍ଡର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ସିଲୁ ପୋଲାଇ ସୋମବାର ଅପରାହ୍ନରେ ଜାମିନରେ ଆସିକା ସବଜେଲରୁ ମୁକୁଳିଥିଲେ ା ତେବେ ପୂର୍ବରୁ ଅପେକ୍ଷା କରିଥିବା ପୋଲିସ ଜେଲ ଫାଟକ ସମ୍ମୁଖରୁ ତାଙ୍କୁ ପୁଣି ଉଠାଇ ନେଇଛି ା…
ଟ୍ରକ ଧକ୍କାରେ ବାଇକ୍ ଚାଳକ ମୃତ :କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ
ଛତ୍ରପୁର,୫ା୧୧(ଡି.ଏନ.ଏ) -ଛତ୍ରପୁର ଥାନା ଅଧୀନ ବଡମାଧପୁର ଗାଁ ହନୁମାନ ସାହି ରାସ୍ତାରେ ସୋମବାର ମଧ୍ୟାହ୍ନରେ ଏକ ବାଇକକୁ ଟ୍ରକ ଧକ୍କା ଦେବାରୁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ ବ୍ଲକ ମଲାଡ ପଞ୍ଚାୟତ ଅଧୀନ କୁଶପଲ୍ଲୀ ଗାଁର ସୁରେନ୍ଦ୍ର…
ଡାଟୁମ୍ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନିର୍ଦ୍ଦେଶ
ବ୍ରହ୍ମପୁର ଅଫିସ,୫ା୧୧-ଗଞ୍ଜାମ ଜିଲା ଉପଭୋକ୍ତା ବିକାଶ ସମାଧାନ ମଞ୍ଚ ପକ୍ଷରୁ ୬ ଜଣ ଜମାକାରୀଙ୍କୁ ତାଙ୍କ ଟଙ୍କା ଫେରସ୍ତ ପାଇଁ ଡାଟୁମ ଚିଟ୍ଫଣ୍ଡ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ଜମାକାରୀଙ୍କୁ ତାଙ୍କ ମାଚ୍ୟୁରିଟି ରାଶି ସହିତ କ୍ଷତି ପୂରଣ ଓ ମମାଲାର ଖର୍ଚ୍ଚ…
ଛତ୍ରପୁରରେ ରେଳ ସମସ୍ୟା : ଡିଆରଏମ୍ଙ୍କୁ ଭେଟିଲେ ବିଧାୟକ
ଛତ୍ରପୁର,୫ା୧୧(ଡି.ଏନ.ଏ.)-ଛତ୍ରପୁର ନିର୍ବାଚନମଣ୍ଡଳୀରେ ବିଭିନ୍ନ ରେଳ ସମସ୍ୟା ନେଇ ସ୍ଥାନୀୟ ବିଧାୟକ ସୁବାସଚନ୍ଦ୍ର ବେହେରା ସୋମବାର ଖୋର୍ଦ୍ଧା ଡିଆରଏମ୍ ଶଶିକାନ୍ତ ସିଂଙ୍କ ସହ ଆଲୋଚନା କରିଛନ୍ତିି ା ଏଥିସହ ଏକ ସ୍ମାରକପତ୍ର ଡିଆରଏମ୍ଙ୍କୁ ପ୍ରଦାନ କରାଯାଇଥିଲା ା ଛତ୍ରପୁର ରେଡ୍ଡୀସାହି ନିକଟ ରେଳବାଇ…
ତେନ୍ତୁଳିଆ ଗ୍ରାମ ନିକଟ ଜଙ୍ଗଲରୁ ଛେଳି ଉଭାନ: ପୁଣି ବାଘ ଆତଙ୍କ, ଲାଗିବ ଟ୍ରାପ କ୍ୟାମେରା
ଭଞ୍ଜନଗର/ଜଗନ୍ନାଥପ୍ରାଦ,୪।୧୧(ଡି.ଏନ.ଏ)-ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ରେଞ୍ଜ ଅଞ୍ଚଳରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ତେନ୍ତୁଳିଆ ଗ୍ରାମ ନିକଟସ୍ଥ ଲଣ୍ଡେଇହିଲ୍କୁ ବିଭିନ୍ନ ସମୟରେ ଚରିବାକୁ ଯାଉଥିବା ଛେଳିଙ୍କ ମଧ୍ୟରୁ କେତୋଟି ଉଭାନ ହୋଇଯାଇଥିଲେ। ସୋମବାର ୨ଟି ଛେଳି କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର…
ବସ୍ କର୍ମଚାରୀଙ୍କୁ ଆକ୍ରମଣ, ୨ ଅଟକ
ଭଞ୍ଜନଗର,୪।୧୧(ଡି.ଏନ.ଏ)-ଭଞ୍ଜନଗର ବସ୍ଷ୍ଟାଣ୍ଡରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟାକଳାପ ବଢ଼ୁଛି। କେତେବେଳେ ଘରୋଇ ବସ୍ ଆଗପଛ ଯିବାକୁ ନେଇ କର୍ମଚାରୀ- କର୍ମଚାରୀ ମଧ୍ୟରେ ବିବାଦ ହେଉଛି ତ ଆଉ କେତେବେଳେ ବସ୍ରୁ ଅତ୍ୟଧିକ ଚାନ୍ଦା ଆଦାୟକୁ ନେଇ ମାଲିକ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି…
ବସ୍ ଚକାତଳେ ବୃଦ୍ଧଙ୍କ ଜୀବନ ଗଲା, ଡ୍ରାଇଭର ଅଟକ
ବୁଗୁଡ଼ା,୪।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅନ୍ତର୍ଗତ ବରଡ଼ିପଲ୍ଲୀ ମୁଖ୍ୟସଡ଼କରେ ସୋମବାର ଭୋର୍ ସମୟରେ ଏକ ଘରୋଇ ବସ୍ ଚକା ଚଳେ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି। ମୃତକ ହେଲେ ବରଡ଼ିପଲ୍ଲୀ ଗ୍ରାମର ନାର୍ସୁ ପ୍ରଧାନ (୭୫)। ସୂଚନାଯୋଗ୍ୟ, ତାଳଚେରରୁ ବ୍ରହ୍ମପୁର…
ମଦ ଛଡ଼ାଇ ଆଣି ପୋଡ଼ିଲେ ଉତ୍ତ୍ୟକ୍ତ ମହିଳା
ହାତୀଓଟ,୪ା୧୧: ପୋଲସରା ବ୍ଲକ ମନ୍ଦାର ଗ୍ରାମପଞ୍ଚାୟତର ମାଳତିବାଡ଼ିରେ ମଦ ବିକ୍ରିକୁ ବନ୍ଦ କରିବା ପାଇଁ ଗତ ଗୁରୁବାର ଗ୍ରାମର ୧୦ଟି ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ କହିଥିଲେ। କିନ୍ତୁ ମଦ ବିକ୍ରେତା ୩ ଦିନ ହେଲା ବିକ୍ରି ବନ୍ଦ କରି ନ…
‘ଇଂଲିଶ୍ ପଛରେ ଗୋଡ଼ାଇବା ମାନସିକତା ବଦଳୁ’
ବ୍ରହ୍ମପୁର ଅଫିସ୍,୪ା୧୧-ଅନେକ ବର୍ଷ ପର୍ଯ୍ୟନ୍ତ ଆମକୁ ଶାସନ କରିବା ପରେ ଇଂରେଜମାନେ ନିଜ ଦେଶକୁ ଫେରିଗଲେ । କିନ୍ତୁ ତାଙ୍କ ଭାଷାର ଗଭୀର ଛାପ ଆମ ଶିକ୍ଷା, ସାମାଜିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ଛାଡ଼ିଗଲେ । ଏହାର ପ୍ରଭାବ ଆଞ୍ଚଳିକ ଭାଷାଗୁଡିକ…
ଜନ୍ମ ନେଲେଣି କମ୍ ଓଜନର ୪,୧୧୫ ଶିଶୁ
ଛତ୍ରପୁର,୪ା୧୧(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା କମ୍ ଓଜନର ୪,୧୧୫ ଶିଶୁ ଜନ୍ମ ହେଲେଣି। ଯେଉଁମାନଙ୍କ ଓଜନ ୨.୫ କି.ଗ୍ରାଠାରୁ କମ୍ ରହିଛି। ଜିଲାରେ ମୋଟ ନବଜାତ ଶିଶୁ ତୁଳନାରେ ଏହା ୧୭ ପ୍ରତିଶତ ରହିଛି। ଛତ୍ରପୁରଠାରେ ଅନୁଷ୍ଠିତ ସ୍ବାସ୍ଥ୍ୟ ସମୀକ୍ଷା…
ମହିଳାଙ୍କୁ ବଳାତ୍କାର ଅଭିଯୋଗ,ଅଭିଯୁକ୍ତ ଫେରାର
ଦିଗପହଣ୍ଡି,୪ା୧୧(ଡି.ଏନ.ଏ.)-ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ମହିଳାଙ୍କ ଏତଲା କ୍ରମେ ଆଇଆଇସି ବସନ୍ତ କୁମାର ସେଠୀ ନଂ. ୨୨୦/୧୯ ଦଫା ୩୭୬ (୨) (ଏନ୍) ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି। ୨୦୧୮ ନଭେମ୍ବର…
Archives


