ଏକ ଘରୋଇ ଶିକ୍ଷାନୁଷ୍ଠାନରେ ବି ଟେକ୍ ପଢୁଥିଲେ ଯୁବକ, ବେକରେ ଗାମୁଛା ବାନ୍ଧି ଝୁଲିପଡିଲେ, ପୋଲିସ କହିଲା…
ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଡେଙ୍ଗାଓସ୍ତା ଗ୍ରାମ ମେନ ରୋଡ଼ ବାସିନ୍ଦା ବିଜୟ କୁମାର ମାଦଳାଙ୍କ ପୁଅ ସୁଧାକର ମାଦଳା(୨୦)ଙ୍କ ମୃତଦେହକୁ ଗୁରୁବାର ଅପରାହ୍ନରେ ପୋଲିସ ଜବତ କରିଥିଲା। ଏନେଇ ଏତଲା ହେବା ପରେ ଥାନା ଭାରପ୍ରାପ୍ତ ଆଇଆଇସି ତଥା…
ଭାଜପା ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସକୁ ବଡ଼ ସୁରାକ
ବ୍ରହ୍ମପୁର,୧୦।୧୦: ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସକୁ ବଡ଼ ସୁରାକ ମିଳିଛି। ଏ ବହୁ ଚର୍ଚ୍ଚିତ ହତ୍ୟା ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ବ୍ରହ୍ମପୁର ପୋଲିସ। ଏମାନଙ୍କଠାରୁ ହତ୍ୟାକାଣଡର କିଛି ସୁରାଗ ମିଳିବ…
ପୀତବାସ ପଣ୍ଡାଙ୍କ ହତ୍ୟାକୁ ଭାଜପା କର୍ମୀଙ୍କ ନିନ୍ଦା: ବାହାରିଲା କ୍ୟାଣ୍ଡେଲ୍ ଶୋଭାଯାତ୍ରା
ପୁରୁଷୋତ୍ତମପୁର,୧୦/୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁରର ବରିଷ୍ଟ ଓକିଲ ଓଡିଶା ରାଜ୍ୟ ଆଇନଜୀବି ପରିଷଦର ସଦସ୍ୟ ତଥା ଭାଜପା ନେତା ପୀତବାସ ପଣ୍ଡାଙ୍କୁ ଅତି ନିର୍ମମ ଭାବେ ଗୁଳିକରି ହତ୍ୟା ଘଟଣାକୁ ତିବ୍ର ନିନ୍ଦା କରିଛନ୍ତି ପୁରୁଷୋତ୍ତମପୁର ଭାଜପା କର୍ମୀ। ଯୁବନେତା…
ବର୍ଷା ପରେ ଧାନ ଗଛରେ ଜଉପୋକ ରୋଗ ବଢୁଛି
ଭଞ୍ଜନଗର,୯।୧୦(ବାବୁଲା ପ୍ରଧାନ): ଆଜକୁ ଦୁଇ ମାସ ହେବ ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବାରମ୍ବାର ବର୍ଷା ହେଉଛି। ଏହାଦ୍ବାରା ଧାନ ଫସଲ ହୋଇଥିଲା। କିନ୍ତୁ ଅତ୍ୟଧିକ ବର୍ଷା ଯୋଗୁ ବିଗତ କିଛି ଦିନ ହେବ ଧାନ ଫସଲରେ ମାଟିଆଗୁଣ୍ଡି ଓ ଜଉ…
ଶାନ୍ତିସ୍ରୋତ ଭବନରେ ୪୩ତମ ବାର୍ଷିକ ଉତ୍ସବ
ଭଞ୍ଜନଗର,୯।୧୦(ବାବୁଲା ପ୍ରଧାନ ): ଭଞ୍ଜନଗର ବ୍ରହ୍ମାକୁମାରୀ ଅନୁଷ୍ଠାନ ଶାନ୍ତି ସ୍ରୋତ ଭବନରେ ଗୁରୁବାର ୪୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ, ସମ୍ମାନିତ ଅତିଥି ଭାବେ ଅବସର…
ମାଉଜର ସହ ୨ ଗିରଫ
ଭଞ୍ଜନଗର,୯।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଗୁରୁବାର ଦୁଇ ଜଣଙ୍କୁ ଗିରଫ କରିଛି। ପୋଲିସ ସେମାନଙ୍କଠାରୁ ଗୋଟିଏ ମାଉଜର, ୩ ରାଉଣ୍ଡ ଗୁଳି ସହ ଗୋଟିଏ ବାଇକ ଜବତ କରିଛି। ଗିରଫ ଦୁଇଜଣ ହେଲେ ସୁନିଲ ପ୍ରଧାନ ଓ ଲାଲୁ…
ମା’ ଗଜଲକ୍ଷ୍ମୀଙ୍କୁ ଦର୍ଶନ କରି ପୂଜା କଲେ ବିଧାୟକ
ଗଞ୍ଜାମ୯।୧୦(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ ବଜାରଠାରେ ମହାଆଡମ୍ବରରେ ଚାଲିଛି ମା’ ଗଜଲକ୍ଷ୍ମୀଙ୍କ ପୂଜା । ଗୁରୁବାର ସାରେ ମା’ଙ୍କ ଆଳତିରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇ ମା’ଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ…
ମା ’ ଗଜଲକ୍ଷ୍ମୀ ଆର୍ଶିବାଦ ନେଲେ ଏମପି
ପୁରୁଷୋତ୍ତମପୁର,୯।୧୦,(ସବିତା ମିଶ୍ର): ପବିତ୍ର କୁମାର ପୂର୍ଣ୍ଣିମାଠାରୁ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହିରେ ମା’ଗଜଲକ୍ଷ୍ମୀଙ୍କ ପୂଜା ହୋଇ ଆସୁଛି। ଆଜକୁ ଦୀର୍ଘ ୫୦ ବର୍ଷ ହେଲା ଏଠାରେ ମା’ ପୂଜାପାଇ ଆସୁଛନ୍ତି। କିଛିବର୍ଷ ହେଲା ଏଠାରେ ଚାନ୍ଦିମେଢ ହୋଇ ରୂପାର ଅଳଙ୍କାର ବିଭୂସିତା…
ତାରାତାରିଣି ପୂଜକଙ୍କୁ ଖଣ୍ଡାରେ ହାଣି ଆକ୍ରମଣ ଘଟଣା, ଜଣେ ନାବାଳକଙ୍କ ସମେତ ତିନି ଗିରଫ
ପୁରଷୋତ୍ତମପୁର,୯।୧୦ (ସବିତା ମିଶ୍ର): ଗଞ୍ଜାମଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଗୋବିନ୍ଦପୁରଠାରେ ଗତ ମାସ ୧୫ରେ ତାରାତାରିଣୀଙ୍କ ପୂଜକ ଗୋପିନାଥ ରଣାଙ୍କୁ ଅତି ନିର୍ମମ ଭାବରେ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ କରାଯାଇଥିଲା। ଏହି ଘଟଣାରେ ପୋଲିସ ଗୁରବାର ଜଣେ ନାବାଳକଙ୍କୁ ଗିରଫ…
ଚକରା ବିଷୋୟୀ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ: ଫାଇନାଲରେ ନରେଶ ଏକାଦଶ-ଆୟୋଜକ ମୁକାବିଲା
ଭଞ୍ଜନଗର,୯ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଖେଳପଡ଼ିଆରେ ରାଜ୍ୟସ୍ତରୀୟ ଚକରା ବିଷୋୟୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚାଲିଛି। ଗୁରୁବାର ଦୁଇଟି ସେମି ଫାଇନାଲ ମ୍ୟାଚ ହୋଇଥିଲା। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି…
ସ୍ବାଧୀନଙ୍କୁ ମୁଖ୍ୟମନ୍ତ୍ରୀ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ମାନ
ଗଞ୍ଜାମ,୯ା୧୦(ଅଖିଳ ତରାଇ): ସାପ ଓ ସରୀସୃପଙ୍କ ସୁରକ୍ଷା ତଥା ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଅନନ୍ୟ ଅବଦାନ ପାଇଁ ସ୍ନେକ ହେଲ୍ପ ଲାଇନ ସଂଯୋଜକ ସ୍ବାଧୀନ କୁମାର ସାହୁଙ୍କୁ ‘ମୁଖ୍ୟମନ୍ତ୍ରୀ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ମାନ’ରେ ଉପଖଣ୍ଡ ସ୍ତରରେ ସମ୍ମାନିତ କରାଯାଇଛି। ଗୁରୁବାର ବ୍ରହ୍ମପୁରସ୍ଥିତ…
୨୪ ଦିନ ବିତିଲା, କଳିଙ୍ଗା ଘାଟି ରାସ୍ତା ନୋହିଲା: ଉଠିଲା ବିକଳ୍ପ ରାସ୍ତା ନିର୍ମାଣ ଦାବି
ଭଞ୍ଜନଗର,୯।୧୦(ବାବୁଲା ପ୍ରଧାନ)-ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ଗତ ମାସ ୧୬ ତାରିଖରେ ପ୍ରବଳ ବର୍ଷା ଯୋଗୁ ଘାଟିର ଦୁଇଟି ଝରଣା ସ୍ଥାନରେ ବଡ ବଡ ପଥର ସବୁ ଖସିବା ସହ ମାଟି ଅତଡା ଧସିଥିଲା। ଫଳରେ ଘାଟି…
Archives


