ଦିଲ୍ଲୀ ଏମ୍ସ ଆକାଉଣ୍ଟରୁ ୪.୭୬ କୋଟି ଠକେଇ ଘଟଣା: ବ୍ୟାଙ୍କ କର୍ତ୍ତୃପକ୍ଷ ସାମିଲ ସୂଚନା
ଫୁଲବାଣୀ ଅଫିସ, ୨୭ା୧୧-ଦିଲ୍ଲୀ ଏମ୍ସ(ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ)ର ଆକାଉଣ୍ଟରୁ ୪ କୋଟି ୭୬ ଲକ୍ଷ ୪୬ ହଜାର ୬୨୫ ଟଙ୍କା ଚେକ୍ ଜରିଆରେ ଫୁଲବାଣୀ ଷ୍ଟେଟ ବ୍ୟାଙ୍କ ଶାଖାରୁ ଉଠାଣ ହେବା ଘଟଣା ଚର୍ଚ୍ଚା ଜୋର...
ପାତ୍ରପୁର ସରପଞ୍ଚ ଅଯୋଗ୍ୟ ଘୋଷିତ
ପାତ୍ରପୁର,୨୭ା୧୧(ଡି.ଏନ୍.ଏ.)-ନିର୍ବାଚନ ସରିବାର ଅଢ଼େଇବର୍ଷ ପରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ପାତ୍ରପୁର ସରପଞ୍ଚ ଏ. ଶ୍ରୀଦେବୀଙ୍କ ପଦବୀକୁ କୋର୍ଟ ଅଯୋଗ୍ୟ ଘୋଷିତ କରିଛି। ପାତ୍ରପୁର ପାଷ୍ଟ ଟ୍ରାକ୍ କୋର୍ଟ ବିଚାରପତି ଲୋପାମୁଦ୍ରା ବେହେରା ୨ରୁ ଅଧିକ ସନ୍ତାନ ଥିବା ଏକ...
ମେମୁ ଟ୍ରେନ୍କୁ ବ୍ରହ୍ମପୁରରୁ ଚଳାଇବାକୁ ଦାବି
ବ୍ରହ୍ମପୁର ଅଫିସ୍,୨୭ା୧୧-ଗଞ୍ଜାମ ଜିଲା ବିଜୁ ପଟ୍ଟନାୟକ ସିନିୟର୍ ସିଟିଜେନ୍ ଫୋରମ୍ ତରଫରୁ ବିଭିନ୍ନ ଦାବି ସମ୍ପର୍କରେ ମଙ୍ଗଳବାର ଷ୍ଟେଶନ୍ ମ୍ୟାନେଜର୍ଙ୍କ ମାଧ୍ୟମରେ କେନ୍ଦ୍ର ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ପୂର୍ବରୁ ମେମୁ ଟ୍ରେନ୍ ବ୍ରହ୍ମପୁରରୁ କଟକକୁ ଚଳାଚଳ କରୁଥିଲା ।...
କର୍ନାଟକରେ ଗଞ୍ଜାମ ଶ୍ରମିକ ନିର୍ଯାତିତ
ଦିଗପହଣ୍ଡି,୨୭ା୧୧(ଡି.ଏନ.ଏ.) -କର୍ନାଟକର ଏକ କମ୍ପାନୀରେ ଗଞ୍ଜାମ ଜିଲାର ଶ୍ରମିକଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ସେମାନଙ୍କୁ ସୋମବାରଠାରୁ ଖାଇବାକୁ ନ ଦେଇ ରହିଥିବା ଘର ତୁରନ୍ତ ଛାଡ଼ିବାକୁ କମ୍ପାନୀ କର୍ତ୍ତୃପକ୍ଷ ଚେତାବନୀ ଦେଇଛନ୍ତି। ଗଞ୍ଜାମ ଜିଲାପାଳ, ଜିଲା ଶ୍ରମ ଅଧିକାରୀ...
ଅସହ୍ୟ ହେଲା ଅତ୍ୟାଚାର: ସ୍ବାମୀଙ୍କ ଉପରେ ଗରମ ପାଣି ଢ଼ାଳିଦେଲେ ସ୍ତ୍ରୀ
ଦିଗପହଣ୍ଡି/ପାଟପୁର,୨୬ା୧୧(ଡି.ଏନ୍.ଏ.)- ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଅତ୍ୟାଚାର ସହି ନ ପାରି ସ୍ବାମୀଙ୍କ ଉପରେ ସ୍ତ୍ରୀ ଗରମ ପାଣି ଢ଼ାଳି ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଆହତ ସ୍ବାମୀଙ୍କୁ ପଡୋଶୀ ଉଦ୍ଧାର କରି...
ପୋଖରୀରୁ କୁମ୍ଭୀର ଉଦ୍ଧାର
ଦିଗପହଣ୍ଡି,୨୬ା୧୧(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ଖମାରୀଗାଁ ପଞ୍ଚାୟତ ଗଡ ସାମନ୍ତରାପୁର ଗ୍ରାମର ବାଲିବନ୍ଧ ପୋଖରୀରୁ ମଙ୍ଗଳବାର ଅପରାହ୍ନରେ ଏକ ଗୋ ମୁହାଁ କୁମ୍ଭୀର ଉଦ୍ଧାର କରାଯାଇଛି। ପୋଖରୀରୁ ଧୀବରମାନେ ମାଛ ଧରୁଥିବାବେଳେ କୁମ୍ଭୀରଟି ଜାଲରେ ପଡିଥିଲା। ଘୋଡ଼ାହାଡ଼ ବନ ଉପାଞ୍ଚଳ ବନରକ୍ଷୀ...
ଚାଷୀ ବୈଠକରେ ନିଷ୍ପତ୍ତି: ଟୋକନ ବ୍ୟବସ୍ଥା ଉଚ୍ଛେଦ ନ ହେଲେ ଧାନବିକ୍ରି ବନ୍ଦ
ବେଗୁନିଆପଡ଼ା,୨୬ା୧୧(ଡି.ଏନ.ଏ.)- ବେଗୁନିଆପଡ଼ା ବ୍ଲକ ସେବା ସମବାୟ ସମିତିରେ ମଙ୍ଗଳବାର ଧାନକ୍ରୟ ନିମନ୍ତେ ଏକ ଚାଷୀ ସଚେତନ ବୈଠକ ସମିତି ସଭାପତି ରବିନାରାୟଣ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ବୁଲା ଡାକୁଆ ଯୋଗଦେଇ ଚଳିତବର୍ଷ ଧାନକ୍ରୟ ସମ୍ପର୍କରେ ସରକାରଙ୍କ ନିୟମାବଳୀ...
ବ୍ରହ୍ମପୁରରେ ଘରୋଇ ବସ୍ ସେବା ଠପ୍: ଯାତ୍ରୀ ହନ୍ତସନ୍ତ
ବ୍ରହ୍ମପୁର ଅଫିସ,୨୬।୧୧: ଗଞ୍ଜାମ ଜିଲା ବ୍ରହ୍ମପୁର ନୂଆ ବସ୍ଷ୍ଟାଣ୍ଡ ତଥା ସିଟି ବସ୍ଷ୍ଟାଣ୍ଡ ମଙ୍ଗଳବାର ବନ୍ଦ ହୋଇଛିି। ବିଡିଏ ପକ୍ଷରୁ ଜାରି କରାଯାଇଥିବା ପୂର୍ବ ନୋଟିସ୍ ଅନୁଯାୟୀ, ନୂଆ ବସ୍ଷ୍ଟାଣ୍ଡର ମରାମତି କାର୍ଯ୍ୟ ସକାଳୁ ପ୍ରଶାସନ ଆରମ୍ଭ କରିଛି। ସକାଳୁ...
ଓଡ଼ିଶାରେ ଗଞ୍ଜାମ ଜିଲା ପ୍ରଥମ : ସ୍କୁଲରେ ବାଜିଲା ପାଣିପିଆ ଘଣ୍ଟା
ବ୍ରହ୍ମପୁର ଅଫିସ୍,୨୬ା୧୧-ଛାତ୍ରୀଛାତ୍ରଙ୍କୁ ସୁସ୍ଥ ରଖିବା ପାଇଁ ଗଞ୍ଜାମ ଜିଲାରେ ଏକ ଅଭିନବ ଅଭିଯାନ ଆରମ୍ଭ ହୋଇଛି । ପାନୀୟ ଜଳ ପିଇବା ପାଇଁ ପିଲାମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସୋମବାରରୁ ଆରମ୍ଭ ହୋଇଛି ‘ପାଣିପିଆ ଘଣ୍ଟା’ ଅଭିଯାନ। ବ୍ରହ୍ମପୁର ଭି.ଭି.ଗିରି...
ଦର ବୃଦ୍ଧି ନିୟନ୍ତ୍ରଣରେ କେନ୍ଦ୍ର ବିଫଳତାର ପ୍ରତିବାଦ: ସିପିଏମ୍ ଆଞ୍ଚଳିକ କମିଟିର ବିକ୍ଷୋଭ, ଗଣଧାରଣା
ବ୍ରହ୍ମପୁର ଅଫିସ,୨୬ା୧୧-ସିପିଏମ୍ ବ୍ରହ୍ମପୁର ଆଞ୍ଚଳିକ କମିଟି ପକ୍ଷରୁ ସୋମବାର ଉପଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାରଙ୍କ ବିଫଳତା ପ୍ରତିବାଦରେ ଏହି ଆନ୍ଦୋଳନ ସୂତ୍ରପାତ ହୋଇଥିଲା। କମିଟି ସମ୍ପାଦକ...
ଛାତ୍ରୀ ବଳାତ୍କାର ମାମଲା ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ
ବ୍ରହ୍ମପୁର ଅଫିସ,୨୬ା୧୧-ଗଞ୍ଜାମ ଜିଲା ଅତିରିକ୍ତ ଦୌରା ଜଜ (ଏଡିଜେ) -୨ ଜଗଦୀଶ ପ୍ରସାଦ ମହାନ୍ତି ସୋମବାର ଏକ ବଳାତ୍କାର ମାମଲାର ଶୁଣାଣି କରିଥିଲେ। ଅଭିଯୁକ୍ତ ନରସିଂହ ଦାସଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ଜରିମାନା ବାବଦକୁ...
ଧରାକୋଟରେ ଆନ୍ଧ୍ର ପୋଲିସର ଚଢ଼ାଉ: ଗଞ୍ଜେଇ ଚାଲାଣକାରୀଙ୍କୁ କୋର୍ଟରେ ହାଜର ନିର୍ଦ୍ଦେଶ
ଧରାକୋଟ,୨୬ା୧୧(ଡି.ଏନ.ଏ.)-ଧରାକୋଟ ଥାନା ବାଦଗଡ଼ ଗ୍ରାମର ୨ ଜଣ ଯୁବକଙ୍କୁ ବେଆଇନ୍ ଗଞ୍ଜେଇ ଚାଲାଣ ଅଭିଯୋଗରେ ଆନ୍ଧ୍ର ଜିଆରପି (ବିଜୟଓ୍ବାଡ଼ା) ପୋଲିସ ନଂ. ୮୬/୧୩ ଅନୁଯାୟୀ କୋର୍ଟଚାଲାଣ କରିଥିଲା। ସେମାନେ ହେଲେ ବାଦଗଡ଼ ଗ୍ରାମର କାମରାଜ ପ୍ରଧାନଙ୍କ ପୁଅ ସୁଦାମ (୨୭)...
Archives


