ଗରିବ ଲୋକମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ
ପାଟପୁର,୩୦ା୩- ଲକ୍ଡାଉନ ପରେ ବହୁ ଗରିବ ନିଃସହାୟ ଦୁଇଓଳି ଦୁଇମୁଠା ଖାଇବାକୁ ପାଉ ନାହାନ୍ତି। ଏପରିସ୍ଥଳେ ରାଜ୍ୟ ତଥା କେନ୍ଦ୍ର ସରକାର କୌଣସି ଲୋକ ଭୋକ ଉପାସରେ ଯେପରି ନ ରୁହନ୍ତୁ ବୋଲି ସରକାର ପ୍ରତ୍ୟେକ ଗ୍ରାମରେ ରନ୍ଧା ଖାଦ୍ୟ ଯୋଗାଇବା…
ହରିଡ଼ାଖଣ୍ଡିରେ ବାର୍ହା ଆତଙ୍କ: ଧରିବାକୁ ଯାଇ ବନକର୍ମଚାରୀଙ୍କ ସମେତ ୯ ଆହତ
ବ୍ରହ୍ମପୁର ଅଫିସ,୩୦।୩- କରୋନା ଭାଇରସକୁ ନେଇ ସାରା ବିଶ୍ୱ ଆତଙ୍କିତ ଥିବାବେଳେ ସୋମବାର ସକାଳୁ ବ୍ରହ୍ମପୁରରେ ଦେଖାଦେଇଥିଲା ବାର୍ହା ଆତଙ୍କ। ବ୍ରହ୍ମପୁର ହରିଡାଖଣ୍ଡି ଗୌଡ଼ସାହି ଲକ୍ଷ୍ମୀ ନୃସିଂହ ମଠର ତାପବନରେ ଦୁଇଦିନ ଧରି ଏକ ବାର୍ହା ବୁଲୁଥିବାରୁ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ…
ଏମ୍କେସିଜିରେ ପୁଣି ୪ କରୋନା ସନ୍ଦିଗ୍ଧ: ଗୋଟିଏ ପରିବାରର ୩
ବ୍ରହ୍ମପୁର ଅଫିସ,୩୦।୩: ବିଶବ୍ୟାପୀ ଆତଙ୍କ ସୃଷ୍ଟି କରି ଚାଲିଥିବା କରୋନା ଭୂତାଣୁକୁ ନେଇ ଦକ୍ଷିଣ ଓଡ଼ିଶାର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। କାରଣ ଏଠାକାର ଗୋଟିଏ ପରେ ଗୋଟିଏ ସନ୍ଦିଗ୍ଧ ଡାକ୍ତରଖାନାରେ ଭର୍ତ୍ତି ହେବାରେ ଲାଗିଛନ୍ତି। ଏମ୍କେସିଜି ମେଡିକାଲରେ ଶନିବାର ୫ ଜଣ…
କ୍ଷୁଦ୍ର ବ୍ୟବସାୟୀଙ୍କୁ ଟିକସ ଛାଡ଼ କରୁନି ଏନ୍ଏସି ପ୍ରଶାସନ : ସରକାର, ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି
ଗଞ୍ଜାମ, ୩୦।୩(ଡି.ଏନ୍.ଏ.): କରୋନାକୁ ନେଇ ରାଜ୍ୟ ଏବେ ଆତଙ୍କିତ ଅବସ୍ଥାରେ ଗତିକରୁଛି। ସରକାର ଲକ୍ଡାଉନ ଘୋଷଣା କରିବା ପରେ ଲୋକେ ଘରୁ ବାହାରିପାରୁ ନାହାନ୍ତି l ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି। ଜନସାଧାରଣଙ୍କ ସହଯୋଗ…
ଏମ୍ପି ଲ୍ୟାଡରୁ ଅଢ଼େଇ କୋଟି ଦେଲେ ଅଚ୍ୟୁତ
ଭଞ୍ଜନଗର,୨୯।୩(ଡି.ଏନ.ଏ)-କନ୍ଧମାଳ ଏମ୍ପି ଅଚ୍ୟୁତ ସାମନ୍ତ କରୋନା ମୁକାବିଲା ପାଇଁ ଏମ୍ପି ଲ୍ୟାଡରୁ ଅଢ଼େଇ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଏହି ଅର୍ଥରୁ କନ୍ଧମାଳକୁ ୧ କୋଟି ୧୦ଲକ୍ଷ, ବୌଦ୍ଧକୁ ୭୦ ଲକ୍ଷ, ଗଞ୍ଜାମକୁ ୩୫ ଲକ୍ଷ ଓ ନୟାଗଡ଼ ଜିଲାକୁ ୩୫…
ଏମ୍କେସିଜିରେ ପୁଣି ୨ କରୋନା ସନ୍ଦିଗ୍ଧ ଭର୍ତ୍ତି
ବ୍ରହ୍ମପୁର ଅଫିସ ,୨୯ା୩ – ବିଶ୍ୱବ୍ୟାପୀ ଆତଙ୍କର କାରଣ ପାଲଟିଥିବା କରୋନା ଭୂତାଣୁର ପ୍ରକୋପ ଏବେ ଭାରତ ଉପରେ ଧୀରେ ଧୀରେ ବଢ଼ିବାରେ ଲାଗିଛି। ବ୍ରହ୍ମପୁର ବଡ ମେଡିକାଲରେ ଦିନକୁ ଦିନ କରୋନା ସନ୍ଦିଗ୍ଧ ପୃଥକୀକରଣ କକ୍ଷରେ ଭର୍ତ୍ତି ହେଉଛନ୍ତି। ଶନିବାର…
୧୦୨୬ ହୋମ୍ ଆଇସୋଲେଶନରେ, ୯୫ ଜଣଙ୍କ ୧୪ଦିନ ପୂରିଲା
ଶେରଗଡ଼,୨୯ା୩(ଡି.ଏନ୍.ଏ.)- ଶେରଗଡ଼ ବ୍ଲକ ୨୨ ପଞ୍ଚୟତରେ ୧୧୧୬ ଜଣ ବାହାରୁ ଗଁାକୁ ଫେରିଥିଲେ। ସେମାନଙ୍କୁ ନିଜନିଜ ଘରେ ଆଇସୋଲେଶନରେ ରଖାଯାଇଛି। ସେମାନଙ୍କ ଘର ଆଗରେ କରୋନା ସମ୍ପର୍କରେ ଏକ ପୋଷ୍ଟର ପ୍ରଶାସନ ପକ୍ଷରୁ ଲଗାଇ ଦିଆଯାଇଛି। ଉକ୍ତ ଘରୁ ବାହାରୁ ଆସିଥିବା…
ଘରକୁ ଯାଇ ପିଡିଏସ୍ ସାମଗ୍ରୀ ବଣ୍ଟନ
ଶେରଗଡ଼,୨୯ା୩(ଡି.ଏନ୍.ଏ.)- ଶେରଗଡ଼ ବ୍ଲକର ବିଭିନ୍ନ ପଞ୍ଚୟତରେ ପିଡ଼ିଏସ୍ ସାମଗ୍ରୀ ଘରକୁ ଘର ଯାଇ ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦେଶ ଓ କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି। ବ୍ଲକ ଯୋଗାଣ ନିରୀକ୍ଷକ ଶରତ କୁମାର…
ରାମଗିରି ଅଞ୍ଚଳରେ କାମ ଦେଉନି ଲକ୍ଡାଉନ
ରାମଗିରି,୨୯ା୩(ଡି.ଏନ.ଏ.)- ପ୍ରଧାନମନ୍ତ୍ରୀ ଗତ ୨୨ ତାରିଖରେ ସାରା ଦେଶରେ ଜନତା କର୍ଫ୍ୟୁ ପାଇଁ ପ୍ରଥମେ କହିଥିଲେ। ସେ ଦିନ ରାମଗିରି ତଥା ଆଖପାଖ ଅଞ୍ଚଳ ସମ୍ପୂର୍ଣ୍ଣ ରୂପେ ଶୂନଶାନ୍ ହୋଇଯାଇଥିଲା। ଗ୍ରାମାଞ୍ଚଳର ଲୋକମାନେ ଭାବିଥିଲେ ଯେ ଆକାଶ ମାର୍ଗରୁ କରୋନା ଭୂତାଣୁ…
ଲକ୍ଡାଉନରେ ଧରାକୋଟ ଅଞ୍ଚଳ ଗୁରୁତର ପ୍ରଭାବିତ
ଧରାକୋଟ,୨୯ା୩(ଡି.ଏନ.ଏ.)- ସମଗ୍ର ଦେଶରେ କେନ୍ଦ୍ର ସରକାର ୨୧ଦିନ ପାଇଁ ଲକ୍ ଡାଉନ ଘୋଷଣା କରିଛନ୍ତି। ଯାହାର ପ୍ରଭାବରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀକୁ ଛାଡ଼ିଦେଲେ ଦେଶର ଗମନାଗମନ ସହ ଅନ୍ୟାନ୍ୟ ସମସ୍ତ ସୁବିଧା ସୁଯୋଗ ଏକରକମ ବନ୍ଦ ହୋଇଯାଇଛି। ସାଧାରଣ ତଥା ଗରିବ…
ଋଷିକୂଲ୍ୟା ମୁହାଣ ବେଳାଭୂମିରେ ମଲା କଇଁଛ
ଗଞ୍ଜାମ,୨୯ା୩(ଡି.ଏନ.ଏ.)- ଗଞ୍ଜାମ ଜିଲା ପୁରୁଣାବନ୍ଧ ଗ୍ରାମ ନିକଟସ୍ଥ ଋଷୁକୁଲ୍ୟା ବେଳାଭୂମିରେ ବର୍ତ୍ତମାନ ଅଲିଭ ରିଡ୍ଲେ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଜାରି ରହିଥିବା ବେଳେ ସେଠାରେ ଗୋଟିଏ ମଲା କଇଁଛ ପଡ଼ିଥିବା ଦେଖିବାକୁ ମିଳିଛି। ଏନେଇ ବନ ବିଭାଗ ପାଖରେ ଖବର…
ଛତ୍ରପୁରରେ ଖୋଲିଲା ୨୩ ଆଇସୋଲେଶନ ସେଣ୍ଟର
ଛତ୍ରପୁର,୨୯।୩(ଡି.ଏନ୍.ଏ.): କରୋନା ଭୟାବହତା ପରିପ୍ରେକ୍ଷୀରେ ଏହାର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ଆଗୁଆ ପଦକ୍ଷେପ ନେଇଛି। ରାଜ୍ୟ ସରକାର ଓ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ସହର ଓ ଗ୍ରାମାଞ୍ଚଳରେ ୨୩ଟି ଆଇସୋଲେଶନ ସେଣ୍ଟର…
Archives


