ଲକ୍ଡାଉନ୍: ପୋଲସରାରୁ ବଲାଙ୍ଗୀର ଅଭିମୁଖେ ଶ୍ରମିକ
ଭଞ୍ଜନଗର/ପୋଲସରା,୮ା୫(ଡି.ଏନ୍.ଏ.) : ଲକ୍ଡାଉନ୍ ଯୋଗୁ ଶ୍ରମିକମାନଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହିଭଳି ଗଞ୍ଜାମ ଜିଲା ପୋଲସରା ନିକଟସ୍ଥ ହାତୀଓଟ ଏବଂ କେନ୍ଦୁବାଡ଼ି ଅଞ୍ଚଳର ଇଟାଭାଟିରେ କାମ କରୁଥିବା ବଲାଙ୍ଗୀର ଜିଲାର ଶ୍ରମିକମାନେ ଶୁକ୍ରବାର ନିଜ ଭିଟାମାଟି ଅଭିମୁଖେ ଚାଲିଚାଲି…
ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭ରେ ପହଞ୍ଚିଲା
ଗଞ୍ଜାମ,୮ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଶୁକ୍ରବାର ସକାଳେ ପୁଣି ୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୭ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତମାନେ ସୁରଟ ଫେରନ୍ତା ବୋଲି ଜଣାପଡ଼ିଛି।…
ସଙ୍ଗରୋଧ କେନ୍ଦ୍ର ପାଚେରି ଡେଇଁ ବନ୍ଧରେ ଗାଧୋଇଲେ
କବିସୂର୍ଯ୍ୟନଗର,୮ା୫(ଡି.ଏନ୍.ଏ.)- ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ସହରର ମର୍ଦ୍ଦରାଜ ହାଇସ୍କୁଲ, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, କବିସୂର୍ଯ୍ୟ ବଳଦେବ ବିଜ୍ଞାନ ମହାବିଦ୍ୟାଳୟରେ ସଙ୍ଗରୋଧ ଗୃହ କରାଯାଇଛି। ମର୍ଦ୍ଦରାଜ ହାଇସ୍କୁଲ ସଙ୍ଗରୋଧ ଗୃହର ଜଣେ ଓ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୩ ଜଣ ସୁରଟ ଫେରନ୍ତା…
ରାସ୍ତା କଡ଼ରେ ଜଣଙ୍କୁ ଜାଳିଦେଲେ ଦୁର୍ବୃତ୍ତ
ଗୋପାଳପୁର,୮ା୫(ଡି.ଏନ୍.ଏ.)- ବ୍ରହ୍ମପୁର ପୋଲିସର ଦିଗପହଣ୍ଡି ଓ ଗୋଳନ୍ଥରା ଥାନା ସୀମାବର୍ତ୍ତୀ ଅଞ୍ଚଳରେ ବୁଧବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ରାସ୍ତା କଡ଼ରେ ଜଣଙ୍କୁ ଦୁର୍ବୃତ୍ତମାନେ ପୋଡି ଦେଇଛନ୍ତି। ଗୁରୁବାର ସନ୍ଧ୍ୟାରେ ଗୋଳନ୍ଥରା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି।…
ସ୍କୁଲ ପରିସର ସଫେଇ କଲେ ସୁରଟ ଫେରନ୍ତା
କୁକୁଡାଖଣ୍ଡି, ୮।୮(ଡି.ଏନ.ଏ.)- ଗଞ୍ଜାମ ଜିଲା କୁକୁଡାଖଣ୍ଡି ବ୍ଳକର ନିମଖଣ୍ଡି ପ୍ରାଥମିକ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଅଛନ୍ତି ୭୨ଜଣ ପ୍ରବାସୀ ଓଡ଼ିଆ। ସେମାନେ ସୁରଟ ଫେରନ୍ତା। ତେବେ ସେମାନେ ରହୁଥିବା ସ୍କୁଲ ପରିସରକୁ ପରିଷ୍କାର କରି ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ପ୍ରବାସୀଙ୍କ…
ବାଲି, ପଥର ଚାଲାଣ, ଜରିମାନା ଆଦାୟ
ଚିକିଟି,୭ା୫(ଡି.ଏନ.ଏ.)-ଚିକିଟି ତହସିଲ ଅଞ୍ଚଳରେ ଟ୍ରକ୍ ଓ ଟ୍ରାକ୍ଟର ଯୋଗେ ବେଆଇନ ବାଲି, ପଥର ଚାଲାଣ ଓ ମାସ୍କ ବ୍ୟବହାର କରି ନ ଥିବା ବ୍ୟକ୍ତିଙ୍କଠାରୁ ୭୧,୮୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଚିକିଟି ତହସିଲ ଅନ୍ତର୍ଗତ ବିଭିନ୍ନ ଜାଗାରୁ ବାଲି ଓ…
ବୁଗୁଡ଼ା ବ୍ଲକ, ଏନ୍ଏସିର ୪୦ ସଙ୍ଗରୋଧ କେନ୍ଦ୍ରରେ ୨୦୫୯ ପ୍ରବାସୀ ଓଡ଼ିଆ
ବୁଗୁଡ଼ା,୭ା୫(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ଓ ଏନ୍ଏସିରେ ଥିବା ୪୦ ସଙ୍ଗରୋଧ କେନ୍ଦ୍ରରେ ଗୁରୁବାର ସୁଦ୍ଧା ମୋଟ ୨୦୫୯ ପ୍ରବାସୀ ଓଡ଼ିଆ (ସୁରାଟ ଫେରନ୍ତା) ଆସି ରହିଛନ୍ତି। ରବିବାର ଠାରୁ ବୁଧବାର ରାତି ସୁଦ୍ଧା ଏହି ପ୍ରବାସୀ ଓଡ଼ିଆମାନେ ଟ୍ରେନ ଓ ବସରେ…
ଏମ୍କେସିଜିରେ ୧୭ ସନ୍ଦିଗ୍ଧ ଭର୍ତ୍ତି
ବ୍ରହ୍ମପୁର ଅଫିସ,୭ା୫-ଗଞ୍ଜାମ ଜିଲାରେ ଏବେ ସୁରଟ ଫେରନ୍ତାଙ୍କୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଗୋଟିଏ ପଟେ ଲଗାତର ଜିଲାର ସନ୍ଦିଗ୍ଧ କରୋନା ଲକ୍ଷଣ ଥିବା ଲୋକମାନେ ଏମ୍କେସିଜିରେ ଭର୍ତ୍ତି ହେଉଥିବା ବେଳେ ନିକଟରେ ଗଞ୍ଜାମକୁ ସୁରଟରୁ ଫେରିଥିବା ପ୍ରବାସୀ ଓଡ଼ିଆଙ୍କୁ ବିଭିନ୍ନ…
କ୍ୱାରାଣ୍ଟାଇନ ସେଣ୍ଟରକୁ ବାହାରୁ ଯାଉଛି ଖାଦ୍ୟ, ଭିଡିଓ ଭାଇରାଲ
ଭଞ୍ଜନଗର,୭।୫(ଡି.ଏନ.ଏ.)- ଗଞ୍ଜାମରେ ସୁରଟ ଫେରନ୍ତା ଚିନ୍ତା ବଢାଇଛନ୍ତି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ କ୍ୱାରାଣ୍ଟାଇନ୍ରେ ଥିବା ଲୋକେ ନିୟମ ମାନୁ ନାହାନ୍ତି। ଗଞ୍ଜାମ ଜିଲା ବେଲଗୁଣ୍ଠା ଜିଟି ହାଇସ୍କୁଲ କ୍ୱାରାଣ୍ଟାଇନ ସେଣ୍ଟରରେ ଲୋକଙ୍କୁ ସମ୍ପର୍କୀୟ ଭେଟୁଥିବାର ଭିଡ଼ିଓ ଗୁରୁବାର ଭାଇରଲ ହୋଇଛି।…
ସୁରଟରୁ ପୁଣି ୫ ବସ୍ ଗଞ୍ଜାମ ଆସିଲା
ଭଞ୍ଜନଗର,୭।୫(ଡି.ଏନ.ଏ)- କରୋନା ଭୂତାଣୁ ପାଇଁ ସୁରଟରୁ ହଜାର ହଜାର ଓଡ଼ିଆ ନିଜ ଭିଟାମାଟିକୁ ଫେରୁଛନ୍ତି। ପ୍ରଥମେ ବସ୍ ଯୋଗେ ଆସୁଥିବାବେଳେ ଦୁର୍ଘଟଣା ବଢ଼ିବା ସହ ସାମାଜିକ ଦୂରତ୍ୱ ରହିଲା ନାହିଁ। ଫଳରେ ସରକାର ବସ୍ ବଦଳରେ ଟ୍ରେନ୍ ଯୋଗେ ସୁରଟରୁ ପ୍ରବାସୀ…
ସଙ୍ଗରୋଧ କେନ୍ଦ୍ରରେ ଯୋଗ, ପ୍ରାଣାୟମ
ବୁଗୁଡ଼ା,୭ା୫(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ତାଳଶାକର ମହାମାୟୀ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଓଡ଼ିଆମାନଙ୍କୁ ଗୁରୁବାର ଯୋଗ, ପ୍ରାଣାୟମ ସମ୍ପର୍କରେ ଶିକ୍ଷା ଦିଆଯାଉଛି। ଉକ୍ତ କେନ୍ଦ୍ରକୁ ବୁଧବାର ରାତିରେ ପୁରୁଷ, ମହିଳା ଓ ଶିଶୁ ମିଶି ୭୫ ଜଣ ପହଞ୍ଚତ୍ବା ପରେ…
ପ୍ରବାସୀ ଓଡ଼ିଆଙ୍କ ପାଇଁ କ୍ୱାରାଣ୍ଟାଇନ ବାଧ୍ୟତାମୂଳକ: ନିର୍ଦ୍ଦେଶନାମା ଜାରି କଲା ବିଏମ୍ସି
ବ୍ରହ୍ମପୁର ଅଫିସ,୭ା୫-ବ୍ରହ୍ମପୁରକୁ ଗୁଜୁରାଟ, ମହାରାଷ୍ଟ୍ର ଓ କେରଳ ରାଜ୍ୟରୁ ଆସିଥିବା ପ୍ରବାସୀ ଓଡ଼ିଆ ହୋମ କ୍ବାରାଣ୍ଟାଇନରେ ରହି ପାରିବେ ନାହିଁ। ସେମାନେ ପ୍ରଶାସନ ପକ୍ଷରୁ କରାଯାଇଥିବା ଇନଷ୍ଟିଚ୍ୟୁଟନାଲ ତଥା ସରକାରୀ କ୍ବାରାଣ୍ଟାଇନ କେନ୍ଦ୍ରରେ ରହିବାକୁ ପଡିବ। ଗୁରୁବାର ବ୍ରହ୍ମପୁର ମହାନଗର ନିଗମ…
Archives


