ବିକ୍ରି ହୋଇପାରୁନି ମିଠାମକା, ଚିନ୍ତାରେ ଚାଷୀ
ବୁଗୁଡ଼ା,୨୮ା୭(ଡି.ଏନ.ଏ.)-ଓଡ଼ିଶାରେ ମିଠାମକା ଚାଷରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ତାକରଡ଼ା ଗ୍ରାମର ଚାଷୀ ଏବେ ହତାଶ ହୋଇ ପଡ଼ିଛନ୍ତି। ଉତ୍ପାଦିତ ମକା ବିକ୍ରି ପାଇଁ ଯାଇପାରୁ ନ ଥିବାରୁ ଚାଷୀମାନେ ମୁଣ୍ଡରେ ହାତଦେଇ ବସି…
କରୋନା ସନ୍ଦିଗ୍ଧକୁ ନେବ ଆମ୍ବୁଲାନ୍ସ
ଗଞ୍ଜାମ, ୨୭।୭(ଡି.ଏନ.ଏ.)-ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ୧୦୮ ଓ ୧୦୪ ଆମ୍ବୁଲାନ୍ସ କର୍ମଚାରୀ ନେଉନାହାନ୍ତି । ଏନେଇ କେତେକଙ୍କ ଜୀବନ ଦୀପ ଲିଭିଯାଇଛି। ଆମ୍ବୁଲାନ୍ସ ଗୁରୁତର ରୋଗୀଙ୍କୁ ନେଉ ନ ଥିବାରୁ ଚିକିତ୍ସା ସେବା ପାଇବାରେ…
ବୁଗୁଡ଼ା ବ୍ଲକର ଏହି ୩ ଗାଁକୁ ନିଷିଦ୍ଧାଞ୍ଚଳ ଘୋଷଣା
ବୁଗୁଡ଼ା,୨୭।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ପାଙ୍ଗିଡ଼ି ପଞ୍ଚାୟତର ସରପଞ୍ଚ ସୁଶାନ୍ତ କୁମାର ଆପଟ ଜିଲାପାଳ କ୍ଷମତା ପ୍ରଯୋଗ କରି ସୋମବାର ୩ ଗାଁକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି। ମୁଖ୍ୟତଃ ଉକ୍ତ ପଞ୍ଚାୟତର ପାଙ୍ଗିଡ଼ି, ପଙ୍କଳବାଡ଼ି ଓ କଞ୍ଚୁଡ଼ୁପାଟଣା ଗ୍ରାମରେ…
ଭାଣିଜିଙ୍କୁ ଅସଦାଚରଣ, ମାମୁଙ୍କୁ ମାଡ଼ ମାରି ଲୁଟ୍: ୨ ଅଭିଯୁକ୍ତ ଗଲେ ଜେଲ୍
ଦିଗପହଣ୍ଡି,୨୭।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ପର୍ଯ୍ୟଟନ କ୍ଷେତ୍ର ମା’ ମହୁରୀ କାଳୁଆ ମନ୍ଦିର ନିକଟରେ ଗତ ୩ ତାରିଖ ମଧ୍ୟାହ୍ନରେ ବାଇକ୍ ଅଟକାଇ ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିଲେ। ଏହା ସହ ତାଙ୍କ ମାମୁଙ୍କୁ ମାଡ଼ ମାରି ସୁନା…
ସାମାଜିକ ଦୂରତା ମାନୁନାହାନ୍ତି ପରିବା ଦୋକାନୀ: ଗୋଷ୍ଠୀ ସଂକ୍ରମଣ ଆଶଙ୍କା
ଗଞ୍ଜାମ,୨୭ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏଥିପାଇଁ ସରକାର ଓ ପ୍ରଶାସନ ସାମାଜିକ ଦୂରତା, ମାସ୍କ ବ୍ୟବହାର ନିମନ୍ତେ ବାରମ୍ବାର ସଚେତନ କରି ଆସୁଛନ୍ତି l କିନ୍ତୁ କେତେକ…
ଗଞ୍ଜାମରେ ୨୦୫ ଜଣ ଦାନ କରିବେ ପ୍ଲାଜମା
ଛତ୍ରପୁର,୨୬ା୭(ଡି.ଏନ୍.ଏ.)-ଗଞ୍ଜାମ ଜିଲାରେ ପ୍ଲାଜ୍ମା ଦାନ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଯାଇଛି। ରବିବାର ସୁଦ୍ଧା ଜିଲାର ୨୦୫ ଜଣ ପ୍ଲାଜ୍ମା ଦାନ କରିବା ପାଇଁ ଆଗ୍ରହ ପ୍ରକାଶ କରି ନାମ ପଞ୍ଜୀକରଣ କରିଛନ୍ତି। ସେଥିମଧ୍ୟରେ ଜିଲାର ଗ୍ରାମାଞ୍ଚଳରୁ ୧୫୫ ଜଣ ଓ ସହରାଞ୍ଚଳର…
କରୋନାକୁ ହରାଇ କାର୍ଯ୍ୟରେ ଯୋଗଦେଲେ ଉପ ଜିଲାପାଳ
ଭଞ୍ଜନଗର,୨୬।୭(ଡି.ଏନ.ଏ)- ଭଞ୍ଜନଗର ଉପ ଜିଲାପାଳ ରାଜେନ୍ଦ୍ର ମିଞ୍ଜ କରୋନା ସଂକ୍ରମିତ ପରେ ହୋମ୍ କ୍ୱାରେଣ୍ଟାଇନ୍ରେ ରହି ଚିକିତ୍ସିତ ହେଉଥିଲେ। ସୁସ୍ଥ ହେବାପରେ ଶନିବାର ଠାରୁ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ରବିବାର ଟୁଇଟ୍…
ଜିଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ
ଗଞ୍ଜାମ,୨୬ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ମହାମାରୀ ଦିନକୁ ଦିନ ଉଗ୍ରରୂପ ଧାରଣ କରୁଛି। ଦୈନଦିନ ଶହ ଶହ ସଂଖ୍ୟାରେ କରୋନା ଆକ୍ରାନ୍ତ ଚି଼ହ୍ନଟ ହେଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଗଞ୍ଜାମ ବ୍ଲକ ପୋଇରାଶି ପଞ୍ଚାୟତରେ ଗତ ୨୪ରୁ ଆଜି…
ଦୁଇ ଦିନରେ ମାସ୍କ ନ ପିନ୍ଧି ଗଣିଲେ ୧ ଲକ୍ଷରୁ ଅଧିକ ତଣ୍ଡ
ବ୍ରହ୍ମପୁର ଅଫିସ,୨୬।୭: ଗଞ୍ଜାମ ଜିଲାରେ କରୋନା ସଂକ୍ରମିତ ସଂଖ୍ୟା ସହିତ ମୃତ୍ୟୁ ହାର ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ରୋକିବା ପାଇଁ ସରକାର ଲକ୍ଡାଉନ ଓ ଶଟ୍ଡାଉନ୍ କଟକଣାକୁ ଜୋରଦାର କରିଛନ୍ତି । ଜିଲାରେ ଜାରି ହୋଇଥିବା ଏହି…
ସୁସ୍ଥ ହୋଇ ଘରକୁ ଫେରିଲେ କରୋନା ଆକ୍ରାନ୍ତ ଦମ୍ପତି
ଗଞ୍ଜାମ,୨୬ା୭(ଡି.ଏନ୍.ଏ.): ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତ ମାଳିଜଗନ୍ନାଥପୁର ଗ୍ରାମର ସ୍ତ୍ରୀ ସ୍ବାମୀ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇ ଶିତଳାପଲ୍ଲୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ବର୍ତ୍ତମାନ ଏହି ଦମ୍ପତି ସୁସ୍ଥ ହୋଇ ଘରକୁ ଫେରିଥିବା କାଇଁଚପୁର ପଞ୍ଚାୟତ ସରପଞ୍ଚ ଜି.ସନ୍ତୋଷ ରେଡ୍ଡୀ…
ମଣ୍ଡଳ କାରାଗାରରେ ହେବ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ
ବ୍ରହ୍ମପୁର ଅଫିସ ,୨୬ା୭ – ମଣ୍ଡଳ କାରାଗାରରେ ଏକ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ଆରମ୍ଭ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ସେଠାରେ ୫୦ ଶଯ୍ୟାର ବ୍ୟବସ୍ଥା କରାଯାଇଥିବା ଜେଲ୍ ଡିଆଇଜି ରଘୁନାଥ ମାଝୀ ସୂଚନା ଦେଇଛନ୍ତି। ଗତବର୍ଷ ଜେଲ ପରିସରରେ ଉଦ୍ଘାଟିତ ହୋଇଥିବା…
ପୋଲିସର କାର୍ଯ୍ୟଦକ୍ଷତାକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
ଆସିକା,୨୬ା୭ (ଡି.ଏନ୍.ଏ.)- ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଆସିକା ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ବିଶେଷ ଭାବେ ଦେଖାଦେଇଛି। ବ୍ଲକ୍, ତହସିଲ୍, ଥାନା, ଏନ୍ଏସି, ଶିଶୁ ବିକାଶ ପ୍ରକଳ୍ପ, ଶିକ୍ଷା ବିଭାଗ ଆଦି ବିଭାଗର ବହୁ କର୍ମଚାରୀ…
Archives


