୫ବର୍ଷ ପରେ ଅପମୃତ୍ୟୁ ହେଲା ହତ୍ୟା ମାମଲା: ଜଙ୍ଗଲକୁ ନେଇ ହତ୍ୟା କରିଥିଲେ ସ୍ବାମୀ
ଭଞ୍ଜନଗର,୨୯।୮(ଡି.ଏନ.ଏ)- ଗଞ୍ଜାମ ଜିଲା ତାରସିଂ ଥାନା ଝାଲିଆଗୋଚ୍ଛା ଗ୍ରାମରେ ୨୦୧୫ରେ ଘଟିଥିବା ଏକ ଅପମୃତ୍ୟୁ ମାମଲା ୫ବର୍ଷ ପରେ ହତ୍ୟା ମାମଲାରେ ପରିଣତ ହୋଇଛି। ଅଭିଯୁକ୍ତ ସ୍ବାମୀ ରାଜୁ ନାଇକ ସ୍ତ୍ରୀ ମାଧୁରି ନାଇକଙ୍କୁ ହତ୍ୟା କରିଥିବା ପୋଲିସ ନିକଟରେ ଶନିବାର…
ଜାନୁୟାରୀ ଶେଷରୁ ଗଞ୍ଜାମରେ କିଣାଯିବ ଧାନ: ଜିଲାପାଳ
ଛତ୍ରପୁର,୨୯ା୮(ଡି.ଏନ୍.ଏ.): ଆସନ୍ତା ବର୍ଷ ଜାନୁୟାରୀ ଶେଷରୁ ମାର୍ଚ୍ଚ ୩୧ ମଧ୍ୟରେ ଗଞ୍ଜାମ ଜିଲାର ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିବ। ଏହାକୁ ଦୃଷ୍ଟିରେ ରଖି ଚାଷୀ ଯେପରି ସଂଘର୍ଷମୁକ୍ତ ହୋଇ ଧାନ ବିକ୍ରୟ କରିପାରିବେ ସେ ଦିଗରେ ସମସ୍ତ ଚୂଡ଼ାନ୍ତ ପ୍ରକ୍ରିୟା…
ଗାଡି ଯାଞ୍ଚବେଳେ ଏସ୍ଆଇଙ୍କୁ ପିଟିଲେ: ୨ଗିରଫ
ଗଞ୍ଜାମ,୨୮ା୮(ଡି.ଏନ୍.ଏ.)-ଗଞ୍ଜାମ ଥାନାରେ କାର୍ଯ୍ୟରତ ଏସ୍ଆଇ ଚନ୍ଦନ ବେହେରା ଶୁକ୍ରବାର ଗାଡି ଯାଞ୍ଚ କରୁଥିବାବେଳେ ୨ ଯୁବକ ତାଙ୍କୁ ଆକ୍ରମଣ କରିଛନ୍ତି। ଏନେଇ ୨ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ରମ୍ଭା ଥାନା ନିଳାଦ୍ରୀପୁର ଗ୍ରାମର ସତୀଶ ସ୍ବାଇଁ (୩୦) ଓ ସୂର୍ଯ୍ୟକାନ୍ତ…
ଟ୍ରକ୍କୁ ପଛରୁ ଧକ୍କା ଦେଲା ଟ୍ରକ୍, ଚାଳକଙ୍କ ଜୀବନ ଗଲା
ଛତ୍ରପୁର,୨୮।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ସୀତା ନଗର ନିକଟ ଜାତୀୟ ରାଜପଥରେ ଗୁରୁବାର ବିଳମ୍ବିତ ରାତିରେ ଏକ ଟ୍ରକକୁ ପଛପଟୁ ଆଉ ଏକ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ ଜଣେ ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ…
ସେପ୍ଟେମ୍ବର ପହିଲାରୁ ସରକାରୀ ଅଫିସକୁ ଜନସାଧାଣଙ୍କୁ ଯିବା ପାଇଁ ଅନୁମତି
ଛତ୍ରପୁର,୨୮।୮(ଡି.ଏନ୍.ଏ): ଆସନ୍ତା ସେପ୍ଟେମ୍ବର ପହିଲାରୁ ଗଞ୍ଜାମ ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଜନସାଧାରଣଙ୍କୁ ଯିବା ପାଇଁ ଅନୁମତି ମିଳିବ। ଶୁକ୍ରବାର ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ସ୍ବତନ୍ତ୍ର ଅତିିରିକ୍ତ ଜିଲାପାଳ (ଛତ୍ରପୁର) ପାରୁଲ…
କରୋନାକୁ ହରାଇ କାର୍ଯ୍ୟରେ ଯୋଗଦେଲେ କରୋନା ଯୋଦ୍ଧା
ଗଞ୍ଜାମ,୨୮ା୮(ଡି.ଏନ୍.ଏ.): ଗଞ୍ଜାମ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ କିଛି କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିଲେ। କରୋନା ଯୋଦ୍ଧା ଭାବେ ପରିଚିତ ଦୁଇ କର୍ମଚାରୀ ଆର୍ଆଇ କନକ ମଞ୍ଜରୀ ଜାନି ଓ ଗଣେଶ ଗୌଡ଼ ଶୁକ୍ରବାର ନିଜ କାର୍ଯ୍ୟରେ ଯୋଗ ଦେଇଛନ୍ତି l ତହସିଲଦାର…
ଗଞ୍ଜାମରେ କରୋନା ଟେଷ୍ଟ ୨ ଲକ୍ଷ ଟପିଲା: ଜିଲାପାଳ
ଛତ୍ରପୁର,୨୭ା୮(ଡି.ଏନ.ଏ)-ଗଞ୍ଜାମ ଜିଲାରେ କରୋନା ଟେଷ୍ଟ ୨ ଲକ୍ଷ ଟପିଛି। ଜିଲାରେ ଘରକୁ ଘର ଯାଇ ସମସ୍ତଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ କରାଯାଉଛି ା ଏଥିପାଇଁ ଦିନକୁ ଦିନ ଟେଷ୍ଟ ବୃଦ୍ଧି ପାଉଛି ା କରୋନା ପଜିଟିଭଙ୍କୁ ଚିହ୍ନଟ କରିବାରେ ଏହା ସହାୟକ ହେଉଛି।…
ହତ୍ୟା ମାମଲା ରୁଜୁପରେ କ୍ଷମା ଯାଚିକା ଦାଖଲ
ଦିଗପହଣ୍ଡି,୨୭ା୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରିଟିକରପଡ଼ା ଗଁାରେ ତହସିଲଦାର ଅଦ୍ୱୈତ କୁମାର ସ୍ବାଇଁ ଏବଂ ଏନ୍ଫୋର୍ସମେଣ୍ଟ ସ୍କ୍ବାଡଙ୍କୁ ଆକ୍ରମଣ ଅଭିଯୋଗରେ କେ.ନୂଆଗାଁ ଥାନାରେ ୨୦ରୁ ଉର୍ଦ୍ଧ୍ୱ ଗ୍ରାମବାସୀଙ୍କ ନଁାରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଛି। ଗୁରୁବାର ଅପରାହ୍ନରେ ଚୌଧୁରି…
ଘରେ ପଶି ମହିଳାଙ୍କଠାରୁ ହାର ଲୁଟ୍ ଘଟଣା: ୨ ଗିରଫ, ହାର ଜବତ
ବ୍ରହ୍ମପୁର ଅଫିସ,୨୭ା୮: ଘରେ ପଶି ଜଣେ ମହିଳାଙ୍କ ବେକରୁ ସୁନାହାର ଲୁଟ୍ ଘଟଣାରେ ବଡ଼ ବଜାର ଥାନା ପୋଲିସ ଦୁଇ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଉତ୍ତରାମୁଖୀ ସାହିର ଦୁର୍ଦ୍ଦାନ୍ତ ଅପରାଧୀ ଶିବ ପଟ୍ଟନାୟକ ଓ ମାର୍ଥାସାହିର ନରସିଂହ…
କରୋନାରୁ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗଦେଲେ ତହସିଲଦାର
ପୁରୁଷୋତ୍ତମପୁର,୨୭ା୮(ଡି.ଏନ୍.ଏ.): କରୋନା ଯୋଦ୍ଧା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ ଅରୁଣ କୁମାର ନାୟକ ଗତ ୧୨ ତାରିଖରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଫଳରେ ସେ ହୋମ୍ କ୍ୱାରାଣ୍ଟାଇନ୍ରେ ରହି ଚିକିତ୍ସିତ ହେବାରେ ଲାଗିଥିବା ବେଳେ ସୁସ୍ଥ ହୋଇ ଗୁରବାର କାର୍ଯ୍ୟରେ ଯୋଗ…
ବ୍ରହ୍ମପୁରରୁ ଆନ୍ଧ୍ରକୁ ରୁପା ଇଟା ଚାଲାଣ: ୧୮ ଲକ୍ଷ ଟଙ୍କାର ଇଟା ଜବତ, ୩ ଗିରଫ
ବ୍ରହ୍ମପୁର ଅଫିସ,୨୭ା୮: ଓଡ଼ିଶାରୁ ଆନ୍ଧ୍ରକୁ ରୁପାଇଟା ଚାଲାଣ ବେଳେ ଇଚ୍ଛାପୁର ପୋଲିସ ହାତରେ ଧରାପଡ଼ିଛନ୍ତି ଚାଲାଣକାରୀ। ପୋଲିସ ୩ଜଣ ଚାଲାଣକାରୀଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୬୧କେଜି ରୁପାଇଟା ଜବତ କରିଥିବା ଜଣାପଡ଼ିଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୮…
ଗଞ୍ଜାମରେ ଧିମେଇଛି ଚାଷୀ ପଞ୍ଜିକରଣ : ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଅବଧି ବୃଦ୍ଧି ଦାବି
ଛତ୍ରପୁର,୨୬।୮(ଡି.ଏନ୍.ଏ.): ଧାନ ବିକିବା ନେଇ ଚାଷୀଙ୍କ ନାମ ଅନଲାଇନ୍ ପଞ୍ଜିକରଣ ଅବଧି ଚଳିତ ମାସ ୩୧ ତାରିଖରେ ସରିବ । ଅପରପକ୍ଷରେ କରୋନା କଟକଣା ନେଇ ଗଞ୍ଜାମ ଜିଲାରେ ଚାଷୀ ପଞ୍ଜିକରଣ ଧିମେଇ ଯାଇଛି। ଆଉ ମାତ୍ର ୫ ଦିନ ବାକି…
Archives


