ଗଞ୍ଜାମ

ଦିଗପହଣ୍ଡିରେ ରାଷ୍ଟ୍ରୀୟ ଏକତା ଦିବସ : ପ୍ରତିଭା ଦେଖାଇଲେ …               

ଦିଗପହଣ୍ଡି,୩୧|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି କୋର୍ଟ କମ୍ପ୍ଲେକ୍ସ ପରିସରରେ ଶୁକ୍ରବାର ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। ତାଲୁକ ଆଇନ ସେବା କମିଟିର ସମ୍ପାଦକ ତଥା କୋର୍ଟ କର୍ମଚାରୀ ପ୍ରଦୀପ କୁମାର ପୁରୋହିତଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସବଜଜ …

ଚକ୍ଷୁଦାନ କରି ଏବେ ବି ଜିବିତ

ଛତ୍ରପୁର/ଗଞ୍ଜାମ,୩୧।୧୦(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ): ଛତ୍ରପୁର ବରିଷ୍ଠ ଆଇନଜୀବୀ ତଥା ରାଜ ନଗରନିବାସୀ କୃଷ୍ଣ ଚନ୍ଦ୍ର ସାହୁଙ୍କ ( ୭୩) ପରଲୋକ ଘଟିଛି। ସେ ବହୁତ ଦିନ ଅସୁସ୍ଥ ରହିଥିବା ବେଳେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟଛିି। ଏନେଇ ଅଞ୍ଚଳରେ ଶୋକର ଛାୟା…

ମଦନମୋହନଙ୍କ ଅଁଳା ବେଶ: ରାଧା ପାଦ ଦର୍ଶନ କଲେ ଶତାଧିକ ଶ୍ରଦ୍ଧାଳୁ

ଗଞ୍ଜାମ,୩୧।୧୦(ବିଦ୍ୟାଧର ସାହୁ )ଗଞ୍ଜାମ ସହର ବ୍ରାହ୍ମଣ ଢାମଣା ସାହିରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ଅଁଳା ନବମୀ ଉପଲକ୍ଷେ ଠାକୁର ମଦନ ମୋହନ ଅଁଳା ବେଶରେ ହବିଷ୍ୟାଳି ମାନଙ୍କୁ ଦର୍ଶନ ଦେଇଥିଲେ। ଏହି ଉପଲକ୍ଷେ ଆଖପାଖ ଅଞ୍ଚଳର ଶତାଧିକ…

ସ୍କୁଲ ବସ୍‌ରେ ୪ବର୍ଷର ଶିଶୁ କନ୍ୟାଙ୍କୁ ଯୌନ ଶୋଷଣ: ଦୁଇ ସେନା କର୍ମଚାରୀଙ୍କୁ ଆଜୀବନ କାରଦଣ୍ଡ

ବ୍ରହ୍ମପୁର,୩୧।୧୦(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅଞ୍ଚଳରେ ଥିବା ଆର୍ମି ଏଡି କଲେଜ ପରିସରରେ ଗତ ଜାନୁଆରୀ ମାସରେ ଏକ ବସ୍‌ ଭିତରେ ଜନୈକା ୪ ବର୍ଷର ଶିଶୁକନ୍ୟାଙ୍କୁ ଯୌନ ଶୋଷଣ କରାଯାଥିଲା। ଉକ୍ତ ମାମଲାର ଶୁକ୍ରବାର ରାୟ…

ରାଷ୍ଟ୍ରୀୟ ଏକତା ଦିବସରେ ମିନି ମାରାଥନ: ଫିଟ୍‌ ରହିବାକୁ ଶପଥ

ଗଞ୍ଜାମ,୩୧।୧୦(ଅଖିଳ ତରାଇ): ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ସାରା ଦେଶରେ ‘ରାଷ୍ଟ୍ରୀୟ ଏକତା ଦିବସ’ ପାଳନ କରାଯାଉଥିବା ବେଳେ ଗଞ୍ଜାମ ପୋଲିସ ପକ୍ଷରୁ ମଧ୍ୟ ଏହି ଦିବସ ପାଳିତ ହୋଇଛି। ଏହି ଅବସରରେ ଏକ ମିନି ମାରାଥନ…

ହିଂସା ହଟାଅ, ଏକତା ଆଣ: ପୋଲିସର ନିଆରା ପ୍ରୟାସ

ପୁରୁଷୋତ୍ତମପୁର,୩୧।୧୦(ସବିତା ମିଶ୍ର):ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା ରାଷ୍ଚ୍ରୀୟ ଏକତା ଦିବସ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ହିଂସାତ୍ମକ ମନୋଭାବକୁ ଦୂରକରି ସମସ୍ତଙ୍କ ମଧ୍ୟରେ ଏକତା ରକ୍ଷା କରିବା ଲାଗି ଏକ ପ୍ରୟାସ କରାଯାଇଛି। ଏହି…

ହଜାର ହଜାର ଚାଷୀଙ୍କ ପାଇଁ ଖୁସିଖବର: ଏତେ ଦିନ ପରେ ଖୋଲିଲା…

ଗଞ୍ଜାମ,୩୧।୧୦(ବିଦ୍ୟାଧର ସାହୁ ): ଦୀର୍ଘ ଦୁଇ ଦଶନ୍ଧି ଧରି ଋଷିକୂଲ୍ୟା ମୁହାଣ ଖୋଲାଯିବା ପାଇଁ ଦାବି ହୋଇ ଆସୁଥିଲା । ପୂର୍ବତନ ବିଧାୟକ ସ୍ବର୍ଗତ ଆଦିକନ୍ଦ ସେଠୀ ବିଧାନସଭାରେ ଦାବି କରିଥିଲେ । ପରେ ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ବେହେରା…

‘ଜାତୀୟ ଏକତାର ପ୍ରତୀକ ଥିଲେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ’

ଭଞ୍ଜନଗର,୩୧ା୧୦(ବାବୁଲା ପ୍ରଧାନ): ନିଖିଳ ଉତ୍କଳ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥା ଜିଲୁଣ୍ଡି ଅଞ୍ଚଳ ପକ୍ଷରୁ ଶୁକ୍ରବାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଗଞ୍ଜାମ ଜିଲା ଭଞ୍ଜନଗରରେ ପାଳିତ ହୋଇଯାଇଛି। ଏହି ଅବସରରେ ଆଜି ସକାଳେ ବାଉଁଶଲୁଣ୍ଡି କୁଳଘର…

‘ମୋନ୍ଥା’ ପରେ ଦାଉ ସାଧୁଛି ମାଟିଆଗୁଣ୍ଡି ରୋଗପୋକ, ଧାନଫସଲ ନଷ୍ଟ, ଚାଷୀ ହତାଶ

ଦିଗପହଣ୍ଡି,୩୧ା୧୦(ଅଶେଷ ନାଥ ମିଶ୍ର): ବାତ୍ୟା ‘ମୋନ୍ଥା’ ପ୍ରଭାବରେ ପବନ ଓ ଲଗାଣ ବର୍ଷା ଯୋଗୁ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଚାଷଜମିରେ ଚଳିତବର୍ଷ ଖରିଫ ଧାନ ଓ ପନିପରିବା ଫସଲ ପ୍ରାୟତଃ ନଷ୍ଟ ହୋଇଛି। ଖାଲୁଆ ଜମିରେ ପାଣି ଜମି…

ଏକତା ପାଇଁ ଦୌଡିଲେ ଛାତ୍ରୀଛାତ୍ର: ସୁରକ୍ଷାବାହିନୀ ସାମିଲ

ରାଇକିଆ,୩୧।୧୦(ପ୍ରଦୀପ ବେହେରା): ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ କନ୍ଧମାଳ ଜିଲା ରାଇକିଆ ପୋଲିସ ତରଫରୁ ଶୁକ୍ରବାର ଏକତା ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଗଣ ଦୌଡ କାର୍ଯ୍ୟକ୍ରମରେ କଲେଜ ଛାତ୍ରୀଛାତ୍ର ଏବଂ ପୋଲିସ ସୁରକ୍ଷାବାହିନୀ…

ଜିଲା ପାଇଁ ଗୌରବ ଆଣିଲେ ରାଧାରାଣୀ, ରାଜ୍ୟସ୍ତରୀୟ ଭାରତ୍ତୋଳନରେ ଜିତିଲେ ରୌପ୍ୟ ପଦକ

ଦିଗପହଣ୍ଡି,୩୦।୧୦(ଅଶେଷ ନାଥ ମିଶ୍ର): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ଗୁରୁବାର ଆୟୋଜିତ ୭୨ତମ ରାଜ୍ୟସ୍ତରୀୟ ଭାରତ୍ତୋଳନ ପ୍ରତିଯୋଗିତାରେ ଦିଗପହଣ୍ଡିର ରାଧାରାଣୀ ପାଣିଗ୍ରାହୀ ରୌପ୍ୟ ପଦକ ହାସଲ କରି ଗୌରବ ଅର୍ଜନ କରିଛନ୍ତି। ସେ ଦିଗପହଣ୍ଡି ସ୍ଥିତ ବଡ଼ ବ୍ରାହ୍ମଣ ସାହି ସ୍ଥିତ…

କନ୍ୟାକୁମାରୀରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ

ଦିଗପହଣ୍ଡି,୩୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ପଞ୍ଚାୟତ ମଣିପୁର ଗ୍ରାମ ଡୁମାଖାଳି ହରିଜନ ସାହିର ଦାଦନ ଶ୍ରମିକ ଅଜୟ ନାୟକ(୨୦)ଙ୍କ ତାମିଲନାଡୁର କନ୍ୟାକୁମାରୀରେ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ବୁଧବାର ବିଳମ୍ବିତ ରାତିରେ ଗାଁରେ ପହଞ୍ଚିବା ପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri