ଗଞ୍ଜାମ

ଅବକାରୀ ବିଭାଗର ଚଢ଼ାଉ, ୪ ଜଣଙ୍କୁ ଉଠାଇ ନେଲା ଟିମ୍‌

ଗଞ୍ଜାମ,୨୧ା୭(ଡି.ଏନ୍‌.ଏ.): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅଧିକାଂଶ ସମୟରେ ବେଆଇନ ମଦ ବିକ୍ରି ଅଭିଯୋଗ ହେଉଛି। ତେବେ ଏହି ଅଭିଯୋଗକୁ ଆଧାର କରି ପୂର୍ବ ଓ୍ବାରେଣ୍ଟ ଥିବା ୪ ଜଣଙ୍କୁ ବୁଧବାର ସ୍ବତନ୍ତ୍ର ଅବକାରୀ ଟିମ୍‌ ଉଠାଇ ନେଇଥିବା ଜଣାପଡିଛି…

କାମ ଯୋଗାଇବାରେ ଛତ୍ରପୁର ବ୍ଲକ ବିଫଳ: ପୁଣି ବିରକ୍ତି ହେଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୨୦।୭(ଡି.ଏନ୍‌.ଏ.): କରୋନା ସମୟରେ ଜୀବନ ଜୀବିକା ଉପରେ ରାଜ୍ୟ ସରକାର ଓ ଗଞ୍ଜାମ ଜିଲାପ୍ରଶାସନ ଗୁରୁତ୍ୱ ଦେଇ ଆସୁଛନ୍ତି। ବିଶେଷକରି ଏମ୍‌ଜିଏନ୍‌ଆରଜିଏସ୍‌ରେ ଗ୍ରାମାଞ୍ଚଳ ଲୋକଙ୍କୁ ପ୍ରତି ବ୍ଲକରେ କାମ ଯୋଗାଇ ଦୈନିକ ୧୦ ହଜାର ଶ୍ରମଦିବସ ସୃଷ୍ଟି ପାଇଁ ଟାର୍ଗେଟ ରହିଛି।…

ଭାଜପା ପକ୍ଷରୁ ବିଦ୍ୟୁତ୍‌ ଅଫିସ ଆଗରେ ବିକ୍ଷୋଭ

ବୁଗୁଡା,୧୯।୭(ଡି.ଏନ୍‌.ଏ.): ମହାମାରୀ କରୋନା ସଙ୍କଟ ସମୟରେ ରାଜ୍ୟ ସରକାରଙ୍କ ଅଘୋଷିତ ବିଦ୍ୟୁତ୍‌ କାଟ ଓ ଆହେତୁକ ଶୁଳ୍କ ବୃଦ୍ଧି ପ୍ରତିବାଦରେ ଗଞ୍ଜାମ ଜିଲା ବୁଗୁଡ଼ା ବିଦ୍ୟୁତ୍‌ କାର୍ଯ୍ୟାଳୟରେ ଧାରଣା ଦିଆଯାଇଛି। ଘୁମୁସର ଜିଲା ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ ଜିଲା ଉପସଭାପତି…

ପର୍ଯ୍ୟଟକ ଅପେକ୍ଷାରେ ତାମ୍ପରା: କରୋନା ଜିରୋ ଆକ୍ଟିଭ ହେଲେ ଖୋଲିବ

ଛତ୍ରପୁର,୧୯।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠରେ ରହିଛି ଆକର୍ଷଣୀୟ ତାମ୍ପରା ହ୍ରଦ। ଏହାକୁ ନୂଆରୂପ ଦେଇ ପାର୍କ ପ୍ରତିଷ୍ଠା ହୋଇଛି। ଉଦ୍‌ଘାଟନ ପରଠାରୁ କରୋନା ଯୋଗୁ ଏହା ବନ୍ଦ ରହିଛି। କରୋନା କଟକଣା ମାନିବା ସହ କୋଭିଡ୍‌ ଜିରୋ ଆକ୍ଟିଭ କେଶ…

ଛତ୍ରପୁର ବିଡିଓଙ୍କୁ କାରଣ ଦର୍ଶାଅ ନୋଟିସ ଦେଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୯୧୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବିଡିିଓ ଅମ୍ବିକା ପ୍ରସାଦ ଦାଶଙ୍କୁ କାରଣ ଦର୍ଶାଅ ନୋଟିସ (ନଂ ୬୮୪୯) ଜାରି ହୋଇଛି। ସରକାରୀ କାର୍ଯ୍ୟରେ ଦାୟିତ୍ୱହୀନତା ଓ ଆଳସ୍ୟ ପରାୟଣ ମନୋଭାବ ଯୋଗୁ ତାଙ୍କୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ନୋଟିସ…

ମଦ ଦେବାକୁ ମନାକଲେ ବାର କର୍ମଚାରୀ, ପରେ…

ପୁରୁଷୋତ୍ତମପୁର,୧୮ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ଉପକଣ୍ଠରେ ଥିବା କରୁଣା ବାର୍‌ରେ ଶନିବାର ରାତିରେ ୩ ଜଣ ଯୁବକ ପହଞ୍ଚତ୍ ମଦ୍ୟପାନ କରିବାକୁ କହିଥିଲେ। ମାତ୍ର ଦୋକାନ ବନ୍ଦ ସମୟ ହୋଇ ଯାଇଥିବାରୁ ମଦ୍ୟପାନ ଲାଗି ବାର୍‌ କର୍ମଚାରୀ ମନା କରିଦେଇଥିଲେ।…

ସୁରଟରୁ ପ୍ରେମିକା ଆସି କବିସୂର୍ଯ୍ୟନଗର ଥାନାରେ: ୫ ବର୍ଷ ଧରି ଶାରୀରିକ ସମ୍ପର୍କ ରଖି…

କବିସୂର୍ଯ୍ୟନଗର,୧୮ା୭-ସୁରଟର ଜଣେ ଯୁବତୀଙ୍କ ସହିତ ପ୍ରେମ ପରେ ଶାରୀରିକ ସମ୍ପର୍କ ରଖି ପ୍ରତାରଣା କରି ଫେରାର୍‌ ହୋଇଗଲେ ପ୍ରେମିକ। ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ବଡଆଗୁଳ ଗ୍ରାମର ଅରେନ୍ଦ୍ର କରଣ ସୁରଟର ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ସେଠାରେ ଦୀର୍ଘ…

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ଜଗନ୍ନାଥ ମୂର୍ତ୍ତି

ବ୍ରହ୍ମପୁର ଅଫିସ୍‌,୧୮।୭: ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ନିର୍ମାଣ କରିଥିବା କ୍ଷୁଦ୍ରତମ ଜଗନ୍ନାଥ ପ୍ରତିମୂର୍ତ୍ତି ଇଣ୍ଡିଆ ବୁକ୍‌ ଅଫ୍‌ ରେକଡ୍ସର୍ର୍ରେ ସ୍ଥାନ ପାଇଛି। ଶିଳ୍ପୀ ସତ୍ୟ ୨ ଏମ୍‌ଏମ୍‌ (ମିଲିମିଟିର) ଉଚ୍ଚତା ବିଶିଷ୍ଟ କ୍ଷୁଦ୍ରତମ ଜଗନ୍ନାଥ ପ୍ରତିମୂର୍ତ୍ତି କାଠରେ ନିର୍ମାଣ…

ଶିଶୁକନ୍ୟା ଜନ୍ମ ହେବାରୁ ମା’ ହସ୍ପିଟାଲରୁ ଫେରାର

ବ୍ରହ୍ମପୁର ଅଫିସ,୧୭।୭: ଜଣେ ମା’ ଶିଶୁକନ୍ୟାଙ୍କୁ ଜନ୍ମ ଦେବା ପରେ ମେଡିକାଲରୁ ଫେରାର ହୋଇଯାଇଛନ୍ତି। ଏଭଳି ଘଟଣା ଶୁକ୍ରବାର ରାତିରେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଘଟିଛି। ନବଜାତ ଶିଶୁକନ୍ୟାର ସୁରକ୍ଷା ଓ ଯତ୍ନ ପାଇଁ ତାକୁ ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।…

ଛତ୍ରପୁର ଏନଏସିରେ ସ୍ପେଶିଆଲ ଡ୍ରାଇଭ: ଦାରିଦ୍ର୍ୟ ପ୍ରପୀଡ଼ିତ, ନିରାଶ୍ରୟଙ୍କୁ ଟିକା

ଛତ୍ରପୁର,୧୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସିରେ ସ୍ପେଶିଆଲ ଡ୍ରାଇଭ ଆରମ୍ଭ ହୋଇଛି। ଏଥିରେ ଦାରିଦ୍ର୍ୟ ପ୍ରପୀଡ଼ିତ ଓ ନିରାଶ୍ରୟଙ୍କୁ କରୋନା ଟିକା ଦିଆଯାଉଛି। ଏ ନେଇ ସହଯୋଗ କରି ଆଗେଇ ଆସିବାକୁ ଛତ୍ରପୁର ଏନ୍‌ଏସି ନିର୍ବାହୀ ଅଧିକାରୀ ଏନ୍‌ ଗଣେଶ ବାବୁ…

୧୦ ଦିନ ଧାରଣା ପରେ ମିଳିଲା ନ୍ୟାୟ :୩ ଅଙ୍ଗନୱାଡି କର୍ମୀଙ୍କୁ ପୁନଃ ନିଯୁକ୍ତି

ଛତ୍ରପୁର,୧୭।୭(ଡି.ଏନ୍‌.ଏ.): ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘ, ଛତ୍ରପୁର ବ୍ଲକ ପକ୍ଷରୁ ୩ ଜଣ ଅଙ୍ଗନୱାଡି କର୍ମୀଙ୍କୁ ୬୦ ବର୍ଷ ବୟସରେ କାର୍ଯ୍ୟରୁ ବହିଷ୍କାର କରାଯାଇଥିଲା। ଏ ନେଇ ସିଡିପିଓଙ୍କ କାର୍ଯ୍ୟାଳୟ ଓ ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ୧୦ ଦିନ…

ତହସିଲଦାରଙ୍କୁ ଜିଲାପାଳଙ୍କ କାରଣ ଦର୍ଶାଅ ନୋଟିସ

ଗଞ୍ଜାମ,୧୭ା୭(ଡି.ଏନ.ଏ.): ଗଞ୍ଜାମ ଜିଲା ହୁମା ପୁରୁଷୋତ୍ତମପୁର ରାସ୍ତାରେ ଥିବା ପେଟ୍ରୋଲ ପମ୍ପରେ ଗତ ୧୪ ତାରିଖରେ ଜଣେ କର୍ମଚାରୀ ବିନା ମାସ୍କରେ ତେଲ ପକାଉଥିଲେ। ସେହି ରାସ୍ତା ଦେଇ ଯାଉଥିବା ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ତାଙ୍କୁ ସର୍ବସମ୍ମୁଖରେ ଉଠବସ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri