ଗଞ୍ଜାମ

ପାଣିରେ ଭାସୁଚି ପାଚିଲା ଧାନ

ଗଞ୍ଜାମ,୧୦।୧୨(ଡି.ଏନ୍‌.ଏ.): ଲଗାଣ ବର୍ଷାରେ ଗଞ୍ଜାମ ଅଞ୍ଚଳର ବିଭିନ୍ନ ଚାଷ ଜମିରେ ପାଣି ଜମି ଧାନ ସବୁ ନଷ୍ଟ ହୋଇଯାଇଛି । ଏ ନେଇ ଗଞ୍ଜାମ ଏନ୍‌ଏସି ଯୁବ ବିଜେଡି ପକ୍ଷରୁ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି କ୍ଷତି ସହିଥିବା ଚାଷୀଙ୍କୁ ଉପଯୁକ୍ତ…

୧୨ରେ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ

ଛତ୍ରପୁର,୧୦।୧୨(ଡି.ଏନ୍‌.ଏ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୨ରେ ଗଞ୍ଜାମ ଜିଲା ଗସ୍ତ କରିବେ। ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଏବଂ ପୁରୁଷୋତ୍ତମପୁର ବ୍ଲକର ‘ମା ତାରାତାରିଣୀ’ଙ୍କ ପୀଠସ୍ଥଳୀରେ ଉପସ୍ଥିତ ରହି ବିଭିନ୍ନ ସରକାରୀ ଯୋଜନାର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ଯୋଗଦାନ କରିବାର କାର୍ଯ୍ୟକ୍ରମ…

ସୁମିତ-ତପସ୍ବିନୀ ଆଉ ୭ ଦିନ ଏକାଠି ରହିବେ

ବ୍ରହ୍ମପୁର ଅଫିସ,୧୦ା୧୨:ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ନ୍ୟାୟ ପାଇଁ ବୋହୂ ତପସ୍ବିନୀ ଦାଶ ରୁଜୁ କରିଥିବା ପିଟିଶନ୍‌ର ଶୁଣାଣି ପାଇଁ ଗୁରୁବାର ତାରିଖ ଧାର୍ଯ୍ୟ ହୋଇଥିଲା। ତପସ୍ବିନୀଙ୍କ ପକ୍ଷରୁ ରୁଜୁ ହୋଇଥିବା ପିଟିଶନ୍‌ ଉପରେ ଉତ୍ତର ରଖିବାକୁ ଶ୍ୱଶୁର ପ୍ରମୋଦ ସାହୁଙ୍କ ଓକିଲ…

ବିଦେଶ ଫେରନ୍ତାଙ୍କ ପାଇଁ ଫେରିଲା କଣ୍ଟେନମେଣ୍ଟ ଜୋନ୍‌

ଭଞ୍ଜନଗର,୯।୧୨(ଡି.ଏନ୍‌.ଏ.): ଭଞ୍ଜନଗର ବ୍ଲକ ଲାଲସିଂ ପଞ୍ଚାୟତ ଚ୍ଛେଦାଭୂମି ରୋଡ଼ ଗାୟତ୍ରୀ ନଗର ଛକରୁ ବାରିକ ସିମେଣ୍ଟ ଦୋକାନ ପର୍ଯ୍ୟନ୍ତ ଅଞ୍ଚଳକୁ ଗୁରୁବାର କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଉକ୍ତ ଅଞ୍ଚଳକୁ ସମ୍ପର୍କୀୟଙ୍କ ଘରକୁ ଆସିଥିବା ଜଣେ ଦୁବାଇ ଫେରନ୍ତା ଅତିଥି କରୋନା…

ଏସ୍‌ଡିଜେଏମଙ୍କ କୋର୍ଟରେ ରିପୋର୍ଟ ଦାଖଲ କଲା ପୋଲିସ: ମିଶିଲା କି ତପସ୍ବିନୀ ସୁମିତଙ୍କ ମନ?

ବ୍ରହ୍ମପୁର ଅଫିସ,୯।୧୨(ଡି.ଏନ୍‌.ଏ.): ଶ୍ୱଶୁର ଘର ଆଗରେ ଧାରଣାରେ ବସି ଚର୍ଚ୍ଚାକୁ ଆସିଥିଲେ ତପସ୍ବିନୀ ଓରଫ ଡିମ୍ପଲ। ବହୁ ବାଦ ବିବାଦ ପରେ ସ୍ବାମୀ ଓ ସ୍ତ୍ରୀଙ୍କୁ ଏକାଠି ରହିବାକୁ ଅନୁମତି ଦେଇଥିଲେ କୋର୍ଟ । ଆଉ ସମ୍ପର୍କ ଯୋଡିବାକୁ ଦୁହିଁଙ୍କୁ ମିଳିଥିଲା…

୧୨ରେ ହିଞ୍ଜିଳି ଗସ୍ତରେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୮ା୧୨(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୨ ତାରିଖରେ ହିଞ୍ଜିଳି ଗସ୍ତରେ ଆସିବେ। ଏନେଇ ବୁଧବାର ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଓ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାଏ ହିଞ୍ଜିଳି ଗସ୍ତ କରି ସମୀକ୍ଷା କରିଥିଲେ । ୨୦୧୯ ସାଧାରଣ…

ତହସିଲଦାରଙ୍କୁ ଚାଷୀଙ୍କ ଗୁହାରି

ପୁରୁଷୋତ୍ତମପୁର,୬।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଜୱାଦ ପ୍ରକୋପରେ ବର୍ଷା ଯୋଗୁ କ୍ଷେତରେ ପାଣିପଶି ଧାନ ଓ ଅନ୍ୟାନ୍ୟ ଫସଲ ମାନ ନଷ୍ଟ ହୋଇଯାଇଛି। ଗତ କିଛିଦିନ ତଳେ ଲଗାଣ ବର୍ଷାରେ କିଛି ନଷ୍ଟ ହୋଇଥିବା ବେଳେ ଯାହା ବଳକା ରହିଥିଲା…

ବର୍ଷାପାଣିରେ ଭାସୁଛି ବର୍ଷକର ଦାନା

ଗଞ୍ଜାମ,୬ା୧୨(ଡି.ଏନ୍‌.ଏ.): ବାତ୍ୟା ପ୍ରଭାବରେ ତିନିଦିନ ଲଗାଣ ବର୍ଷାରେ ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳର ଚାଷଜମି ଜଳମଗ୍ନ ହୋଇଯାଇଛି। ପାଚିଲା ଧାନ ଏବେ ବର୍ଷା ପାଣିରେ ଭାସୁଥିବା ଦେଖିବାକୁ ମିଳିଛି। ବିଶେଷ କରି କାଇଁଚପୁର ପଞ୍ଚାୟତ ମଳିଜଗନ୍ନାଥପୁର ଗ୍ରାମର ଚାଷଜମି ଏହି ବାତ୍ୟାରେ…

ଫସଲ ନଷ୍ଟରୁ ଚାଷୀ ଆତ୍ମହତ୍ୟା

ପାତ୍ରପୁର,୬ା୧୨(ଡି.ଏନ.ଏ.): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ଉଲୁମା ଗ୍ରାମର ଜଣେ ଚାଷୀ ରବିବାର କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ କୈଳାସ ଶବର (୫୭)। ବାତ୍ୟା ‘ଜଓ୍ବାଦ’ ପ୍ରଭାବରେ ହୋଇଥିବା ଲଗାଣ ବର୍ଷାରେ ଧାନ ଫସଲ ନଷ୍ଟ…

ଭୁବନେଶ୍ୱରରୁ ବ୍ରହ୍ମପୁର ଆସୁଥିବା ପେପର ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଗଞ୍ଜାମ,୫ା୧୨(ଡି.ଏନ୍‌.ଏ.): ଗଞ୍ଜାମ ସହର ତ୍ରିବେଣୀ ମଠସ୍ଥିତ ଜୟଶ୍ରୀ ଛକଠାରେ ରବିବାର ଭୋର୍‌ ସମୟରେ ଭୁବନେଶ୍ୱରରୁ ବ୍ରହ୍ମପୁର ଆସୁଥିବା ପେପର ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଅତି ପର୍ବଳ ବର୍ଷା ହେତୁ ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହୋଇ ଯାଇଥିଲା। ତେବେ ଡ୍ରାଇଭର ଜଣକ ସୁରକ୍ଷିତ…

ଗଞ୍ଜାମ ପୋଲିସର ବାତ୍ୟା ସଚେତନତା, ଏସ୍‌ପିଙ୍କ କାର୍ଯ୍ୟାଳୟର ପ୍ରଶଂସା

ଗଞ୍ଜାମ,୪।୧୨(ଡି.ଏନ୍‌.ଏ.): ବାତ୍ୟା ହେବା ନେଇ ପାଣିପାଗ ବିଭାଗର ଆଗୁଆ ସୂଚନା ମିଳିବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି l ଗଞ୍ଜାମ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁଙ୍କ ନେତୃତ୍ୱରେ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ବିଭିନ୍ନ ସମୁଦ୍ର କୂଳ…

ଚିନିଶିଳ୍ପ ଅତିଥି ଭବନରେ ତପସ୍ବିନୀ, ସୁମିତ

ଆସିକା,୪।୧୨(ଡି.ଏନ୍‌.ଏ.): ବ୍ରହ୍ମପୁର ବ୍ରହ୍ମାନଗରଠାରେ ଶାଶୁଘରେ ରହିବା ଲାଗି ଧାରଣା ଦେଇଥିବା ତପସ୍ବିନୀ ଦାସ ଗୁରୁବାର ରାତିରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସ୍ବାମୀ ସୁମିତ ସାହୁଙ୍କ ସହ ଆସିକା ଯାଇଥିଲେ। ସେମାନେ ଆସିକାରେ ୭ ଦିନ ଏକାଠି ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri