ଏସ୍ଡିିଜେଏମ୍ଙ୍କ ରାୟକୁ ଚାଲେଞ୍ଜ କଲେ ତପସ୍ବିନୀ
ବ୍ରହ୍ମପୁର ଅଫିସ,୨୨।୧୨: ବହୁ ଚର୍ଚ୍ଚିତ ଡା.ସୁମିତ ସାହୁ-ତପସ୍ବିନୀ ଦାଶଙ୍କ ବିବାଦ ଏବେ ଦିନକୁ ଦିନ ଭିନ୍ନ ମୋଡ଼ ନେଉଛି। ନ୍ୟାୟ ଭିକ୍ଷା କରି ବୋହୂ ତପସ୍ବିନୀ ବ୍ରହ୍ମାନଗର ସ୍ଥିତ ଶାଶୁ ଘରେ ଧାରଣା ଜାରି ରଖିଛନ୍ତି। ଅନ୍ୟପକ୍ଷେ ତପସ୍ବିନୀଙ୍କ ଓକିଲ ଏସ୍ଡିିଜେଏମ୍ଙ୍କ…
ଯୁବକଙ୍କୁ ହତ୍ୟା ଉଦ୍ୟମ: ୩ ଗିରଫ
ପୁରୁଷୋତ୍ତମପୁର,୨୨ା୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ଏକ ତିନି ଜଣିଆ ଲୁଟେରା ଗ୍ୟାଙ୍ଗକୁ ଠାବ କରିବାରେ ସକ୍ଷମ ହୋଇଛି। ଏନେଇ ବୁଧବାର ଏକ ଖବରଦାତା ସମ୍ମିଳନୀରେ ପୁରୁଷୋତ୍ତମପୁର ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ସୂଚନା ଦେଇଛନ୍ତି…
କଲ୍ୟାଣ ମଣ୍ଡପ ନିର୍ମାଣକୁ ସାହି ବାସିନ୍ଦାଙ୍କ ବିରୋଧ
ଗଞ୍ଜାମ,୨୨।୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ୱାର୍ଡ ନ. ୬ ରାମାଲିଙ୍ଗେଶ୍ୱର ମନ୍ଦିର ପାର୍ଶ୍ୱରେ ହେବାକୁ ଥିବା କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟକୁ ସାହି ବାସିନ୍ଦା ଜୋରଦାର ବିରୋଧ କରିଛନ୍ତି । ରାମାଲିଙ୍ଗେଶ୍ୱର ମନ୍ଦିର ଦଖଲରେ ଥିବା ସ୍ଥାନରେ ଏନ୍ଏସି୍ ପ୍ରଶାସନ ଜୋର ଜବରଦସ୍ତ…
ସ୍ମୃତିରେ ୨୦୨୧
ହାତଗଣତି କେତୋଟି ଦିନ ପରେ ଶେଷ ହେବ ୨୦୨୧ ମସିହା । ନୂଆ ଆଶା, ଆକାଂକ୍ଷା, ଉନ୍ମାଦନା ଓ ସମ୍ଭାବନାକୁ ନେଇ ଆସିବ ନୂତନ ବର୍ଷ। ୨୦୨୧ ବର୍ଷକୁ ବିଦାୟ ସହ ନବବର୍ଷ ୨୦୨୨କୁ ସ୍ବାଗତ ପାଇଁ ଆରମ୍ଭ ହୋଇଗଲାଣି ସଜବାଜ।…
ସୁମିତ୍ଙ୍କ ଘର ବାହାରେ ୧୪୪ ଧାରା ଜାରି
ବ୍ରହ୍ମପୁର ଅଫିସ,୨୧।୧୨: ବ୍ରହ୍ମପୁରର ଚର୍ଚ୍ଚିିତ ଦମ୍ପତି ତପସ୍ବିନୀ-ସୁମିତ୍ ପାରିବାରିକ ମାମଲା ଏବେ ଜୋର ଧରିଛି। ବ୍ରହ୍ମାନଗରରେ ମଙ୍ଗଳବାର ଡାକ୍ତର ସୁମିତ୍ଙ୍କ ଘର ବାହାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଜାରି ହୋଇଛି। ଏ ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି।…
ଘରେ ପଶିଲେ ତପସ୍ବିନୀ
ବ୍ରହ୍ମପୁର ଅଫିସ,୨୦।୧୨: ନ୍ୟାୟ ଦାବିରେ ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ଶାଶୁ ଘର ସମ୍ମୁଖରେ ଧାରଣା ଦେଇଥିବା ତପସ୍ବିନୀ ଦାଶଙ୍କ ମୂଳ ପିଟିଶନର ଶୁଣାଣି ସୋମବାର ବ୍ରହ୍ମପୁର ଏସ୍ଡିଜେଏମ୍ଙ୍କ କୋର୍ଟରେ ହୋଇଛି। ଗତ ୯ ତାରିଖରେ ଏହି ପିଟିଶନର ଶୁଣାଣି କରିବା ପରେ ଏସ୍ଡିଜେଏମ୍…
ଡାକ୍ତର ସୁମିତଙ୍କ ଘର ଗ୍ରୀଲ ଭାଙ୍ଗିଲେ ମହିଳା
ବ୍ରହ୍ମପୁର ଅଫିସ,୨୦ା୧୨: ଡାକ୍ତର ସୁମିତ ଏବଂ ତପସ୍ବିନୀଙ୍କ ପାରିବାରକ କଳହ ନୂଆଁ ମୋଡ଼ ନେଉଛି। ଗୋଟିଏ ପଟେ ନ୍ୟାୟ ଓ ନିଜ ଅଧିକାର ପାଇଁ ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ଶାଶୁ ଘର ଆଗରେ ବୋହୂ ତପସ୍ବିନୀ ଧାରଣା ଜାରି ରଖିଥିବା ବେଳେ ସୋମବାର…
ବାରହା ଫାଶରେ ଭାଲୁ
ଖଲ୍ଲିକୋଟ,୨୦।୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ବାକୁଟ ପଞ୍ଚାୟତର ପାରିନୁଆ ଗାଁ ଜଙ୍ଗଲରେ ଏକ ଭାଲୁ ବାରହା ଫାଶରେ ଫଶି ଯାଇଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ସକାଳୁ ବିଲକୁ ଯିବାପରେ ସେଠାରେ ଭାଲୁକୁ ଦେଖିଥିଲେ। ଏ ନେଇ ସ୍ଥାନୀୟ ଲୋକ…
ସୁମିତ-ତପସ୍ବିନୀ ଘଟଣାର ନୂଆମୋଡ଼: ଅଡିଓ, ଭିଡିଓ ପରେ ଏବେ ଫଟୋ ଭାଇରାଲ
ବ୍ରହ୍ମପୁର ଅଫିସ,୨୦।୧୨: ଡାକ୍ତର ସୁମିତ ସାହୁ ଓ ତପସ୍ବିନୀ ଦାଶଙ୍କ ପାରିବାରିକ ବିବାଦ ଛିଡ଼ୁ ଥିବା ବେଳେ ଦିନକୁ ଦିନ ଏଥିରେ ଯୋଡ଼ି ହେଉଛି ନୂଆ ଅଧ୍ୟାୟ। ଅଡିଓ, ଭିଡିଓ ଭାଇରାଲ ପରେ ଏବେ ସେମାନଙ୍କର କିଛି ଫଟୋ ଭାଇରାଲ ହେଉଛି।…
ଡ୍ରେନ୍ରେ ପଶିଗଲା କାର୍
ଗଞ୍ଜାମ,୨୦ା୧୨(ଡି.ଏନ୍.ଏ.): ଗଞ୍ଜାମ ସହରର ମୁଖ୍ୟ ଡ୍ରେନ୍ରେ ସୋମବାର ଗୋଟିଏ କାର୍ ପଶି ଯାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି l ଏହି କାର୍ରେ ତିନି ମହିଳା ଓ ଜଣେ ଶିଶୁ ଥିଲେ l ଜଣେ ମହିଳାଙ୍କ ହାତରେ ଆଘାତ ଲାଗିଥିବା ବେଳେ ଅନ୍ୟମାନେ…
ଦାଣ୍ଡରେ ରୋଷେଇ କଲେ ତପସ୍ବିନୀ
ବ୍ରହ୍ମପୁର ଅଫିସ,୧୯ା୧୨: ନ୍ୟାୟ ଓ ନିଜ ହକ୍ ପାଇଁ ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ଶାଶୁ ଘର ଆଗରେ ବୋହୂ ତପସ୍ବିନୀ ଦାଶଙ୍କ ଧାରଣା ଜାରି ରହିଛି। ତପସ୍ବିନୀ ରବିବାର ଘର ବାହାରେ ରୋଷେଇ କରି ଖାଇଛନ୍ତି। ହୋଟେଲ ଖାଦ୍ୟ ଖାଇବାରୁ ସ୍ବାସ୍ଥ୍ୟ ଖରାପ…
ରାଜ୍ୟ ସଭାପତିଙ୍କ ଗସ୍ତ ପୂର୍ବରୁ ଭାଜପାକୁ ଶକ୍ତ ଧକ୍କା
ଭଞ୍ଜନଗର,୧୯।୧୨(ଡି.ଏନ.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭଞ୍ଜନଗର ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, କଂଗ୍ରେସ ଓ ଭାଜପା ଦଳକୁ ଅଧିକ ସୁଦୃଢ଼ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଏପରିକି ନେତାମାନେ ଦଳବଦଳ ଆରମ୍ଭ କରିଦେଇଛନ୍ତି ।…
Archives


