ଗଞ୍ଜାମ

ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ମଇଦାନରେ ବିଧାୟକ

ଛତ୍ରପୁର,୧୦ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ. ଧନଞ୍ଜୟ ରେଡ୍ଡୀ ଏହି ବ୍ଲକ ଅନ୍ତର୍ଗତ ୨୦ ନମ୍ବର ଜୋନ୍‌ ଜିଲା ପରିଷଦ ସଭ୍ୟ ପାଇଁ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି। ତେବେ ତାଙ୍କ ପକ୍ଷରୁ ପ୍ରଚାର ଜୋର୍‌ଦାର ହୋଇଛି। ଛତ୍ରପୁର ବିଧାୟକ…

୧୫ ନମ୍ବର ଜୋନରେ ବିଧାୟକଙ୍କ ମାରାଥନ ପ୍ରଚାର

ଗଞ୍ଜାମ,୧୦।୨(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ଅନ୍ତର୍ଗତ ୧୫ନମ୍ବର ଜୋନରେ ଦଳୀୟ ଜିଲାପରିଷଦ ପ୍ରାର୍ଥୀ ସନାତନ ବେହୋରାଙ୍କ ପାଇଁ ସ୍ଥାନୀୟ ବିଧାୟକ ମାରାଥନ ନିର୍ବାଚନ ପ୍ରଚାର କରୁଛନ୍ତି । ରାମଗଡ଼, ହୁମ୍ମା , ସୁବଳୟା, ସାନରାମଚନ୍ଦ୍ରପୁର ପଞ୍ଚାୟତ ସ୍ବତଃପ୍ରବୃତ୍ତ ଭାବେ ଲୋକମାନେ ବିଧାୟକ ବେହେରାଙ୍କୁ…

ଗୋଳନ୍ଥରା ତୈଳ ଡିପୋ ନେଇ ରାଜନୀତି

ବ୍ରହ୍ମପୁର ଅଫିସ,୧୦ା୨: ଗଞ୍ଜାମ ଜିଲା ଗୋପାଳପୁର ନିର୍ବାଚନ ମଣ୍ଡଳୀ ରଙ୍ଗେଇଲୁଣ୍ଡା ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ୧୮ରେ ଭୋଟଗ୍ରହଣ ହେବ। ଆଉ ମାତ୍ର ୮ ଦିନ ଥିବାରୁ ସବୁ ଦଳର ପ୍ରଚାର ଜୋରଦାର ହୋଇଛି। ଏହି ବ୍ଲକରେ ୩ ଜିଲା…

ଗୌଡଗାଁରେ ରାଜନୈତିକ ହିଂସା ଥମୁନି: ଘରେ ପଶି ୨ଜଣଙ୍କୁ କାତି ଚୋଟ, ୩ ଜେଲ ଗଲେ

ଦିଗପହଣ୍ଡି,୧୦ା୨(ଡି.ଏନ୍‌.ଏ.)  ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡଗାଁ ପଞ୍ଚାୟତରେ ରାଜନୈତିକ ହିଂସା ଥମିବାର ନାଁ ଧରୁନି। ଜଣେ ନିର୍ଦ୍ଦିଷ୍ଟ ସରପଞ୍ଚ ପ୍ରାର୍ଥୀଙ୍କୁ ସମର୍ଥନ କରିବାରୁ ମଙ୍ଗଳବାର ରାତିରେ ପଞ୍ଚାୟତ ଅଧିନ ଜାମସାହି ବସ୍ତିର ଏକ ଘରେ ପଶି ୨ ଯୁବକଙ୍କୁ କାତିରେ…

୫୨ନଂ. ଜୋନ୍‌ରେ ତ୍ରିମୁଖୀ ଲଢ଼େଇ

ଭଞ୍ଜନଗର,୧୦ା୨(ଡି.ଏନ୍‌.ଏ.) ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ୫୨ନଂ. ଜିଲା ପରିଷଦ ଜୋନ୍‌ରେ ତ୍ରିମୁଖୀ ଲଢ଼େଇ ହେଉଛି। ବିଜେଡିରୁ ଭାଗ୍ୟଲତା ସେଠୀ, କଂଗ୍ରେସରୁ ସାଗରି ନାୟକ ଓ ଭାଜପାରୁ କାମିନୀବାଳା ସେଠୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଭାଗ୍ୟଲତା ବୁଧବାର ବାରୁଡା ପଞ୍ଚାୟତର ବିଭିନ୍ନ ଗ୍ରାମ…

୧୪ ନଂ ଜୋନ୍‌ରେ ପ୍ରାର୍ଥିନୀଙ୍କ ପ୍ରଚାର ଜୋରଦାର

ଗଞ୍ଜାମ,୧୦ା୨(ଡି.ଏନ୍‌.ଏ.): ଆଉ ମାତ୍ର ଦିନ କେଇଟା  ପରେ ଗଞ୍ଜାମ ବ୍ଲକରେ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ୧୪ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥିନୀ ସସ୍ମିତା ସ୍ବାଇଁ ପ୍ରଚାରକୁ ଜୋରଦାର କରିଛନ୍ତି। ଗୁରୁବାର ସନ୍ତୋଷପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ଦଳୀୟ ନେତୃବୃନ୍ଦଙ୍କୁ…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ନିର୍ଦ୍ଦେଶ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ

ଛତ୍ରପୁର,୧୦ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କାର୍ଯ୍ୟକୁ ସୂଚାର ରୂପେ ସମ୍ପାଦନା କରିବା ନିମନ୍ତେ ଅନେକ ଯାନବାହନର ଆବଶ୍ୟକ ରହିଛି। ଯାନବାହନ ଅଧିଗ୍ରହଣ ପ୍ରକ୍ରିୟାରେ ସହଯୋଗ ନିମନ୍ତେ ସମ୍ପୃକ୍ତ ଗାଡ଼ିମାଲିକଙ୍କୁ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ବିଜୟ…

ଗଞ୍ଜାମ ଥାନାଧିକାରୀଙ୍କୁ ଚ୍ୟାଲେଞ୍ଜ ରହିବ ଚଳିତ ପଞ୍ଚାୟତ ନିର୍ବାଚନ

ଗଞ୍ଜାମ,୧୦।୨(ଡି.ଏନ୍‌.ଏ.): ଆସନ୍ତା ୨୦ରେ ଗଞ୍ଜାମ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ନିଜ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଯେ କୌଣସି ରଣକୌଶଳ ଜାରି ରଖିଛନ୍ତି ।  ଗତ କିଛି ମାସ ହେବ ପ୍ରଥମ ଆଇଆଇସି…

ସ୍ତ୍ରୀଙ୍କୁ ହତ୍ୟା କରି ନିଜ ହାତ, ଗୋଡ଼ ହାଣିଦେଲେ ସ୍ବାମୀ

ଦିଗପହଣ୍ଡି,୯ା୨(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ବାମୀ ହିରଣ୍ୟ ସେଠୀ ସ୍ତ୍ରୀ ଝୁନୁଙ୍କୁ କାତିରେ ହାଣି ହତ୍ୟା କରିବା ପରେ ନିଜ ହାତ ଓ ଗୋଡ଼କୁ ହାଣି ଦେଇଥିଲେ। ଖବର ପାଇ…

ଅର୍ଥନୈତିକ କରିଡର ଲାଗି ଜମି ଅଧିଗ୍ରହଣ ନିଷ୍ପତ୍ତି

ଛତ୍ରପୁର,୯।୨(ଡି.ଏନ.ଏ) ଗଞ୍ଜାମ ଜିଲାରେ ଟାଟା ଷ୍ଟିଲ୍‌ ପ୍ରକଳ୍ପ ଠାରୁ ଗୋପାଳପୁର ବନ୍ଦର ପର୍ଯ୍ୟନ୍ତ ଅର୍ଥନୈତିକ କରିଡର ନିର୍ମାଣ ଲାଗି ଆବଶ୍ୟକ ହେଉଥିବା ୨୫.୯୨୨ ଏକର ଜମି ଅଧିଗ୍ରହଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ…

ସ୍ବଚ୍ଛତା ଦିବସରେ ସଫେଇ ପରେ ପୁଣି ଆବର୍ଜନାପୂର୍ଣ୍ଣ ସୁନାରୀ ବନ୍ଧ

ବ୍ରହ୍ମପୁର ଅଫିସ,୯।୨: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସ୍ବଚ୍ଛତା ଦିବସ ଅବସରରେ ସହରର ବିଭିନ୍ନ ପୋଖରୀଗୁଡିକୁ ସଫେଇ କାର୍ଯ୍ୟ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ବ୍ରହ୍ମପୁର ସହରରେ ମୋଟ ୪୨ ପୋଖରୀ ରହିଛି। ପ୍ରତ୍ୟେକ ମାସ ମଙ୍ଗଳବାର ବିଭିନ୍ନ ପୋଖରୀଗୁଡିକର…

ଅଲିଭ ରିଡ୍‌ଲେଙ୍କ ଅଣ୍ଡାଦାନ

ଗଞ୍ଜାମ,୯।୨(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଣାବନ୍ଧ ଗ୍ରାମସ୍ଥିତ ଋଷିକୁଲ୍ୟା ମୁହାଣଠାରେ ଗତ ଦୁଇଦିନ ତଳେ ସାମାନ୍ୟ ଦକ୍ଷିଣା ପବନ ବୋହିବା ପରେ ଗତ ୫ ତାରିଖ ବିଳମ୍ବିତ ରାତିରେ ପାଞ୍ଚ ଶହରୁ ଊର୍ଦ୍ଧ୍ୱ କଇଁଛ କାଁଭାଁ ଅଣ୍ଡାଦାନ କରିଥିବା ଡିଏଫ୍‌ଓ ଅମ୍ଲାନ କୁମାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri