ଘରୋଇ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନରୁ ଚୋରି ସହ ନିଆଁ ଲଗାଇଲେ ଦୁର୍ବୃତ୍ତ : ଧମକ ଦେଇ କବାଟରେ ଲେଖିଲେ…
ଛତ୍ରପୁର, ୧୬/୯ (ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ଅଧୀନ ପୁରୁଣା ପୋଷ୍ଟ ଅଫିସ ସାହିରେ ଥିବା ଏକ ଘରୋଇ କମ୍ୟୁଟର ଶିକ୍ଷାନୁଷ୍ଠାନରୁ ସୋମବାର ବିଳମ୍ବିତ ରାତ୍ରରେ ଚୋରି କରିବା ସହିତ ନିଆଁ ଲଗାଇଛନ୍ତି ଦୁର୍ବୃତ୍ତ । ଏହା ସହ ଜୀବନରୁ...
ମା’ ରାମଚଣ୍ଡୀଙ୍କ ଶାରଦୀୟ ଦୁର୍ଗାତ୍ସବ, ପରିଚାଳନା କମିଟି ପକ୍ଷରୁ ନିମନ୍ତ୍ରଣ କାର୍ଡ ବଣ୍ଟନ
ଗଞ୍ଜାମ, ୧୫।୯(ବିଦ୍ୟାଧର ସାହୁ ): ଆରମ୍ଭ ହୋଇଯାଇଛି ପର୍ବତ ଶିଖରେ ଥିବା ପ୍ରସିଦ୍ଧ ମା’ ରାମଚଣ୍ଡୀଙ୍କ ପୀଠରେ ଷୋଡଶ ଦିନାତ୍ମକ ଶାରଦୀୟ ଦୁର୍ଗାତ୍ସବ । ପ୍ରତ୍ୟେକ ଦିନ ବିଭିନ୍ନ ରୂପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ରାମଚଣ୍ଡୀ। ଏହି ପୂଜା...
ଫାଣ୍ଡି ନିକଟରେ ଛକି ବସିଥିଲା ପୋଲିସ: ଗଞ୍ଜେଇ ବୋଝେଇ ସ୍କୁଟିକୁ ମାଡିବସିଲା, ତା’ପରେ…
ଦିଗପହଣ୍ଡି/ପାଟପୁର,୧୫।୯(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ) : ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ ସୋମବାର ଅପରାହ୍ନ ପ୍ରାୟ ସାଢେ ୨ ଟାରେ ଏକ ଗଞ୍ଜେଇ ବୋଝେଇ ସ୍କୁଟି (ନଂ.ଓଡି ୨୦ ଡି-୩୬୬୧)କୁ ଜବତ କରିଛନ୍ତି। ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ...
ହୋଇପାରୁନାହିଁ ଆଧାର କାର୍ଡ: ନବମ ଶ୍ରେଣୀରେ ନାମ ଲେଖାଇପାରିଲେନି ଛାତ୍ରୀ, ଚର୍ଚ୍ଚାରେ ଏହି ଘଟଣା…
ଗଞ୍ଜାମ,୧୫।୯ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନ ରାମଚନ୍ଦ୍ର ପୁର ପଞ୍ଚାୟତ ଅଇଁଠା ବଣ ଗ୍ରାମରେ ରୁହନ୍ତି ଏସ ସୁରେନ୍ଦ୍ର ଦାସ ଓ ତାଙ୍କ ପରିବାର । ପରିବାର କହିଲେ ସୁରେନ୍ଦ୍ରଙ୍କ ବାପା,ମା, ପୁଅ ଓ ଗୋଟିଏ...
ଗଜେନ୍ଦ୍ର ମାଝୀ , ଲକ୍ଷ୍ମଣ ନାହାକଙ୍କୁ ରାଷ୍ଟ୍ର ନିର୍ମାତା ପୁରସ୍କାର
ଗଞ୍ଜାମ,୧୫/୯(ବିଦ୍ୟାଧର ସାହୁ ): ବ୍ରହ୍ମପୁର ରୋଟାରି କ୍ଲବ ପକ୍ଷରୁ ଗଞ୍ଜାମ ବ୍ଲକର ଶିକ୍ଷକ ଗଜେନ୍ଦ୍ର ମାଝୀ,ଲକ୍ଷ୍ମଣ ନାହାକଙ୍କ ସମେତ ବରିଷ୍ଠ ଶିକ୍ଷକ କୈବଲ୍ୟ ପ୍ରସାଦଙ୍କୁ ରାଷ୍ଟ୍ର ନିର୍ମାତା ପୁରସ୍କାର ପ୍ରଦାନ କରାଯାଇଛି । ଏହି ଅବସରରେ ସମାଜ ପ୍ରତି ଉଲ୍ଲେଖନୀୟ...
ଅନ୍ତିମ ସଂସ୍କାର ପାଇଁ ନିଆଯାଇଥିଲା ସ୍ବର୍ଗଦ୍ୱାର, ଜୁଇରୁ ଉଠିବସିଲେ ବୃଦ୍ଧା, ଆଉ ତା’ପରେ…
ଗଞ୍ଜାମ, ୧୫।୯: ଶବ ସତ୍କାର କରିବା ବେଳେ ଉଠି ବସିଲେ ବୃଦ୍ଧା। ଏମିତି କିଛି ଆଶ୍ଚର୍ଯ୍ୟକର ଘଟଣା ଘଟିଛି ପୁରୀ ସ୍ବର୍ଗ ଦ୍ବାରରେ । ଗଞ୍ଜାମ ପୋଲସରାରୁ ମହିଳା ଜଣଙ୍କୁ ଅନ୍ତିମ ସଂସ୍କାର କରିବା ପାଇଁ ପୁରୀ ଅଣାଯାଇଥିଲା ।...
ଏମିତି ବି ଆସେ ମୃତ୍ୟୁ, ସ୍ତ୍ରୀଙ୍କ ନାମରେ ଜମିକୁ ରେଜେଷ୍ଟ୍ରି କରୁକରୁ ଟଳିପଡ଼ିଲେ, ବୃଦ୍ଧ ପରେ…
ଦିଗପହଣ୍ଡି/ପାଟପୁର,୧୫।୯(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟରେ ଚାଲିଥିବା ସବରେଜିଷ୍ଟ୍ରି ପ୍ରକୋଷ୍ଠରେ ଜମି ରେଜିଷ୍ଟ୍ରେଶନ କରୁଥିବା ବେଳେ ଜଣେ ବୃଦ୍ଧ ମତ୍ୟୁବରଣ କରିଥିବା ଜଣାପଡିଛି। ସୋମବାର ଅପରାହ୍ନରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ଜଣକ...
ଦାୟିତ୍ୱ ନେଲେ ସାବିତ୍ରୀ ମହିଳା ମହାବିଦ୍ୟାଳୟ ନୂଆଁ ଅଧ୍ୟକ୍ଷା
ଭଞ୍ଜନଗର,୧୫/୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷା ଭାବେ ଡ଼ ସ୍ମିତା ରାଣୀ ପଣ୍ଡା ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି। ଡ ପଣ୍ଡା ଆସିକା ବିଜ୍ଞାନ ଡ଼ିଗ୍ରୀ ମହାବିଦ୍ୟାଳୟରୁ ଏଠାକୁ ବଦଳି ହୋଇ ଆସିଥିଲେ। ଆଜି...
ତାରସିଂ ରେଞ୍ଜରେ ମାତିଛନ୍ତି କାଠ ମାଫିଆ: ଶାଗୁଆନ କାଠ ଗଣ୍ଡି ସହ ୩ କାଠ କଟାଳି ଗିରଫ
ଭଞ୍ଜନଗର,୧୫।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ରେଞ୍ଜରେ ବିଗତ କିଛି ମାସ ହେବ କାଠ ମାଫିଆ ଏବଂ ବନ୍ୟପ୍ରାଣୀ ଶିକାରୀମାନେ ବେନିୟମ କାର୍ଯ୍ୟରେ ମାତିଥିବା ଅଭିଯୋଗ ହେଉଛି। ଫଳରେ ମୂଲ୍ୟବାନ ଜଙ୍ଗଲ ଏବଂ ବନ୍ୟପ୍ରାଣୀ...
ପାହାଡର ଉନ୍ନତି ପାଇଁ ୮ କୋଟି ବ୍ୟୟ ହେବ : ଏନଏସଏସ କ୍ୟାମ୍ପ ଉଦଘାଟିତ
ଭଞ୍ଜନଗର,୧୫/୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସପ୍ତାହ ବ୍ୟାପି ହେବାକୁ ଥିବା ମେଗା ଚାରା ରୋପଣ କାର୍ଯ୍ୟକ୍ରମ ସୋମବାର ଉଦଘାଟିତ ହୋଇଯାଇଛି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ଆର୍ଥିକ ସହାୟତାରେ କେଏସୟୁ ବି...
ହାତୀର ସୁରକ୍ଷା ପାଇଁ ସଂକଳ୍ପ: ଭୀଷ୍ମଗିରି କଲେଜରେ ହାତୀ ସଭା
ଦିଗପହଣ୍ଡି/ପାଟପୁର,୧୫।୯(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମସ୍ଥିତ ରାମଜୀ କଲେଜରେ ଧରିତ୍ରୀ, ଓଡିଶାପୋଷ୍ଟ, ଟ୍ରି ଫାଉଣ୍ଡେସନ, ଶେରଗଡ଼ ଓ ବିକାଶ ସାଥୀ ର ସହଭାଗିତାର ‘ହାତୀ ସଭା’ ଅନୁଷ୍ଠିତ ହୋଇଥିଲା। ଡିଗ୍ରୀ କଲେଜ ଅଧ୍ୟକ୍ଷ ନିହାର...
୫ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ‘ରାଷ୍ଟ୍ର ନିର୍ମାତା’ ସମ୍ମାନ ପ୍ରଦାନ
ଛତ୍ରପୁର, ଦିଲ୍ଲୀପ ସାମଲ ୧୫/୯: ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ସମାଜ ଗଠନ ଦିଗରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ୫ ଜଣ ଶିକ୍ଷକ/ ଶିକ୍ଷୟିତ୍ରୀଙ୍କୁ ସମ୍ମାନଜନକ ‘ରୋଟାରୀ ରାଷ୍ଟ୍ର ନିର୍ମାତା’ ସମ୍ମାନ ପ୍ରଦାନ କରାଯାଇଛି। ଛତ୍ରପୁର ପିଲିବନ୍ଧ ରୋଡସ୍ଥିତ କ୍ଲବର...
Archives


