ଆଉଟ୍ସୋର୍ସିଂ କର୍ମଚାରୀଙ୍କ ସମସ୍ୟାର ସମାଧାନ କର
ଛତ୍ରପୁର,୨୦।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା କୋଦଳା ଏନ୍ଏସି ଆଉଟସୋର୍ସିଂ କର୍ମଚାରୀମାନେ ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ସୋମବାର ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିଗୁଡ଼ିକ ମଧ୍ୟରେ ସାନିଟାରି ଏକ୍ପୋର୍ଟରଙ୍କୁ ବହିଷ୍କାର, ରାଜନୈତିକ ହସ୍ତକ୍ଷେପରୁ ବିରତ କରିବା, ସ୍ଥାୟୀ କାର୍ଯ୍ୟନିର୍ବାହୀ ଅଧିକାରୀ…
ସହରକୁ ପଶୁଛି ଡ୍ରେନ୍ର ମଇଳା ପାଣି
ଭଞ୍ଜନଗର୨୦ା୩(ଡି.ଏନ୍.ଏ):ଭଞ୍ଜନଗର ସହରାଞ୍ଚଳ ଜନସ୍ବାସ୍ଥ୍ୟ ବିଭାଗର ଅବହେଳା ଯୋଗୁ ସହରବାସୀ ବିଭିନ୍ନ ସମୟରେ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି, ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଭେଜିପୁଟ ମହାନ୍ତି ସାହି ଛକ ଦେଇ ଯାଇଥିବା ଜନସ୍ବାସ୍ଥ୍ୟ ବିଭାଗର ପାଣି…
ପିଜୁଳି ଚାଷ, ଚାରା ଉତ୍ପାଦନ ଦେଇଛି ଜୀବିକା
ପାରଳାଖେମୁଣ୍ଡି,୨୦ା୩(ଡି.ଏନ୍.ଏନ୍.):ଖରିଫ ଚାଷ ହେଉକି ରବି ଚାଷ, ବିଭିନ୍ନ ସମସ୍ୟା ଉପୁଜୁଥିବାକୁ ନେଇ ଅନେକ ଚାଷୀ ଚାଷକାର୍ଯ୍ୟ ପ୍ରତି ଆଉ ସେପରି ମନ ବଳାଉ ନାହାନ୍ତି । ପୂର୍ବପରି ଚାଷୀମାନେ ଚାଷବାସ କାର୍ଯ୍ୟ ନିମନ୍ତେ ସେପରି ଉତ୍ସାହିତ ବା ଆଗ୍ରହ ଦେଖାଉନାହାନ୍ତି। ହେଲେ…
ଅଧାପନ୍ତରିଆ ଶିଶୁ ପାର୍କ କାର୍ଯ୍ୟ ଆରମ୍ଭ
ବ୍ରହ୍ମପୁର ଅଫିସ୍,୨୦ା୩:ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍ସି) ୧୯ ନଂ ୱାର୍ଡ ଅନ୍ତର୍ଗତ ଖଲାସୀ ସାହି ଛକରେ ଅଧାପନ୍ତରିଆ ଶିଶୁ ପାର୍କ ନେଇ ଗତ ୧୪ ତାରିଖରେ ଧରିତ୍ରୀରେ ପ୍ରକାଶ ପାଇବା ପରେ ବିଇଏମସି ପକ୍ଷରୁ ତପତ୍ରତା ଦେଖାଦେଇଛି। ବିଇଏମ୍ସି ପକ୍ଷରୁ ବର୍ତ୍ତମାନ…
ହର୍ବାଲ ମେଳାରେ କବିରାଜଙ୍କ ଆୟୁର୍ବେଦ ଚିକିତ୍ସା
ବ୍ରହ୍ମପୁର ଅଫିସ,୨୦ା୩:ଓଡ଼ିଶା ଔଷଧ ବୃକ୍ଷ ପରିଷଦ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ବ୍ରହ୍ମପୁର ବନଖଣ୍ଡ ପକ୍ଷରୁ ୧୩ତମ ହର୍ବାଲ ମେଳା ଗତ ୧୬ ତାରିଖରୁ ଗୋଷାଣୀନୂଆଗଁା କେସି ହାଇସ୍କୁଲ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର…
ବିଲୁପ୍ତପ୍ରାୟ ଘରଚଟିଆଙ୍କ ସଂରକ୍ଷଣ ପ୍ରୟାସ
ବ୍ରହ୍ମପୁର ଅଫିସ୍,୨୦ା୩:ଦିନ ଥିଲା ବ୍ରହ୍ମପୁର ସହର ସମେତ ଉପକଣ୍ଠ ଗ୍ରାମଗୁଡ଼ିକରେ ପକ୍ଷୀଙ୍କ କିଚିରିମିଚିରି ଶବ୍ଦ ପରିବେଶରେ ଏକ ନୂତନ ସଞ୍ଚାର ଆଣିଦେଉଥିଲା। ଏପରିକି ସେମାନଙ୍କ ଆଗମନରେ ବର୍ଷା ହେବା ନେଇ ଆଗୁଆ ସୂଚନା ଦେଉଥିବା କେହି କେହି କହୁଥିଲେ। ଏଭଳି ଏକ…
ଦୀର୍ଘବର୍ଷ ପରେ ଷ୍ଟ୍ରିଟ୍ ଲାଇଟ୍ ଦେଖିଲେ ଲୋକେ
ଗଞ୍ଜାମ,୧୯ା୩(ଡି.ଏନ୍.ଏ.): ଗଞ୍ଜାମ ସହରସ୍ଥିତ ଜୟଶ୍ରୀ ଛକ ତଥା ତ୍ରିବେଣୀ ମଠରୁ ଜାତୀୟ ରାଜପଥ ସଂଯୋଗ ବିଞ୍ଚଣାପଲ୍ଲୀ ପର୍ଯ୍ୟନ୍ତ ରାସ୍ତା ଦୀର୍ଘବର୍ଷ ହେବ ଅନ୍ଧାରରେ ଥିଲା। ଉକ୍ତ ରାସ୍ତା ଦେଇ ସ୍କୁଲ କଲେଜ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ଶହ ଶହ ଗାଡ଼ିମୋଟର ଯାତାୟାତ…
ମନ ମୋହୁଛି ଆକର୍ଷଣୀୟ ଓ୍ବାଟର ପାର୍କ
ଗଞ୍ଜାମ,୧୯ା୩(ଡି.ଏନ୍.ଏ.): ସଜେଇ ହେଉଛି ଗଞ୍ଜାମ ସହର। ଗଞ୍ଜାମ ସହର ଦାମୋଦରପୁରଠାରେ ପ୍ରଥମ ଥର ପାଇଁ ଶନିମନ୍ଦିରଠାରେ ଆକର୍ଷଣୀୟ ପଥରରେ ନିର୍ମିତ ଗଣେଶଙ୍କ ମୂର୍ତ୍ତି ବଡ଼ ବଜାର ଭାରତୀ ବିଦ୍ୟାପୀଠଠାରେ ରଙ୍ଗୀନ ଓ୍ବାଟର ପାର୍କ ଏବଂ ଜୟଶ୍ରୀ ଛକ ତ୍ରିବେଣୀ ମଠ ଛକଠାରେ…
ଋଷିକୂଲ୍ୟାରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ
ପୁରୁଷୋତ୍ତମପୁର,୧୯ା୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କିମ୍ବଦନ୍ତୀ ପୂର୍ଣ୍ଣ ପ୍ରତାପୁର ଋଷିକୂଲ୍ୟାର ଉତ୍ତରବାଙ୍କ ତୁମ୍ବେଶ୍ବର ଘାଟରେ ମହା ବାରୁଣୀ ସ୍ନାନ ଅବସରରେ ହଜାର ହଜାର ଭକ୍ତ ବୁଡ଼ ପକାଇଛନ୍ତି। ଏହା ସହ ପିତୃପୁରୁଷଙ୍କ ଲାଗି ଶ୍ରାଦ୍ଧ କରିବା ସହ ମୃତ…
ନାବାଳିକା ଛାତ୍ରୀଙ୍କୁ ନିଶା ଦେଇ ବଳାତ୍କାର
ବ୍ରହ୍ମପୁର ଅଫିସ,୧୯।୩: ଜନୈକା ନାବାଳିକା ଛାତ୍ରୀଙ୍କୁ ବ୍ରହ୍ମପୁର ରେଳଷ୍ଟେଶନରୁ ଅପହରଣ କରି ଆନ୍ଧ୍ରପ୍ରଦେଶ ସୀମାଚଳମ୍ର ଏକ ଲଜିଂରେ ରଖି ତାଙ୍କୁ ନିଶା ଦେଇ ବଳାତ୍କାର କରାଯାଇଥିଲା। ପୋଲିସ ପୀଡ଼ିତାଙ୍କୁ ସୀମାଚଳମ୍ରୁ ଶୁକ୍ରବାର ଉଦ୍ଧାର କରିଥିବାବେଳେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଥିଲା। ସେ…
ହାଇଓ୍ବା-ବାଇକ୍ ମୁହାଁମୁହିଁ: ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର
ହିଞ୍ଜିଳିକାଟୁ,୧୮ା୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପିତ୍ତଳ ଛକ ଜାତୀୟ ରାଜପଥ ନଂ ୫୯ରେ ଶନିବାର ଅପରାହ୍ନରେ ହାଇଓ୍ବା ସହ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି।…
ଯନ୍ତ୍ରୀଙ୍କ ବିରୋଧରେ ତାତିଲେ ସଫେଇ କର୍ମଚାରୀ
ବେଗୁନିଆପଡ଼ା,୧୮ା୩(ଡି.ଏନ୍.ଏ.): ଗଞ୍ଜାମ ଜିଲା କୋଦଳା ଏନ୍ଏସିରେ ସଫେଇ କର୍ମଚାରୀଙ୍କୁ ବେଆଇନ କାର୍ଯ୍ୟ କରିବାକୁ ବିଭାଗୀୟ ଯନ୍ତ୍ରୀ ବାଧ୍ୟ କରୁଥିବାରୁ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସଫେଇ କର୍ମଚାରୀ। ସୂଚନାନୁଯାୟୀ, ସଫେଇ କର୍ମଚାରୀମାନେ ପ୍ରତିଦିନ ଖଟିଲେ ନିଜର ପରିବାର ପ୍ରତିପୋଷଣ କରନ୍ତି।…
Archives


