ଗଞ୍ଜାମ

ମହିଳାଙ୍କୁ ପଥରରେ ଛେଚି ହତ୍ୟା ଘଟଣା: ହତ୍ୟାକାରୀଙ୍କ ବୟାନକୁ ଖଣ୍ଡନ କଲେ ମୃତ ମହିଳାଙ୍କ ପୁଅ

ଗଞ୍ଜାମ,୧୦ା୫(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ରମ୍ଭା ଥାନା ଅନ୍ତର୍ଗତ ଜହମି ଗ୍ରାମର ମହିଳାଙ୍କୁ ପଥର ଛେଚି ହତ୍ୟା ଘଟଣାର ପର୍ଦ୍ଧାଫାଶ କରିଛି ରମ୍ଭା ପୋଲିସ। ହତ୍ୟାକାରୀ ମୃତ ମହିଳାଙ୍କ ନିଜ ପୁତୁରା ସେହି ଗ୍ରାମର ମୁନା ନାହାକ (୨୩) ସେ ଏବେ ଜେଲରେ।…

ସୋରଡା ଡାକ୍ତରଖାନାରେ ବିରଳ ଅସ୍ତ୍ରୋପଚାର

ସୋରଡା,୧୦।୫: ଗଞ୍ଜାମ ଜିଲା ସୋରଡା ସରକାରୀ ଡାକ୍ତରଖାନାରେ ଏକ ବିରଳ ଅସ୍ତ୍ରୋପଚାର ଦୀର୍ଘ ୩ ଘଣ୍ଟାରେ ସଫଳ ହୋଇଛି । ଧରାକୋଟ ବ୍ଲକ ଶିଙ୍ଗିପୁର ଗ୍ରାମର ବାଉରୀ ଗଉଡଙ୍କ ସ୍ତ୍ରୀ ଗୋଲାପ ଗଉଡ (୫୨)ଙ୍କ ପିଠିରେ ୧୦ ବର୍ଷ ହେଲା ମାଂସ…

କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଠକେଇ ଅଭିଯୋଗ: ୪ ଗିରଫ

ପୋଲସରା,୧୦ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ପକ୍ଷରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ମୁଖ୍ୟ ଅଭିଯୁକ୍ତ ଥିବା ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ…

ଶ୍ରମିକଙ୍କ ମଜୁରୀବିଲ ଲାଗି ଟଙ୍କା ନେଉଥିବା ବେଳେ ଲାଞ୍ଚୁଆ ବାବୁଙ୍କୁ ମାଡିବସିଲା ଭିଜିଲାନ୍ସ

ପୁରୁଷୋତ୍ତମପୁର, ୯/୫(ଡିଏନ୍ଏ ) ଦାଦନ ଖଟିବାକୁ ଯାଇ ହନ୍ତସନ୍ତ ହେଉଥିବା ଗରିବ ଶ୍ରେଣୀର ଲୋକଙ୍କୁ ନିଜ ଅଞ୍ଚଳରେ କାମ ଯୋଗାଇ ଦେଇ ଦାଦନ ଶ୍ରମିକ ପ୍ରଥାକୁ ରୋକିବା ଲାଗି ସରକାର ଗୁରୁତ୍ୱ ଦେଇ ମନରେଗା ଯୋଜନାରେ କାର୍ଯ୍ୟ ଯୋଗାଉଥିବା ବେଳେ ଶ୍ରମିକଙ୍କ…

ଦୁର୍ଗାପୂଜା ମଣ୍ଡପ ଛାତରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ମଦ ପିଇ ମୃତ୍ୟୁ ଘଟିଥିବା ଅଭିଯୋଗ

ହିଞ୍ଜିଳିକାଟୁ, ୮।୫ (ଡି.ଏନ.ଏ): ହିଞ୍ଜିଳିକାଟୁ ପୌରପରିଷଦ ବସଷ୍ଟାଣ୍ଡ ନିକଟରେ ବଣିକ ସଂଘ ଅଧୀନ ଦୁର୍ଗାପୂଜା ମଣ୍ଡପ ଛାତ ଉପରୁ ରବିବାର ରାତିରେ ଜଣେ ବ୍ୟକ୍ତିଙ୍କ ମୃତଦେହ ହିଞ୍ଜିଳି ପୋଲିସ ଉଦ୍ଧାର କରିଛି । ମୃତକ ହେଲେ ପୌର ପରିଷଦ ଅନ୍ତର୍ଗତ ହିଞ୍ଜିଳି…

ଡ୍ରେନ୍‌ ପାର୍ଶ୍ୱରେ ମୁକ୍ତାକାଶ ଜିମ୍‌, ଲୋକଙ୍କ ଅସନ୍ତୋଷ

ବ୍ରହ୍ମପୁର ଅଫିସ,୮ା୫: ବ୍ରହ୍ମପୁର ମହାନଗର ନିଗମ(ବିଇଏମ୍‌ସି) ପକ୍ଷରୁ ସହରର ସୌନ୍ଦର୍ଯ୍ୟକରଣ ଓ ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି। କିନ୍ତୁ କେତେକ କାର୍ଯ୍ୟ ଠିକ ଭାବେ ହେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ନିଗମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ…

ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୭।୫(ଡି.ଏନ.ଏ.): ଦିଗପହଣ୍ଡି ଥାନା ଅନ୍ତର୍ଗତ କୁଶପଡା ଗ୍ରାମରେ ଠାକୁରାଣୀ ଯାତ୍ରା ଚାଲିଥିବା ବେଳେ ପୋଲିସ ଗ୍ରାମର ବଡସାହିର ଏକ ଘରୁ ଜଣେ ଯୁବକଙ୍କ ମୃତଦେହ ଜବତ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସମ୍ପୃକ୍ତ ଯୁବକର ଗୁପ୍ତାଙ୍ଗ ରକ୍ତ ସ୍ରାବ ସହ…

ମହିଳାଙ୍କୁ ପଥରରେ ଛେଚି ହତ୍ୟା, ଜଣେ ଅଟକ

ଗଞ୍ଜାମ,୭ା୫(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ରମ୍ଭା ଥାନା ଅନ୍ତର୍ଗତ ଜହମି ଗ୍ରାମର ଜଣେ ମହିଳାଙ୍କୁ ସୁନା ଅଳଙ୍କାର ଲୋଭରେ ଶନିବାର ପଥରରେ ଛେଚି ହତ୍ୟା କରାଯାଇଛି। ଏହି ଘଟଣାରେ ସନ୍ଦେହରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ରମ୍ଭା ଥାନା ପୋଲିସ ଅଟକ ରଖି…

ଗୁଣି, ଗାରେଡିକୁ ବିଲୋପ କରିବାକୁ ପ୍ରଶାସନର ଉଦ୍ୟମ

ଛତ୍ରପୁର,୬।୫(ଡି.ଏନ୍‌.ଏ.): ଜିଲାରେ ଗୁଣି ଗାରେଡି, ଡାହାଣୀ ଭଳି କୁପ୍ରଥା ଏବେ ବି ରହିଛି। ଏହାକୁ ନେଇ ଲୋକଙ୍କୁ ସାମାଜିକ ବାସନ୍ଦ କରାଯାଉଛି। ଏହାର ବିଲୋପ କରିବା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ଚେତନତା କରିବାକୁ ସ୍ଥିର କରାଯାଇଛି। ଏହି…

୧୫୦୦୦ ନଡ଼ିଆ ଭାଙ୍ଗିଲେ ବିଧାୟକ

ସୋରଡ଼ା, ୫ା୫ (ଡି.ଏନ୍‌.ଏ.):  ୨୦୨୪ ନିର୍ବାଚନକୁ ଆଉ ମାତ୍ର ବର୍ଷେରୁ କମ୍‌ ସମୟ ଥିବା ବେଳେ ୨୦୧୯ର ମାନସିକ ପୂରଣ କରିଛନ୍ତି ଗଞ୍ଜାମ ଜିଲା ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ। ଆନ୍ଧ୍ରପ୍ରଦେଶର ସୀମାଞ୍ଚଳମ୍‌ ମନ୍ଦିର ଯାଇ ମାନସିକ ପୂର୍ବକ ୧୫୦୦୦ ନଡ଼ିଆ…

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ, ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ

ଗଞ୍ଜାମ,୫।୫(ଡି.ଏନ.ଏ. ): ଗଞ୍ଜାମ ବ୍ଲକ କନଫରେନ୍ସ ହଲଠାରେ ଶୁକ୍ରବାର ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ବିଡ଼ିଓ ଜସ୍ମିନ ପ୍ରଧାନ, ଜିଲାପରିଷଦ ସଭ୍ୟ ସନାତନ ବେହେରା, ସହକାରୀ…

ମହିଳାଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା, ଅଭିଯୁକ୍ତ ଗିରଫ

ହିଞ୍ଜିଳିକାଟୁ ୨।୫(ଡି.ଏନ.ଏ): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୫୯ କଡ଼ରେ ମକରଝୋଳ ଗାଁ ନିକଟ ବିଲରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମହିଳାଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା ପୋଲିସ ତଦନ୍ତରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri