ଗଞ୍ଜାମ

ଜାତୀୟ ସ୍ତରରେ ଶ୍ରେଷ୍ଠ ଜିଲା ଭାବେ ଗଞ୍ଜାମ ପୁଣି ପୁରସ୍କୃତ

ଛତ୍ରପୁର,୧୭ା୬(ସନ୍ତୋଷ ପାଢ଼ୀ): କିଛିଦିନ ତଳେ ଗଞ୍ଜାମ ଜିଲା ପୁରସ୍କାର ପାଇ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣି ଦେଇଥିବା ବେଳେ ପୁଣି ଥରେ ଜାତୀୟ ସ୍ତରରେ ସମ୍ମାନିତ ହୋଇଛି। ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ, ନଦୀ ବିକାଶ ଏବଂ…

ଭିଜିଲାନ୍ସ ଜାଲରେ ପ୍ରାଣୀଧନ ଚିକିତ୍ସାଧିକାରୀ

ଆସିକା,୧୭ା୬(ସୁରେନ୍ଦ୍ର ନାଥ ସାହୁ) ଗଞ୍ଜାମ ଜିଲା ଆସିକା ବ୍ଲକ ପ୍ରାଣୀଧନ ଚିକିତ୍ସାଧିକାରୀ ରବି ନାରାୟଣ ସାହୁ ଶୁକ୍ରବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ମୋବାଇଲ ଭେଟେରିନାରୀ ୟୁନିଟ ବ୍ୟବହାର ଲାଗି ନିୟୋଜିତ ଏକ ବୋଲେରୋର ଭଡା ନବୀକରଣ ଲାଗି କାଗଜପତ୍ର ପ୍ରସ୍ତୁତ କରିବା…

ଜୁଆ ଆଡ୍ଡାରେ ଚଢ଼ାଉ, ୭ ଗିରଫ

ଖଲ୍ଲିକୋଟ,୧୬ା୬ (ପ୍ରଶାନ୍ତ ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ କନକା ଗ୍ରାମ ନିକଟରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଗୁରୁବାର ବିଳମ୍ବିତ ରାତିରେ ପୋଲିସ ଚଢ଼ାଉ କରି ୮,୨୦୦ ଟଙ୍କା ଜବତ କରିବା ସହ ୭ ଜଣଙ୍କୁ ଗିରଫ କରିିଛି। ଖଲ୍ଲିକୋଟ…

ଟାଟା ପାୱାର ଅଫିସ ଆଗରେ ଭାଜପାର ବିକ୍ଷୋଭ: ପୋଲିସ-ଆନ୍ଦୋଳନକାରୀ ଧସ୍ତାଧସ୍ତି

ବ୍ରହ୍ମପୁର,୧୬ା୬(ନରସିଂହ ସାହୁ): ଅଘୋଷିତ ବିଦ୍ୟୁତ କାଟ୍‌ ପ୍ରତିବାଦରେ ଗଞ୍ଜାମ ସାଙ୍ଗଠନିକ ଜିଲା ଭାଜପା ପକ୍ଷରୁ ବ୍ରହ୍ମପୁରସ୍ଥିତ ଟାଟା ପାୱାର ଦକ୍ଷିଣାଞ୍ଚଳ କର୍ପୋରେଟ କାର୍ଯ୍ୟାଳୟ ଆଗରେ ଶୁକ୍ରବାର ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆନ୍ଦୋଳନକାରୀ ଅଫିସ ଭିତରକୁ ପଶିବା ଉଦ୍ୟମ…

ଭିଜିଲାନ୍ସ ଜାଲରେ ପ୍ରାଣୀଧନ ଚିକିତ୍ସାଅଧିକାରୀ

ଆସିକା,୧୬ା୬(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା ବ୍ଲକ ପ୍ରାଣୀଧନ ଚିକିତ୍ସାଅଧିକାରୀ ରବି ନାରାୟଣ ସାହୁ ଶୁକ୍ରବାର ଭିଜିଲାନ୍ସ ଜାଲରେ ପଡିଛନ୍ତି । ମୋବାଇଲ ଭେଟନାରୀ ୟୁନିଟ ବ୍ୟବହାର ଲାଗି ନିୟୋଜିତ ଏକ ବୋଲେରୋର ଭଡା ନବୀକରଣ ଲାଗି କାଗଜପତ୍ର ପ୍ରସ୍ତୁତ…

ଗଞ୍ଜାମ ଏସ୍‌ପିଙ୍କୁ ଭେଟିଲେ ୧୧ ବାସନ୍ଦ ପରିବାର

ଛତ୍ରପୁର,୧୬ା୬(ସନ୍ତୋଷ ପାଢ଼ୀ )-ଗଞ୍ଜାମ ଜିଲା ରମ୍ଭା ଥାନା ନୁଆଁପଲ୍ଲୀ ଏବଂ ପୋଇରାସୀ ଗ୍ରାମର ୧୧ଟି ପରିବାରକୁ ବାସନ୍ଦ କରିବା ସହ ପ୍ରାଣରେ ମାରିଦେବା ପାଇଁ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି। ଏ ନେଇ ଶୁକ୍ରବାର ୨ ଗ୍ରାମର ବାସନ୍ଦ ପରିବାର ଛତ୍ରପୁର…

ଟଙ୍କା, ଅଳଙ୍କାର ଲୁଟ୍‌ ମାମଲା: ବନ୍ଧା ହେଲେ ଗ୍ୟାଙ୍ଗର ୩ ଅଭିଯୁକ୍ତ

ସୋରଡା,୧୬।୬(ଲମ୍ବୋଦର ପାଣିଗ୍ରାହୀ): ଟଙ୍କା, ଅଳଙ୍କାର ଲୁଟ୍‌ ମାମଲାରେ ଗଞ୍ଜାମ ଜିଲା ସୋରଡା ପୋଲିସକୁ ଏକ ସଫଳତା ମିଳିଛି। ଲୁଟ୍‌ ଘଟଣାରେ ସମ୍ପୃକ୍ତ ସରାବାଡି ପଞ୍ଚାୟତ ଖାରିଗୁଡ଼ା ଗ୍ରାମର ୩ଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ସୁଧାଂଶୁ କୁମାର ଗଉଡ,…

ମେସ୍ତା, ଛଣି ଚାଷ ପ୍ରତି ଆଗ୍ରହ ବଢୁଛି

ବ୍ରହ୍ମପୁର,୧୬ା୬ (ସ୍ମୃତି ରଞ୍ଜନ ମହାଲିକ): ଅଧିକ ଉପତ୍ାଦନ ପାଇଁ ଚାଷୀ ଜମିରେ ବିଭିନ୍ନ ସାର ପ୍ରୟୋଗ କରିବା ଦ୍ୱାରା ଅନେକାଂଶ ମାଟିର ଉର୍ବରତା ହ୍ରାସ ପାଉଛି। ଫଳରେ ଉପତ୍ାଦନ କମୁଛି। ଅନ୍ୟପଟେ ଠିକ ସମୟରେ ବର୍ଷା ନ ହେବା ମଧ୍ୟ ଅମଳ…

ବରକୋଳି ଗୁମା ଗ୍ରାମରେ ପାଣି ସମସ୍ୟା ଉତ୍କଟ

ଧରାକୋଟ,୧୬ା୬(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ସରକାର ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ବେଶ ତତ୍ପରତା ପ୍ରକାଶ କରୁଛନ୍ତି । ପ୍ରତ୍ୟେକ ଗାଁର ପ୍ରତ୍ୟେକ ପରିବାରକୁ ଡ୍ରିଙ୍କ ଫର ଟେପ ଯୋଜନାରେ ପାଣି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ଏଠାରେ ତାହାର…

ସୁରଟରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ

ଚିକିଟି,୧୫ା୬(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ୍‌ କଳବାଡ଼ ପଞ୍ଚାୟତ ଅଧୀନ ପାରସମା ଗ୍ରାମ କୁମ୍ଭାର ସାହିର ଜଣେ ଶ୍ରମିକଙ୍କ ଗୁଜରାଟ ସୁରଟରେ ମୃତ୍ୟୁ ଘଟିଛି। ସେ ହେଲେ ସନ୍ତୋଷ କୁମାର ବେହେରା(୪୨)। ସନ୍ତୋଷ ୮ ବର୍ଷ ହେଲା ସୁରଟର…

ଆନ୍ତଃରାଜ୍ୟ ଲୁଟେରାଙ୍କୁ ଧରିଲା ପୋଲିସ, ନଗଦ ୯୨ ହଜାର ଟଙ୍କା ଜବତ

ଗଞ୍ଜାମ,୧୫ା୬(ବିଦ୍ୟାଧର ସାହୁ): ରମ୍ଭା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ରାଜ୍ୟ ତଥା ଆନ୍ଧ୍ର ଓ ଓଡ଼ିଶାର ବିଭିନ୍ନ ଜିଲାରେ ଏଟିଏମ୍‌ଗୁଡିକରୁ ଲୁଟୁଥିଲେ। ବୁଧବାର ରମ୍ଭା ଥାନା ପୋଲିସ ଦୁଇ ଆନ୍ତଃ ରାଜ୍ୟ ଏଟିଏମ୍‌ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ନଗଦ…

ପେସା ହଜାଇ ଦେଇନି ନିଶା

ଛତ୍ରପୁର, ୧୫।୬(ସନ୍ତୋଷ ପାଢ଼ୀ): ବୟସ ୫୦ ଛଇଁଲାଣି। ତଥାପି ନାଚିବା ଓ ନାଚ ଶିଖିବା ନିଶା ଛାଡ଼ିନି। ଏହି ବୟସରେ ଠୁମକା ଲଗାଇବା ସହ ଏବଂ ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତରେ ତାଳ ଦେଇ ନାଚୁଛନ୍ତି ଗଞ୍ଜାମ ଜିଲା ଛତ୍ରପୁରର ରାମେଶ୍ୱର ପଣ୍ଡା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri