୧୧ ଦିନ ପରେ ଆନ୍ଦୋଳନରେ ସାମିଲ ହେଲା ଛତ୍ରପୁର ଶିକ୍ଷକ ସଂଘ
ଛତ୍ରପୁର,୧୮।୯(ସନ୍ତୋଷ ପାଢୀ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘର ଡାକରାରେ ଗଞ୍ଜାମ ଜିଲାର ବିଭିନ୍ନ ବ୍ଳକର ପ୍ରାଥମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ୧୧ ଦିନରେ ପହଞ୍ଚିଛି। ୧୧ ଦିନ ପରେ ସୋମବାର ଛତ୍ରପୁର ବ୍ଲକ ପ୍ରାଥମିକ…
ଦ୍ରୁତ ଗାଡ଼ିଚାଳକଙ୍କ ପ୍ରତି ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ
ଗଞ୍ଜାମ,୧୮ା୯(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଦିନକୁ ଦିନ ଟ୍ରଫିକ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ସହରରେ ଦେଖାଦେଇଥିବା ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଗଞ୍ଜାମ ପ୍ରେସ୍କ୍ଲବ ଓ ଥାନା ପୋଲିସ ମଧ୍ୟରେ ସୋମବାର ଆଲୋଚନା ହୋଇଥିଲା। ଏଥିପାଇଁ ଥାନା ପକ୍ଷରୁ ପଦକ୍ଷେପ…
ନିଖୋଜ ନାବାଳିକା ବେଙ୍ଗାଲୁରୁରୁ ଉଦ୍ଧାର
ଗଞ୍ଜାମ,୧୮ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅଧିନସ୍ଥ କରପଡ଼ା ପଞ୍ଚାୟତ ଆଲିଆବାଦ ଗ୍ରାମର ଜଣେ ନାବାଳିକା କିଛି ଦିନ ହେବ ଘରୁ କେଉଁଆଡ଼େ ପଳାଇଥିଲେ। ଚାରିଆଡ଼େ ନିଜ ସମ୍ପକୀୟ ଘର ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ନ ମିଳିବାରୁ ଶେଷରେ ନାବାଳିକାଙ୍କ…
ଗଞ୍ଜାମରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ବଢୁଛି
ଛତ୍ରପୁର,୧୮ା୯(ସନ୍ତୋଷ ପାଢୀ): ଗଞ୍ଜାମ ଜିଲାରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦୁର୍ଘଟଣା ରୋକିବାକୁ ସଚେତନତାଠାରୁ ଆରମ୍ଭ କରି ଏନଫୋର୍ସମେଣ୍ଟ, ସଡକ ସୁରକ୍ଷା କମିଟି ବୈଠକ ନିୟମିତ ହେଉଥିଲେ ମଧ୍ୟ ସୁଧାର ଆସୁନି। ଏ ନେଇ…
ସ୍ବାମୀଙ୍କ ଅନ୍ତିମ ସଂସ୍କାର ବେଳେ ସ୍ତ୍ରୀଙ୍କ ମୃତ୍ୟୁ
ବେଲଗୁଣ୍ଠା,୧୮ା୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍ ବରପଲ୍ଲୀ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ସ୍ବାମୀଙ୍କ ଜୁଇ ନ ଲିଭୁଣୁ ଦୁଃଖରେ ମ୍ରିୟମାଣ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ପରେ ଏକାଠି ଦମ୍ପତିଙ୍କ ଜୁଇ ଜଳିଛି। ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର…
ଦେବ ଶିଳ୍ପୀଙ୍କୁ ଆବାହନ
ପୁରୁଷୋତ୍ତମପୁର,୧୭।୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବିଶ୍ବକର୍ମାଙ୍କ ପୂଜା ରବିବାର ପାଳିତ ହୋଇଯାଇଛି। ଏହି ଅବସରରେ ରଥସାହିରେ ଥିବା ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟରେ ମହାସମାରୋହରେ ଦେବ ଶିଳ୍ପୀଙ୍କୁ ପୂଜା କରାଯାଇଥିଲା। ଏପରି କି ଜନସ୍ବାସ୍ଥ୍ୟ ବିଭାଗ, ବଢେଇ କୁଳରେ ରୀତିନୀତି ଅନୁସାରେ…
୫୦୦ ଟଙ୍କା ପାଇଁ ଉଠୁନି ଗାଈର ମୃତଦେହ, ଦୁଇ ବିଭାଗ ମୁହାଁମୁହିଁ
ଛତ୍ରପୁର,୧୭ା୯(ସନ୍ତୋଷ ପାଢ଼ୀ): ୫୦୦ ଟଙ୍କା ପାଇଁ ଉଠୁନି ଗାଈର ମୃତଦେହ। ଛତ୍ରପୁର ଏନ୍ଏସି ଏବଂ ପ୍ରାଣୀ ଚିକିତ୍ସା ବିଭାଗ ଭିତରେ ଝଗଡ଼ା ପଦାରେ ପଡ଼ିଛି। ଗଞ୍ଜାମ ଜିଲା ଛତ୍ରପୁରରେ ଏପରି ଘଟଣା ଦେଖିବାକୁ ମିଳିଛି। ଗତ ୧୩ ତାରିଖରେ ରାସ୍ତାରେ ଗୋଟିଏ…
ମଦ ପାଇଁ ଟଙ୍କା ନ ଦେବାରୁ ବାପାଙ୍କୁ ହତ୍ୟା
ବ୍ରହ୍ମପୁର,୧୭ା୯(ସୁବାସ ଚନ୍ଦ୍ର ପାଢ଼ୀ) ମଦ ପିଇବା ପାଇଁ ବାପା ଟଙ୍କା ନ ଦେବାରୁ ପୁଅ ଉତ୍ତ୍ୟକ୍ତ ହୋଇ ଏକ କାଠଫାଳିଆରେ ବାପାଙ୍କୁ ପିଟି ହତ୍ୟା କରିଛନ୍ତି। ଏଭଳି ଏକ ଜଘନ୍ୟ ଘଟଣା ଘଟିଛି ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ କୁମାରପୁର ଗ୍ରାମରେ।…
ବିଦ୍ୟାଳୟ ଫାଟକ ଭିତରପଟୁ ତାଲା ପକାଇଲେ ପ୍ରଧାନଶିକ୍ଷୟିତ୍ରୀ, ବାହାରେ ବସିଲେ ଛାତ୍ରୀଛାତ୍ର
ହିଞ୍ଜିଳିକାଟୁ,୧୬ା୯(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ପୋଡିଙ୍ଗି ଶ୍ୟାମଳାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଶନିବାର ସକାଳୁଆ ସ୍କୁଲ ହୋଇଥିବା ବେଳେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିର୍ଦ୍ଧାରିତ ସମୟ ପୂର୍ବରୁ ବିଦ୍ୟାଳୟକୁ ଆସି ବିଦ୍ୟାଳୟ…
ଟ୍ରାକ୍ଟର ଧକ୍କାରେ ଚାଷୀ ଗୁରୁତର
ଦିଗପହଣ୍ଡି,୧୬ା୯(ଡି.ଏନ୍.ଏ.): ଶନିବାର ଦିପଗହଣ୍ଡି-ବ୍ରହ୍ମପୁର ରାସ୍ତା ଅନଙ୍ଗପୁର ବନ୍ଧ ନିକଟରେ ଏକ ଟ୍ରାକ୍ଟର ଧକ୍କା ଦେବାରୁ ଜଣେ ଚାଷୀ ଗୁରୁତର ହୋଇଛନ୍ତି। ତାଙ୍କର ଡାହାଣ ହାତ ଭାଙ୍ଗି ଯାଇଥିବା ବେଳେ ବାମ ହାତରେ ମଧ୍ୟ ଶକ୍ତ ଆଗାତ ଲାଗିଛି। ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର…
ଦମ୍ପତିଙ୍କଠାରୁ ଲୁଟ୍
ହିଞ୍ଜିଳିକାଟୁ,୧୬ା୯(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବସ୍ଷ୍ଟାଣ୍ଡ ପରିସରରୁ ଶନିବାର ପୂର୍ବାହ୍ନରେ ଦମ୍ପତିଙ୍କଠାରୁ କିଛି ଦୁର୍ବୃତ୍ତ ବ୍ୟାଗ୍ ଝାମ୍ପି ନେଇଛନ୍ତି। ଲୁଟ୍ର ଶିକାର ହୋଇଥିବା ଦମ୍ପତି କୋରାପୁଟ ଅଞ୍ଚଳର ସୁରେନ୍ଦ୍ର ଦାଶ ଓ ସୁମିତ୍ରା ଦାଶ। ସେମାନେ ବିଶାଖାପାଟଣାଠାରେ ଏକ ମେଡ଼ିକାଲରୁ ଚିକିତ୍ସିତ ହୋଇ…
୧୨ ଦିନ ହେଲା ନୀରବ ପ୍ରତିବାଦ କରୁଛନ୍ତି ଅଧ୍ୟାପିକା-ଅଧ୍ୟାପକ
ସୋରଡ଼ା,୧୬ା୯(ଲମ୍ବୋଦର ପାଣିଗ୍ରାହୀ): ଗ୍ରେଡ୍ ପେ’ ବୃଦ୍ଧି ଦାବିରେ ଋଷିକୂଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏସ୍ଏସ୍ବି ଅଧ୍ୟାପିକା, ଅଧ୍ୟାପକମାନେ ସେପ୍ଟେମ୍ବର ୫ରୁ ଦୀର୍ଘ ୧୨ଦିନ ଧରି ଶାନ୍ତିପୂର୍ଣ୍ଣ ଭାବେ କଳାବ୍ୟାଜ୍ ପିନ୍ଧି ନୀରବ ପ୍ରତିବାଦ ସହ ପ୍ରତିଦିନ ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ…
Archives


