ଗୋରୁ ବୋଝେଇ ଗାଡ଼ି ଛାଡ଼ି ଦୌଡ଼ିଲେ ଡ୍ରାଇଭର
ଛତ୍ରପୁର,୧୭।୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଜଗନ୍ନାଥପୁର ରେଲୱେ ଗେଟ ନିକଟରୁ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ ଜବତ ହୋଇଛି । ଏଥିରୁ ୧୧ରୁ ଊଦ୍ଧର୍ବ ଗାଈ ଉଦ୍ଧାର କରାଯାଇଛି । ଅପରପକ୍ଷରେ ଡ୍ରାଇଭର ଦୌଡ଼ିକି ଫେରାର…
କୋର୍ଟ ରୁମ୍ରେ ପଥର ଫିଙ୍ଗିଲେ
ଛତ୍ରପୁର,୧୭ା୧୦(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ବଡ଼କୋଦଣ୍ଡ ଗ୍ରାମର ସୁବାସ ଚନ୍ଦ୍ର ସାହୁ(୬୫) ସୋମବାର ପୂର୍ବାହ୍ନ ୧୦ଟା ୩୫ ମିନିଟରେ ହଠାତ୍ ଏସ୍ଡିଜେଏମ୍ କୋର୍ଟ ଭିତରକୁ ପ୍ରବେଶ କରିଥିଲେ। ସେ ସମୟରେ ମାଜିଷ୍ଟ୍ରେଟ ନିଜ ଚ୍ୟାମ୍ବରରେ ଥିବାବେଳେ ବେଞ୍ଚ କ୍ଳର୍କ…
ଆତଙ୍କ ଚଲାଉଥିଲେ ଭାଇ ଗ୍ୟାଙ୍ଗ: ଧରାପଡ଼ିଲେ ତିନି
ପୁରୁଷୋତ୍ତମପୁର,୧୬।୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଦୀର୍ଘଦିନ ହେଲା ଆତଙ୍କ ଚଲାଉଥିବା ଭାଇ ଗ୍ୟାଙ୍ଗର ୩ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଛି। ଏହାକୁ ନେଇ ଲୋକେ ଏକ ପ୍ରକାର ଆଶ୍ୱସ୍ତି ହୋଇଛନ୍ତି। ଗୁରୁବାର ରାତିରେ ଅମୁଣିଆ ସାହିରେ ବୃନ୍ଦାବନ ଗୌଡ଼ଙ୍କ…
ମିଛ କହି କୋର୍ଟ ଭିତରେ ପଶିଲେ, ବ୍ୟାଗରୁ ପଥର ବାହାର କରି…
ଛତ୍ରପୁର,୧୬।୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଏସଡିଜେଏମ୍ଙ୍କ କୋର୍ଟ ହଲରେ ସୋମବାର ପଥର ମାଡ଼ ହୋଇଛି। ଏଥିରେ କମ୍ପ୍ୟୁଟର, ଅନ୍ୟାନ୍ୟ ଆସବାବପତ୍ର ନଷ୍ଟ ହୋଇଛି। ଘଟଣାରେ ସମ୍ପୃକ୍ତ ଭଞ୍ଜନଗର ଥାନା ବଡ଼ କୋଦଣ୍ଡ ଗ୍ରାମର ସୁବାସ ଚନ୍ଦ୍ର ସାହୁଙ୍କୁ ଛତ୍ରପୁର…
ଏମ୍କେସିଜି ପୁରୁଣା ଇନଡୋର୍ କୋଠା ଅସୁରକ୍ଷିତ
ବ୍ରହ୍ମପୁର,୧୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଏମକେସିଜ ମେଡିକାଲର ପୁରୁଣା ଇନଡୋର୍ କୋଠାକୁ ଫାଇଲିନ୍ ମହାବାତ୍ୟା ପରଠାରୁ ଅସୁରକ୍ଷିତ ଘୋଷଣା କରାଯାଇଛି। ଦୀର୍ଘ ୧୧ବର୍ଷ ମଧ୍ୟରେ ବିଭିନ୍ନ କୋଠାରୁ ପଲସ୍ତରା ଖସିବା ସହ ଛାତ ଭାଙ୍ଗି ଗଲାଣି। ସେଠାରେ ଏମକେସିଜି ଅଧିକ୍ଷକଙ୍କ କାର୍ଯ୍ୟାଳୟ ଓ…
ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘଜୀବନ କାମନା କରି ଦୀପଦାନ
ହିଞ୍ଜିଳିକାଟୁ,୧୬ା୧୦(୦୫): ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ବିୟୋଗରେ ମ୍ରିୟମାଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷ ନିଜର ୭୮ତମ ଜନ୍ମ ଦିନ ପାଳନ କରିଲେ ନାହିଁ। ଶୁଭେଚ୍ଛା ଜଣାଇବାକୁ କେହି ନବୀନ ନିବାସ ନ ଆସିବା ପାଇଁ କହିଛନ୍ତି। ତେବେ, ହିଞ୍ଜିଳିକାଟୁଠାରେ…
ଯାତ୍ରୀଙ୍କୁ ଧରି ଯାଉଥିବା ଅଟୋ ଓଲଟିଲା
ଦିଗପହଣ୍ଡି,୭।୧୦(ସଞ୍ଜୀବ କୁମାର ପାତ୍ର): (୦୩) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ କଲ୍ୟାଣପୁର ଛକଠାରେ ଏକ ଯାତ୍ରୀବାହୀ ଅଟୋ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୩ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି…
ଆଶାକର୍ମୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ
ହିଞ୍ଜିଳିକାଟୁ,୧୫।୧୦(ଦ୍ବିତୀକୃଷ୍ଣ ପଣ୍ଡା): (୦୩) ଜଣେ ଆଶା କର୍ମୀଙ୍କୁ କାର୍ଯ୍ୟରତ ସମୟରେ ଡାକ୍ତରଖାନାରେ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ ଦାବି କରି ରବିବାର ହିଞ୍ଜିଳିକାଟୁ ବ୍ଲକର ଆଶାକର୍ମୀମାନେ ଥାନାରେ ଧାରଣା ଦେଇଛନ୍ତି। ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରି…
ପାଠ ପଢାଇବେ ଅବସରପ୍ରାପ୍ତ ଶିକ୍ଷକ
ବ୍ରହ୍ମପୁର,୧୫।୧୦(ସ୍ମୃତି ରଞ୍ଜନ ମହାଲିକ): (୦୩) ଗଞ୍ଜାମ ଜିଲାର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲିପଡି ଥିବାରୁ ପାଠ ପଢ଼ା ବ୍ୟାହତ ହୋଇଥିଲା। ଏନେଇ ଅଭିଭାବକ ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଫଳରେ ଶିକ୍ଷକ ପଦବୀ ପୂରଣ ପାଇଁ ଶିକ୍ଷକ…
ଜବତ ଗଞ୍ଜେଇ, ବ୍ରାଉନସୁଗାର ନଷ୍ଟ କରାଗଲା
ବ୍ରହ୍ମପୁର,୧୫ା୧୦(ସୁବାସ ଚନ୍ଦ୍ର ପାଢ଼ୀ(୦୩)): ବ୍ରହ୍ମପୁର ଜିଲା ପୋଲିସ, ଅବକାରୀ ଗୋଇନ୍ଦା ଏବଂ ବ୍ରହ୍ମପୁର ଜିଲା ଅବକାରୀ ବିଭାଗ ପକ୍ଷରୁ ଜବତ ହୋଇଥିବା ୬୩୪୦ କିଲୋ ଗଞ୍ଜେଇ ଏବଂ ୨୬୮ ଗ୍ରାମ୍ ବ୍ରାଉନ ସୁଗାର ନଷ୍ଟ କରାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜିଲା…
ଅନଧିକୃତ ଛୁଟି ଡାକ୍ତରଙ୍କୁ ମହଙ୍ଗା ପଡ଼ିଲା
ବ୍ରହ୍ମପୁର,୧୫ା୧୦(ସୁବାସ ଚନ୍ଦ୍ର ପାଢ଼ୀ)ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଦକ୍ଷିଣ ଓଡ଼ିଶାର ଲାଇଫଲାଇନ କୁହାଯାଉଛି। ଏଠାରେ କାର୍ଯ୍ୟରତ କେତେକ ଡାକ୍ତରଙ୍କ ଘର କଟକ, ଭୁବନେଶ୍ୱର ହୋଇଥିବା ବେଳେ ସେମାନେ ନିଜ ଇଚ୍ଛାରେ ହସ୍ପିଟାଲ ଆସୁଛନ୍ତି।…
ଚାଷୀ ଚଢ଼ା ଦରରେ କିଣୁଛି ସାର
ଛତ୍ରପୁର,୧୫ା୧୦(ସନ୍ତୋଷ ପାଢୀ): ଗଞ୍ଜାମ ଜିଲାରେ ସାରର କଳାବଜାର ହେଉଥିବା ଋଷିକୁଲ୍ୟା ରୟତ ମହାସଭା ଅଭିଯୋଗ କରିଛି। ବର୍ତ୍ତମାନ ଧାନ ଫସଲ ପାଇଁ ୟୁରିଆ, ଗ୍ରୋମୋର ଓ ପଟାସ ସାରର ଆବଶ୍ୟକତା ହେଉଛି। ଜିଲାକୁ ସୋସାଇଟିମାନଙ୍କ ଅପେକ୍ଷା ଘରୋଇ ସାର କମ୍ପାନୀ ଡିଲରମାନଙ୍କୁ…
Archives


