ବିକାଶଠାରୁ ଦୂରରେ ଲୋକନାଥପୁର, ସମୂହ ଭୋଟ୍ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ
ଛତ୍ରପୁର,୧୧ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ବିପୁଳିଙ୍ଗୀ ପଞ୍ଚାୟତର ଲୋକନାଥପୁର ଶାସନ ଗାଁ ବିକାଶର ବହୁ ଦୂରରେ ରହିଛି। ରାସ୍ତାଘାଟଠୁ ନେଇ ମୌଳିକ ସମସ୍ୟାରେ ଜର୍ଜରିତ ଗ୍ରାମବାସୀ ଯାହାକୁ ନେଇ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି। ନିର୍ବାଚନ ସମୟରେ…
ଗ୍ରାମମୁଖ୍ୟକୁ ମରଣାନ୍ତକ ଆକ୍ରମଣ
ଗୋପାଳପୁର,୧୦/୩(ନବୀନ ରାଜ ଆଚାରୀ): ଗୋଳନ୍ଥରା ଅଞ୍ଚଳରେ ରବିବାର ଗ୍ରାମଞ୍ମୁଖ୍ୟକୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି l ସୂଚନା ଅନୁସାରେ ପାନାପୁଲ୍ଲୀ ଗ୍ରାମରେ ଜୟ ଜଗନ୍ନାଥ ରେଡି ଗ୍ରାମମୁଖ୍ୟ ରୂପେ କାର୍ଯ୍ୟ କରନ୍ତି। ରବିବାର ସକାଳେ ବାଇକରେ…
ଘାଟିରେ ଓଲଟିଲା ପିକ୍ଅପ୍: ୪୦ ଆହତ
ଦିଗପହଣ୍ଡି,୧୦ା୩(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାଙ୍କେଶ୍ୱରୀ ଶକ୍ତିପୀଠରୁ ଫେରୁଥିବା ଏକ ପିକ୍ଅପ୍ ରବିବାର ଘାଟିରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ୪୦ଜଣ ଆହତ ହୋଇଛନ୍ତି। ଦିପଗହଣ୍ଡି ଦମକଳ କର୍ମଚାରୀମାନେ ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି…
ଟ୍ରକ ଧକ୍କାରେ ଚାଲିଗଲା ବାଇକ ଚାଳକଙ୍କ ଜୀବନ: ଜାତୀୟ ରାଜପଥ ଅବରୋଧ
ଗୋପାଳପୁର,୧୦/୦୩(ନବୀନ ରାଜ ଆଚାରୀ):୧୬ ନମ୍ବର ଜାତୀୟ ରାଜପଥ ଗୋଳନ୍ଥରା ଅଧିନସ୍ଥ କନିଷି ଗ୍ରାମ ଛକଠାରେ ଏକ ଟ୍ରକ ଯୁବକଙ୍କୁ ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଯୁବକ ଜଣକ ହେଲେ ଦୁମୀଦୁମୀ ଗ୍ରାମ ଚିଣ୍ଟୁ ବାବୁ ବୋଲି ସୂଚନା ମିଳିଛି…
୫ ଟଙ୍କାରେ ବୋତଲ ପାଣି, ବିଶୁଦ୍ଧତାକୁ ନେଇ ଉଠିଲା ପ୍ରଶ୍ନ
ବ୍ରହ୍ମପୁର,୧୦ା୩ (ସ୍ମୃତିରଞ୍ଜନ ମହାଲିକ):ମାର୍ଚ୍ଚ ଆରମ୍ଭରୁ ତାତି ବଢ଼ିଲାଣି। ମଧ୍ୟାହ୍ନ ବେଳକୁ ଅସମ୍ଭାଳ ଖରା। ଖରାରେ ଶୋଷ ମେଣ୍ଟାଇବାକୁ ଲୋକେ ବିଭିନ୍ନ ମୃଦ୍ୟୁ ପାନୀୟ ଉପରେ ନିର୍ଭର କରୁଛନ୍ତି। ଭଲ କମ୍ପାନୀର ପାଣି ବୋତଲ ଅଧିକ ଦରରେ ବିକ୍ରି ହେଉଥିବା ବେଳେ ଅନେକ…
ପିକ୍ଅପ୍-ବୁଲେଟ୍ ଧକ୍କା: ଜଣେ ମୃତ, ଜଣେ ଗୁରୁତର
ଗୋପାଳପୁର,୯ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରାରେ ଶନିବାର ବୁଲେଟ୍ ସହ ପିକ୍ଅପ୍ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ଟାଙ୍ଗଣାପୁଲୀ ଗ୍ରାମ ରାଜେନ୍ଦ୍ର ପ୍ରଧାନ ହୋଇଥିବା ବେଳେ ସୁମନ…
ଦାୟିତ୍ୱ ନେଲେ ଥାନା ଅଧିକାରୀ
ଗୋପାଳପୁର,୯ା୩(ନବୀନ ରାଜ ଆଚାର): ବ୍ରହ୍ମପୁର ପୋଲିସ ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସବୁ ଥାନାଧିକାରୀଙ୍କୁ ଅଦଳବଦଳ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗୋଳନ୍ଥରା ଥାନାଧିକାରୀ ଭାବେ ବିବେକାନନ୍ଦ ସ୍ବାଇଁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତ ଫେବୃଆରୀରେ ଥିବା ଥାନା ଅଧିକାରୀ…
ଛତ୍ରପୁର କୋର୍ଟରେ ପ୍ରଥମ ରାଷ୍ଟ୍ରୀୟ ଅଦାଲତ, ୧୬ ଲକ୍ଷ ୪୭ ହଜାର ୧୫୮ ଟଙ୍କା ଆଦାୟ
ଛତ୍ରପୁର,୯ା୩(ଦିଲ୍ଲୀପ ସାମଲ): ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ କୋର୍ଟ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲା ଓ ଦୌରା ଜଜ୍ ମନୋରଞ୍ଜନ ଦାଶ, ସିନିୟର ସିଭିଲ ଜଜ୍…
ବୋଲେରୋ ଧକ୍କାରେ ଚାଲିଗଲା ଫେରିବାଲାଙ୍କ ଜୀବନ
ଧରାକୋଟ,୮ା୩(ବିଷ୍ଣୁକେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଅଧୀନ କୁସରାବ ଛକରେ ଶୁକ୍ରବାର ଏକ ବୋଲେରୋ ଗାଡି ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁରର ଶେଖ ମିରଜ। ମିରଜ ସାଇକେଲରେ ଯାଉଥିବା ବେଳେ ଧରାକୋଟରୁ…
ଝିଅକୁ ହତ୍ୟା ପରେ ଗର୍ଭବତୀ ମା’ଙ୍କ ଆତ୍ମହତ୍ୟା
ପୋଲସରା,୮ା୩ (ସୁବ୍ରତ ବେହେରା):ଗଞ୍ଜାମ ଜିଲା ପୋଲସରା ଥାନା ନିମିନା ପଞ୍ଚାୟତ ସାନବରଗାଁ ଗ୍ରାମ ବାଲିହତାରେ ଗୁରୁବାର ସାରେ ଗୋଟିଏ କୋଠରୀରୁ ମା’ ଝିଅଙ୍କ ମୃତଦେହ ଜବତ କରାଯାଇଛି। ମୃତକମାନେ ହେଲେ ମା’ ମାଣିକ ଗୌଡ଼ ଓ ୨ ବର୍ଷର ଝିଅ ଗେଲି।…
ଯୁବ ବ୍ୟବସାୟୀଙ୍କ ଘରେ ଇଡି ଚଢାଉ
ଛତ୍ରପୁର,୭।୩(ଦିଲ୍ଲୀପ ସାମଲ/ସନ୍ତୋଷ ପାଢୀ): ଏଟି ଗ୍ରୁପ (ଅର୍ଥତତ୍ତ ଚିଟ୍ଫଣ୍ଡ) ଚିଟଫଣ୍ଡ ଠକେଇ ମାମଲାରେ ପରିବହନ ଠିକାଦାର ତଥା ପୂର୍ବତନ ସଂସ୍ଥା ଅଧିକାରୀ ଅହିଭୂଷଣ ସାହୁ ଓରଫ ବାବୁଲି ସାହୁଙ୍କ କାଳିଆବାଲି ଛକ ବାସଭବନରେ ଗୁରୁବାର ଇଡି ଚଢାଉ ହୋଇଛି। ଆଜି ସକାଳୁ…
ନାବାଳିକା ଜନ୍ମଦେଲେ ମୃତ ଶିଶୁ କନ୍ୟା
ପୁରୁଷୋତ୍ତମପୁର,୬।୩ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାରେ ମହିଳା ଓ ଶିଶୁଙ୍କ ସୁରକ୍ଷା ଦିଗହରା ହୋଇପଡିଛି। ନିରିହ ଗରିବ ଶ୍ରେଣିର ନାବାଳିକା ଓ ଯୁବତୀମାନଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଓ ଧମକ ଦେଇ ବିଭିନ୍ନ ସମୟରେ ବଳକ୍ତାର କରାଯାଉଛି। ଏଭଳି ଏକ…
Archives


