ସରିଲା ଖରା ଛୁଟି, ଖୋଲିଲା କଲେଜ
ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଖରା ଛୁଟି ସରିବା ପରେ ମଙ୍ଗଳବାର ଖୋଲିଛି କଲେଜ। ଏଣିକି ଆରମ୍ଭ ହେବ ଛାତ୍ରୀଛାତ୍ରଙ୍କ ପାଠପଢ଼ା। ଏନେଇ କଲେଜ ପରିସର ଚଳଚଞ୍ଚଳ ହୋଇପଡିଛି। ଅପରପକ୍ଷେ ମଙ୍ଗଳବାର ଯୁକ୍ତ ୩ କଳା, ବାଣିଜ୍ୟ ଏବଂ ବିଜ୍ଞାନ ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ…
କଳାବ୍ୟାଜ ପିନ୍ଧି ଆନ୍ଦୋଳନ ଓହ୍ଲାଇଲେ ବନ କର୍ମଚାରୀ
ଦିଗପହଣ୍ଡି,୧୭।୬(ଅଶେଷ ନାଥ ମିଶ୍ର):ଓଡିଶା ଅଣ ଗେଜେଟଡ ବନ କର୍ମଚାରୀ ସେବା ସଂଘର ଆହ୍ବାନ କ୍ରମେ ୩ ଦଫା ଦାବି ହାସଲ ପାଇଁ ଦିଗପହଣ୍ଡି ବନାଞ୍ଚଳ କର୍ମଚାରୀ କଳାବ୍ୟାଜ ପିନ୍ଧି ପ୍ରତୀକାତ୍ମକ ଆନ୍ଦୋଳନକୁ ଓହ୍ଲାଇଥିବା ଜଣାପଡ଼ିଛି। ବନ ବିଭାଗରେ ଲାଗି ରହିଥିବା ବିଭିନ୍ନ…
ପୁରୁଷବନ୍ଧୁଙ୍କ ଆଗରେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣା: ୧୦ ଜଣଙ୍କୁ ବାନ୍ଧିଲା ପୋଲିସ
ଗୋପାଳପୁର/ବ୍ରହ୍ମପୁର,୧୭ା୬ (ନବୀନ ରାଜ୍ ଆଚାରୀ):ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମି ପର୍ଯ୍ୟଟନସ୍ଥଳରେ ରବିବାର ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ କଲେଜ ଛାତ୍ରୀଙ୍କୁ ତାଙ୍କ ପୁରୁଷବନ୍ଧୁଙ୍କ ଆଗରେ ଗଣବଳାତ୍କାର କରାଯାଇଥିବା ଗୋପାଳପୁର ଥାନାରେ ଅଭିଯୋଗ ହୋଇଛି। ଏଭଳି ସମ୍ବେଦନଶୀଳ ଘଟଣାକୁ ପୋଲିସ ଗୁରୁତ୍ୱର…
ଭଲିବଲ ଟୁର୍ନାମେଣ୍ଟ: ନାରାୟଣପୁର ଚାମ୍ପିୟନ
ଦିଗପହଣ୍ଡି,୧୬ା୬(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ଗଡଗୋବିନ୍ଦପୁର ଗ୍ରାମସ୍ଥିତ ଶ୍ରୀରଘୁନାଥ ମଠ ଖେଳପଡିଆରେ ଗତ ୨ ଦିନ ଧରି ଚାଲିଥିବା ଭଲିବଲ ଟୁର୍ନାମେଣ୍ଟ ଉଦ୍ଯାପିତ ହୋଇଯାଇଛି। ଶାସ୍ତ୍ରିଜୀ ପାଠାଗାର ଯୁବକ ସଂଘ ପକ୍ଷରୁ ଏହି ଟୁର୍ନାମେଣ୍ଟ ଆୟୋଜିତ ହୋଇଥିଲା। ଟୁର୍ନାମେଣ୍ଟରେ ବ୍ଲକର…
ହସ୍ପିଟାଲରୁ ଯୁବକଙ୍କ ମୃତଦେହ ଜବତ
ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ସୋମବାର ଦିଗପହଣ୍ଡି ପୋଲିସ ଜଣେ ଯୁବକଙ୍କ ମୃତଦେହ ଜବତ କରିଛନ୍ତି। ମୃତକ ହେଲେ ସାନଖେମୁଣ୍ଡି ବ୍ଲକ ଛଣମେରି ଗ୍ରାମ ବଡସାହିର ଜିତେନ୍ଦ୍ର ନାୟକ(୨୬)। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା…
ଗୋପାଳପୁରରେ ଲଜ୍ଜା: ପୁରୁଷ ବନ୍ଧୁଙ୍କୁ ମାଡ଼ ମାରି ଯୁବତୀଙ୍କୁ ଗଣବଳାତ୍କାର
ଗୋପାଳପୁର,୧୬।୬(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମିରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜନୈକା ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିବା ନେଇ ଗୋପାଳପୁର ଥାନାରେ ଅଭିଯୋଗ ହୋଇଛି। ଏନେଇ ଜିଲାରେ ହଇଚଇ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ମୁତାବକ, ବାହାର…
ବିଧାନସଭାରେ ସ୍ଥାପିତ ହେଉ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତି
ଭଞ୍ଜନଗର,୧୬।୬(ବାବୁଲା ପ୍ରଧାନ): ଭଞ୍ଜନଗରର ବିଭିନ୍ନ ସଙ୍ଗଠନ ପକ୍ଷରୁ ବିଧାନସଭାରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏବଂ ଚକରା ବିସୋଇଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି କରାଯାଇଛି। ଏଥିସହ ରାଜଧାନୀରେ ଘୁମୁସରର ବୀର ଚକରା ବିଷୋୟୀଙ୍କ ନାମରେ ଏଢ୍ର। ନାମିତ କରାଯିବା ସହ ଦୋରା…
ଜବରଦଖଲ ସମସ୍ୟା: ଭବିଷ୍ୟତ ପାଇଁ ବଢୁଛି ଚିନ୍ତା
ଭଞ୍ଜନଗର,୧୬।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରରେ ଜବରଦଖଲ ସମସ୍ୟା ବଢିବାରେ ଲାଗିଛି। ଦାୟିତ୍ୱରେ ରହୁଥିବା ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଯାହାକି ଭବିଷ୍ୟତ ପାଇଁ ଚିନ୍ତାର କାରଣ ହୋଇଛି। ଜବରଦଖଲ ସମସ୍ୟା ବୃଦ୍ଧି ଯୋଗୁ ସହରର ରାସ୍ତା ଗୁଡ଼ିକ ଧୀରେ…
ଭାଉଜଙ୍କୁ ଆକ୍ରମଣ ଘଟଣା: ଜେଲ ଗଲେ ଦିଅର
ଦିଗପହଣ୍ଡି,୧୬୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗିି ଗ୍ରାମର ଗାଣ୍ଡୁ ବେହେରାଙ୍କୁ ସୋମବାର ପାଟପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୪୨୭/୨୪ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ…
ଅଷ୍ଟମ ବେତନ କମିଶନରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅଣଦେଖା
ଭଞ୍ଜନଗର,୧୬।୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜ ଗୃହ ଠାରେ ସୋମବାର ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ବ୍ଲକର ସମସ୍ତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଏକ ବୈଠକ ହୋଇଥିଲା । ଏଥିରେ ସଭାପତି ବିଭୁତି ଭୂଷଣ…
ବ୍ରହ୍ମପୁର-ଫୁଲବାଣୀ ରେଳ ଲାଇନ ପାଇଁ ଉଠିଲା ଦାବି
ଭଞ୍ଜନଗର,୧୬।୬(ବାବୁଲା ପ୍ରଧାନ)- ପ୍ରତ୍ୟେକ ମାସର ତୃତୀୟ ସୋମବାର ସରକାରୀ କାର୍ଯ୍ୟ ଦିବସରେ ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଗଞ୍ଜାମ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ହୋଇଥାଏ। ଏହିଭଳି ଆଜି ଅଭିଯୋଗ ଶୁଣାଣି ହୋଇଥିଲା। ଜିଲାପାଳଙ୍କ କାର୍ଯ୍ୟବ୍ୟସ୍ତତା ଯୋଗୁ ଏଡିଏମ ଦେବଦତ୍ତ ପଣ୍ଡା, ଉପଜିଲାପାଳ ଉମା…
ଧାନମଣ୍ଡି ନିର୍ମାଣ ପାଇଁ ଜାଗା ଚିହ୍ନଟ: ୩୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ
ଗଞ୍ଜାମ,୧୬ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତରେ ନିର୍ମାଣ ହେବ ସୋସାଇଟି ଗୋଦାମ ଗୃହ। ଉକ୍ତ ଗୋଦାମ ଗୃହରେ ଧାନମଣ୍ଡି କାର୍ଯ୍ୟ ହୋଇପାରିବ ବୋଲି ସେ ସରପଞ୍ଚ ପ୍ରତିନିଧି ସୁଦାମ ଚରଣ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସ୍ଥାନୀୟ ସରପଞ୍ଚ ମମତା…

