ଗଞ୍ଜାମ

ସଫ୍ଟୱେର ଅପଡେଟ ପରେ ଡାକ ବିଭାଗ ଅଚଳ: ନିରାଶ ହୋଇ ଫେରୁଛନ୍ତି ଲୋକେ

ଭଞ୍ଜନଗର,୫।୮(ବାବୁଲା ପ୍ରଧାନ)-ଡାକ ବିଭାଗ ଗ୍ରାହକଙ୍କୁ ଉନ୍ନତମାନର ସେବା ଯୋଗାଇବା ପାଇଁ ସୋମବାର ରାଜ୍ୟରେ ନୂଆ ସଫ୍ଟୱେର ଅପଡେଟ କରିଥିଲେ। କିନ୍ତୁ ସଫ୍ଟୱେର ଅପଡେଟ ପରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଫଳରେ ଚିଠି ପଠାଇବା କାର୍ଯ୍ୟ ସମ୍ପୂର୍ଣ ଅଚଳ ହୋଇପଡିଛି। ଏହିଭଳି ଭଞ୍ଜନଗର…

ଚାଷୀଙ୍କ ଅଭିଯୋଗ ଶୁଣିଲେ ବିଧାୟକ: ଜଳସେଚନ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ

ଗଞ୍ଜାମ,୫।୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ବିଭିନ୍ନ ପଞ୍ଚାୟତରେ ବୋରୱେଲ ଖୋଳା ଯାଇଥିଲେ ମଧ୍ୟ ଚାଷୀମାନେ ପାଣିର ସୁବିଧା ପାଇପାରୁନାହାନ୍ତି। ଗତ ୪ ବର୍ଷରୁ ଅଧିକ ସମୟ ଧରି ଖୋଳା ଯାଇଥିବା ବୋରୱେଲକୁ ତାର ସଂଯୋଗ ନାହିଁ। ପାଣି ମଟର ଦାହିଁ କି…

ଜିଲାରେ ପ୍ରଥମ: ଭରସା ପୋର୍ଟାଲର ଶୁଭାରମ୍ଭ କରି ଚର୍ଚ୍ଚାରେ ବିଧାୟକ

ଗଞ୍ଜାମ,୫।୮(ବିଦ୍ୟାଧର ସାହୁ): ନିର୍ବାଚିତ ପରଠାରୁ ଗୋଟିଏ ଦିନ ବି ଘରେ ବସି ନାଁହାନ୍ତି। ପ୍ରତ୍ୟେକ ଦିନ ଲୋକଙ୍କ ପାଖରେ ପହଂଚି କିଛି ନାଁ କିଛି ସମାଧାନ କରିଥାନ୍ତି l ଘଟଣା କିମ୍ବା ଦୁର୍ଘଟଣା ଖବର ପାଇବାମାନେ ଘଟଣାସ୍ଥଳରେ ପହଞ୍ଚିଯାଆନ୍ତି l ସେ…

ଗନ୍ଧରେ ଫାଟିପଡ଼ୁୁଛି ନାକ: ଯାତ୍ରୀ ବିଶ୍ରମଗାର ବାହାରେ ସୁନ୍ଦର ଭିତରେ ଫମ୍ପା

ଦାରିଙ୍ଗବାଡି, ୪।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଚାରିଛକ ଉପରେ ରହିଥିବା ଯାତ୍ରୀ ବିଶ୍ରାମଗାରର ଅବସ୍ଥା ଶୋଚନୀୟ ହୋଇପଡିଛି ଉଦଘାଟନ ହେବାର ମାତ୍ର ୨୦ ମାସ ବିତିଥିବା ବେଳେ ଏବେ ଉକ୍ତ ବିଶ୍ରାମାଗାର ଟି ବ୍ୟବହାର ଉପଯୋଗୀ ହୋଇପାରୁନ। ପ୍ରକାଶ…

ମାଡ଼ ମାରି ବାଇକ, ଟଙ୍କା ଲୁଟ ଘଟଣାରେ ଜଣେ ଗିରଫ

ଦିଗପହଣ୍ଡି,୪ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁରରେ ରହୁଥିବା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମର ଏଲ.ଶିବା ରେଡ୍ଡୀଙ୍କୁ ଦିଗପହଣ୍ଡି ଥାନା ଏସଆଇ ଜ୍ୟୋତି ରଞ୍ଜନ ବେହେରା ସୋମବାର ଛିନ୍‌ତାଇ ମାମଲାରେ ଗିରଫ କରି ବ୍ରହ୍ମପୁର ସଦର କୋର୍ଟକୁ ଚାଲାଣ କରିଛନ୍ତି। କେଶନ…

ନୂତନ ଜିଲା ସଭାପତି ବିକ୍ରମ ପଣ୍ଡାଙ୍କ ନାମ ଘୋଷଣା ପରେ ଏନଏସି ବିଜେଡିରେ ଖୁସିର ଲହରୀ

ଗଞ୍ଜାମ,୪।୮(ବିଦ୍ୟାଧର ସାହୁ ): ସୋମବାର ବିଜେଡି ନୂତନ ଜିଲା ସଭାପତି ଭାବେ ବିକ୍ରମ ପଣ୍ଡାଙ୍କ ନାମ ଘୋଷଣା ପରେ ଗଞ୍ଜାମ ଏନଏସି ବିଜେଡିରେ ଖୁସିର ଲହରୀ ଖେଳିଯାଇଛି । ଏହି ଅବସରରେ ନୂତନ ଜିଲା ସଭାପତି ପଣ୍ଡାଙ୍କୁ ଏନଏସି ବିଜେଡି ନଗର…

ଆନ୍ଧ୍ରପ୍ରଦେଶ ପଥର ଖଦାନରେ ବିସ୍ଫୋରଣ: ଗାଁରେ ପହଞ୍ଚିଲା ଶ୍ରମିକଙ୍କ ମୃତଦେହ, ସମବେଦନା ଜଣାଇଲେ ମନ୍ତ୍ରୀ

ଧରାକୋଟ,୪।୮: ଦାଦନ ଦୁଃଖରେ ପୁଣି ପେଶି ହୋଇଛନ୍ତି ଧରାକୋଟ ବ୍ଲକର ଢଉଗାଁ ପଞ୍ଚାୟତ ବାହାଡାଗୁଡା ଗାଁର ମୁସା ଜେନା ଏବଂ ଓଳମ୍ବା ପଞ୍ଚାୟତ କସେଇ ଗାଁର ସନ୍ତୋଷ ଗୌଡ଼ଙ୍କ ପରିବାର । କାମ କରିବାକୁ ଯାଇ ଆନ୍ଧ୍ରପ୍ରଦେଶର ବାଲିକୁରଭା ମଣ୍ଡଳର ମଲାୟାପୁଲମ…

ବ୍ଲକସ୍ଥରୀୟ ସ୍ବାଧିନତାଦିବସ ପାଳନ ଲାଗି…

ପୁରୁଷୋତ୍ତମପୁର,୪।୮ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବ୍ଲକସ୍ଥରୀୟ ସ୍ବାଧିନତାଦିବସ ପାଳନ ଲାଗି ଏକ ପ୍ରସ୍ତୁତ ି ବୈଠକ ବରିଷ୍ଠ ନାଗରିକ ସଂଘର ସମ୍ପାଦକ ପ୍ରଫୁଲ୍ଲ କୁମାର ରଥଙ୍କ ଆବାହକରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଏଠାରେ ପ୍ରଥମକରି ବ୍ଲକସ୍ଥରୀୟ ଭାବରେ ପାଳନ…

ଜମିରେ କାମ କରୁଥିଲେ, ମାରିଲା ଘଡ଼ଘଡ଼ି…

ଦିଗପହଣ୍ଡି,୪।୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଛୋଟରାୟପୁର-ବାସୁଦେବପୁର ଗ୍ରାମ ନିକଟ ଚାଷ ଜମିରେ କାମ କରୁଥିବା ବେଳେ ସୋମବାର ଅପରାହ୍ନରେ ବଜ୍ରପାତ ଯୋଗୁ ଗୋକର୍ଣ୍ଣପୁର ଗ୍ରାମ ବସଷ୍ଟାଣ୍ଡ ସାହିର ଚିନ୍ନାରି. ଏରାମା ପାତ୍ର (୫୫) ନାମ୍ନୀ ମହିଳା ମୃତ୍ୟୁ…

ଆସିଲା ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ: ଦିଲ୍ଲୀ ଯିବେ ଲକ୍ଷପତି ଦିଦି ଏସ ଜ୍ୟୋତି, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଛତ୍ରପୁର,୪।୮ (ଦିଲ୍ଲୀପ ସାମଲ): ଅଗଷ୍ଟ ୧୫ ତଥା ସ୍ବାଧିନତା ଦିବସରେ ଦିଲ୍ଲୀରେ ଆୟୋଜିତ ସ୍ବତନ୍ତ୍ରକାର୍ଯ୍ୟକ୍ରମରେ ଯୋଗଦେବେ ଗଞ୍ଜାମ ଜିଲାର ଲକ୍ଷପତି ଦିଦି ତଥା ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ କାଳିଆବାଲି ଗ୍ରାମର ଏସ. ଜ୍ୟୋତି ରେଡ୍ଡୀ । ଏଥିଲାଗି ତାଙ୍କୁ ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ…

ଆନ୍ଧ୍ର ପଥର ଖଣି ବିସ୍ଫୋରଣ ଘଟଣା : ଗାଁ ରେ ପହଞ୍ଚିଲା ଜଣଙ୍କ ପରେ ଜଣଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟିପଡ଼ୁଛି…

ଦିଗପହଣ୍ଡି,୪।୮(ଅଶେଷ ନାଥ ମିଶ୍ର) : ଆନ୍ଧ୍ରପ୍ରଦେଶ ବାପତଲା ଜିଲା ବାଲି କୁରାଭା ନିକଟରେ ଥିବା ଏକ ଘରୋଇ ଗ୍ରାନାଇଟ ଖଣିରେ ରବିବାର ପଥର ବିସ୍ଫୋରଣ ଘଟିଥିଲା। ଏଥିରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ପଞ୍ଚାୟତ ବାଙ୍ଗରଡ଼ା ଗ୍ରାମର ବନମାଳୀ ବେହେରା(୩୦),…

ପୋଲିସକୁ ଧମକ ଦେଇ ଯୁବକ ଗିରଫ, ମାଉଜର ଜବତ

ଭଞ୍ଜନଗର,୪।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଏସଆଇ ସମୀର ସେଠୀ ଏବଂ ଅନ୍ୟମାନେ ରବିବାର ରାତିରେ ତୁଳସୀପଲ୍ଲୀ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ସୌମ୍ୟ ରଞ୍ଜନ ବେହେରା ନାମକ ଜଣେ ଯୁବକ ସଂପୃକ୍ତ ଅଞ୍ଚଳରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?