ଇଟା ଲୋଡ କରୁଥିବା ବେଳେ କାମୁଡ଼ିଲା ସାପ: ପରେ…
ଦିଗପହଣ୍ଡି,୬ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମର ଜଣେ ଶ୍ରମିକଙ୍କ ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ସେ ହେଲେ ଟୁଟୁ ଭୁଁୟା। ଦିଗପହଣ୍ଡି ପୋଲିସ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପହଞ୍ଚି ତାଙ୍କ ମୃତଦେହ ଜବତ କରିଛି। ଥାନାରେ ଅପମୃତ୍ୟୁ ମାମଲା…
୫ ବର୍ଷ ହେଲା ଜଗା ରଥପାଇଁ ପଠାଯାଉଛି କାଠ: ଭଞ୍ଜନଗରୁ ପ୍ରଥମ ପର୍ଯ୍ୟାୟରେ ଗଲା ରଥକାଠ
ଭଞ୍ଜନଗର,୬।୫(ବାବୁଲା ପ୍ରଧାନ): ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା ଜୁନ ୨୭ ତାରିଖରେ ହେବ। ତେଣୁ ତିନି ଠାକୁରଙ୍କ ରଥ ନିର୍ମାଣ କାର୍ଯ୍ୟ ପୁରୀ ରଥଖଳାରେ ଚାଲିଛି। ଏଥିପାଇଁ ରାଜ୍ୟର ବିଭିନ୍ନ ବନଖଣ୍ଡରୁ ରଥକାଠ ପୁରୀ ଅଭିମୂଖେ ଅଣାଯାଉଛ। ଏହିଭଳି ଗଞ୍ଜାମ ଜିଲା…
ରାଜ୍ୟରେ ହେବ ୩ ହଜାର ଚେକ୍ ଡ୍ୟାମ୍ : ୬୧ଲକ୍ଷ ହେକ୍ଟରରୁ ୫୧ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା
ଭଞ୍ଜନଗର,୬ା୫(ବାବୁଲା ପ୍ରଧାନ): ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ (ପ୍ଲାନିଂ ଆଣ୍ଡ ଡ଼ିଜାଇନ୍) ଇଂ. ଲିଙ୍ଗରାଜ ଗୌଡ଼ ଦୁଇଦିନିଆ ଗଞ୍ଜାମ ଜିଲା ଗସ୍ତରେ ଆସି ବିଭିନ୍ନ ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏଥିସହ ପ୍ରସ୍ତାବିତ ଅନେକ ନୂଆ ପ୍ରକଳ୍ପକୁ ସେ ବୁଲି ଦେଖିଛନ୍ତି।…
ଜୁନ ୩ରୁ ଅଗସ୍ତିନୂଆଗାଁରେ ଠାକୁରାଣୀ ଯାତ୍ରା
ଛତ୍ରପୁର,୬।୫(ସନ୍ତୋଷ ପାଢ଼ୀ): ପ୍ରତି ଦୁଇ ବର୍ଷ ବ୍ୟବଧାନରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତିନୂଆଗାଁ ରେ ବୁଢ଼ୀ ମାଆ ଠାକୁରାଣୀଙ୍କ ଯାତ୍ରା ହୁଏ l ଚଳିତ ବର୍ଷ ମାଆଙ୍କ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବାରୁ ଗ୍ରାମ୍ୟ କମିଟି ସଭାପତି ରଜତ କୁମାର ନାୟକଙ୍କ…
ମୂକ, ବଧିରଙ୍କୁ ୪ ମାସ ହେଲା ମିଳୁନି ବର୍ଦ୍ଧିତ ଭତ୍ତା
ଛତ୍ରପୁର,୬।୫(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାରେ ଥିବା ମୂକ, ବଧିରଙ୍କୁ ୪ ମାସ ହେଲା ବର୍ଦ୍ଧିତ ଭତା ମିଳୁନି ଏନେଇ ଗଞ୍ଜାମ ଜିଲା ମୂକ, ବଧିର ଆସୋସିଏସନ ପକ୍ଷରୁ ଗଞ୍ଜାମ ଜିଲାପାଳଙ୍କ ଦୃଷ୍ଟିଆକର୍ଷଣ କରାଯାଇଛି ଏଥିସହ ଗତ ୪ ମାସର ବର୍ଦ୍ଧିତ ଭତ୍ତା…
ଉଦ୍ଧାର ଚୋରି ଅଳଙ୍କାର ବ୍ୟାଘ୍ରଦେବୀ ମନ୍ଦିରକୁ ହସ୍ତାନ୍ତର
ଭଞ୍ଜନଗର,୬।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ବ୍ୟାଘ୍ରଦେବୀ ମନ୍ଦିରରୁ ହୋଇଥିବା ଚୋରି ଅଳଙ୍କାର ମଧ୍ୟରୁ ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ଅଳଙ୍କାର ପୋଲିସ ସୋମବାର ଉଦ୍ଧାର କରିବାରେ ସକ୍ଷମ ହୋଇଛି। ଏହାପରେ ସନ୍ଧ୍ୟାରେ ମନ୍ଦିର କର୍ମକର୍ତ୍ତାଙ୍କୁ ଉଦ୍ଧାର ଅଳଙ୍କାର ହସ୍ତାନ୍ତର…
ଗଞ୍ଜାମ କଳାକାରଙ୍କ ବନ୍ଧୁ ମିଳନ
ଗଞ୍ଜାମ,୫।୫(ବିଦ୍ୟାଧର ସାହୁ): ଚଳିତ ବର୍ଷ ମା’ଦଣ୍ଡକାଳୀଙ୍କ୨୧ ଦିନିଆ ଦଣ୍ଡ ଯାତ୍ରାରେ ଅଭିନୟ କରିଥିବା ଗଞ୍ଜାମ କଳାକାରଙ୍କ ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଛତ୍ରପୁର ସ୍ଥିତ ତାମ୍ପରା ହ୍ରଦ ଠାରେ ଅନୁଷ୍ଠିତ ହୋଇଯାଇଛି। ନାଟ୍ୟ କଳାକାର ବଳରାମ ମାଳିଙ୍କ ଜନ୍ମ ଦିବସ…
ଅଧା ପନ୍ତରିଆ ହୋଇ ପଡ଼ିରହିଛି ପଞ୍ଚାୟତ ଉନ୍ନୟନ କାର୍ଯ୍ୟ, କନିଷ୍ଠ ଯନ୍ତ୍ରୀଙ୍କ ବଦଳି ଦାବି
ଦିଗପହଣ୍ଡି,୫।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଆଙ୍କୋରଡା ପଞ୍ଚାୟତରେ ଦୀର୍ଘଦିନ ହେଲା ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଅଧା ପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଇଂ. ତୁଷାରକାନ୍ତ ଦାସଙ୍କ ଅବହେଳାରୁ ବିଭିନ୍ନ ପ୍ରକଳ୍ପ ନିମନ୍ତେ କେନ୍ଦ୍ର…
ଦିଗପହଣ୍ଡିରେ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା: ନାଚ ଗୀତରେ ଦୁଲୁକୁଛି ଓଡ଼ାସିଙ୍ଗି ଗାଁ
ଦିଗପହଣ୍ଡି,୫।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଓଡ଼ାସିଙ୍ଗି ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ’ ରମାଦେବୀ ବୁଢ଼ୀଠାକୁରାଣୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ ହୋଇଛି। ଏହାକୁ ନେଇ ନାଚ ଗୀତରେ ଗାଁ ଦୁଲୁକୁଛି। ଯାତ୍ରା ପରିଚାଳନା କମିଟି ସଭାପତି ବାଲ…
ତୃତୀୟ ଦିନରେ କାଇଁଚପୁର ଠାକୁରାଣୀଙ୍କ ଯାତ୍ରା, ଅସ୍ଥାୟୀ ମଣ୍ଡପରେ ପୂଜା ପାଉଛନ୍ତି ମା’ଶୀତଳୟା
ଗଞ୍ଜାମ,୫ା୫(ବିଦ୍ୟାଧର ସାହୁ): ଠାକୁରାଣୀ ଯାତ୍ରା ପାଇଁ କାଇଁଚପୁର ଗାଁ ଚଳଚଞ୍ଚଳ ହୋଇଉଠିଛି। ଏହି ଯାତ୍ରା ସୋମବାର ତୃତୀୟ ଦିନରେ ପହଞ୍ଚିଛି। ବର୍ତ୍ତମାନ ମା’ ଶୀତଳୟା ଅସ୍ଥାୟୀ ମଣ୍ଡପରେ ପୂଜା ପାଉଛନ୍ତି। ମା’ଙ୍କୁ ପୂଜାର୍ଚ୍ଚନା ପରେ ଗ୍ରାମବାସୀଙ୍କ ପକ୍ଷରୁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ…
ସାମାନ୍ୟ ବର୍ଷାରେ ବିଦ୍ୟୁତ୍ ସେବା ବନ୍ଦ
ଭଞ୍ଜନଗର,୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ସୋମବାର ଅପରାହ୍ନ ୪ଟାରେ ସାମାନ୍ୟ ଝଡ ତୋଫାନ ସହ ବର୍ଷା ହୋଇଥିଲା। ଏହାର ପ୍ରଭାବରେ କଣ୍ଟେଇପଲ୍ଲୀରୁ ଭଞ୍ଜନଗର ଆସିଥିବା ୩୩ କେଭି ଲାଇନ ଉପରେ ଗଛଡାଳ ପଡ଼ି ଦୁଇଟି ସ୍ଥାନରେ ତାର ଛିଣ୍ଡିଯାଇଛି।…
ଗୋକର୍ଣ୍ଣପୁରରେ କୁହୁଳୁଛି ସବର୍ଣ୍ଣ-ଅସବର୍ଣ୍ଣ ବିବାଦ: ଥାନାରେ ଏତଲା, ଅଶାନ୍ତ ଗାଁ
ଦିଗପହଣ୍ଡି,୫।୫(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମରେ ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ରକରି ସବର୍ଣ୍ଣ-ଅସବର୍ଣ୍ଣ ବିବାଦ କୁହୁଳିବାରେ ଲାଗିଛି। ପୋଲିସ ପ୍ରଶାସନ ଏବେଠାରୁ ଦୃଷ୍ଟି ନ ଦେଲେ ସ୍ଥିତି ସାଙ୍ଘାତିକ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ଗ୍ରାମରେ ମା’ ଭଗବତୀ…
Archives


