ଗଞ୍ଜାମ

ବେଲଗୁଣ୍ଠା, ମୁଜାଗଡ଼, ଲାଲସିଂ ଯାତ୍ରାରେ ଜମୁଛି ଭିଡ଼

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ ଏବଂ ଲାଲସିଂରେ ଏବେ ଠାକୁରାଣୀ ଯାତ୍ରା ଚାଲିଛି। ଏହା ଆସନ୍ତା ୩୦ ତାରିଖରେ ଉଦ୍‌ଯାପିତ ହେବ। ସେହିଭଳି ବେଲଗୁଣ୍ଠା ମା’ ବ୍ରାହ୍ମଣଦେବୀ ଯାତ୍ରା ମଧ୍ୟ ବର୍ତ୍ତମାନ ଚାଲିଛି। ତାହା ଆସନ୍ତା ୧ ତାରିଖରେ…

ବଦଳିବ ଲାଲସିଂ ନର୍ସରୀ ଠିକଣା, ୧୦୩ ବର୍ଷ ପରେ ଡିଏଫ୍‌ଓ କାର୍ଯ୍ୟାଳୟ ପରିବର୍ତ୍ତନ ଯୋଜନା

ଭଞ୍ଜନଗର,୨୪ା୫(ବାବୁଲା ପ୍ରଧାନ): ବ୍ରିଟିଶ ଶାସକମାନେ ଗଞ୍ଜାମ ଜିଲା ଭଞ୍ଜନଗର (ଘୁମୁସର)କୁ ଶାସନ କରିବାକୁ ଆସିବା ପରେ ଏଠାରେ ଶିକ୍ଷା, ଜଳସେଚନ, ଗମନାଗମନ, ସ୍ବାସ୍ଥ୍ୟକ୍ଷେତ୍ରରେ ଉନ୍ନତି ପାଇଁ ୧୮୮୪ ପୂର୍ବରୁ ପଦକ୍ଷେପ ନେଇଥିବାର ପ୍ରମାଣ ଅଛି। ତେଣୁ ଭଞ୍ଜନଗର ଲୋହରାଖଣ୍ଡି ସେତୁ, ଭଞ୍ଜନଗର…

ସ୍ବାମୀ ଚାଲିଯିବା ପରେ ବାପଘରୁ ଆଣିଥିବା ସମ୍ପତ୍ତିକୁ ଫେରାଇ ନେଲେ ବୋହୂ, ହୋଇଥିଲେ…

ଛତ୍ରପୁର,୨୩।୫(ଦିଲ୍ଲୀପ ସାମଲ): ବିବାହର ଦେଢ଼ ବର୍ଷ ପରେ ଚାଲିଗଲେ ସ୍ବାମୀ । ନିଜ ବାପଘରୁ ଆଣିଥିବା ସମ୍ପତ୍ତିକୁ ନେଇ ବାପଘରକୁ ଚାଲିଗଲେ ବୋହୂ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରମ୍ଭା ଥାନା ଅଧୀନ ମିଞ୍ଚିଣି ପାଟଣା ମେନ ରୋଡ଼ ଠାରେ।…

ଘାରିଲା ରାତାରାତି ବଡ଼ଲୋକ ହେବାର ସ୍ବପ୍ନ : ବନ୍ଧାହେଲେ ୪ ଜଣ

ଭଞ୍ଜନଗର,୨୩।୫(ବାବୁଲା ପ୍ରଧାନ): ଗୋଟିଏ ପଟେ ବେକାରି ସମସ୍ୟା ବଢୁଛି। ଅନ୍ୟ ପଟେ ଅପରାଧ ମଧ୍ୟ ବଢୁଛି। ଏହିଭଳି ପରିସ୍ଥିତିରେ କିଛି ଲୋକ ବେନିୟମ ଭାବେ କମ ପରିଶ୍ରମ କରି ରାତାରାତି ବଡ଼ଲୋକ ହେବାର ସ୍ବପ୍ନ ଦେଖୁଛନ୍ତି, ପରେ ତାଙ୍କୁ ଅଧିକ ଲାଭ…

ଝିଅ ଦେଖିବାକୁ ଆସି ଜେଲ ଗଲେ ଯୁବକ: ଜାଣନ୍ତୁ ପୁରା ଘଟଣା…

ଛତ୍ରପୁର,୨୩ା୫(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ପୁଟବଗଡ଼ ଗାଁରେ ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଅଭିଯୁକ୍ତ ଯୁବକଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ଛତ୍ରପୁର ଥାନା ଅଧୀନ ଜଗତପଲି ଗାଁର ଚକ୍ରପାଣି ପ୍ରଧାନ। ତାଙ୍କୁ କୋର୍ଟ…

ଓଟିଇଟି ପରୀକ୍ଷା ତୁରନ୍ତ ପ୍ରତ୍ୟାହାର କର: ଆନ୍ଦୋଳନ ଧମକ ଦେଲା ପ୍ରାଥମିକ ଶିକ୍ଷକ ସଂଘ

ଭଞ୍ଜନଗର,୨୩।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଶୁକ୍ରବାର ଓଟିଇଟି ପରୀକ୍ଷା ପ୍ରତ୍ୟାହାର ଦାବି ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ଉଦ୍ଧେଶ୍ୟରେ ଭଞ୍ଜନଗର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥଙ୍କୁ ଏକ…

ମା’ଙ୍କ ପାଇଁ ଗଛଟିଏ ଲଗାନ୍ତୁ, ଜଳବାୟୁ ପରିବର୍ତ୍ତନ ରୋକନ୍ତୁ

ଦିଗପହଣ୍ଡି,୨୩।୫(ଅଶେଷ ନାଥ ମିଶ୍ର): କେନ୍ଦ୍ର ସରକାରଙ୍କ ଅମୃତ ଯୋଜନାରେ ସ୍ଥାନୀୟ ଏନଏସି କାର୍ଯ୍ୟାଳୟ ପକ୍ଷରୁ ମା’ଙ୍କ ପାଇଁ ଗଛଟିଏ ୩ ଦିନିଆ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ବୃକ୍ଷ ଚାରା ରୋପଣ ପାଇଁ ସ୍ଥାନ ନିରୂପଣ କରାଯିବା ସହ ଯୋଜନାରେ ସାମିଲ କରାଯାଇଥିବା…

ସୁନାମ ଅର୍ଜନ କରିଥିବା କୃତି ଛାତ୍ରୀଛାତ୍ରଙ୍କ ଉଜ୍ଜଳ ଭବିଷ୍ୟତ କାମନା

ଦିଗପହଣ୍ଡି,୨୩।୫ (ଅଶେଷ ନାଥ ମିଶ୍ର) ମାଟ୍ରିକ ପରୀକ୍ଷାରେ କୃତିତ୍ବ ଅର୍ଜନ କରି ଦିଗପହଣ୍ଡି ପାଇଁ ସୁନାମ ଅର୍ଜନ କରିଥିବା କୃତି ଛାତ୍ରୀଛାତ୍ରମାନଙ୍କୁ ସ୍ଥାନୀୟ ଏନଏସି କାର୍ଯ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏନଏସି କାର୍ଯ୍ୟାଳୟ ସଭାଗୃହ ଠାରେ ଆୟୋଜିତ ସତନ୍ତ୍ର କାର୍ଯ୍ୟକ୍ରମରେ ଏନଏସି…

ଚୋରି ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ: ବର୍ଷେ ସଶ୍ରମ କାରାଦଣ୍ଡ, ୨ ହଜାର ଟଙ୍କା ଜରିମାନା

ଦିଗପହଣ୍ଡି,୨୩।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନିଳିମା ଷଡଙ୍ଗୀ ଏକ ଚୋରି ମାମଲା (ଜିଆର -୫୪୪/୨୪)ର ଚୂଡାନ୍ତ ରାୟ ପ୍ରକାଶ କରି ଶୁକ୍ରବାର ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ପାଟପୁର…

ବନ ବିଭାଗ କର୍ମଚାରୀଙ୍କ ଅବଦାନ ଅତୁଳନୀୟ: ସମସ୍ୟା ଦୂର କଲେ ବିଧାୟକ

ଭଞ୍ଜନଗର,୨୩।୫(ବାବୁଲା ପ୍ରଧାନ): ଓଡ଼ିଶା ଅଣ ଗେଜେଟେଡ ବନ ସେବା ସଂଘ ଭଞ୍ଜନଗର ଶାଖା କାର୍ଯ୍ୟାଳୟର ଶିଳାନ୍ୟାସ ଉତ୍ସବ ଶୁକ୍ରବାର ଅନୁଷ୍ଟିତ ହୋଇଯାଇଛି । ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାହାର ଶିଳାନ୍ୟାସ କରିଥିଲେ।…

ଘୁମୁସର ଗବେଷଣା ପ୍ରତିଷ୍ଠାନର ବାର୍ଷିକ ଅଧିବେଶନରେ ଯୋଗ ଦେବେ ବିଭିନ୍ନ ଐତିହାସିକ

ଭଞ୍ଜନଗର,୨୩ା୫(ବାବୁଲା ପ୍ରଧାନ): ଘୁମୁସର ଗବେଷଣା ପ୍ରତିଷ୍ଠାନର ପଞ୍ଚମ ବାର୍ଷିକ ଅଧିବେଶନ ଆସନ୍ତା ୨୯ ତାରିଖରେ ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ। ତେଣୁ ଏନେଇ ଗୁରୁବାର ଘୁମୁସର ଗବେଷଣା ପ୍ରତିଷ୍ଠାନର ନିଜସ୍ବ କାର୍ଯ୍ୟାଳୟରେ ଉତ୍ସବ କିଭଳି ପାଳନ…

ବିଜେଡି ଯୁବନେତାଙ୍କୁ ସଂଘବଦ୍ଧ ଆକ୍ରମଣ

ଗଞ୍ଜାମ,୨୨।୫(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ବିଜେଡି ଯୁବନେତା ତଥା ସାନ ବଜାର ବଣିକ ସଙ୍ଘ ସଭାପତି ସୁଧୀର କୁମାର ପାଢ଼ୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ନେଇ ଗଞ୍ଜାମ ଥାନାରେ ଏକ ଅଭିଯୋଗ ହୋଇଛି l ମିଳିଥିବା ସୂଚନା ମୁତାବକ, ସାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri