ଗଞ୍ଜାମ

ଅଗଷ୍ଟ ୨୦ ପର୍ଯ୍ୟନ୍ତ ଚାଷୀ ପଞ୍ଜିକରଣ: ପ୍ରଚାର ରଥ ଶୁଭାରମ୍ଭ

ଭଞ୍ଜନଗର,୪।୮(ବାବୁଲା ପ୍ରଧାନ)ଷଣ୍ଡିରେ ଖରିଫ ଧାନ ଫସଲ ବିକ୍ରି ପାଇଁ ବର୍ତ୍ତମାନ ଅନଲାଇନ ମାଧ୍ୟମରେ ଚାଷୀ ପଞ୍ଜିକରଣ ଚାଲିଛି। ଏହା ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିକରୁ ଅଧିକ ଯୋଗ୍ୟ ଚାଷୀ କିଭଳି ନିଜ ନାମକୁ ନିଜ ଅଞ୍ଚଳର ସୋସାଇଟିରେ…

ଏନଏସି ଅଧ୍ୟକ୍ଷାଙ୍କ ୱାର୍ଡରେ ପାନୀୟ ଜଳ ସମସ୍ୟା ଉତ୍କଟ: ପିଇବା ପାଣି ପାଇଁ ଡହଳବିକଳ ୱାର୍ଡବାସୀ

ଗଞ୍ଜାମ,୪।୮(ବିଦ୍ୟାଧର ସାହୁ): ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ହେବାରେ ଲାଗିଛି l ଏଭଳି ପରିସ୍ଥିତିରେ ଖୋଦ ଗଞ୍ଜାମ ଏନଏସି ଅଧ୍ୟକ୍ଷାଙ୍କ ତିନି ନମ୍ବର ୱାର୍ଡରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି l ତିନି ଦିନରୁ ଉର୍ଦ୍ଧ୍ୱ…

ଯାତ୍ରାରେ ଅଶ୍ଳୀଳତା ବନ୍ଦ ନେଇ ଆଗକୁ ଆସିଲା କମିଟି

ପୁରୁଷୋତ୍ତମପୁର,୩ା୮(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଠାରେ ଓଡ଼ିଶା ଯାତ୍ରାକମିଟି ମହାସଂଘର ଗଞ୍ଜାମ ଜିଲା ଶାଖା ପକ୍ଷରୁ ଏକ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ମହାସଂଘର ସଂଯୋଜକ ମାନସରଞ୍ଜନ ରାୟସାମନ୍ତ ଓ ଉପସଭାପତି ମହେନ୍ଦ୍ର କୁମାର…

ଗାଲେରୀ ମେଡିକାଲର ବିକାଶରେ ଖର୍ଚ୍ଚ ହେବ ୧୬ କୋଟି ଟଙ୍କା, ଶିଳାନ୍ୟାସ କରି ବିଧାୟକ କହିଲେ ଅଞ୍ଚଳର ଲୋକଙ୍କ ପାଇଁ…

ଭଞ୍ଜନଗର,୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅଧିନସ୍ଥ ଗାଲେରୀ ମେଡ଼ିକାଲର ବିକାଶ ପାଇଁ ୧୬ କୋଟି ଟଙ୍କା ଖର୍ଚ୍ଚ ହେବ। ତେଣୁ ରବିବାର ନୂତନ କୋଠାର ଶିଳାନ୍ୟାସ ଉତ୍ସବ ହୋଇଥିଲା। ଏଥିରେ ଭଞ୍ଜନଗର ବିଧାୟକ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର…

ରେଳ ଷ୍ଟେସନ ଗେଟ ନିକଟରେ ଯୁବକଙ୍କୁ ହତ୍ୟା ଉଦ୍ୟମ, ରମ୍ଭା ପୋଲିସର ଖୋଳତାଡ଼ ଆରମ୍ଭ

ଗଞ୍ଜାମ,୩।୮(ବିଦ୍ୟାଧର ସାହୁ ):ପୁଣି ଥରେ ଅଶାନ୍ତ ହେଲା ଗଞ୍ଜାମ ଜିଲା ।ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଛି। ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ଆର୍‌ ବାହାଡ଼ାପଲ୍ଲୀର ବି ମନୁ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁବୃର୍ତ୍ତ। ରମ୍ଭା ରେଲୱେ…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲେ ଯୁବକ

ଶେରଗଡ଼,୨ା୮(ସୂର୍ଯ୍ୟ ନାରାୟଣ ଦାଶ): ଆଉ କିଛି ସମୟ ପରେ ବସ୍‌ ଆସିଥିଲେ ଗାଁରେ ପରିବାର ଲୋକଙ୍କ ନିକଟରେ ପହଞ୍ଚି ଥାନ୍ତେ। ସୁରଟରୁ ଆସି ଶେରଗଡ଼ ଚାରିଛକରେ ବସ୍‌କୁ ଅପେକ୍ଷା କରିଥିଲେ। ଅଥଚ ସେଠାରେ ଛକି ବସିଥିଲା ମୃତ୍ୟୁ। ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି…

ସହରରେ ବୁଲୁଥିଲେ ଅଜଣା ଯୁବକ: ପୋଲିସ ଜିମା ଦେଲେ ସ୍ବେଚ୍ଛାସେବୀ

ଗଞ୍ଜାମ,୨।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ବୁଲୁଥିଲେ ଜଣେ ଅଜଣା ଯୁବକ। ସ୍ଥାନୀୟ କିଛି ସ୍ବେଚ୍ଛାସେବୀ ତାଙ୍କୁ ଧରି ଶନିବାର ଥାନାରେ ଜିମା ଦେଇଛନ୍ତି l ଅପରାହ୍ନରେ ଯୁବକ ଜଣକ ଗଞ୍ଜାମ ଷ୍ଟେଶନରେ ବୁଲାବୁଲି କରୁଥିଲେ। ସେତିକିବେଳେ ସ୍ବେଚ୍ଛାସେବୀ ଉମା ଶଙ୍କର ମହାନ୍ତି,…

ପୋଷ ଆଇନ ଉପରେ ଛାତ୍ରୀଙ୍କୁ ସଚେତନ କଲେ ଉପଜିଲାପାଳ: ପରସ୍ପରକୁ ସମ୍ମାନ ଦେବାକୁ…

ଭଞ୍ଜନଗର,୨।୮(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାରପୋଷ (posh) ଆଇନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଭଞ୍ଜନଗର ଉପ ଜିଲାପାଳ ତଥା କଲେଜ ପରିଚାଳନା କମିଟି ସଭାପତି ଉମା ଶଙ୍କର ବେହେରା ମୁଖ୍ୟ ଅତିଥି…

ଛାତ୍ରଙ୍କୁ ପିଟିଲେ ଛାତ୍ରୀ ଭଞ୍ଜନଗର ମହିଳା କଲେଜ ସମ୍ମୁଖରେ ହାଇଡ୍ରାମା

ଭଞ୍ଜନଗର,୨।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଶନିବାର ଏକ ହାଇ ଡ୍ରାମା ଦେଖିବାକୁ ମିଳିଛି। କେଉଁ ଏକ ଶିକ୍ଷାନୁଷ୍ଠାନର ଜଣେ ଛାତ୍ରୀ ଆଉ ଜଣେ ଛାତ୍ରଙ୍କୁ ନିସ୍ତୁକ ପିଟୁଥିବା ଏକ ଭିଡିଓ ଆଜି ଅପରାହ୍ନରେ ଭାଇରାଲ…

ଓମ୍‌ ଶାନ୍ତି ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ

ଭଞ୍ଜନଗର,୨।୮(ବାବୁଲା ପ୍ରଧାନ):ଆସନ୍ତା ୯ ତାରିଖରେ ରକ୍ଷା ବନ୍ଧନ ଉତ୍ସବ ପାଳନ ହେବ। ଏହା ପୁର୍ବରୁ ଭଞ୍ଜନଗର ପ୍ରଜାପିତା ବ୍ରହ୍ମକୁମାରି ଇଶରୀୟ ବିଶବିଦ୍ୟାଳୟ (ଓମ ଶାନ୍ତି) ଶାଖା କାର୍ଯ୍ୟାଳୟ ପକ୍ଷରୁ ଆଜକୁ ୪ ଦିନ ହେବ ରକ୍ଷା ବନ୍ଧନ ଉତ୍ସବ ପାଳନ ହେଉଛି।…

ହତ୍ୟା ଉଦ୍ୟମ ପୂର୍ବରୁ ଅଭିଯୁକ୍ତଙ୍କୁ ଧରାଇଦେଲା ୧୧୨, ବନ୍ଧା ହେଲେ ଡେଲାଙ୍ଗର ୫

ଭଞ୍ଜନଗର,୨ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଗୁରୁବାର ରାତିରେ ଏକ ବଡ଼ ଧରଣର ଅଘଟଣ ରୋକିବାରେ ସକ୍ଷମ ହୋଇଛି। ଏହି ମାମଲାରେ ଭଞ୍ଜନଗର ପୋଲିସ ଶନିବାର ପୁରୀ ଜିଲା ଡେଲାଙ୍ଗ ଥାନା ଅଞ୍ଚଳର ୫ ଜଣକୁ ଗିରଫ କରିଛି। ସେମାନେ…

ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ

ଗୋପାଳପୁର/ବ୍ରହ୍ମପୁର, ୨/୮(ନବୀନ ରାଜ ଆଚାରୀ/ସୁବାସ ଚନ୍ଦ୍ର ପାଢ଼ୀ): କିଛି ବର୍ଷ ବ୍ୟବଧାନରେ ୍ରହ୍ମପୁର ପୋଲିସ ଜିଲାରେ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଓରଫ ମାଲ ନାହାକ(୨୯) ଆହତ ହୋଇଛି। ଘଟଣାଟି ପିତାତଳି-ସୋର୍ଲା ରୋଡ ନିକଟରେ ଶନିବାର ଭୋର ପ୍ରାୟ ସାଢେ ୫ଟା’ବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri