ଗଞ୍ଜାମ

ପ୍ରବଳ ବର୍ଷାରେ ଫସଲ ନଷ୍ଟ: ଚାଷୀଙ୍କୁ କ୍ଷତିପୂରଣ ନିର୍ଦ୍ଦେଶ

ଗଞ୍ଜାମ,୫ା୧୦(ଅଖିଳ ତରାଇ): ଗଞ୍ଜାମ ବ୍ଲକର ସାନରାମଚନ୍ଦ୍ରପୁର, ଝାରିଡି, ରାମଗଡ଼ ଆଦି ପଞ୍ଚାୟତରେ ପ୍ରବଳ ବର୍ଷା ଯୋଗୁ କୃଷକମାନେ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଫୁଲକୋବି, କାଙ୍କଡ଼ ଏବଂ ଅନ୍ୟାନ୍ୟ ପନିପରିବା ଫସଲ ବର୍ଷା ଯୋଗୁ ବୁଡ଼ି ନଷ୍ଟ ହୋଇଯାଇଛି। ଏହି ଅଞ୍ଚଳର…

ସହଯୋଗ କଲାନି ବନ ବିଭାଗ, ଅସନ୍ତୁଷ୍ଟ ଭିଏସ୍‌ଏସ୍‌ କର୍ମକର୍ତ୍ତା ପାଳିଲେ ବନ୍ୟପ୍ରାଣୀ ସପ୍ତାହ

ଭଞ୍ଜନଗର,୫ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଆଜକୁ କିଛି ମାସ ହେବ ୧୫ରୁ ଊର୍ଦ୍ଧ୍ୱ ବନ ସୁରକ୍ଷା ସମିତି (ଭିଏସ୍‌ଏସ୍‌) କର୍ମକର୍ତ୍ତା ଓ ବନ ବିଭାଗ ଅଧିକାରୀଙ୍କ ମଧ୍ୟରେ ସମନ୍ବୟ ରହୁନାହିଁ। ଧିରେ ଧିରେ ସମ୍ପର୍କର ଦୂରତା…

ସାର ପାଇଁ ଉତ୍ତେଜନା: ଦୁଇଗେଷ୍ଠୀ ମୁହାଁମୁହିଁ 

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳରେ ୟୁରିଆ ସାରର ଘୋର ଅଭାବ ଦେଖାଦେଇଛି। ଚାଷୀଙ୍କୁ ମିଳୁନି ୟୁରିଆ ସାର। ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ରବିବାର ସକାଳୁ…

ଗାଧୋଇବାବେଳେ ବନ୍ୟାଜଳରେ ବୁଡ଼ି ଯାଉଥିଲେ, ଯୁବତୀଙ୍କୁ…

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ)- ଗତ ଦୁଇ ଦିନ ତଳେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଘୋଡାହାଡ଼ ଜଳ ଭଣ୍ଡାର ଗେଟ ଖୋଲା ଯାଇ ବର୍ଷା ଜଳ ଛଡା ଯାଇଥିବା ବେଳେ ଋଷିକୁଲ୍ୟା ନଦୀ ଜଳସ୍ତର ବୃଦ୍ଧି ପାଇଥିଲା । ଏହି ପରିସ୍ଥିତିରେ…

ଜରାପଦର ଗାଁରେ ୨ ପରିବାରକୁ ବାସନ୍ଦ, ଅଭିଯୋଗ ପରେ…

ଗଞ୍ଜାମ,୪।୧୦(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅନ୍ତର୍ଗତ କାଇଁଚପୁର ପଞ୍ଚାୟତ ଜରାପଦର ଗାଁ ରେ ଦୁଇ ପରିବାରକୁ ବାସନ୍ଦ କରାଯାଇଥିବା ନେଇ ଗଞ୍ଜାମ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ମିଳିଥିବା ସୂଚନା…

ସରିଲା ମା’ ଗଙ୍ଗାଦେବୀଙ୍କ ଯାତ୍ରା, ମନମୋହିଲା…

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ)-ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପୁରୁଣା ବନ୍ଧ ନିକଟରେ ଅବସ୍ଥିତ ପ୍ରସିଦ୍ଧଶକ୍ତି ପୀଠଠାରେ ଦୁଇଦିନ ଧରି ଚାଲିଥିବା ମା’ ଗଙ୍ଗା ଦେବୀଙ୍କ ଯାତ୍ରା ଶନିବାର ରାତିରେ ଉଦ୍‌ଯାପିତ ହୋଇଛି। ସେହିପରି ଅନୁରୂପ ଭାବେ ପୁଇଁତୋଳା ଗ୍ରାମରେ ଖଣ୍ଡେଶ୍ୱର ମହାପ୍ରଭୁ…

ଗଞ୍ଜାମର ଗୌରବ ଚାଷୀପୁଅ: ଜାତୀୟ ସ୍ତରରେ ଟପ୍ପର , ପ୍ରଧାନମନ୍ତ୍ରୀ କଲେ ପୁରସ୍କୃତ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମ ମଠ ସାହିର ଚାଷୀ ସୁଦର୍ଶନ ପ୍ରଧାନଙ୍କ ପୁଅ ଜିତେନ୍ଦ୍ର ପ୍ରଧାନ ଭୁବନେଶ୍ୱରସ୍ଥିତ ଜାତୀୟ କୌଶଳ ତାଲିମ କେନ୍ଦ୍ର(ଏନ୍‌ଏସଟିଆଇ)ର ଇଲେକ୍ଟ୍ରିସିଆନ ଛାତ୍ର ସିଟିଆଇଏସ ପକ୍ଷରୁ ଗତ ଅଗଷ୍ଟରେ ଅନୁଷ୍ଠିତ ଅଲ…

ପୂଜାବଜାରରେ ଜୁଆଖେଳ: ୨୧ ଜୁଆଡ଼ି ଗିରଫ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ଓଡ଼ିଆ ସାହିରେ ଚାଲିଥିବା ଜୁଆଖେଳରେ ଦିଗପହଣ୍ଡି ପୋଲିସ ଟିମ୍‌ ଚଢ଼ାଉ କରି ୨୧ ଜୁଆଡିଙ୍କୁ ଗିରଫ କରିବା ସହ ୫୧,୧୩୦ ଟଙ୍କା,୧୭ଟି ମୋବାଇଲ ଓ ତାସମୁଠା ଜବତ କରିଛନ୍ତି। ଶୁକ୍ରବାର ରାତି…

ନଦୀ ପାର୍‌ବେଳେ ଭାସି ଯାଇଥିଲେ ବୃଦ୍ଧ, ଆଜି ମିଳିଲା ମୃତଦେହ

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଖପରାପଲ୍ଲୀ ଗ୍ରାମର ବିଶୁ ନାୟକ ଗତ ୨ ତାରିଖ ଦିନ ବଡ଼ନଦୀରେ ଭାସି ଯାଇଥିଲେ। ଶୁକ୍ରବାର ରାତିରେ ତାଙ୍କ ମୃତଦେହକୁ କୁଲାଡ଼ ନିକଟରୁ ଉଦ୍ଧାର କରାଯାଇଛି। ପୋଲିସ ରାତିରେ ମୃତଦେହ ଜବତ…

ଏନଏସି ପ୍ରଶାସନର ଦାୟିତ୍ୱହୀନତା: ପାର୍ବଣରେ ଉଠିଲାନି ଅଳିଆ ଆବର୍ଜନା

ଗଞ୍ଜାମ,୪।୧୦(ବିଦ୍ୟାଧର ସାହୁ ) : ବର୍ତ୍ତମାନ ଚାଲିଛି ପାର୍ବଣ ଋତୁ। ଦଶହରା ଦୁର୍ଗା ପୂଜା ସରିବା ପରେ ଏବେ କୁମାର ପୂର୍ଣ୍ଣିମା,ଜହିଁ ଓଷା ଓ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହେବ । ବଜାର ଜନ ଗହଳିପୂର୍ଣ । ସାନ ବଜାର…

ଭଞ୍ଜନଗରରେ ଥମୁନି ଜୁଆଖେଳ: ୫୪ ଜୁଆଡିଙ୍କୁ ବାନ୍ଧିଲାଣି ପୋଲିସ

ଭଞ୍ଜନଗର,୪।୧୦(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଦଶହରାଠାରୁ କୁମାର ପୂର୍ଣ୍ଣିମା ମଧ୍ୟରେ ଲୋକେ ପ୍ରାୟ ପାରମ୍ପରିକ ଭାବେ ଜୁଆ ଖେଳ ଖେଳିଥାନ୍ତି। କିନ୍ତୁ ଆଉ କିଛି ଲୋକ ତା ପୁର୍ବରୁ ମଧ୍ୟ ଜୁଆ ଖେଳନ୍ତି। ଏଥିସହ ଆଉ କେତକ ସ୍ଥାନରେ ବର୍ଷର ଅଧିକାଂଶ ଦିନ…

ସରିଲା ମା’ ମାଣିକେଶ୍ୱରୀଙ୍କ ଲାଖମରା ପର୍ବ: କମାଲ କଲେ ପୋଲିସ କର୍ମଚାରୀ

ଭବାନୀପାଟଣା,୪ା୧୦ (ଉତ୍ତମ କୁମାର ଦାଶ):କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀଙ୍କ ଲାଖମରା ପର୍ବ ଗୁରୁବାର ବିଜୟା ଦଶମୀ ଅବସରରେ ସ୍ଥାନୀୟ ନକଟିଗୁଡାଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପର୍ବର ଏକ ସ୍ବତନ୍ତ୍ରତା ରହିଛି। ଲାଖମରା ପର୍ବ ମାଧ୍ୟମରେ ଲାଖବିନ୍ଧା ପ୍ରତିଯୋଗିତା ଅନୁଷ୍ଠିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri