ଗଞ୍ଜାମ

ଦୀପାବଳି ପାଳିବାକୁ ଗାଁକୁ ଆସିଥିଲେ ଯୁବକ, ଚାଲିଗଲା ଜୀବନ

ଜଗନ୍ନାଥପ୍ରସାଦ,୧୭ା୧୦(ବିଭୁ ପ୍ରସାଦ ପଟ୍ଟନାୟକ): ଜଣେ ଯୁବକ ଗାଁକୁ ଦୀପାବଳି ପାଳିବା ପାଇଁ ଆସୁଥିବାବେଳେ ସଡ଼କ ଦୁର୍ଘଟଣାରେ ତାଙ୍କର ଜୀବନ ଯାଇଛି। ନୂଆ ଜିରାବାଡ଼ି ପାଲପଡା ଛକ ନିକଟ ୨୧ ନମ୍ବର ରାଜ୍ୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ମୃତ…

ସିଡିପିଓଙ୍କ ଅଧ୍ୟକ୍ଷତାରେ ହେଲା ବ୍ଳକସ୍ତରୀୟ ପୋଷଣ ମାସ କାର୍ଯ୍ୟକ୍ରମ: ସୁସ୍ଥ ଜୀବନଯାପନ ପାଇଁ…

ଦିଗପହଣ୍ଡି,୧୬।୧୦(ଅଶେଷ ନାଥ ମିଶ୍ର) : ଦିଗପହଣ୍ଡି ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର ସ୍ଥାନୀୟ ମିଶନ ଶକ୍ତି ସଭାଗୃହ ପରିସରରେ ବ୍ଳକସ୍ତରୀୟ ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଡିପିଓ ପୁଷ୍ପାଞ୍ଜଳି ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ…

ଜିଲାସ୍ତରୀୟ ଖୋ ଖୋ ପ୍ରତିଯୋଗିତା ଆରମ୍ଭ: ପ୍ରଥମଥର ପାଇଁ ହେଲା ଏମିତି…

ଗଞ୍ଜାମ,୧୬।୧୦ (ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ସ୍ତରୀୟ ଖୋ ଖୋ ଚାମ୍ପିୟନସିପ ୨୦୨୫ ପ୍ରତିଯୋଗିତା ଗୁରୁବାର ଅପରାହ୍ନରେ ଆରମ୍ଭ ହୋଇଛି । ଏହି ପ୍ରତିଯୋଗିତା ତିନି ଦିନ ଧରି ଚାଲିବ । ଜିଲାର ୨୨ ବ୍ଲକର ବିଭିନ୍ନ ସ୍କୁଲର ୧୪…

ନବୀନ ପଟ୍ଟନାୟକଙ୍କ ପାଇଁ ପୂଜାପାଠ କଲା ବିଜେଡି

ହିଞ୍ଜିଳିକାଟୁ ୧୬!୧୦( ଦ୍ବିତୀକୃଷ୍ଣ ପଣ୍ଡା): ରାଜ୍ୟ ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ ୭୯ତମ ଜନ୍ମ ଜୟନ୍ତୀ ହିଞ୍ଜିଳିକାଟୁ ବିଜେଡି ପକ୍ଷରୁ ଗୁରୁବାର ପାଳିତ ହୋଇଯାଇଛି। କାଟୁ ରାଜବାଟି ଲକ୍ଷ୍ମୀ ନୃସିଂହ ମନ୍ଦିରରେ ବିଜେଡି ପକ୍ଷରୁ ପୂଜାପାଠ…

ଧାନ ଗଛରେ ବଢୁଛି ରୋଗପୋକ: ଫସଲ ବୀମା ପ୍ରଦାନ କରିବାକୁ ଦାବି କଲେ ଚାଷୀ

ଭଞ୍ଜନଗର,୧୬।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକରେ ଚଳିତ ଖରିଫ ଋତୁରେ ୭ ହଜାରରୁ ଉଦ୍ଧର୍‌ବ ହେକ୍ଟର ଜମିରେ ଧାନଚାଷ ହୋଇଛି । କିନ୍ତୁ ଲଗାଣ ବର୍ଷା, ଜମିରେ ଉପଯୁକ୍ତ ଜଳ ପରିଚାଳନା ଅଭାବ, ଆବଶ୍ୟକତା ଠାରୁ ଅଧିକ ସାର ପ୍ରୟୋଗ,…

ଜାଗା ବିବାଦକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ: ପରିସ୍ଥିତି ଅଣାୟତ୍ତ, ଟେକା ପଥର ମାଡ଼ରେ ଉଭୟ ପକ୍ଷର ଏକାଧିକ ଆହାତ

ଦିଗପହଣ୍ଡି/ପାଟପୁର,୧୬।୧୦(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ପଞ୍ଚାୟତ ରତ୍ନମଣିପୁର ମୌଜା ରାସ୍ତାକଡରେ ଥିବା ପଞ୍ଚାୟତର ପୋଖରୀ ସଂଲଗ୍ନ ମୂଲ୍ୟବାନ ଜମି ମାଲିକାନାକୁ କେନ୍ଦ୍ରକରି ବିବାଦ। ସିଙ୍ଗପୁର ଏବଂ ରତ୍ନମଣିପୁର ଗ୍ରାମବାସୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ଲାଗିରହିଥିବା…

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କଲେ ଆଶାକର୍ମୀ

ଛତ୍ରପୁର,୧୬ା୧୦(ଦିଲ୍ଲୀପ ସାମଲ): ଭାରତୀୟ ମଜଦୂର ସଂଘ ସଂଲଗ୍ନ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ଗଞ୍ଜାମ ଜିଲା ପକ୍ଷରୁ ବିଭିନ୍ନ ଦାବି ନେଇ ଗୁରୁବାର ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି। ଏହା ସହ ଏକ ୯ ଦଫା ସମ୍ବଳିତ ଦାବିପତ୍ର…

ଚଳନ୍ତା କଣ୍ଟେନରରେ ଲାଗିଲା ନିଆଁ, ଆଉ ତା’ ପରେ…

ଛତ୍ରପୁର,୧୬ା୧୦(ଦିଲ୍ଲୀପ ସାମଲ): ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା କଣ୍ଟେନର। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର। ଗୁରୁବାର ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ନିକଟ ଜାତୀୟ ରାଜପଥ ଉପରେ ଏହି ଘଟଣା ଘଟିଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।…

ଅଣ ଧାନ ଫସଲକୁ ଗୁରୁତ୍ୱ: ଜଳର ସୁଷମ ବଣ୍ଟନ ଅନୁଧ୍ୟାନ କଲେ ସଚିବ

ଭଞ୍ଜନଗର,୧୬/୧୦(ବାବୁଲା ପ୍ରଧାନ):ଜଳ ସମ୍ପଦ ବିଭାଗ ସତନ୍ତ୍ର ସଚିବ (ଜଳ ପ୍ରଭାରୀ) ମୁକୁଳ ବେରା ବୁଧବାର ଓ ଗୁରୁବାର ଦୁଇ ଦିନିଆ ଗଞ୍ଜାମ ଜିଲା ଗସ୍ତରେ ଆସି କ୍ଷୁଦ୍ର ଓ ବୃହତ ଏବଂ ଉଠା ଜଳସେଚନ ପ୍ରକଳ୍ପ ଗୁଡ଼ିକ ବୁଲି ଦେଖିଥିଲେ। ଏହି…

ଆଇନଜୀବୀ ପୀତବାସ ମର୍ଡର ମିଷ୍ଟ୍ରି: ପୋଲିସ କବ୍‌ଜାରେ କିଙ୍ଗ୍‌ପିନ୍‌ ସମେତ ୬ ଜଣ, ବିହାରୀ ବନ୍ଧୁକରେ…

ବ୍ରହ୍ମପୁର,୧୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଭାଜପା ନେତା ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗତ ୬ ତାରିଖରେ ଅତି ନିକଟରୁ ଗୁଳିକରି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ପଛରେ ବିହାର ଲିଙ୍କ୍‌ ଥିବା ଜଣାପଡ଼ିଥିଲା। ଶତାଧିକ ସିସିଟିଭି ଓ ଡମ୍ପ ଡାଟା ଆନାଲିସିସ୍‌…

ଫରେଷ୍ଟ ସ୍ପୋର୍ଟସ୍‌ ମିଟ୍‌: ସ୍ବର୍ଣ୍ଣପଦକ ଜିତିଲେ ଡିଏଫ୍‌ଓ

ଭଞ୍ଜନଗର,୧୬ା୧୦(ବାବୁଲା ପ୍ରଧାନ): ଭୁବନେଶ୍ୱର କିଟ୍‌ ବିଶ୍ୱବିଦ୍ୟାଳୟ ଖେଳପଡ଼ିଆରେ ୧୧ ଓ ୧୨ ତାରିଖ ଦୁଇଦିନ ଧରି ରାଜ୍ୟସ୍ତରୀୟ ଫରେଷ୍ଟ ସ୍ପୋର୍ଟସ୍‌ ମିଟ୍‌ ୨୦୨୫ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ବିଭିନ୍ନ ବନଖଣ୍ଡରୁ ଆସିଥିବା ଶତାଧିକ ବନରକ୍ଷୀ, ବନପାଳ, ଡେପୁଟି ରେଞ୍ଜର, ରେଞ୍ଜର,…

ବିଦାୟ ନେଲେ ମା’ ଗଜଲକ୍ଷ୍ମୀ, ଶଙ୍ଖ ହୁଳହୁଳିରେ କମ୍ପିଲା ସହର: ପୁଣି ଆରବର୍ଷକୁ ଅପେକ୍ଷା

ପୁରୁଷୋତ୍ତମପୁର,୧୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବ ଆନନ୍ଦଉଲ୍ଲାସର ସହ ଅନୁଷ୍ଟିତ ହୋଇଯାଇଛି। ଶଙ୍ଖ ହୁଳହୁଳିର ନାଦ ସହ ବାଜବାଜଣାର ବିରାଟ ପଟୁଆରରେ ସହରବାସୀ ଭକ୍ତିର ପୂର୍ବକ ମା’ଙ୍କୁ ମେଲାଣି ଦେଇଛନ୍ତି। ହରିବୋଲ ହୁଳହୁଳି ଶବ୍ଦରେ ସମଗ୍ର ସହର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri