ଗଞ୍ଜାମ

ଖୋଜାପଲ୍ଲୀରେ ଗୁଳିମାଡ଼, କାରଣ ଅସ୍ପଷ୍ଟ

ଖଲ୍ଲିକୋଟ,୭।୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଖୋଜାପଲ୍ଲୀ ଗ୍ରାମରେ ଶନିବାର ସନ୍ଧ୍ୟାରେ ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ହୋଇଛି। ଏଥିରେ ଗ୍ରାମର ନୀଳକଣ୍ଠ ପରିଡ଼ା (୩୬) ଗୁରୁତର ଆହତ ହୋଇଛନ୍ତି। ନୀଳକଣ୍ଠ ସନ୍ଧ୍ୟା ପ୍ରାୟ ୭ଟାରେ ଗଁା ଦାଣ୍ଡରେ ଛିଡା ହୋଇଥିଲେ। ବାଇକରେ…

କୁକୁର ଆକ୍ରମଣରେ ସମ୍ବର ମୃତ

ଭଞ୍ଜନଗର,୭।୯(ଡି.ଏନ.ଏ.)- ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଗାଲେରୀ ରେଞ୍ଜ ଜଡ଼ାହାଟୁଣି ନିକଟରେ ଶୁକ୍ରବାର ସନ୍ଧ୍ୟାରେ କୁକୁର ଆକ୍ରମଣରେ ଗୋଟିଏ ସମ୍ବରର ମୃତ୍ୟୁ ଘଟିଛି। ବନ କର୍ମଚାରୀ ଶନିବାର ସକାଳେ ସମ୍ବରଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ପ୍ରାଣୀ ଚିକିତ୍ସାଳୟକୁ ଆଣିଥିଲେ।…

ଋଷିକୂଲ୍ୟାରେ ସତର୍କ ସୂଚନାଠାରୁ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଛି ଜଳ

ପୁରୁଷୋତ୍ତମପୁର,୭।୯(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୀର୍ଘ ୪ଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ସମସ୍ତ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡ଼ିଛି। ଏଠାରେ ସମୁଦାୟ ୧୮୧.୬ ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି ।…

ବାଇକ୍‌କୁ ବଞ୍ଚାଇବାକୁ ଯାଇ ରାସ୍ତାରେ ଓଲଟିଲା ମିନିବସ୍‌: ୫ଶିଶୁଙ୍କ ସମେତ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ, ୮ ଗୁରୁତର

ପୁରୁଷୋତ୍ତମପୁର, ୭।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର କେଶପୁର ଛକ ନିକଟରେ ଥିବା ଭୁବନେଶ୍ବରୀ ପେଟ୍ରୋଲ ପମ୍ପ୍‌ ସମ୍ମୁଖରେ ଶନିବାର ଏକ ମିନିବସ୍‌ ଓଲଟି ପଡିଛି । ଏଥିରେ ୫ ଶିଶୁଙ୍କ ସମେତ ୨୦ରୁ ଊର୍ଦ୍ଧ୍ୱ…

ରୁପା ଅଳଙ୍କାର ଚୋରି ଘଟଣା: ୬ କେଜି ରୁପା ଉଦ୍ଧାର, ୩ ଗିରଫ

ବ୍ରହ୍ମପୁର ଅଫିସ, ୭।୯: ଗଞ୍ଜାମ ଜିଲା ବଡ଼ବଜାର ଥାନା ଅନ୍ତର୍ଗତ ମାଲସେନାପେଟା ସାହିରେ ଥିବା ଶ୍ରୀସାଇ ରିଫାଇନେରୀ ଏବଂ ରୁପା ଅଳଙ୍କାର ଦୋକାନରୁ ହୋଇଥିବା ଚୋରି ଘଟଣାର ଶନିବାର ପର୍ଦ୍ଦାଫାସ ହୋଇଛି। ପୋଲିସ ଏହି ଘଟଣାର ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।…

ଗାଡ଼ି ଯାଞ୍ଚ ନାଁରେ ଚାନ୍ଦା ଆଦାୟ, ପୋଲିସ ଏଏସ୍‌ଆଇ ନିଲମ୍ବିତ

ବ୍ରହ୍ମପୁର ଅଫିସ, ୭।୯: ଟ୍ରାଫିକ ନିୟମ ଅନୁସାରେ ପୋଲିସ ଯାନବାହନଗୁଡ଼ିକର କାଗଜପତ୍ର ଯାଞ୍ଚ କରୁଛି। ହେଲେ ଗାଡ଼ି ଯାଞ୍ଚ ନା’ରେ ଚାନ୍ଦା ଆଦାୟ କରିବା ଏବେ ଜଣେ ଟ୍ରାଫିକ ଏଏସ୍‌ଆଇଙ୍କୁ ମହଙ୍ଗା ପଡିଛି। ଏ ନେଇ ଅଭିଯୋଗ ହେବା ପରେ ବ୍ରହ୍ମପୁର…

କମାପଲୀ ଅଶୋକ ନଗରରେ ଜଳୁନି ଷ୍ଟ୍ରିଟ ଲାଇଟ

ବ୍ରହ୍ମପୁର ଅଫିସ,୭ା୯-ବ୍ରହ୍ମପୁର ମହାନଗର ନିଗମ (ବିଏମସି)ର ୩୧ନଂ ୱାର୍ଡରେ ଆଲୋକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଯାଇଛି । କମାପଲ୍ଲୀ ଅଞ୍ଚଳର ବୈଦ୍ୟନାଥେଶ୍ୱର ଶୈବପୀଠ ଠାରୁ ଅଶୋକ ନଗରର ୧୮ ସାହିରେ ଗତ ଏକ ସପ୍ତାହ ହେବ ଷ୍ଟ୍ରିଟ ଲାଇଟ ଜଳୁ ନ ଥିବାରୁ…

ଏବେ ବି ବିପଦସଙ୍କୁଳ ଅବସ୍ଥାରେ ହଷ୍ଟେଲ କୋଠା

ବ୍ରହ୍ମପୁର ଅଫିସ ୭ା୯-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ସାବେରୀ ଛାତ୍ରୀନିବାସର ୩ ମହଲା ବିଶିଷ୍ଟ ଶୌଚାଳୟ କୋଠା ଭୁଶୁଡିବା ଘଟଣା ଏକମାସରୁ ଊର୍ଦ୍ଧ୍ୱ ବିତିଲାଣି। ତଥାପି ବିପଦସଙ୍କୁଳ ଅବସ୍ଥାରେ ଥିବା ଅନ୍ୟ ଛାତ୍ରୀନିବାସ ଓ ଛାତ୍ରାବାସ ସୁରକ୍ଷା ଦିଗରେ କର୍ତ୍ତୃପକ୍ଷ ଅବହେଳା…

ଜାତୀୟ ରାଜପଥ ୫୯ ନଂ. ଉପରେ ପାଣି

ହିଞ୍ଜିଳିକାଟୁ/ଶେରଗଡ,୭ା୯(ଡ଼ି.ଏନ୍‌.ଏ)-ଲଗାଣ ବର୍ଷାରେ ବେହାଲ ହୋଇଛି ହିଞ୍ଜିଳିକାଟୁ ଓ ଶେରଗଡ। ବର୍ଷା ପ୍ରଭାବରେ ଜାତୀୟ ରାଜପଥ ନଂ-୫୯ର ହିଞ୍ଜିଳିକାଟୁ ବ୍ଲକ ମକରଝୋଳ, ପୋଚିଲିମା, ସୋମପୁର, ପୋଡ଼ିଙ୍ଗୀଠାରେ ରାସ୍ତା ଉପରେ ୪ରୁ ୫ଫୁଟରେ ବର୍ଷାପାଣି ପ୍ରବାହିତ ହେଉଛି। ଫଳରେ ଗମନାଗମନ ବନ୍ଦ ରହିଛି। ଗୁରୁବାର…

ଶବ୍ଦ ପ୍ରଦୂଷଣ ଅଭିଯୋଗ, ୨ ଡିଜେ ଗାଡି ଜବତ ୪୪ ହଜାର ୫ ଶହ ଟଙ୍କା ଜରିମାନା

ଆସିକା,୭ା୯(ଡି.ଏନ୍‌.ଏ.)- ଆସିକା ଥାନା ଇଲାକାରେ ବେଆଇନ ଭାବେ ଶବ୍ଦ ପ୍ରଦୂଷଣ କରୁଥିବା ଅଭିଯୋଗରେ ୨ଟି ଡିଜେ ଗାଡିକୁ ଶୁକ୍ରବାର ପୋଲିସ ଜବତ କରିଛି। ଏ ନେଇ ଦୁଇଟି ମାମଲା ରୁଜୁ ହୋଇଛି। ଆସିକା ଏନ୍‌ଏସି ବାଣୀବିହାର ଏବଂ କାଳଷଣ୍ଢପୁର ଗ୍ରାମରେ ଭସାଣି…

ନାବାଳିକାଙ୍କୁ ବଳାତ୍କାର, ଅଶ୍ଳୀଳ ଫଟୋ ଭାଇରାଲ

ଗୋପାଳପୁର,୭ା୯-ଗଞ୍ଜାମ ଜିଲାର ବିଭିନ୍ନ ଗ୍ରାମାଞ୍ଚଳରେ ଏବେ ମଧ୍ୟ ବାଲ୍ୟବିବାହ ଚାଲିଛି। ଗୋଳନ୍ଥରା ଥାନା ଅଞ୍ଚଳର ଜଣେ ନାବାଳିକା ବିବାହ ପରେ ଗଁ।କୁ ଆସିଥିବାବେଳେ ତାଙ୍କୁ ବଳାତ୍କାର କରାଯାଇଥିବା ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ତାଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ…

ମଦ ଦୋକାନ ସ୍ଥାନାନ୍ତର ଦାବିରେ ପୁଣି ମହିଳାଙ୍କ ଧାରଣା

ବେଗୁନିଆପଡ଼ା,୬।୯(ଡି.ଏନ.ଏ.)-ବେଗୁନିଆପଡ଼ା ବଜାରରେ ଖୋଲିଥିବା ଠିପି ବନ୍ଦ ମଦ ଦୋକାନ ସ୍ଥାନାନ୍ତରଣ ଦାବିରେ ଶୁକ୍ରବାର ଦୋକାନ ଆଗରେ ମହିଳାମାନେ ପୁନର୍ବାର ଧାରଣା ଦେଇଛନ୍ତି। ଏହି ମଦ ଦୋକାନ ପଡ଼ୋଶୀରେ ଜଣେ ବ୍ୟକ୍ତିଙ୍କ ଘର ରହିଛି। ମଦ୍ୟପମାନେ ବେଳେ ବେଳେ ମଦ ଦୋକାନ ଜାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?